ଇଲେକ୍ଟ୍ରିକ୍ ବାଇକ୍ ସୋ ରୁମ୍ ରୟାଲ ମୋଟରସ ଉଦଘାଟିତ

You are currently viewing ଇଲେକ୍ଟ୍ରିକ୍ ବାଇକ୍ ସୋ ରୁମ୍ ରୟାଲ ମୋଟରସ ଉଦଘାଟିତ

ଅନୁଗୁଳ: ସ୍ଥାନୀୟ ପଞ୍ଚମହଲା ଠାରେ ବିଖ୍ୟାତ କୋମାକୀ ଇଲେକ୍ଟ୍ରିକ୍ ଭେଇକିଲ ଡିଭିଜନର ଅଥରାଇଜଡ୍ ଡିଲର ରୟାଲ ମୋଟରସ୍ ଉଦଘାଟିତ ହୋଇଯାଇଛି। ରାଜ୍ୟ ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ ମୁଖ୍ୟ ଅତିଥି ଭାବେ ସୋ ରୁମ୍ କୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଅନୁଗୁଳ ନଗରପାଳ ଅକ୍ଷୟ କୁମାର ସାମନ୍ତ,ନୂଆମୌଜା ସରପଞ୍ଚ ବିକାଶ ପ୍ରଧାନ ଓ ବ୍ରହ୍ମ କୁମାରୀ ମିନତୀ ଦିଦି ଯୋଗ ଦେଇଥିଲେ। ସୋ ରୁମ୍ ର ପରିଚାଳନା ନିର୍ଦ୍ଦେଶକ ଆନନ୍ଦ ଅଗରୱାଲ ଅତିଥି ମାନଙ୍କୁ ସ୍ଵାଗତ କରିବା ସହ ସୋ ରୁମ୍ ରେ ମିଳୁଥିବା ଉନ୍ନତ ମାନର ଇ-ବାଇକ୍,ସ୍ପେଆର ପାର୍ଟସ ଓ ଆଫ୍ଟର ସେଲ ସର୍ଭିସ୍ ସମ୍ପର୍କରେ ବୁଝାଇଥିଲେ। ସମାରୋହରେ ଅନୁଗୁଳର ବହୁ ନାଗରିକ ଓ ବୁଦ୍ଧିଜୀବୀ ଯୋଗ ଦେଇଥିଲେ ।

Share

Leave a Reply