ବୁଧବାର ଅନୁଗୁଳ ଆସୁଛନ୍ତି ସମ୍ବଲପୁର ବିଜେଡି ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ, ମା’ ହିଙ୍ଗୁଳାଙ୍କୁ ଦର୍ଶନ କରିବା ସହ ଲୋକଙ୍କୁ କରିବେ ସମ୍ବୋଧିତ

  ଅନୁଗୁଳ: ବୁଧବାର ବିଜେଡିର ସଂଗଠନ ସଂପାଦକ ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଦିନିକିଆ ଅନୁଗୁଳ ଗସ୍ତରେ ଆସୁଛନ୍ତି। ଏହି ଅବସରରେ ସକାଳ ୮ଟାରେ ସେ ତାଳଚେର ହିଙ୍ଗୁଳା ମନ୍ଦିର‌ରେ ମା’ଙ୍କ ଦର୍ଶନ କରିବା ପରେ ସକାଳ…

Continue Readingବୁଧବାର ଅନୁଗୁଳ ଆସୁଛନ୍ତି ସମ୍ବଲପୁର ବିଜେଡି ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ, ମା’ ହିଙ୍ଗୁଳାଙ୍କୁ ଦର୍ଶନ କରିବା ସହ ଲୋକଙ୍କୁ କରିବେ ସମ୍ବୋଧିତ

ନିର୍ବାଚନ ପାଇଁ ଅନୁଗୁଳ ପ୍ରଶାସନର ପ୍ରସ୍ତୁତି ଆରମ୍ଭ, ପ୍ରଶିକ୍ଷଣ ନେଲେ ଜିଲ୍ଲା ନିର୍ବାଚନୀ ଅଧିକାରୀ

  ଅନୁଗୁଳ: ଆସନ୍ତା ସାଧାରଣ ନିର୍ବାଚନ ଉପଲକ୍ଷେ ଅନୁଗୁଳ ଜିଲ୍ଲାର ସମସ୍ତ ବିଧାନସଭାର ନିର୍ବାଚନ ଅଧିକାରୀ ଓ ଅନ୍ୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ଅନଲାଇନ ମାଧ୍ୟମରେ "ସୁବିଧା" ଓ "ଏନକୋର" ପୋର୍ଟାଲ ଜରିଆରେ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ, ଦାଖଲ ନାମାଙ୍କନ ପତ୍ର…

Continue Readingନିର୍ବାଚନ ପାଇଁ ଅନୁଗୁଳ ପ୍ରଶାସନର ପ୍ରସ୍ତୁତି ଆରମ୍ଭ, ପ୍ରଶିକ୍ଷଣ ନେଲେ ଜିଲ୍ଲା ନିର୍ବାଚନୀ ଅଧିକାରୀ

ଅନୁଗୁଳରେ ରାଜସ୍ୱ କମିଶନରଙ୍କ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା: ଭୋଟର ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବାକୁ ପରାମର୍ଶ

  ଅନୁଗୁଳ : ଆଗାମୀ ଲୋକସଭା ଓ ବିଧାନସଭା ସାଧାରଣ ନିର୍ବାଚନ ୨୦୨୪ ଉପଲକ୍ଷେ ଅନୁଗୁଳ ଜିଲ୍ଲାର ନିର୍ବାଚନ ପ୍ରସ୍ତୁତି ନେଇ ଏକ ସମୀକ୍ଷା ବୈଠକ ଉତ୍ତରାଞ୍ଚଳ ରାଜସ୍ବ କମିଶନର ଶ୍ରୀକାନ୍ତ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ସ୍ଥାନୀୟ ସର୍କିଟ ହାଉସରେ…

Continue Readingଅନୁଗୁଳରେ ରାଜସ୍ୱ କମିଶନରଙ୍କ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା: ଭୋଟର ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବାକୁ ପରାମର୍ଶ

ଟ୍ରକ୍ ମାଲିକ ସଂଘ ସାଧାରଣ ବୈଠକରେ ହଟ୍ଟଗୋଳ: ବରିଷ୍ଠ ସଦସ୍ୟ ଶୀର୍ଷ କାର୍ଯ୍ୟକର୍ତ୍ତାଙ୍କୁ ପାଠ ପଢ଼ାଇଲେ

  ଅନୁଗୁଳ: ଅନୁଗୁଳ ଟ୍ରକ୍ ମାଲିକ ସଂଘ ସଭା କକ୍ଷରେ ଗତ ରବିବାର ଆୟୋଜିତ ସଂଘର ସାଧାରଣ ବୈଠକରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ସଭା ଆରମ୍ଭରୁ ବରିଷ୍ଠ ସଦସ୍ୟ ମାନେ ଶୀର୍ଷ କାର୍ଯ୍ୟକର୍ତ୍ତାଙ୍କ ମନମୁଖୀ କାରବାର ବିରୁଦ୍ଧରେ ପାଟିତୁଣ୍ଡ ଆରମ୍ଭ…

Continue Readingଟ୍ରକ୍ ମାଲିକ ସଂଘ ସାଧାରଣ ବୈଠକରେ ହଟ୍ଟଗୋଳ: ବରିଷ୍ଠ ସଦସ୍ୟ ଶୀର୍ଷ କାର୍ଯ୍ୟକର୍ତ୍ତାଙ୍କୁ ପାଠ ପଢ଼ାଇଲେ
Read more about the article ୨୦୧୯ ମସିହାର ହତ୍ୟାକାଣ୍ଡର ଶୁଣାଣି କରି ଅଭିଯୁକ୍ତ ପୁଅକୁ ଆଜୀବନ କାରାଦଣ୍ଡ ଏବଂ ମା’-ବାପାକୁ ବର୍ଷେ ଜେଲ୍
Law Judge Gavel And Legality Symbol

୨୦୧୯ ମସିହାର ହତ୍ୟାକାଣ୍ଡର ଶୁଣାଣି କରି ଅଭିଯୁକ୍ତ ପୁଅକୁ ଆଜୀବନ କାରାଦଣ୍ଡ ଏବଂ ମା’-ବାପାକୁ ବର୍ଷେ ଜେଲ୍

ଅନୁଗୁଳ: ୨୦୧୯ ମସିହାର ଏକ ହତ୍ୟାକାଣ୍ଡର ଶୁଣାଣି କରି ଅନୁଗୁଳ ଅତିରିକ୍ତ ଜିଲ୍ଲା ତଥା ଶେଷନ୍ସ କମ୍ ସ୍ୱତନ୍ତ୍ର ଜଜ ଭିଜିଲାନ୍ସ ଅଭିଯୁକ୍ତ ପୁଅକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ମା'-ବାପାକୁ ଏକ ବର୍ଷ ଜେଲଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା…

Continue Reading୨୦୧୯ ମସିହାର ହତ୍ୟାକାଣ୍ଡର ଶୁଣାଣି କରି ଅଭିଯୁକ୍ତ ପୁଅକୁ ଆଜୀବନ କାରାଦଣ୍ଡ ଏବଂ ମା’-ବାପାକୁ ବର୍ଷେ ଜେଲ୍

ମତଦାନ ହାର ବୃଦ୍ଧି ପାଇଁ ‘ସ୍ବିପ୍’ କାର୍ଯ୍ୟକ୍ରମ: ଅନୁଗୁଳରେ ଭୋଟରଙ୍କୁ ସଚେତନ କରୁଛି ପ୍ରଶାସନ

ଅନୁଗୁଳ : ସାଧାରଣ ନିର୍ବାଚନ ୨୦୨୪ରେ ଅନୁଗୁଳ ଜିଲ୍ଲାର ମତଦାନ ହାର ବୃଦ୍ଧି ନିମନ୍ତେ ପ୍ରଶାସନ ପକ୍ଷରୁ ‘ସ୍ବିପ୍’ (SVEEP-Systematic Voters Education and Electoral Participation) ଅନ୍ତର୍ଗତ ବିଭିନ୍ନ ଭୋଟର ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଜିଲ୍ଲା ନିର୍ବାଚନ ଅଧିକାରୀ…

Continue Readingମତଦାନ ହାର ବୃଦ୍ଧି ପାଇଁ ‘ସ୍ବିପ୍’ କାର୍ଯ୍ୟକ୍ରମ: ଅନୁଗୁଳରେ ଭୋଟରଙ୍କୁ ସଚେତନ କରୁଛି ପ୍ରଶାସନ

ଆଳୁ ଖୁଚୁରା ବଜାରରେ ନିଆଁ: କେଜି ପିଛା ଦର ୩୫ ଟଙ୍କା

  ଅନୁଗୁଳ: ସମଗ୍ର ରାଜ୍ୟରେ ଗତ ସପ୍ତାହରେ ଆଳୁର ଅଭାବ ଦେଖା ଦେଇଛି। ବେଙ୍ଗଲରୁ ଓଡ଼ିଶାକୁ ନିୟମିତ ଆଳୁ ଆସୁଥିବା ବେଳେ ଏବେ ଉତ୍ପାଦନ କମ ହେତୁ ବେଙ୍ଗଲ ଆଳୁ ଯୋଗାଣ ବନ୍ଦ କରିଦେଇଛି। ଫଳରେ ବେପାରୀ ମାନେ ୟୁପିରୁ ପୁରୱା,ରାୟବରେଲି…

Continue Readingଆଳୁ ଖୁଚୁରା ବଜାରରେ ନିଆଁ: କେଜି ପିଛା ଦର ୩୫ ଟଙ୍କା

ଅନ୍ଧାରରେ କୁଲାସିଂହା ଗାଁର ୫୦ ପରିବାର

  ଅନୁଗୁଳ: ଅନୁଗୁଳ ଜିଲ୍ଲା ପୂରୁଣାକୋଟ ଥାନା ମାଣିକଯୋଡ଼ି ପଞ୍ଚାୟତ କୁଲାସିଂହା ଗାଁର ୫୦ ପରିବାର ଗତ ୪ ଦିନ ହେବ ଅନ୍ଧାରରେ ରହିଛନ୍ତି। ଗତ ୨୦ ତାରିଖ ସକାଳେ ଏକ ଜେଶିବି ଗାଁର ଏକ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଇଥିଲା।…

Continue Readingଅନ୍ଧାରରେ କୁଲାସିଂହା ଗାଁର ୫୦ ପରିବାର

ଅନୁଗୁଳ ଜିଲ୍ଲା ବ୍ରାହ୍ମଣ ମହାସଂଘର ସମ୍ମିଳନୀରେ ନୂତନ କର୍ମକର୍ତ୍ତା ଚୟନ, ବ୍ୟୋମକେଶ ଶତପଥୀ ହେଲେ ସଭାପତି

ଅନୁଗୁଳ: ଅନୁଗୁଳ ଜିଲ୍ଲା ବ୍ରାହ୍ମଣ ମହାସଂଘର ତ୍ରୟୋଦଶ ଜିଲ୍ଲା ସମ୍ମିଳନୀ ସ୍ଥାନୀୟ ସଂସ୍କୃତ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି। ସଂଗଠନର ସଭାପତି ଶଶାଙ୍କ ଶେଖର ପାଣିଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଅନୁଗୁଳ ଜିଲ୍ଲା ବ୍ରାହ୍ମଣ ମହାସଂଘ, ଓଡ଼ିଶା ବ୍ରାହ୍ମଣ ମହାସଂଘ ସହିତ…

Continue Readingଅନୁଗୁଳ ଜିଲ୍ଲା ବ୍ରାହ୍ମଣ ମହାସଂଘର ସମ୍ମିଳନୀରେ ନୂତନ କର୍ମକର୍ତ୍ତା ଚୟନ, ବ୍ୟୋମକେଶ ଶତପଥୀ ହେଲେ ସଭାପତି

ଅନୁଗୁଳ ବିଜେଡିକୁ ଶକ୍ତିଶାଳୀ କରିବାକୁ ୩ ଜଣଙ୍କୁ ନୂଆ ଦାୟିତ୍ଵ ଦେଲେ ଦଳ ସୁପ୍ରିମୋ

ଅନୁଗୁଳ: ଅନୁଗୁଳରେ ବିଜେଡିକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ତିନି ଜଣ ଯୁବ ପ୍ରତିଭାଙ୍କୁ ନୂଆ ଦାୟିତ୍ଵ ଦେଇଛନ୍ତି। ଅନୁଗୁଳର ଶିବାନୀ ଶଙ୍କର ଗୌଡ଼ଙ୍କୁ ବିଜୁ ଯୁବ ଜନତା ଦଳର ରାଜ୍ୟ ଉପସଭାପତି, ଅନ୍ନଦା ସାହୁଙ୍କୁ…

Continue Readingଅନୁଗୁଳ ବିଜେଡିକୁ ଶକ୍ତିଶାଳୀ କରିବାକୁ ୩ ଜଣଙ୍କୁ ନୂଆ ଦାୟିତ୍ଵ ଦେଲେ ଦଳ ସୁପ୍ରିମୋ