ଅନୁଗୁଳ ବନମଣ୍ଡଳରେ ଅଛନ୍ତି ୭୭୯ ହାତୀ, ହାତୀ-ମଣିଷ ଲଢ଼େଇର ଅବସାନ ପାଇଁ ରଣନୀତି ପ୍ରସ୍ତୁତ

ଅନୁଗୁଳ: ସ୍ଥାନୀୟ ସର୍କିଟ ହାଉସ ଠାରେ ବନବିଭାଗ ଓ ନିର୍ବାଚିତ ଲୋକ ପ୍ରତିନିଧିଙ୍କୁ ନେଇ ହାତୀ ମଣିଷ ଲଢ଼େଇର ଅବସାନ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏ ଅବସରରେ ଦୀର୍ଘ ବର୍ଷ ଧରି ଅନୁଗୁଳ ବନଖଣ୍ଡ ଅଧୀନରେ ଥିବା ବନାଞ୍ଚଳ…

Continue Readingଅନୁଗୁଳ ବନମଣ୍ଡଳରେ ଅଛନ୍ତି ୭୭୯ ହାତୀ, ହାତୀ-ମଣିଷ ଲଢ଼େଇର ଅବସାନ ପାଇଁ ରଣନୀତି ପ୍ରସ୍ତୁତ

ଅନୁଗୁଳ ଅବକାରୀ ବିଭାଗକୁ ବଡ଼ ସଫଳତା: ୯ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଅବକାରୀ ବିଭାଗକୁ ବଡ଼ ସଫଳତା। ଆଠମଲ୍ଲିକ ଅଞ୍ଚଳରୁ ପାଖାପାଖି ୮୪.୮ କେଜି ଗଞ୍ଜେଇ ଜବତ କରିବା ସହ ଚାଲାଣରେ ସମ୍ପୃକ୍ତ ଜଣଙ୍କୁ ଗିରଫ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୯ ଲକ୍ଷ ଟଙ୍କା ହେବ।…

Continue Readingଅନୁଗୁଳ ଅବକାରୀ ବିଭାଗକୁ ବଡ଼ ସଫଳତା: ୯ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ

ଜିଲ୍ଲାସ୍ତରୀୟ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଜୟନ୍ତୀ ସମାରୋହ ପାଳିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସମ୍ମିଳନୀ କକ୍ଷରେ ଶୁକ୍ରବାର ଜିଲ୍ଲାସ୍ତରୀୟ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଶାନ୍ତନୁ…

Continue Readingଜିଲ୍ଲାସ୍ତରୀୟ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଜୟନ୍ତୀ ସମାରୋହ ପାଳିତ

ଅଷ୍ଟମ ମର୍ଣ୍ଣିଂଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଲିଗ୍ ମ୍ୟାଚ୍: ସେମିରେ ପ୍ରବେଶ କଲା ୱାରିଅରସ ମୂଷାପାପୁଲି

ଅନୁଗୁଳ: ସ୍ଥାନୀୟ କଦମ ପଡ଼ିଆ ଠାରେ ଅଷ୍ଟମ ମର୍ଣ୍ଣିଂଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଲିଗ୍ ମ୍ୟାଚ୍ ଅନୁଷ୍ଠିତ ହୋଇଛି।ଏଥିରେ ତେଜ ୱାରିଅରସ ମୂଷାପାପୁଲି ଅନୁଗୁଳ ସହ ମ୍ୟାଜିକ ଇଲେଭେନ କଟକର ମ୍ୟାଚ୍ ହୋଇଥିଲା। ଟୁର୍ଣ୍ଣାମେଣ୍ଟରେ ମ୍ୟାଜିକ ଇଲେଭେନ କଟକ ଟସ୍ ଜିତି ପ୍ରଥମେ…

Continue Readingଅଷ୍ଟମ ମର୍ଣ୍ଣିଂଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଲିଗ୍ ମ୍ୟାଚ୍: ସେମିରେ ପ୍ରବେଶ କଲା ୱାରିଅରସ ମୂଷାପାପୁଲି

ଯୁକ୍ତ୨ ବୋର୍ଡ ପରୀକ୍ଷା ମାର୍କିଂ ଢାଞ୍ଚାରେ ହେବ ପରିବର୍ତ୍ତନ: ୧୦୦ ରୁ ୨୪ ମାର୍କ ରଖିଲେ ପାସ୍ ହେବେ ଛାତ୍ରଛାତ୍ରୀ

ଅନୁଗୁଳ: ଚଳିତ ବର୍ଷ ଯୁକ୍ତ୨ ବୋର୍ଡ ପରୀକ୍ଷା ମାର୍କିଂ ଢାଞ୍ଚାରେ ହେବ ପରିବର୍ତ୍ତନ। ଏନେଇ ସୂଚନା ଦେଇଛନ୍ତି ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡ଼ା। ତାଙ୍କ ସୂଚନାନୁଯାୟୀ, ଏଥର ଜାତୀୟ ଶିକ୍ଷା ପଦ୍ଧତି ଅନୁଯାୟୀ ୮୦ ମାର୍କର ଥିଓରୀ ଓ…

Continue Readingଯୁକ୍ତ୨ ବୋର୍ଡ ପରୀକ୍ଷା ମାର୍କିଂ ଢାଞ୍ଚାରେ ହେବ ପରିବର୍ତ୍ତନ: ୧୦୦ ରୁ ୨୪ ମାର୍କ ରଖିଲେ ପାସ୍ ହେବେ ଛାତ୍ରଛାତ୍ରୀ

ଠିକାଦାର ସଂଘର ବୈଠକ ଓ କର୍ମକର୍ତ୍ତା ଚୟନ ଆୟୋଜିତ, ସଭାପତି ହେଲେ ବିଭାସ ରଞ୍ଜନ ସିଂହ

ଅନୁଗୁଳ: ସ୍ଥାନୀୟ ପଞ୍ଚଶ୍ରୀକ୍ଷେତ୍ର ଜଗନ୍ନାଥ ଧାମ ପରିସରରେ ନାଲକୋ ସିପିପି କଣ୍ଟ୍ରାକ୍ଟର ଆସୋସିଏସନର ବୈଠକ ଓ କର୍ମକର୍ତ୍ତା ଚୟନ ଆୟୋଜିତ ହୋଇଛି। ବରିଷ୍ଠ ସଦସ୍ୟ ସତ୍ୟବାନ ବରାହଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଆସୋସିଏସନ ସମ୍ପର୍କିତ ବିଭିନ୍ନ ବିଷୟରେ ଆଲୋଚନା କରାଯିବା ସହ…

Continue Readingଠିକାଦାର ସଂଘର ବୈଠକ ଓ କର୍ମକର୍ତ୍ତା ଚୟନ ଆୟୋଜିତ, ସଭାପତି ହେଲେ ବିଭାସ ରଞ୍ଜନ ସିଂହ

ଓକିଲଙ୍କୁ ମାଡ଼ ପ୍ରତିବାଦ: ଆନ୍ଦୋଳନକୁ ଓହ୍ଲାଇଲେ ଛେଣ୍ଡିପଦା ଓକିଲ ସଂଘ

ଅନୁଗୁଳ: ପାରଳାଖେମୁଣ୍ଡି ଓକିଲଙ୍କୁ ଏସିଡ୍ ମାଡ଼ ପ୍ରତିବାଦରେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଓକିଲ ସଂଘ ସଦସ୍ୟ କଳା ବ୍ୟାଚ୍ ପରିଧାନ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଗତ ୯ ତାରିଖ ଅପରାହ୍ନରେ ପାରଳାଖେମୁଣ୍ଡିର ବରିଷ୍ଠ ଓକିଲଙ୍କୁ ଘରେ ପଶି ଏସିଡ ମାଡ଼…

Continue Readingଓକିଲଙ୍କୁ ମାଡ଼ ପ୍ରତିବାଦ: ଆନ୍ଦୋଳନକୁ ଓହ୍ଲାଇଲେ ଛେଣ୍ଡିପଦା ଓକିଲ ସଂଘ

ତାଳଚେର ଜେଲରୁ ମୁକୁଳିଲେ ୧୦୨ ଜଣ ଆନ୍ଦୋଳନକାରୀ, ଶାନ୍ତି ଶୃଙ୍ଖଳାର ସହ ଆନ୍ଦୋଳନ କରିବାକୁ ଦେଲେ ଆହ୍ୱାନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଖଣି ଅଞ୍ଚଳରେ ଦିନକୁ ଦିନ ବଢ଼ି ଚାଲିଛି ଅଶାନ୍ତିର ବାତାବରଣ। ଗତ କିଛିଦିନ ତଳେ ହେଁସୁମୂଳ ଗ୍ରାମର ଶତାଧିକ ଲୋକ ସାଇଲ ନିଯୁକ୍ତିକୁ ନେଇ ଆନ୍ଦୋଳନ କରୁଥିବା ବେଳେ ସେମାନଙ୍କୁ ପୋଲିସ ପ୍ରଶାସନ ପକ୍ଷରୁ ଜେଲ…

Continue Readingତାଳଚେର ଜେଲରୁ ମୁକୁଳିଲେ ୧୦୨ ଜଣ ଆନ୍ଦୋଳନକାରୀ, ଶାନ୍ତି ଶୃଙ୍ଖଳାର ସହ ଆନ୍ଦୋଳନ କରିବାକୁ ଦେଲେ ଆହ୍ୱାନ

ଜିଲ୍ଲାସ୍ତରୀୟ ବିଶ୍ୱ ମତ୍ସ୍ୟ ଦିବସ ପାଳିତ: ସରକାରଙ୍କ ଯୋଜନାର ଲାଭ ଉଠାଇବାକୁ ଚାଷୀଙ୍କୁ ଆହ୍ୱାନ

ଅନୁଗୁଳ: ଆଜି ସ୍ଥାନୀୟ ମିଶ୍ରପଡ଼ା ସ୍ଥିତ ଭୋଜନ ବାହାର ସଭାଗୃହ ଠାରେ ଜିଲ୍ଲାସ୍ତରୀୟ ବିଶ୍ବ ମତ୍ସ୍ୟ ଦିବସ ପାଳିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ‍.ନିରୋଦ ଦାସ ଯୋଗ ଦେଇ ପ୍ରାଣୀ ସମ୍ପଦ…

Continue Readingଜିଲ୍ଲାସ୍ତରୀୟ ବିଶ୍ୱ ମତ୍ସ୍ୟ ଦିବସ ପାଳିତ: ସରକାରଙ୍କ ଯୋଜନାର ଲାଭ ଉଠାଇବାକୁ ଚାଷୀଙ୍କୁ ଆହ୍ୱାନ

ପୌରପାଳିକା ମାସିକ ବୈଠକ: ଆଲୋକିକରଣ,ଡ୍ରେନ,ଡେଲି ମାର୍କେଟ ଉପରେ ଗୁରୁତ୍ବ

ଅନୁଗୁଳ: ଆଜି ଅନୁଗୁଳ ପୌରପାଳିକା ସଭାକକ୍ଷରେ ପରିଷଦର ମାସିକ ବୈଠକ ଆୟୋଜିତ ହୋଇଯାଇଛି। ଏହି ବୈଠକରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ନଗରପାଳ ଅକ୍ଷୟ କୁମାର ସାମନ୍ତ,ଢେ଼ଙ୍କାନାଳ ଏମପିଙ୍କ ନୋମିନୀ ରୁଚିର ନନ୍ଦ, ଉପାଧ୍ୟକ୍ଷା ଅନୁପମା ସାହୁ,ନିର୍ବାହୀ ଅଧିକାରୀ ପ୍ରଶାନ୍ତ…

Continue Readingପୌରପାଳିକା ମାସିକ ବୈଠକ: ଆଲୋକିକରଣ,ଡ୍ରେନ,ଡେଲି ମାର୍କେଟ ଉପରେ ଗୁରୁତ୍ବ