ରାସ୍ତା ମଝିରେ ହୁତୁ ହୁତୁ ହୋଇ ଜଳିଲା ସିମେଣ୍ଟ ଟ୍ୟାଙ୍କର, କେହି ମୃତାହତ ହୋଇନଥିବା ସୂଚନା

ଅନୁଗୁଳ: କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ହଣ୍ଡପା ଥାନା ନାକିଚିଠାରେ ମଙ୍ଗଳବାର ଏକ ଟ୍ୟାଙ୍କରରେ ନିଆଁ ଲାଗିଯାଇଛି। ଚକାରୁ ଏହି ନିଆଁ ବ୍ୟାପିଥିଲା। ଖବର ପାଇ ବାମୁର ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ। ସୂଚନା…

Continue Readingରାସ୍ତା ମଝିରେ ହୁତୁ ହୁତୁ ହୋଇ ଜଳିଲା ସିମେଣ୍ଟ ଟ୍ୟାଙ୍କର, କେହି ମୃତାହତ ହୋଇନଥିବା ସୂଚନା

ଅନୁଗୁଳ ଅବକାରୀ ବିଭାଗ ପକ୍ଷରୁ ୩ଟି ସ୍ଥାନରେ ଚଢ଼ଉ, ୯ ମାମଲା ରୁଜୁ ୮ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ସୋମବାର ବିଳମ୍ବିତ ରାତିରେ ୩ ଟି ସ୍ଥାନରେ ଚଢ଼ଉ କରାଯାଇ ୯ଟି ମାମଲା ରୁଜୁ କରିବା ସହ ୮ ଜଣକୁ ଗିରଫ କରାଯାଇଛି। ଅବକାରୀ ବିଭାଗର ସୁପରିଟେଣ୍ଡେଣ୍ଟ ମଧୁସ୍ମିତା ନାୟକଙ୍କ ନିର୍ଦ୍ଦେଶରେ ଡେପୁଟି…

Continue Readingଅନୁଗୁଳ ଅବକାରୀ ବିଭାଗ ପକ୍ଷରୁ ୩ଟି ସ୍ଥାନରେ ଚଢ଼ଉ, ୯ ମାମଲା ରୁଜୁ ୮ ଗିରଫ

୧୦ ବର୍ଷ ପରେ ମିଳିଲା ନ୍ୟାୟ: ପିତୃହନ୍ତା ପୁଅକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ କୋର୍ଟ

ଅନୁଗୁଳ: ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ସତ୍ୟ ନାରାୟଣ କର ଏକ ହତ୍ୟା ମାମଲାର ବିଚାର କରି ୧୭ ଜଣ ସାକ୍ଷ୍ୟ ଓ ଅନ୍ୟାନ୍ୟ ପ୍ରମାଣ ଆଧାରରେ ଅଭିଯୁକ୍ତ ଗୋକୁଳ ବେହେରାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ ସଶ୍ରମ କାରାଦଣ୍ଡରେ…

Continue Reading୧୦ ବର୍ଷ ପରେ ମିଳିଲା ନ୍ୟାୟ: ପିତୃହନ୍ତା ପୁଅକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ କୋର୍ଟ

ଅନୁଗୁଳର ବିଶିଷ୍ଟ ବ୍ୟବସାୟୀଙ୍କ ପରଲୋକ

ଅନୁଗୁଳ: ଅନୁଗୁଳର ବିଶିଷ୍ଟ ବ୍ୟବସାୟୀ ତଥା ହୋଟେଲ ଶାନ୍ତିର ପରିଚାଳନା ନିର୍ଦ୍ଦେଶକ ଶଙ୍କରାଚାର୍ଯ୍ୟ ପ୍ରଧାନଙ୍କ ପରଲୋକ ଘଟିଛି।ମୃତ୍ୟୁ ବେଳକୁ ତାଙ୍କୁ ୬୫ବର୍ଷ ହୋଇଥିଲା। ପୁଅ,ଝିଅ ଏବଂ ସଂପର୍କୀୟ ମାନେ ଅନ୍ତିମ ଶଯ୍ୟା ନିକଟରେ ଉପସ୍ଥିତ ଥିଲେ। ଗତ କିଛି ମାସ ହେବ…

Continue Readingଅନୁଗୁଳର ବିଶିଷ୍ଟ ବ୍ୟବସାୟୀଙ୍କ ପରଲୋକ

ବିଧାନସଭାରେ ହୋମଗାର୍ଡଙ୍କ ସମସ୍ୟା ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଧନ୍ୟବାଦ ଜ୍ଞାପନ କଲା ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ

ଅନୁଗୁଳ: ରାଜ୍ୟରେ ମୋହନ ସରକାର ଆସିବା ପରେ ହୋମଗାର୍ଡଙ୍କ ଦୀର୍ଘ ଦିନର ସମସ୍ୟା ଦୂର ହେବ ବୋଲି ଆଶା ସଞ୍ଚାର ହୋଇଛି। ହୋମଗାର୍ଡଙ୍କ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ଚଳିତ ବିଧାନସଭାରେ ପ୍ରକାଶ କରିଛନ୍ତି। ରାଜ୍ୟରେ ୨୨୯୮ ନୂତନ ଗୃହରକ୍ଷୀ ନିଯୁକ୍ତି…

Continue Readingବିଧାନସଭାରେ ହୋମଗାର୍ଡଙ୍କ ସମସ୍ୟା ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ଧନ୍ୟବାଦ ଜ୍ଞାପନ କଲା ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ

ସୁରକ୍ଷିତ ଶୈଶବ, ଯୌନ ନିର୍ଯାତନା ଏବଂ ଶିଶୁ ଅଧିକାର ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ

ଅନୁଗୁଳ: ସ୍ଵେଚ୍ଛାସେବୀ ସଂଗଠନ ସୋସିଆଲ ଡେଭଲପମେଣ୍ଟ ଫାଉଣ୍ଡେସନ୍ ଏବଂ ତାଳଚେର ଥର୍ମାଲ୍ ଡି.ଏ.ଭି ସ୍କୁଲ ତରଫରୁ ସୁରକ୍ଷିତ ଶୈଶବ, ଯୌନ ନିର୍ଯାତନା ଏବଂ ଶିଶୁ ଅଧିକାର ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ସ୍କୁଲର ଶିକ୍ଷକ ଗୋପିନାଥ ବେହେରା ସ୍ଵାଗତ…

Continue Readingସୁରକ୍ଷିତ ଶୈଶବ, ଯୌନ ନିର୍ଯାତନା ଏବଂ ଶିଶୁ ଅଧିକାର ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ

ଅନୁଗୁଳରେ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ: ଲୋକଙ୍କ ଅଭିଯୋଗ ଶୁଣିଲେ ସରକାରୀ ଅଧିକାରୀ

ଅନୁଗୁଳ: ଆଜି ଅନୁଗୁଳ ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ୍ ଅଖତରଙ୍କ ଅଧ୍ୟକ୍ଷତାରେ ଛେଣ୍ଡିପଦା ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଶିବିରରେ ସମୁଦାୟ ୧୨୧ଟି ଅଭିଯୋଗ ଗ୍ରହଣ କରାଯାଇଥିବା ବେଳେ ସେଥିରୁ ୧୦୩ଟି ବ୍ୟକ୍ତିଗତ ଓ ୧୮ଟି ଗ୍ରାମ୍ୟ…

Continue Readingଅନୁଗୁଳରେ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ: ଲୋକଙ୍କ ଅଭିଯୋଗ ଶୁଣିଲେ ସରକାରୀ ଅଧିକାରୀ

ଆକ୍ସନ ମୋଡରେ ମୋହନ ସରକାର, ୨ ମାସରେ ବନ୍ଧା ହେଲେଣି ୩୯ ଲାଞ୍ଚୁଆ ସରକାରୀ ବାବୁ

ଭୁବନେଶ୍ବର: ଆକ୍ସନ ମୋଡରେ ମୋହନ ସରକାର। ବିଜେପି ସରକାର କ୍ଷମତା ଗ୍ରହଣ କରିବାର ୨ ମାସ ଭିତରେ ୩୯ ଜଣ ଦୁର୍ନୀତିଖୋର ସରକାରୀ ଅଧିକାରୀ ଧରାପଡିଲେଣି। ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବିଧାନସଭାରେ ବିଜେପି ବିଧାୟିକା…

Continue Readingଆକ୍ସନ ମୋଡରେ ମୋହନ ସରକାର, ୨ ମାସରେ ବନ୍ଧା ହେଲେଣି ୩୯ ଲାଞ୍ଚୁଆ ସରକାରୀ ବାବୁ

ଶୋଇଥିବା ବେଳେ କାମୁଡ଼ିଲା ଚିତି, ସର୍ପାଘାତରେ ନାବାଳିକାର ମୃତ୍ୟୁ

ଅନୁଗୁଳ: ସର୍ପାଘାତରେ ଗଲା ନାବାଳିକାର ଜୀବନ। ଅନୁଗୁଳ ଜିଲ୍ଲା ଜରପଡା ଥାନା ଅନ୍ତର୍ଗତ ତୁକୁଡା ମାହାର ସାହିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଏଠାକାର ମଧୁ ମାହାରଙ୍କ ଝିଅ ଅର୍ଚ୍ଚିତା ମାହାର (୧୨)ଙ୍କର ସାପ କାମୁଡ଼ାରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।…

Continue Readingଶୋଇଥିବା ବେଳେ କାମୁଡ଼ିଲା ଚିତି, ସର୍ପାଘାତରେ ନାବାଳିକାର ମୃତ୍ୟୁ

ଓବିସି ଜାତିକୁ ରାଜ୍ୟ ସରକାର ଅଣଦେଖା କରୁଥିବା ଅଭିଯୋଗ, ହକ୍ ପାଇଁ ଲଢ଼ିବାକୁ ବସିଲା ପ୍ରସ୍ତୁତି ବୈଠକ

  ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଓବିସି ମାନଙ୍କ ହକ ପାଇଁ ଲଢ଼ିବାକୁ ସ୍ଥାନୀୟ ଚରଉଡିହ ଶିବ ମନ୍ଦିରରେ ଏକ ପ୍ରସ୍ତୁତି ବୈଠକ ବସିଛି। ବୈଠକରେ ୫ ଟି ପଞ୍ଚାୟତର ବୁଦ୍ଧିଜୀବୀ ଓ ଜନସାଧାରଣ ଏକତ୍ର ହୋଇ ରାଜ୍ୟ ସରକାର ଓ.ବି.ସି…

Continue Readingଓବିସି ଜାତିକୁ ରାଜ୍ୟ ସରକାର ଅଣଦେଖା କରୁଥିବା ଅଭିଯୋଗ, ହକ୍ ପାଇଁ ଲଢ଼ିବାକୁ ବସିଲା ପ୍ରସ୍ତୁତି ବୈଠକ