୬ ଜଣିଆ ଲୁଟେରା ଗ୍ୟାଙ୍ଗକୁ କାବୁ କଲା ଅନୁଗୁଳ ପୋଲିସ, ଟ୍ରକ ଚାଳକଙ୍କୁ ଅଟକାଇ କରିଥିଲେ ଲୁଟପାଟ

ଅନୁଗୁଳ: ଅନୁଗୁଳ ପୋଲିସକୁ ବଡ଼ ସଫଳତା। ଅନୁଗୁଳ ଟାଉନ୍ ଥାନା ପୋଲିସ୍ ଏକ ୬ ଜଣିଆ ଲୁଟେରା ଗ୍ୟାଙ୍ଗଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ, ଅମଲାପଡ଼ା ମୁସଲିମସାହିର ଏସ କେ ଅନିସ୍ , ରାଜକିଶୋରପଡ଼ାର ଶେଖ୍ ଜବିର, ଶେଖ…

Continue Reading୬ ଜଣିଆ ଲୁଟେରା ଗ୍ୟାଙ୍ଗକୁ କାବୁ କଲା ଅନୁଗୁଳ ପୋଲିସ, ଟ୍ରକ ଚାଳକଙ୍କୁ ଅଟକାଇ କରିଥିଲେ ଲୁଟପାଟ

ବନ୍ଦେ ଭାରତ ଟ୍ରେନକୁ ଢେଲା ମାଡ଼, ଅଳ୍ପକେ ବର୍ତିଲେ ଯାତ୍ରୀ

ଅନୁଗୁଳ: ରାଉରକେଲା-ଭୁବନେଶ୍ବର ଦ୍ରୁତ ଗାମୀ ବନ୍ଦେ ଭାରତ ଟ୍ରେନକୁ ଗତ ରବିବାର ରାତିରେ ମେରାମୁଣ୍ଡଳି-ବୁଢାପଙ୍କ ଷ୍ଟେସନ ମଝା ମଝି କେହି ଦୁର୍ବୃତ୍ତ ପଥର ମାଡ଼ କରିଥିଲା। ପଥର ମାଡରେ ଗୋଟିଏ ବଗିର କାଚ ଫାଟି ଯାଇଥିଲା। ଖବର ପାଇ ରେଳ ନିରାପତ୍ତା…

Continue Readingବନ୍ଦେ ଭାରତ ଟ୍ରେନକୁ ଢେଲା ମାଡ଼, ଅଳ୍ପକେ ବର୍ତିଲେ ଯାତ୍ରୀ

ଅନୁଗୁଳରେ ୭୫ତମ ଜିଲ୍ଲାସ୍ତରୀୟ ସମ୍ବିଧାନ ଦିବସ ପାଳିତ: ସମ୍ବିଧାନ ସୁରକ୍ଷା ପାଇଁ ଶପଥ ନେଲେ କର୍ମକର୍ତ୍ତା

ଅନୁଗୁଳ: ଅନୁଗୁଳ ଆମ୍ବେଦକର ଭବନ ଠାରେ ବାବା ସାହେବ ଆମ୍ବେଦକର ଫାଉଣ୍ଡେସନ ପକ୍ଷରୁ ଜିଲ୍ଲାସ୍ତରୀୟ ୭୫ତମ "ସମ୍ବିଧାନ ଦିବସ" ପାଳିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭଜମନ ବେହେରା, ସମ୍ମାନିତ ଅତିଥିଭାବେ ଆଦର୍ଶ ଇଣ୍ଟରନ୍ୟାସନାଲ ସ୍କୁଲର ପ୍ରାକ୍ତନ ଅଧ୍ୟକ୍ଷ…

Continue Readingଅନୁଗୁଳରେ ୭୫ତମ ଜିଲ୍ଲାସ୍ତରୀୟ ସମ୍ବିଧାନ ଦିବସ ପାଳିତ: ସମ୍ବିଧାନ ସୁରକ୍ଷା ପାଇଁ ଶପଥ ନେଲେ କର୍ମକର୍ତ୍ତା

କଳାକାର ପକ୍ଷରୁ ୩୮ ତମ ବୋଇତ ବନ୍ଦାଣ ଉତ୍ସବ ଉଦଘାଟିତ

ଅନୁଗୁଳ: ସ୍ଥାନୀୟ ସଭାଘରେ ଅନୁଗୁଳର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କଳାକାର ପକ୍ଷରୁ ୩୮ ତମ ବୋଇତ ବନ୍ଦାଣ ଉତ୍ସବ ଆରମ୍ଭ ହୋଇଛି। ଦୁଇ ଦିନିଆ ଏହି ସାଂସ୍କୃତିକ ମହୋତ୍ସବକୁ ପ୍ରଦୀପ ଜାଳି ଉଦଘାଟନ କରିଥିଲେ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର।…

Continue Readingକଳାକାର ପକ୍ଷରୁ ୩୮ ତମ ବୋଇତ ବନ୍ଦାଣ ଉତ୍ସବ ଉଦଘାଟିତ

ଭାରସାମ୍ୟ ହରାଇ ଖାଲରେ ଗଳି ପଡ଼ିଲା କାର: ଜଣେ ମୃତ, ୩ ଗୁରୁତର

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ସାନକୁଶକିଳା ଗ୍ରାମ ନିକଟସ୍ଥ ବିଦ୍ୟାଳୟ ନିକଟରେ ଭାରସାମ୍ୟ ହରାଇ ଏକ କାର ୧୦ଫୁଟ ତଳକୁ ଖସି ପଡ଼ିଛି। ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ ଜରପଡା…

Continue Readingଭାରସାମ୍ୟ ହରାଇ ଖାଲରେ ଗଳି ପଡ଼ିଲା କାର: ଜଣେ ମୃତ, ୩ ଗୁରୁତର

୩୦ ଦିନ ବଦଳରେ ୪ ଦିନ ଚାଲିଲା ବିଧାନସଭା: ବିରୋଧୀଙ୍କୁ ବିଧାୟକ ସାମ୍ନା କରିପାରୁନାହାନ୍ତି ବୋଲି ଅଭିଯୋଗ ଆଣିଲେ ରୁଦ୍ର ପାଣି

ଅନୁଗୁଳ: ଓଡ଼ିଶା ସରକାର ଠିକ ଭାବେ ଚଲାଇ ପାରୁନାହାନ୍ତି ବିଧାନସଭା। ନଭେମ୍ବର ୨୧ରୁ ଆରମ୍ଭ ହୋଇଥିବା ୩୦ ଦିନର ବିଧାନସଭା ଅଧିବେଶନକୁ ମାତ୍ର ୪ ଦିନରେ ସରକାର ବନ୍ଦ କରିଛନ୍ତି, ଯାହାକି ଗଣତନ୍ତ୍ର ପ୍ରତି ବିପଦ ସଂକେତ ବୋଲି ପ୍ରାକ୍ତନ ସାଂସଦ…

Continue Reading୩୦ ଦିନ ବଦଳରେ ୪ ଦିନ ଚାଲିଲା ବିଧାନସଭା: ବିରୋଧୀଙ୍କୁ ବିଧାୟକ ସାମ୍ନା କରିପାରୁନାହାନ୍ତି ବୋଲି ଅଭିଯୋଗ ଆଣିଲେ ରୁଦ୍ର ପାଣି

ଅନୁଗୁଳରେ ଧାନମଣ୍ଡି ଶୀଘ୍ର ଖୋଲିବା ପାଇଁ ଉପଜିଲ୍ଲାପାଳଙ୍କୁ ବିଜେପି କୃଷକ ମୋର୍ଚ୍ଚାର ଦାବିପତ୍ର ପ୍ରଦାନ

ଅନୁଗୁଳ: ଏବେ ଯାଏଁ ଅନୁଗୁଳ ଜିଲ୍ଲାରେ ମଣ୍ଡି ନ ଖୋଲିବା ନେଇ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଉଦବେଗ ପ୍ରକାଶ ପାଇଛି। ଜିଲ୍ଲାରେ ଖୁବଶୀଘ୍ର ଧାନମଣ୍ଡି ଖୋଲିବା ପାଇଁ ବିଜେପି କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ବିଜୟ ମାଝିଙ୍କ ନେତୃତ୍ୱରେ ଏକ…

Continue Readingଅନୁଗୁଳରେ ଧାନମଣ୍ଡି ଶୀଘ୍ର ଖୋଲିବା ପାଇଁ ଉପଜିଲ୍ଲାପାଳଙ୍କୁ ବିଜେପି କୃଷକ ମୋର୍ଚ୍ଚାର ଦାବିପତ୍ର ପ୍ରଦାନ

ବେକରେ ଗାମୁଛା ବାନ୍ଧି ଯୁବକଙ୍କ ଆତ୍ମହତ୍ୟା, ଭାଇକୁ ହତ୍ୟା କରି ଥିଲେ ଫେରାର

ତାଳଚେର: ତାଳଚେର ବ୍ଲକ ଟେନ୍ତୁଲେଇ ଗାଁର ଜଣେ ଯୁବକ ଆଜି ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଛନ୍ତି। ଜୀବନ ହାରିଥିବା ଯୁବକ ହେଲେ ପବନା ଭୋଇ। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସ ଘଟଣାର ତଦନ୍ତ କରିବା ସହିତ ଶବକୁ ବ୍ୟବଚ୍ଛେଦ ନିମନ୍ତେ ଉପଖଣ୍ଡ…

Continue Readingବେକରେ ଗାମୁଛା ବାନ୍ଧି ଯୁବକଙ୍କ ଆତ୍ମହତ୍ୟା, ଭାଇକୁ ହତ୍ୟା କରି ଥିଲେ ଫେରାର

ମହାନ ଜନନାୟକ ନବକୃଷ୍ଣ ଚୌଧୁରୀଙ୍କର ଜିଲ୍ଲାସ୍ତରୀୟ ୧୨୨ତମ ଜୟନ୍ତୀ ପାଳିତ, ଅନାବରଣ ହେଲା ପୂର୍ଣ୍ଣ ଅବୟବ ବ୍ରୋଞ୍ଜ ପ୍ରତିମୂର୍ତ୍ତି

ଅନୁଗୁଳ: ଆଜି ମହାନ ବିପ୍ଳବୀ, ସର୍ବୋଦୟ ନେତା, ବିଶିଷ୍ଟ ଜନନାୟକ ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗୀୟ ନବକୃଷ୍ଣ ଚୌଧୁରୀଙ୍କର ଜିଲ୍ଲାସ୍ତରୀୟ ୧୨୨ତମ ଜନ୍ମ ଜୟନ୍ତୀ ଉତ୍ସବ ସ୍ଥାନୀୟ ସଭାଘରେ ମହାସମାରୋହରେ ପାଳିତ ହୋଇଛି। ଏହି ଜୟନ୍ତୀରେ ଓଡ଼ିଆ ଭାଷା, ସାହିତ୍ୟ,…

Continue Readingମହାନ ଜନନାୟକ ନବକୃଷ୍ଣ ଚୌଧୁରୀଙ୍କର ଜିଲ୍ଲାସ୍ତରୀୟ ୧୨୨ତମ ଜୟନ୍ତୀ ପାଳିତ, ଅନାବରଣ ହେଲା ପୂର୍ଣ୍ଣ ଅବୟବ ବ୍ରୋଞ୍ଜ ପ୍ରତିମୂର୍ତ୍ତି

ପିକନିକ ସ୍ପଟରେ ଏଣିକି ପ୍ଲାଷ୍ଟିକ ମନା, ସଚେତନତା ଉପରେ ଗୁରୁତ୍ବ

ଅନୁଗୁଳ: ରାଜ୍ୟର ୧୦୦ ଗୋଟି ପିକନିକ ସ୍ପଟରେ ଲାଗିଚି କଟକଣା।ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ସଂଘ ଓ ୟୁଥ୍ ଫର୍ ୱାଟର ଏଞ୍ଜିଓ ପକ୍ଷରୁ ଏଥିନେଇ ବ୍ୟାପକ ଜନ ସଚେତନତା କରାଯିବ ବୋଲି ସଂଘ ଗତ ୨୧ ତାରିଖରେ ଏକ ନିର୍ଦ୍ଦେଶନାମା ଜାରି…

Continue Readingପିକନିକ ସ୍ପଟରେ ଏଣିକି ପ୍ଲାଷ୍ଟିକ ମନା, ସଚେତନତା ଉପରେ ଗୁରୁତ୍ବ