ଘର କରାଇଦେବାକୁ ନେଉଥିଲେ ୪ ହଜାର ଟଙ୍କା ଲାଞ୍ଚ, ଛେଣ୍ଡିପଦାର ପଞ୍ଚାୟତ ଜିଆରଏସଙ୍କୁ ମାଡ଼ି ବସିଲା ଭିଜିଲାନ୍ସ

ଅନୁଗୁଳ: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକର ପଞ୍ଚାୟତ ଜିଆରଏସ। ଛେଣ୍ଡିପଦା ବ୍ଲକ ମାଛକୁଟା ପଞ୍ଚାୟତ ଜି ଆର ଏସ ଯଦୁମଣି ମାଝୀ ଘର କରାଇ ଦେବା ପାଇଁ ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ…

Continue Readingଘର କରାଇଦେବାକୁ ନେଉଥିଲେ ୪ ହଜାର ଟଙ୍କା ଲାଞ୍ଚ, ଛେଣ୍ଡିପଦାର ପଞ୍ଚାୟତ ଜିଆରଏସଙ୍କୁ ମାଡ଼ି ବସିଲା ଭିଜିଲାନ୍ସ

ବାଇକ ଚୋରଙ୍କୁ ଧରିଲା ବଅଁରପାଳ ପୋଲିସ: ୬ ମଟର ସାଇକେଲ ଜବତ, ୫ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ବଅଁରପାଳ ଥାନା ପୋଲିସ ମଟର ସାଇକେଲ ଚୋରି କରିଥିବା ଅଭିଯୋଗରେ ୫ ଜଣଙ୍କୁ ଗିରଫ କରିଛନ୍ତି। ଏଥିସହ ଚୋରି ହୋଇଥିବା ୬ଟି ମଟର ସାଇକେଲ ଜବତ କରିଥିବା ଜଣାଯାଇଛି।…

Continue Readingବାଇକ ଚୋରଙ୍କୁ ଧରିଲା ବଅଁରପାଳ ପୋଲିସ: ୬ ମଟର ସାଇକେଲ ଜବତ, ୫ ଗିରଫ

ବିକାଶ ଫାଉଣ୍ଡେସନ ପକ୍ଷରୁ ‘ମାଗଣା ସ୍ୱାସ୍ଥ୍ୟ ଶିବିର’: ଉପକୃତ ହେଲେ ଅଙ୍ଗାରବନ୍ଧ ଏବଂ ବଡ଼ସାହିବାସୀ

ଅନୁଗୁଳ: ରାଜ୍ୟର ଅଗ୍ରଣୀ ସାମାଜିକ ସଂଗଠନ ‘ବିକାଶ ଫାଉଣ୍ଡେସନ ଟ୍ରଷ୍ଟ’ ପକ୍ଷରୁ ଗୁରୁବାର ଅନୁଗୁଳ ନିର୍ବାଚନମଣ୍ଡଳୀର ଅଙ୍ଗାରବନ୍ଧ ଏବଂ ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀର ବଡ଼ସାହିରେ ବିଶାଳ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଛି। ବିଭିନ୍ନ ବିଭାଗର ୨୫ ରୁ ଊର୍ଦ୍ଧ୍ୱ ଅଭିଜ୍ଞ…

Continue Readingବିକାଶ ଫାଉଣ୍ଡେସନ ପକ୍ଷରୁ ‘ମାଗଣା ସ୍ୱାସ୍ଥ୍ୟ ଶିବିର’: ଉପକୃତ ହେଲେ ଅଙ୍ଗାରବନ୍ଧ ଏବଂ ବଡ଼ସାହିବାସୀ

ଟ୍ରକ ଚକା ତଳେ ପଶିଗଲା ବାଇକ୍, ଅଳ୍ପକେ ବର୍ତ୍ତିଲେ ଚାଳକ

ଅନୁଗୁଳ: ଗୁରୁବାର ଅପରାହ୍ନରେ ସନ୍ତ୍ରୀ ଛକ ଠାରେ ବାଇକ୍ ଓ ଟ୍ରକ ମଧ୍ୟରେ ଦୁର୍ଘଟଣା ଘଟିଥିବା ବେଳେ ସୌଭାଗ୍ୟବଶତଃ ଏଥିରେ କାହାର କିଛି କ୍ଷତି ହୋଇ ନାହିଁ। ସୂଚନା ମୁତାବକ, ବଅଁରପାଳ ଥାନା ସନ୍ତ୍ରୀ ଛକ ଠାରେ ଏକ ବାଇକ୍ ବଅଁରପାଳ…

Continue Readingଟ୍ରକ ଚକା ତଳେ ପଶିଗଲା ବାଇକ୍, ଅଳ୍ପକେ ବର୍ତ୍ତିଲେ ଚାଳକ

ଇଲେକ୍ଟ୍ରିକ୍ ବାଇକ୍ ସୋ ରୁମ୍ ରୟାଲ ମୋଟରସ ଉଦଘାଟିତ

ଅନୁଗୁଳ: ସ୍ଥାନୀୟ ପଞ୍ଚମହଲା ଠାରେ ବିଖ୍ୟାତ କୋମାକୀ ଇଲେକ୍ଟ୍ରିକ୍ ଭେଇକିଲ ଡିଭିଜନର ଅଥରାଇଜଡ୍ ଡିଲର ରୟାଲ ମୋଟରସ୍ ଉଦଘାଟିତ ହୋଇଯାଇଛି। ରାଜ୍ୟ ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ ମୁଖ୍ୟ ଅତିଥି ଭାବେ ସୋ ରୁମ୍ କୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି…

Continue Readingଇଲେକ୍ଟ୍ରିକ୍ ବାଇକ୍ ସୋ ରୁମ୍ ରୟାଲ ମୋଟରସ ଉଦଘାଟିତ

ସ୍ବେଚ୍ଛାକୃତ ରକ୍ତଦାନ ଶିବିର: ୭୨ ୟୁନିଟ୍ ରକ୍ତ ସଂଗୃହୀତ

ଅନୁଗୁଳ: ସ୍ଥାନୀୟ ପାଳଲହଡ଼ା ବ୍ଲକ୍ ରଜଡଙ୍ଗ ପଞ୍ଚାୟତରେ ଶ୍ରଦ୍ଧା ସେବା ସହଯୋଗ, ଓଡ଼ିଶା ମୋ ପରିବାର ଏବଂ ରଜଡ଼ଙ୍ଗ ସରପଞ୍ଚ ଦିବ୍ୟା ଭାରତୀଙ୍କ ମିଳିତ ସହଯୋଗରେ ରକ୍ତଦାନ ଶିବିର ଆୟୋଜିତ ହୋଇଛି। କାର୍ଯ୍ୟକ୍ରମରେ ମୋଟ ୭୨ ୟୁନିଟ ରକ୍ତ ସଂଗୃହୀତ ହୋଇଛି।…

Continue Readingସ୍ବେଚ୍ଛାକୃତ ରକ୍ତଦାନ ଶିବିର: ୭୨ ୟୁନିଟ୍ ରକ୍ତ ସଂଗୃହୀତ

ବୌଦ୍ଧ-ଆଠମଲ୍ଲିକ ସଂସ୍କୃତି ଓ କଳା ପରିଷଦ ପକ୍ଷରୁ ଆଲୋଚନା ଚକ୍ର

ଆଠମଲ୍ଲିକ: ଆଠମଲ୍ଲିକ ବ୍ଲକ କୁଦଗାଁ ପଞ୍ଚାୟତ ଭଗାମୁଣ୍ଡା ଗ୍ରାମରେ ସଂସ୍କୃତି ଓ କଳା ପରିଷଦ ବୌଦ୍ଧ -ଆଠମଲ୍ଲିକ ଆନୁକୂଲ୍ୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥିଭାବେ ଓଡ଼ିଶା ସଂସ୍କୃତି ଓ କଳା ପରିଷଦ ରାଜ୍ୟ ସଭାପତି ଲକ୍ଷ୍ମୀଧର ସାହୁ,…

Continue Readingବୌଦ୍ଧ-ଆଠମଲ୍ଲିକ ସଂସ୍କୃତି ଓ କଳା ପରିଷଦ ପକ୍ଷରୁ ଆଲୋଚନା ଚକ୍ର

ଖୁଦୁରୁକୁଣୀ ଓଷାରେ ସମ୍ବଲପୁରୀ ଗୀତ ବଜାଇବାକୁ ନେଇ ମାଡପିଟ, ଥାନାରେ ମାମଲା

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ବାଗଡ଼ିଆ ଥାନା ପାତ୍ରପଡା ଗ୍ରାମରେ ଖୁଦୁରୁକୁଣୀ ଓଷାରେ ସମ୍ବଲପୁରୀ ଗୀତ ବଜାଇବାକୁ ନେଇ ଦୁଇ ଗୋଷ୍ଠୀ ପିଟାପିଟି ହୋଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ସୂଚନା ମୁତାବକ, ପାତ୍ରପଡା ଗ୍ରାମରେ ଝିଅମାନେ ଖୁଦୁରୁକୁଣୀ ଓଷା କରୁଥିଲେ। ଓଷା ସରିବା…

Continue Readingଖୁଦୁରୁକୁଣୀ ଓଷାରେ ସମ୍ବଲପୁରୀ ଗୀତ ବଜାଇବାକୁ ନେଇ ମାଡପିଟ, ଥାନାରେ ମାମଲା

ଅନୁଗୁଳରୁ ଗଡ଼ିଲା କୌଶଳ ରଥ: ଆତ୍ମନିର୍ଭରଶୀଳ ହେବାକୁ ଯୁବପିଢ଼ିଙ୍କୁ ଦେବ ପ୍ରଶିକ୍ଷଣ

ଅନୁଗୁଳ: କେନ୍ଦ୍ର ଦକ୍ଷତା ଓ ଉଦ୍ୟମିତା ମନ୍ତ୍ରଣାଳୟ ତରଫରୁ ଓଡ଼ିଆ ଯୁବପିଢ଼ିଙ୍କୁ ପ୍ରଶିକ୍ଷଣ ଦେବା ଉଦ୍ଦେଶ୍ୟରେ ଅନୁଗୁଳରୁ ଗଡ଼ିଲା କୌଶଳ ରଥ। ଯୁବପିଢ଼ିଙ୍କୁ ଦକ୍ଷ କରି ରୋଜଗାର ଓ ସ୍ୱରୋଜଗାର ସହିତ ଯୋଡିବା ଏହି ରଥର ଉଦ୍ଦେଶ୍ୟ। ଏହି ଗାଡ଼ି ରାଜ୍ୟର…

Continue Readingଅନୁଗୁଳରୁ ଗଡ଼ିଲା କୌଶଳ ରଥ: ଆତ୍ମନିର୍ଭରଶୀଳ ହେବାକୁ ଯୁବପିଢ଼ିଙ୍କୁ ଦେବ ପ୍ରଶିକ୍ଷଣ

ରାଣୀଗୋଡା ଗ୍ରାମଦେବୀ ମା’ ଖୁମ୍ବେଶ୍ୱରୀଙ୍କ ବାର୍ଷିକ ପୂଜା

ଅନୁଗୁଳ: ବୁଧବାର ଦିନ ସହର ଉପକଣ୍ଠ ରାଣୀଗୋଡା ଗ୍ରାମର ଆରାଧ୍ଯା ଗ୍ରାମଦେବୀ ମା' ଖୁମ୍ବେଶ୍ୱରୀଙ୍କ ବାର୍ଷିକ ପୂଜା ବଡ ଉତ୍ସାହ ଉଦ୍ଦୀପନାର ସହିତ ପାଳିତ ହୋଇ ଯାଇଛି । ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ସାମନ୍ତ ସାହିରେ ଥିବା ଦିଅଁ ଘରୁ…

Continue Readingରାଣୀଗୋଡା ଗ୍ରାମଦେବୀ ମା’ ଖୁମ୍ବେଶ୍ୱରୀଙ୍କ ବାର୍ଷିକ ପୂଜା