ପୂର୍ଣ୍ଣିମାରେ ଭାସିଗଲେ ପୂର୍ଣ୍ଣିମା: ଗାଧୋଇବା ବେଳେ କେନାଲରେ ଭାସି ମହିଳା ନିଖୋଜ
ଅନୁଗୁଳ: ପୂର୍ଣ୍ଣିମାରେ ଭାସିଗଲେ ପୂର୍ଣ୍ଣିମା। ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବୁଢ଼ାପଙ୍କ ପଞ୍ଚାୟତର ଜଣେ ମହିଳା କେନାଲରେ ଗାଧୋଇଲା ବେଳେ ଭାସିଯାଇଛନ୍ତି। ଭାସିଯାଇଥିବା ମହିଳା ହେଲେ ବୁଢ଼ାପଙ୍କ ଗ୍ରାମର ଗଡ଼ ସାହି ବାସିନ୍ଦା ଅଶୋକ ସାମଲଙ୍କ ପୂର୍ଣ୍ଣିମା ସାମଲ (୨୨)।…




