ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଖଣି ଉପନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍‌, ଚାଲିଛି ବଡ଼ଧରଣର ରେଡ୍‌

ତାଳଚେର: ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକଙ୍କ ଘରେ ବଡ଼ଧରଣର ରେଡ୍‌ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୮ଟି ସ୍ଥାନରେ ଚାଲିଛି ରେଡ୍‌। ତେଲକୋଇ,କେନ୍ଦୁଝର ଓ ତାଳଚେରର ୪ଟି ସ୍ଥାନରେ ଚାଲିଛି ରେଡ୍‌। ସେହିପରି ଭୁବନେଶ୍ୱରର ପଟିଆରେ ମଧ୍ୟ…

Continue Readingଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଖଣି ଉପନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍‌, ଚାଲିଛି ବଡ଼ଧରଣର ରେଡ୍‌

ଅନୁଗୁଳରେ ନାହାନ୍ତି ଦୁର୍ନୀତିଗ୍ରସ୍ତ ଅଧିକାରୀ !

ଅନୁଗୁଳ: ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ପାଇଁ ଏବେ ସମୟ ଭଲ ଚାଲୁନି। ସବୁ କାମରେ ହାତ ଚିକକଣ କରି ନିଜ ସଂପତ୍ତି ବଢ଼ାଇବାକୁ ପ୍ରାଥମିକତା ଦେଇଥିବା ଅଧିକାରୀଙ୍କୁ ନିତି ଗୋଡ଼ାଇ ଧରୁଛି ଭିଜିଲାନ୍ସ। ମୋହନ ସରକାର ଦାୟିତ୍ବ ନେଲା ପରେ ଭିଜିଲାନ୍ସ ସକ୍ରିୟ…

Continue Readingଅନୁଗୁଳରେ ନାହାନ୍ତି ଦୁର୍ନୀତିଗ୍ରସ୍ତ ଅଧିକାରୀ !

ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ରକ୍ତଦାନ ଶିବିର, ୨୧୧ ୟୁନିଟ୍ ରକ୍ତ ସଂଗୃହୀତ

ଅନୁଗୁଳ: ଅନୁଗୁଳ ବ୍ଲକ ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ବନ୍ତଳା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଶିବିରରେ ୨୧୧ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି। ଶିବିରକୁ ଅନୁଗୁଳ ଆଞ୍ଚଳିକ ପରିବହନ ଅଧିକାରୀ ନିଖିଳ କୁମାର ପଟ୍ଟନାୟକ…

Continue Readingଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ରକ୍ତଦାନ ଶିବିର, ୨୧୧ ୟୁନିଟ୍ ରକ୍ତ ସଂଗୃହୀତ

ହରିହରପୁର ପଞ୍ଚାୟତରେ କମ୍ୟୁନିଟି କେନ୍ଦ୍ର ଉଦଘାଟିତ, ୪୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରିଛି ଏନଟିପିସି

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ହରିହରପୁର ପଞ୍ଚାୟତରେ ଏକ କମ୍ୟୁନିଟି ହଲ ଆଜି ଉଦଘାଟିତ ହୋଇଛି। ଏନଟିପିସିର ସାମାଜିକ ଦାୟିତ୍ୱବୋଧ ଯୋଜନା ମାଧ୍ୟମରେ ୪୦ଲକ୍ଷ ଟଙ୍କା ବ୍ୟୟରେ ଏହି ହଲ ନିର୍ମାଣ ହୋଇଛି। ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ସାଂସଦ…

Continue Readingହରିହରପୁର ପଞ୍ଚାୟତରେ କମ୍ୟୁନିଟି କେନ୍ଦ୍ର ଉଦଘାଟିତ, ୪୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରିଛି ଏନଟିପିସି

୧୯ତମ ରାଜ୍ୟସ୍ତରୀୟ ସ୍କଏ ମାର୍ଶାଲ ଆର୍ଟ ପ୍ରତିଯୋଗିତା ଉଦଯାପିତ: ବାଳକ ଓ ବାଳିକା ବିଭାଗରେ କଟକ ଚମ୍ପିୟାନ ଅନୁଗୁଳ ରନରସ ଅପ୍

ଅନୁଗୁଳ: ଗତ ୩୦ ତାରିଖରୁ ସ୍ଥାନୀୟ ଇଣ୍ଡୋର୍ ହଲ୍ ରେ ଆୟୋଜିତ ତିନି ଦିନ ବ୍ୟାପି ରାଜ୍ୟସ୍ତରୀୟ ସ୍କଏ ମାର୍ଶାଲ ଆର୍ଟ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି।ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟରେ…

Continue Reading୧୯ତମ ରାଜ୍ୟସ୍ତରୀୟ ସ୍କଏ ମାର୍ଶାଲ ଆର୍ଟ ପ୍ରତିଯୋଗିତା ଉଦଯାପିତ: ବାଳକ ଓ ବାଳିକା ବିଭାଗରେ କଟକ ଚମ୍ପିୟାନ ଅନୁଗୁଳ ରନରସ ଅପ୍

ଅଶୋକ ମାଣ୍ଡୋଠିଆ ସର୍ବାଧିକ ଟିକସଦାତା ଭାବେ ପୁରସ୍କୃତ

ଅନୁଗୁଳ: ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ଅବସରରେ ଅନୁଗୁଳ ପୌରପାଳିକା ୨୨ ନମ୍ୱର୍ ୱାର୍ଡର ବାସିନ୍ଦା ତଥା ବିଶିଷ୍ଟ ବ୍ୟବସାୟୀ ଅଶୋକ ମାଣ୍ଡୋଠିଆଙ୍କୁ ପୁରସ୍କୃତ କରାଯାଇଛି। ସହରର ସର୍ବାଧିକ ଟିକସଦାତା ଭାବେ ମୁଖ୍ୟ ଅତିଥି ଢେ଼ଙ୍କାନାଳ ସାଂସଦ ରୁଦ୍ର ନାରାୟଣ…

Continue Readingଅଶୋକ ମାଣ୍ଡୋଠିଆ ସର୍ବାଧିକ ଟିକସଦାତା ଭାବେ ପୁରସ୍କୃତ

ବିଦ୍ୟୁତ ମିଟର ସଂଯୋଗୀକରଣ କମ୍ପାନୀ କାର୍ଯ୍ୟାଳୟ ସ୍ଥାନାନ୍ତରକୁ ବିରୋଧ, ନାଗରିକ ମଞ୍ଚ ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ପାଳଲହଡା: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଉପଖଣ୍ଡରେ ଟାଟା ପାୱାର ଅଧୀନରେ ଥିବା ନୂତନ ମିଟର ସଂଯୋଗୀକରଣ କମ୍ପାନୀ (ଡି ଆଣ୍ଡ ବି) ଡିଜାଇନ ଆଣ୍ଡ ବିଲ୍ଡସ କାର୍ଯ୍ୟାଳୟକୁ ଖମାର ଅଞ୍ଚଳକୁ ସ୍ଥାନାନ୍ତର ନ କରିବାକୁ ପାଳଲହଡ଼ା ନାଗରିକ ମଞ୍ଚ ଦାବି କରି…

Continue Readingବିଦ୍ୟୁତ ମିଟର ସଂଯୋଗୀକରଣ କମ୍ପାନୀ କାର୍ଯ୍ୟାଳୟ ସ୍ଥାନାନ୍ତରକୁ ବିରୋଧ, ନାଗରିକ ମଞ୍ଚ ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଏଣିକି ସବୁ ସିନେମା ହଲରେ ଦିବ୍ୟାଙ୍ଗଙ୍କ ପାଇଁ କରାଯିବ ସ୍ୱତନ୍ତ୍ର ବ୍ୟବସ୍ଥା, ଜାରି ହେଲା ମାର୍ଗଦର୍ଶିକା

କଟକ: ଏଣିକି ସବୁ ସିନେମା ହଲରେ ଦିବ୍ୟାଙ୍ଗଙ୍କ ପାଇଁ କରାଯିବ ସ୍ୱତନ୍ତ୍ର ବ୍ୟବସ୍ଥା। ଏ ନେଇ ଭାରତ ସରକାରଙ୍କ ସୁଗମ୍ୟ ଭାରତ ଅଭିଯାନରେ ଦିବ୍ୟାଙ୍ଗଙ୍କ ପାଇଁ ସିନେମା ହଲରେ ସିନେମା ପ୍ରଦର୍ଶନର ମାର୍ଗଦର୍ଶିକା ଜାରି କରାଯାଇଛି। ଏହାକୁ ନେଇ କେନ୍ଦ୍ରୀୟ ଚଳଚ୍ଚିତ୍ର…

Continue Readingଏଣିକି ସବୁ ସିନେମା ହଲରେ ଦିବ୍ୟାଙ୍ଗଙ୍କ ପାଇଁ କରାଯିବ ସ୍ୱତନ୍ତ୍ର ବ୍ୟବସ୍ଥା, ଜାରି ହେଲା ମାର୍ଗଦର୍ଶିକା

ଶିଳ୍ପାଞ୍ଚଳ ମହିଳା ମହାବିଦ୍ୟାଳୟରେ ନୂତନ ଅଧ୍ୟକ୍ଷଭାବେ ନିଯୁକ୍ତ ହେଲେ ଭୀମସେନ ଦେହୁରୀ

ଅନୁଗୁଳ : ଅନୁଗୁଳ ଜିଲ୍ଲା ସ୍ଥିତ ତାଳଚେର ସହରସ୍ଥିତ ଶିଳ୍ପାଞ୍ଚଳ ମହିଳା ମହାବିଦ୍ୟାଳୟରେ ନୂତନ ଅଧ୍ୟକ୍ଷଙ୍କୁ ନିଯୁକ୍ତି ଦିଆଯାଇଛି। ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ପତ୍ର ସଂଖ୍ୟା ଏଚ .ଇ ଏନ ସି ଟି -୧ ("HENCT-1,MI.SC) ୨୯/୮/୨୦୨୪…

Continue Readingଶିଳ୍ପାଞ୍ଚଳ ମହିଳା ମହାବିଦ୍ୟାଳୟରେ ନୂତନ ଅଧ୍ୟକ୍ଷଭାବେ ନିଯୁକ୍ତ ହେଲେ ଭୀମସେନ ଦେହୁରୀ

ଉତ୍ସାହ ଉଦ୍ଦୀପନାର ସହ ସ୍ୱାୟତ୍ତ ଶାସନ ଦିବସ ପାଳିତ

ଅନୁଗୁଳ: ଅନୁଗୁଳ ସଭାଘର ଠାରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ଏହି ସମାରୋହକୁ ପ୍ରଦୀପ ଜାଳି ଉଦଘାଟନ କରିଥିଲେ ଢେ଼ଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି। ଶ୍ରୀ ପାଣି ନିଜ ବକ୍ତବ୍ୟରେ ସହର ବିକାଶରେ ସ୍ୱାୟତ୍ତ ଶାସନ…

Continue Readingଉତ୍ସାହ ଉଦ୍ଦୀପନାର ସହ ସ୍ୱାୟତ୍ତ ଶାସନ ଦିବସ ପାଳିତ