୧୦ ଦଫା ଦାବିରେ ଅନୁଗୁଳ ନର୍ସିଂ କର୍ମଚାରୀଙ୍କ ବିକ୍ଷୋଭ ପ୍ରଦର୍ଶନ

ଅନୁଗୁଳ: ୧୦ ଦଫା ଦାବିରେ ଓଡ଼ିଆ ନର୍ସିଂ କର୍ମଚାରୀ ସଂଘ ପକ୍ଷରୁ ଅନୁଗୁଳ ମୁଖ୍ଯ ଚିକିତ୍ସାଳୟର ସମ୍ମୁଖରେ ବୁଧବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସେମାନଙ୍କ ଦାବିଗୁଡ଼ିକ ହେଉଛି, ୨୦୧୩ ମସିହା ନଭେମ୍ବର ମାସ ୧୨ ତାରିଖ ପୂର୍ବରୁ ନିଯୁକ୍ତି ପାଇଥିବା ନର୍ସିଂ…

Continue Reading୧୦ ଦଫା ଦାବିରେ ଅନୁଗୁଳ ନର୍ସିଂ କର୍ମଚାରୀଙ୍କ ବିକ୍ଷୋଭ ପ୍ରଦର୍ଶନ

ଉଚିତ ଭଡା ପ୍ରଦାନକୁ ନେଇ ତାଳଚେର ଟ୍ରକ ମାଲିକ ସଂଘର ପରିବର୍ଦ୍ଧିତ କାର୍ଯ୍ୟ କାରିଣୀ ବୈଠକ,ଟ୍ରକ ଭଡା କଟା ନୀତି ନେଇ ଆନ୍ଦୋଳନ ପାଇଁ ନିଷ୍ପତି

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେରରେ ଟ୍ରକ ମାଲିକ ମାନଙ୍କ ପ୍ରତି ପରିବହନ କାରୀ ସଂସ୍ଥାର ଅସହଯୋଗ ଓ ଭଡା କଟା ନୀତି ଯୋଗୁଁ ଟ୍ରକ ମାଲିକ ମାନଙ୍କ ଦୁଃଖ ଦୂର ହେବା ପରିବର୍ତ୍ତେ ଦିନକୁ ଦିନ ଆହୁରି ଜଟିଳ ହେବାକୁ ଲାଗିଛି।…

Continue Readingଉଚିତ ଭଡା ପ୍ରଦାନକୁ ନେଇ ତାଳଚେର ଟ୍ରକ ମାଲିକ ସଂଘର ପରିବର୍ଦ୍ଧିତ କାର୍ଯ୍ୟ କାରିଣୀ ବୈଠକ,ଟ୍ରକ ଭଡା କଟା ନୀତି ନେଇ ଆନ୍ଦୋଳନ ପାଇଁ ନିଷ୍ପତି

ଅନୁଗୁଳ ଜିଲ୍ଲା ପରିଷଦର ୫୮ତମ ସାଧାରଣ ବୈଠକ: ‘ନିପୁଣ ଓଡ଼ିଶା’ କାର୍ଯ୍ୟକ୍ରମର ହେଲା ଶୁଭାରମ୍ଭ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ପରିଷଦର ୫୮ତମ ସାଧାରଣ ବୈଠକ ଆଜି ଅନୁଷ୍ଠିତ ହୋଇଛି। ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଜିଲ୍ଲାପାଳ ଅବଦାଲ ମହମ୍ମଦ୍ ଅଖତରଙ୍କ ସହ ଅନୁଗୁଳ ବିଧାୟକ…

Continue Readingଅନୁଗୁଳ ଜିଲ୍ଲା ପରିଷଦର ୫୮ତମ ସାଧାରଣ ବୈଠକ: ‘ନିପୁଣ ଓଡ଼ିଶା’ କାର୍ଯ୍ୟକ୍ରମର ହେଲା ଶୁଭାରମ୍ଭ

ବରିଷ୍ଠ ସାମ୍ବାଦିକ ସଚ୍ଚିଦାନନ୍ଦ ପ୍ରଧାନଙ୍କ ପରଲୋକ, ଶୋକ ବ୍ୟକ୍ତ କଲେ କଣିହାଁ ପ୍ରେସ କ୍ଲବ ସଦସ୍ୟ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକର ଧରିତ୍ରୀ ଖବରକାଗଜରେ କାର୍ଯ୍ୟରତ ବ୍ଲକ ପ୍ରତିନିଧି ସଚ୍ଚିଦାନନ୍ଦ ପ୍ରଧାନଙ୍କର ବୁଧବାର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୩ ବର୍ଷ ହୋଇଥିଲା। ଆଜି ସକାଳେ ସେ ବଡହୀରା ସ୍ଥିତ ତାଙ୍କ ବାସଭବନରେ ହଠାତ୍ ଅସୁସ୍ଥ…

Continue Readingବରିଷ୍ଠ ସାମ୍ବାଦିକ ସଚ୍ଚିଦାନନ୍ଦ ପ୍ରଧାନଙ୍କ ପରଲୋକ, ଶୋକ ବ୍ୟକ୍ତ କଲେ କଣିହାଁ ପ୍ରେସ କ୍ଲବ ସଦସ୍ୟ

ସିଦ୍ଧି ଲକ୍ଷ୍ମୀ ମୋଟର୍ସରେ ବଜାର ପ୍ରବେଶ କଲା THAR ROXX, ରିହାତି ଦରରେ କିଣି ପାରିବେ ଗ୍ରାହକ

ଅନୁଗୁଳ: ମହିନ୍ଦ୍ରା ଆଣ୍ଡ ମାହିନ୍ଦ୍ରା ଅନୁଗୁଳର ଅଧିକୃତ ବିକ୍ରେତା ସିଦ୍ଧି ଲକ୍ଷ୍ମୀ ମୋଟର୍ସ ଠାରେ ମହିନ୍ଦ୍ରାର ବହୁ ପ୍ରତିକ୍ଷୀତ THAR ROXX ର ମଙ୍ଗଳବାର ବଜାର ପ୍ରବେଶ ହୋଇଛି। ଉଦଘାଟନ ଉତ୍ସବରେ ଅନୁଗୁଳ ଜିଲ୍ଲାର ବ୍ୟାଙ୍କିଙ୍ଗ ଏବଂ ଫାଇନାନ୍ସ କମ୍ପାନୀ ସହ…

Continue Readingସିଦ୍ଧି ଲକ୍ଷ୍ମୀ ମୋଟର୍ସରେ ବଜାର ପ୍ରବେଶ କଲା THAR ROXX, ରିହାତି ଦରରେ କିଣି ପାରିବେ ଗ୍ରାହକ

ଜିଲ୍ଲାସ୍ତରୀୟ ବ୍ୟାଡମିଣ୍ଟନ,ସତରଞ୍ଜ ଓ ଉଶୁ ପ୍ରତିଯୋଗିତା

ଅନୁଗୁଳ: ଅନୁଗୁଳ ଇଣ୍ଡୋର ଷ୍ଟାଡିୟମ୍ ରେ ଜିଲ୍ଲା ସ୍ତରୀୟ ବ୍ୟାଡମିଣ୍ଟନ, ସତରଞ୍ଜ ଏବଂ ଉଷୁ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠ ମୁଖ୍ୟ ଅତିଥି ଏବଂ ବ୍ୟାଡମିଣ୍ଟନ କୋଚ ବିଶ୍ୱଜିତ୍ ଦାସ ସମ୍ମାନିତ ଅତିଥି ରୂପେ…

Continue Readingଜିଲ୍ଲାସ୍ତରୀୟ ବ୍ୟାଡମିଣ୍ଟନ,ସତରଞ୍ଜ ଓ ଉଶୁ ପ୍ରତିଯୋଗିତା

ଟିଉସନରେ ସହପାଠୀକୁ ଛୁରିରେ ଆକ୍ରମଣ ବେଳେ ନିଜ ହାତ ଶିରା କାଟିଲା ନାବାଳକ ଛାତ୍ର, ହସ୍ପିଟାଲରେ ଭର୍ତ୍ତି

ଅନୁଗୁଳ: ଟିଉସନରେ ସହପାଠୀକୁ ଛୁରୀରେ ଆକ୍ରମଣ କରିବା ବେଳେ ନିଜ ହାତ ଶିର କାଟିଲା ସ୍କୁଲ ଛାତ୍ର। ଅନୁଗୁଳ ଜିଲ୍ଲା ନାଲକୋ ନଗର ଥାନା ଅନ୍ତର୍ଗତ କାଣ୍ଡସର ଧୋବା ସାହି ସ୍ଥିତ ଏକ ଘରୋଇ ସ୍କୁଲର ଟିଉସନରେ ମଙ୍ଗଳବାର ଏଭଳି ଅଭାବନୀୟ…

Continue Readingଟିଉସନରେ ସହପାଠୀକୁ ଛୁରିରେ ଆକ୍ରମଣ ବେଳେ ନିଜ ହାତ ଶିରା କାଟିଲା ନାବାଳକ ଛାତ୍ର, ହସ୍ପିଟାଲରେ ଭର୍ତ୍ତି

ବ୍ରିଜ ତଳୁ ଯୁବକଙ୍କ ମୃତ ଦେହ ଉଦ୍ଧାର ଘଟଣାରେ ପୋଲିସର ଖୁଲାସା: ବେପାରରୁ ଶତ୍ରୁତା ପରେ ହତ୍ୟା, ୩ ଗିରଫ

ଅନୁଗୁଳ: ବେପାରକୁ ନେଇ ଶତ୍ରୁତା। ଆଉ ତା' ପରେ ଧାରୁଆ ଅସ୍ତ୍ରରେ ତଣ୍ଟି କାଟି ହତ୍ୟା। ଅନୁଗୁଳ ସଦର ଥାନା ପୋଲିସ ଖମାର ନିକଟରେ ନିର୍ମାଣାଧୀନ ଓଭର ବ୍ରିଜ ତଳୁ ଗତ ୧୪ ତାରିଖ ମୃତ ଦେହ ଉଦ୍ଧାର କରିବା ପରେ…

Continue Readingବ୍ରିଜ ତଳୁ ଯୁବକଙ୍କ ମୃତ ଦେହ ଉଦ୍ଧାର ଘଟଣାରେ ପୋଲିସର ଖୁଲାସା: ବେପାରରୁ ଶତ୍ରୁତା ପରେ ହତ୍ୟା, ୩ ଗିରଫ

ଦୁର୍ଗାପୂଜା ଓ ଲକ୍ଷ୍ମୀ ପୂଜା ପାଇଁ ଅନୁଗୁଳ କେନ୍ଦ୍ରୀୟ ପୂଜା କମିଟି ପକ୍ଷରୁ ନୂତନ କର୍ମକର୍ତ୍ତା ଚୟନିତ: ସୁନୀଲ ସାହୁ ହେଲେ ସଭାପତି

ଅନୁଗୁଳ: ଚଳିତ ବର୍ଷ ଦୁର୍ଗାପୂଜା ଓ ଲକ୍ଷ୍ମୀ ପୂଜା ପାଇଁ ଅନୁଗୁଳ କେନ୍ଦ୍ରୀୟ ପୂଜା କମିଟି ପକ୍ଷରୁ ନୂତନ କର୍ମକର୍ତ୍ତା ଚୟନିତ ହୋଇଛନ୍ତି। ଏନେଇ ସ୍ଥାନୀୟ ଧର୍ମଶାଳାରେ ଆୟୋଜିତ ସଭାରେ ସଭାପତି ଭାବେ ସୁନୀଲ କୁମାର ସାହୁ, ସାଧାରଣ ସମ୍ପାଦକ ଭାବେ…

Continue Readingଦୁର୍ଗାପୂଜା ଓ ଲକ୍ଷ୍ମୀ ପୂଜା ପାଇଁ ଅନୁଗୁଳ କେନ୍ଦ୍ରୀୟ ପୂଜା କମିଟି ପକ୍ଷରୁ ନୂତନ କର୍ମକର୍ତ୍ତା ଚୟନିତ: ସୁନୀଲ ସାହୁ ହେଲେ ସଭାପତି

ଜିଏମଡିସିର ପ୍ରସ୍ତାବିତ କୋଇଲା ପ୍ରକଳ୍ପ ପାଇଁ ପରିବେଶୀୟ ମଞ୍ଜୁରୀ ଜନଶୁଣାଣୀ ସଫଳତାର ସହ ସମ୍ପନ୍ନ

ଅନୁଗୁଳ: ଗୁଜୁରାଟ ମିନେରାଲ ଡେବଲପମେଣ୍ଟ କର୍ପୋରେସନ (ଜିଏମଡିସି)ର ପ୍ରସ୍ତାବିତ ବାର୍ଷିକ ୧୫ ନିୟୁତ ଟନ କ୍ଷମତା ସମ୍ପର୍ଣ ବୈତରଣୀ-ୱେଷ୍ଟ କୋଇଲା ପ୍ରକଳ୍ପ ନିମନ୍ତେ ପରିବେଶୀୟ ମଞ୍ଜୁରୀ ପାଇଁ ଜନଶୁଣାଣି ଆଜି ଛେଣ୍ଡିପଦl ସ୍ଥିତ ଜଗନ୍ନାଥ ମନ୍ଦିର ସନ୍ନିକଟ ପଡିଆଠାରେ ସଫଳତା ପୂର୍ବକ…

Continue Readingଜିଏମଡିସିର ପ୍ରସ୍ତାବିତ କୋଇଲା ପ୍ରକଳ୍ପ ପାଇଁ ପରିବେଶୀୟ ମଞ୍ଜୁରୀ ଜନଶୁଣାଣୀ ସଫଳତାର ସହ ସମ୍ପନ୍ନ