ତାନ୍ତ୍ରିକ ଉଲଗ୍ନ ହୋଇ କରୁଥିଲା ପୂଜା ଲୋକେ ନିସ୍ତୁକ ପିଟିଲେ
ଅନୁଗୁଳ: ସାନ୍ତରାପୂର "ଖ" ପଞ୍ଚାୟତ ଅନ୍ତର୍ଗତ ଓସ୍ତପାଳ ନୂଆ ବ୍ରିଜ ନିକଟରେ ଥିବା ଏକ ଜୋର ନିକଟରେ ଗତ ଶୁକ୍ରବାର ବିଳମ୍ବିତ ରାତିରେ ଜଣେ ତାନ୍ତ୍ରିକ ଉଲଗ୍ନ ହୋଇ ପୂଜା କରୁଥିବା ବେଳେ ଖବର ପାଇ ଗାଁ ଲୋକେ ତାକୁ ନିସ୍ତୁକ…
ଅନୁଗୁଳ: ସାନ୍ତରାପୂର "ଖ" ପଞ୍ଚାୟତ ଅନ୍ତର୍ଗତ ଓସ୍ତପାଳ ନୂଆ ବ୍ରିଜ ନିକଟରେ ଥିବା ଏକ ଜୋର ନିକଟରେ ଗତ ଶୁକ୍ରବାର ବିଳମ୍ବିତ ରାତିରେ ଜଣେ ତାନ୍ତ୍ରିକ ଉଲଗ୍ନ ହୋଇ ପୂଜା କରୁଥିବା ବେଳେ ଖବର ପାଇ ଗାଁ ଲୋକେ ତାକୁ ନିସ୍ତୁକ…
ଅନୁଗୁଳ: ଅନୁଗୁଳ ଜିଲ୍ଲାର ସମସ୍ତ ୦୮ଟି ବ୍ଲକ ଓ ୩ ଟି ପୌରାଞ୍ଚଳର ଅଧିବାସୀଙ୍କୁ ସୁଭଦ୍ରା ଯୋଜନା ସମ୍ପର୍କିତ ସଚେତନତା ବାର୍ତ୍ତା ପ୍ରଦାନ କରିବା ପାଇଁ ଶନିବାର ପୂର୍ବାହ୍ନରେ ସ୍ଥାନୀୟ ସଭାଘର ଠାରେ ୪ ଟି ସୁଭଦ୍ରା ସଚେତନତା ରଥର ଶୁଭାରମ୍ଭ…
ଭୁବନେଶ୍ୱର: ସାତକୋଶିଆ ଜଗିବେ ସ୍ପେଶାଲ ଫୋର୍ସ। ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନଟିସିଏ) ବାଘକୁ ଅନୁମୋଦନ କରିବା ପରେ ବାଘଙ୍କ ସୁରକ୍ଷା ପାଇଁ ବନ ବିଭାଗ ଏକ ସ୍ୱତନ୍ତ୍ର ବ୍ୟାଘ୍ର ସୁରକ୍ଷା ବଳ (ଏସଟିପିଏଫ) ଗଠନ କରିଛି। ଓଡ଼ିଶାର ସାତକୋଶିଆ ଟାଇଗର…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ଦୁର୍ଗାପୁର ଟାଙ୍ଗିର ସାହିରେ କୂଅରେ ପଡ଼ି ଜଣେ ଶିଶୁର ମୃତ୍ୟୁ ଘଟିଛି। ମୃତକ ହେଲେ ଦୁର୍ଗାପୁର ଟାଙ୍ଗିର ସାହିର ଶତୃଘ୍ନ ପରିଡାଙ୍କ ପାଞ୍ଚ ବର୍ଷ ଶିଶୁ ପୁଅ ସୌମ୍ୟ ପରିଡା। ସୂଚନା ମୁତାବକ,…
ଅନୁଗୁଳ: ନାବାଳିକା ଦୁଷ୍କର୍ମକାରୀକୁ ଅନୁଗୁଳ ଅତିରିକ୍ତ ଜିଲ୍ଲା ଓ ସେସନ୍ସ ଜଜ ଫାଷ୍ଟ ଟ୍ରାକ କୋର୍ଟ ଶୁକ୍ରବାର ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସୂଚନା ମୁତାବକ, ଅନୁଗୁଳ ଥାନା ଅନ୍ତର୍ଗତ ଯାମୁନାଲି ଗ୍ରାମରେ ଗତ ୨୪. ୫. ୨୦୧୯…
ଅନୁଗୁଳ: ନା' କ୍ଷମତା ଅଛି ନା' ଅଧିକାର, କିନ୍ତୁ ଅଫିସରେ ପଶି ଖୋଦ ଅଫିସରଙ୍କୁ ମନ ଇଚ୍ଛା ଝାଡ଼ୁଛନ୍ତି ଶାସକ ଦଳର ନେତା। କେବଳ ସେତିକିରେ ସରିନି ହାକିମତି, କାର୍ଯ୍ୟାଳୟର ବଡ଼ବାବୁଙ୍କ ଚଉକିକୁ ବି କବ୍ଜା କରି ଯନ୍ତ୍ରୀ ଓ ଅନ୍ୟ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନର ଅଫିସ ଗୃହ ନିର୍ମାଣ ପାଇଁ ସାଂସଦ ରୁଦ୍ର ନାରାୟଣ ପାଣିଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି ସମସ୍ତ ସଦସ୍ୟ। ଏନେଇ ସମସ୍ତ ସାହାଯ୍ୟ କରିବେ ବୋଲି ସାଂସଦ ମଧ୍ୟ ପ୍ରତିଶ୍ରୁତି ଦେଇଥିବା…
ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମରେ ପରିବର୍ତ୍ତନ କରାଯାଇଛି। ଚଳିତ ସେପ୍ଟେମ୍ବର ମାସ ୯ ତାରିଖ (ସୋମବାର) ନୂଆଁଖାଇ ପର୍ବ ନିମନ୍ତେ ଛୁଟି ଘୋଷଣା ହୋଇଥିବାରୁ ୧୦ ତାରିଖ (ମଙ୍ଗଳବାର) ପୂର୍ବାହ୍ନ ୧୦ ଟାରେ ଜନଶୁଣାଣି କାର୍ଯ୍ୟକ୍ରମ ବଅଁରପାଳ ବ୍ଳକ୍…
ଅନୁଗୁଳ: ଶୁକ୍ରବାର ସକାଳେ ଅନୁଗୁଳ ବନଖଣ୍ଡ ଅନ୍ତର୍ଗତ ବନ୍ତଳା ବନାଞ୍ଚଳରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ସୂଚନା ଯେ, ଅନୁଗୁଳ ସଦର ଥାନା ଅନ୍ତର୍ଗତ ଗଡତଇଳା ଗାଁର କଷ୍ଟୁ ଦେହୁରି(୬୫) ଆଜି…
ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରରେ ପ୍ରଥମ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛି। ସୂଚନା ମୁତାବକ, ତାଳଚେର ବ୍ଲକ ଅନ୍ତର୍ଗତ କଙ୍କିଳି ପଞ୍ଚାୟତ ଗୁଣ୍ଡୁବାହାଳ ଗ୍ରାମର ଜଣେ ଯୁବକ ଭୁବନେଶ୍ୱରରେ ପାଠ ପଢ଼ିବା ସହ ଘରୋଇ ଛାତ୍ରାବାସରେ ରହୁଥିଲେ। ସେଠାରେ ତାକୁ ଜ୍ୱର…