କଦମ ପଡିଆରେ ନିର୍ମାଣ ହେବ ପାଭିଲିଆନ

ଅନୁଗୁଳ: ଅନୁଗୁଳ କ୍ରିକେଟ ଆସୋସିଏସନ୍ ଅଧୀନରେ ଥିବା କଦମ ପଡିଆରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ ପକ୍ଷରୁ ଏକ ଅତ୍ୟାଧୁନିକ ପାଭିଲିଆନ୍ ନିର୍ମାଣ କରାଯିବ।ଏଥିରେ ଡ୍ରେସିଂ ରୁମ୍ ସହ କ୍ରିକେଟ ଦେଖିବାର ସମସ୍ତ ସୁବିଧା ରହିବ। ଏଥିପାଇଁ ଆଜି ଜିନ୍ଦଲ…

Continue Readingକଦମ ପଡିଆରେ ନିର୍ମାଣ ହେବ ପାଭିଲିଆନ

ବିଶିଷ୍ଟ ଶିଶୁ ସାହିତ୍ୟିକ ସଂଗ୍ରାମ କେଶରୀ ପୃଷ୍ଟିଙ୍କ ପୁସ୍ତକ ‘ଅନୁଗୋଳର ଲୋକକଥା’ ଉନ୍ମୋଚିତ

ଅନୁଗୁଳ: ବିଶିଷ୍ଟ ଶିଶୁ ସାହିତ୍ୟିକ ସଂଗ୍ରାମ କେଶରୀ ପୃଷ୍ଟିଙ୍କ ପୁସ୍ତକ 'ଅନୁଗୋଳର ଲୋକକଥା' ଆଜି ଉନ୍ମୋଚିତ ହୋଇଛି। ଜିଲ୍ଲା ସାହିତ୍ୟ ସଂସଦ ଆନୁକୂଲ୍ୟରେ ଏକ ସାରସ୍ୱତ ସାହିତ୍ୟ ସମାରୋହ ତଥା କବିବର ରାଧାନାଥ ରାୟଙ୍କ ଜୟନ୍ତୀ ଅନୁଗୁଳ ନବକୃଷ୍ଣ ଚୌଧୁରୀ ଶିକ୍ଷକ…

Continue Readingବିଶିଷ୍ଟ ଶିଶୁ ସାହିତ୍ୟିକ ସଂଗ୍ରାମ କେଶରୀ ପୃଷ୍ଟିଙ୍କ ପୁସ୍ତକ ‘ଅନୁଗୋଳର ଲୋକକଥା’ ଉନ୍ମୋଚିତ

ଅନୁଗୁଳ ପୌର ପରିଷଦର ମାସିକ ବୈଠକ: ପାର୍ବଣରେ ରାସ୍ତାଘାଟ,ଆଲୋକ ଓ ପରିମଳ ଉପରେ ଗୁରୁତ୍ବ

ଅନୁଗୁଳ: ଶୁକ୍ରବାର ପୂର୍ବାହ୍ନରେ ଅନୁଗୁଳ ପୌର ପରିଷଦର ମାସିକ ବୈଠକ ଆୟୋଜିତ ହୋଇଥିଲା। ଏହି ବୈଠକରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ନଗରପାଳ ଅକ୍ଷୟ କୁମାର ସାମନ୍ତ,ଏମପିଙ୍କ ପ୍ରତିନିଧି,ନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ନାୟକ ଓ ସମସ୍ତ ପାରିଷଦ ଯୋଗଦାନ…

Continue Readingଅନୁଗୁଳ ପୌର ପରିଷଦର ମାସିକ ବୈଠକ: ପାର୍ବଣରେ ରାସ୍ତାଘାଟ,ଆଲୋକ ଓ ପରିମଳ ଉପରେ ଗୁରୁତ୍ବ

କିଶୋରନଗର ଟ୍ରିପଲ ମର୍ଡର ଘଟଣା: ଦୁଇ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ

ଅନୁଗୁଳ: ଟ୍ରିପଲ ମର୍ଡର ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ। ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ କିଶୋରନଗର ଥାନା ଗମ୍ଭାରୀମଳିହା ଗ୍ରାମରେ ଘଟିଥିବା ଟ୍ରିପଲ ମର୍ଡର ଘଟଣାରେ ୨ ଅଭିଯୁକ୍ତଙ୍କୁ ଶୁକ୍ରବାର ଆଠମଲ୍ଲିକ ଅତିରିକ୍ତ ଦୌରାଜଜ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି।…

Continue Readingକିଶୋରନଗର ଟ୍ରିପଲ ମର୍ଡର ଘଟଣା: ଦୁଇ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ

ବରିଷ୍ଠ ଆଇନଜୀବି ଭୁପେଶ ପ୍ରଧାନଙ୍କ ମାତୃ ବିୟୋଗ

ଅନୁଗୁଳ: ଅନୁଗୁଳର ବରିଷ୍ଠ ଆଇନଜୀବି ତଥା କଳାକାରର ପୂର୍ବତନ ସଭାପତି ଭୂପେଶ ଚନ୍ଦ୍ର ପ୍ରଧାନଙ୍କ ମା' ମଞ୍ଜୁରାଣୀ ପ୍ରଧାନଙ୍କର ଗତ ଗୁରୁବାର ସନ୍ଧ୍ୟା ଆଠ ଘଟିକା ସମୟରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୨…

Continue Readingବରିଷ୍ଠ ଆଇନଜୀବି ଭୁପେଶ ପ୍ରଧାନଙ୍କ ମାତୃ ବିୟୋଗ

ପୁରୁଣା ପେନସନ ଦାବି: ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କଲେ ଏନଏମ ଓ ପିଏସ ସଂଘ କର୍ମକର୍ତ୍ତା

ଅନୁଗୁଳ: ଅନୁଗୁଳ ନୂତନ ପେନସନ ଯୋଜନା ଏବଂ ଏକୀକୃତ ପେନସନ ଯୋଜନା ପ୍ରତ୍ୟାହାର ପୂର୍ବକ ପୁରୁଣା ପେନସନ ଯୋଜନା ପ୍ରଚଳନ ଦାବିରେ ଗୁରୁବାର ଦେଶବ୍ୟାପୀ ଦାବି ପତ୍ର ପ୍ରଦାନ କରାଯାଉଛି। ଏହି ଧାରାରେ ଅନୁଗୁଳ ଜିଲ୍ଲାର ପ୍ରାୟ ୩୨ଟି ବିଭାଗରେ କାର୍ଯ୍ୟରତ…

Continue Readingପୁରୁଣା ପେନସନ ଦାବି: ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କଲେ ଏନଏମ ଓ ପିଏସ ସଂଘ କର୍ମକର୍ତ୍ତା

ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସଫେଇ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜିଲ୍ଲା ସମାଜସେବୀ ମହାସଂଘ ତରଫରୁ ସଫେଇ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଚିକିତ୍ସାଧିକାରୀ ଶିବାନନ୍ଦ ମହାନ୍ତି ଉପସ୍ଥିତ ରହି ଗଛ ଲଗାଇବା ସହ ସମସ୍ତଙ୍କୁ ଗଛ ଲଗାଇବାକୁ ପରାମର୍ଶ…

Continue Readingଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସଫେଇ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ

ପିଅନ ଠାରୁ ଲାଞ୍ଚ ନେବା ଅଭିଯୋଗ: ପୂର୍ବତନ ଡିଆରଡିଏର ଆଡିସନାଲ ପିଡିଙ୍କୁ ୨ ବର୍ଷ କାରାଦଣ୍ଡାଦେଶ

ଅନୁଗୁଳ: ପିଅନ ଭାବେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀଙ୍କ ମେଡିକାଲ ଆଲାଉନ୍ସ ଏବଂ ହାଉସ ରେଣ୍ଟ ଆଲାଉନ୍ସ କରିଦେବା ପାଇଁ ମାସିକ ୨ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ୨୦୧୧ ମସିହାରେ ଗିରଫ ହୋଇଥିବା ଅନୁଗୁଳ ଜିଲ୍ଲା ସପ୍ଲାଏ ଏବଂ…

Continue Readingପିଅନ ଠାରୁ ଲାଞ୍ଚ ନେବା ଅଭିଯୋଗ: ପୂର୍ବତନ ଡିଆରଡିଏର ଆଡିସନାଲ ପିଡିଙ୍କୁ ୨ ବର୍ଷ କାରାଦଣ୍ଡାଦେଶ

ଦୁର୍ଗା ପୂଜା ଓ ଲକ୍ଷ୍ମୀ ପୂଜା ପାଇଁ ଅନୁଗୁଳ ପ୍ରଶାସନର ପ୍ରସ୍ତୁତି ବୈଠକ, ଶାନ୍ତି ଶୃଙ୍ଖଳା ରକ୍ଷା ଉପରେ ଗୁରୁତ୍ୱ

ଅନୁଗୁଳ: ଅନୁଗୁଳ ସହରରେ ଦୁର୍ଗାପୂଜା ଓ ଲକ୍ଷ୍ମୀ ପୂଜାକୁ ବ୍ୟବସ୍ଥିତ ତଥା ଶାନ୍ତି ଶୃଙ୍ଖଳାର ସହ ପାଳନ କରିବା ନିମନ୍ତେ ବୁଧବାର ଅପରାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ୍ ଅଖତରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।…

Continue Readingଦୁର୍ଗା ପୂଜା ଓ ଲକ୍ଷ୍ମୀ ପୂଜା ପାଇଁ ଅନୁଗୁଳ ପ୍ରଶାସନର ପ୍ରସ୍ତୁତି ବୈଠକ, ଶାନ୍ତି ଶୃଙ୍ଖଳା ରକ୍ଷା ଉପରେ ଗୁରୁତ୍ୱ

୬ ମାସ ହେଲା ମିଶନ ଶକ୍ତି ମା’ଙ୍କୁ ମିଳୁନି ପାରିଶ୍ରମିକ, ଜିଲ୍ଲାପାଳଙ୍କୁ ଦୁଃଖ ଜଣାଇଲେ ଶତାଧିକ ମହିଳା

ଅନୁଗୁଳ: ଅନୁଗୁଳ ଜିଲ୍ଲା ମିଶନ ଶକ୍ତି ଅଧୀନରେ କାର୍ଯ୍ୟ କରୁଥିବା ୬ଟି କ୍ୟାଡରଙ୍କୁ ମିଳୁନି ପାରିଶ୍ରମିକ। ଏଣୁ ସେମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବା ସହିତ ଜିଲ୍ଲାପାଳଙ୍କୁ ଆଜି ଦାବି ପତ୍ର ପ୍ରଦାନ କରିଛନ୍ତି। ଜିଲ୍ଲାର ବିଭିନ୍ନ ବ୍ଲକ ଓ ପଞ୍ଚାୟତରେ କାର୍ଯ୍ୟ…

Continue Reading୬ ମାସ ହେଲା ମିଶନ ଶକ୍ତି ମା’ଙ୍କୁ ମିଳୁନି ପାରିଶ୍ରମିକ, ଜିଲ୍ଲାପାଳଙ୍କୁ ଦୁଃଖ ଜଣାଇଲେ ଶତାଧିକ ମହିଳା