ବରପାଲି ଗ୍ରାମକୁ ଏମସିଏଲ ଅଧିଗ୍ରହଣ କରିବାକୁ ଦାବି, ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କଲେ ସ୍ଥାନୀୟ ଲୋକେ
ତାଳଚେର : ତାଳଚେର ବ୍ଲକ ପଦ୍ମାବତୀପୁର ପଞ୍ଚାୟତ ଅନ୍ତର୍ଗତ ବରପାଲି ଗ୍ରାମକୁ ଏମସିଏଲ ଅଧିଗ୍ରହଣ କରିବାକୁ ତାଳଚେର ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ଅଞ୍ଚଳବାସୀ l ସୂଚନା ମୁତାବକ, ବରପାଲି ଗ୍ରାମରେ ୮୦ ପରିବାର ବାସ କରୁଛନ୍ତି l ଏମସିଏଲ ଭରତପୁର…




