ଶିକ୍ଷା ଶିକ୍ଷକ ଓ ଉତ୍ତରଦାୟିତ୍ୱ ଉପରେ କର୍ମଶାଳା
ଅନୁଗୁଳ: ଜିଲ୍ଲା ସଂସ୍କୃତି ପାଠାଗାର ପରିସରରେ ଆଜି ଶିକ୍ଷା ଶିକ୍ଷକ ଓ ଉତ୍ତରଦାୟିତ୍ୱ ଉପରେ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି। ଏହି କର୍ମଶାଳାକୁ ଗବେଷିକା ତଥା ଇତିହାସକାର ଡ଼ା ରମା ମଞ୍ଜରୀ ସାହୁ ଉଦଘାଟନ କରିଥିଲେ। ଅନ୍ୟ ବିଶିଷ୍ଟ ଅତିଥି ରୂପେ…
ଅନୁଗୁଳ: ଜିଲ୍ଲା ସଂସ୍କୃତି ପାଠାଗାର ପରିସରରେ ଆଜି ଶିକ୍ଷା ଶିକ୍ଷକ ଓ ଉତ୍ତରଦାୟିତ୍ୱ ଉପରେ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି। ଏହି କର୍ମଶାଳାକୁ ଗବେଷିକା ତଥା ଇତିହାସକାର ଡ଼ା ରମା ମଞ୍ଜରୀ ସାହୁ ଉଦଘାଟନ କରିଥିଲେ। ଅନ୍ୟ ବିଶିଷ୍ଟ ଅତିଥି ରୂପେ…
ଅନୁଗୁଳ: ଆଜି ପୁଣି ପଦ୍ମ ଧରିଛନ୍ତି ଏକାଧିକ ବିଜେଡି କର୍ମୀ। ଅନୁଗୁଳ ବିଧାନସଭା ନିର୍ବାଚନମଣ୍ଡଳୀର ୨ ନମ୍ବର ଜୋନ୍ ରନ୍ତଲେଇ ପଞ୍ଚାୟତର ବହୁ ବିଜେଡି କର୍ମକର୍ତ୍ତା ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ…
ଛେଣ୍ଡିପଦା: ରାଜସ୍ଥାନର ଡିଜିପି ଭାବେ ନିଯୁକ୍ତ ହୋଇଛନ୍ତି ଛେଣ୍ଡିପଦା ବ୍ଲକ କୋଶଳା ଗ୍ରାମର ଉତ୍କଳ ରଞ୍ଜନ ସାହୁ। ଉତ୍କଳ ୧୯୬୪ ମସିହା ଜୁନ ୨୦ରେ କୋଶଳା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ସେ କୋଶଳା ଉଚ୍ଚ ବିଦ୍ୟାଳୟରେ ଶିକ୍ଷା ଲାଭ କରିଥିଲେ।…
ଅନୁଗୁଳ: ଚଳିତ ବର୍ଷ ଫେବୃଆରୀ ମାସରେ ହେବାକୁ ଥିବା ମାଟ୍ରିକ ପରୀକ୍ଷାରେ ଜିଲ୍ଲାର ସମସ୍ତ ବିଦ୍ୟାର୍ଥୀ କିପରି ଉତ୍ତମ ପ୍ରଦର୍ଶନ କରିବେ ସେଥିପାଇଁ ମାନନୀୟ ଜିଲ୍ଲାପାଳ ମହୋଦୟ ତଥା ଜିଲ୍ଲା ଶିକ୍ଷାଧିକାରୀଣୀ ବିଭିନ୍ନ ସମୟରେ ଅନେକ ଉଚିତ ପଦକ୍ଷେପ ନେଇଛନ୍ତି। ଗତ…
ରେଙ୍ଗାଳୀ: ସୁରକ୍ଷା ନିୟମ ଭାଙ୍ଗି ରେଙ୍ଗାଳୀ ଡ୍ୟାମରେ ଶାସକ ଦଳର ଗାଡ଼ି ଚଳାଚଳକୁ ବିଜେପି ତୀବ୍ର ବିରୋଧ କରିଛି। ବିଜେପି ପକ୍ଷରୁ ଆଜି ରେଙ୍ଗାଳୀ ଡ୍ୟାମ୍ ଅଫିସ ଘେରାଉ କରାଯିବା ସହ ଥାନାରେ ଏତଲା ଦିଆଯାଇଛି। ବିଜେପି ଅଭିଯୋଗ କରିଛି ଯେ…
ଅନୁଗୁଳ: ଅନୁଗୁଳ ବିଧାନସଭା ନିର୍ବାଚନମଣ୍ଡଳୀ ୩ ନମ୍ବର ଜୋନ୍ ବଲାସିଂହା ଗ୍ରାମ ପଞ୍ଚାୟତ ହାଣଡିହର ଏକାଧିକ ବିଜେଡି ନେତା ଆଜି ବିଜେପିରେ ଯୋଗ ଦେଇଛନ୍ତି। ବିଜେଡି ନେତା ସୁଧାକର ଜାଲ, ପ୍ରତାପ ନାଏକ, ରାଜକିଶୋର ନାଏକ, ନରେଶ ଜାଲ, ତୀର୍ଥ ଭୋଇ,…
ଅନୁଗୁଳ: ସ୍ଥାନୀୟ ମାରୱାଡ଼ି ଧର୍ମଶାଳାରେ ଅଯୋଧ୍ୟାରେ ଶ୍ରୀରାମଙ୍କ ମନ୍ଦିରର ପ୍ରାଣ ପ୍ରତିଷ୍ଠା ନେଇ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏହି ସମ୍ମିଳନୀରେ ଆଗାମୀ ଜାନୁଆରୀ ୨୨ ତାରିଖରେ ହେବାକୁ ଥିବା ଶ୍ରୀରାମ ଲାଲାଙ୍କ ମନ୍ଦିର ପ୍ରତିଷ୍ଠା ସଂପର୍କୀୟ ଅଭିଯାନର ବିଶଦ…
ଅନୁଗୁଳ: ଓଡ଼ିଆଙ୍କ ମନ କିଣିବାକୁ ବିଜେପି ପକ୍ଷରୁ ଅଡିଓ ଭିଜୁଆଲ ଅସ୍ତ୍ର ପ୍ରୟୋଗ କରାଯାଇଛି। ଆଜି ପାର୍ଟି ଅଫିସରେ ଏଥିନେଇ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନଙ୍କ ପୌରହିତ୍ୟରେ ଆୟୋଜିତ ଏହି ସମ୍ମିଳନୀରେ ପୂର୍ବତନ ସାଂସଦ…
ଅନୁଗୁଳ : ଅନୁଗୁଳ ଜିଲ୍ଲା ୫୫ ନମ୍ବର ଜାତୀୟ ରାଜପଥ ନୁଆଁହତା ଠାରୁ ରନ୍ତଲେଇ ପର୍ଯ୍ୟନ୍ତ ରାସ୍ତାର ବିକାଶ ତଥା ଆଲୋକୀକରଣ ପାଇଁ ବୁଧବାର ୫୭ କୋଟି ଟଙ୍କାର ଟେଣ୍ଡର ଆହ୍ୱାନ କରାଯାଇଛି। ଏହି ରାସ୍ତାର ଅବସ୍ଥା ଖରାପ ଥିବାରୁ କେନ୍ଦ୍ରମନ୍ତ୍ରୀ…
ତାଳଚେର: ତାଳଚେରରେ ବିଜେଡିର ୨୭ ତମ ପ୍ରତିଷ୍ଠା ଦିବସ ବେଶ୍ ଧୁମ୍ ଧାମରେ ପାଳିତ ହୋଇଛି। ତାଳଚେର ପୌର ପରିଷଦର ନଗର ପାଳ ପବିତ୍ର ଭୂତିଆଙ୍କ ନେତୃତ୍ୱରେ ବସଷ୍ଟାଣ୍ଡ ସମ୍ମୁଖରେ ରହିଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟ ଅତିଥି ବିଧାୟକ ବ୍ରଜକିଶୋର ପ୍ରଧାନ…