ମିଶନ ଇନ୍ଦ୍ରଧନୁଷ୍ ଓ କ୍ବାଲିଟି ଆକ୍ୟୁରାନ୍ସ ବୈଠକ ଆୟୋଜିତ: ୪,୩୨୬ ଜଣ ହିତାଧିକାରୀଙ୍କୁ ଟୀକା ପ୍ରଦାନ ପାଇଁ ଲକ୍ଷ୍ୟ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସ୍ବାସ୍ଥ୍ୟ ସମିତି ଆନୁକୂଲ୍ୟରେ ମିଶନ ଇନ୍ଦ୍ରଧନୁଷ୍ ୫.୦ (ଟୀକାକରଣ)ର ଦ୍ବିତୀୟ ଜିଲ୍ଲାସ୍ତରୀୟ ବୈଠକ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡା. ତ୍ରିଲୋଚନ…

Continue Readingମିଶନ ଇନ୍ଦ୍ରଧନୁଷ୍ ଓ କ୍ବାଲିଟି ଆକ୍ୟୁରାନ୍ସ ବୈଠକ ଆୟୋଜିତ: ୪,୩୨୬ ଜଣ ହିତାଧିକାରୀଙ୍କୁ ଟୀକା ପ୍ରଦାନ ପାଇଁ ଲକ୍ଷ୍ୟ

ଦୁର୍ଘଟଣାରେ ଛାତ୍ରୀଙ୍କ ମୃତ୍ୟୁ ପରେ ପ୍ରତିବାଦ: ଜାତୀୟ ରାଜପଥ ଅବରୋଧ କଲେ ଛାତ୍ରଛାତ୍ରୀ

ବଅଁରପାଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଛକରେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଜାତୀୟ ରାଜପଥର ଦୂରବସ୍ଥା ପାଇଁ ଗତ କାଲି ହୋଇଥିବା ଦୁର୍ଘଟଣାରେ ଛାତ୍ରୀଙ୍କ ମୃତ୍ୟୁ ପ୍ରତିବାଦରେ ଏହି ଅବରୋଧ କରାଯାଇଥିଲା। ତେବେ ସ୍ଥାନୀୟ ପ୍ରଶାସନ…

Continue Readingଦୁର୍ଘଟଣାରେ ଛାତ୍ରୀଙ୍କ ମୃତ୍ୟୁ ପରେ ପ୍ରତିବାଦ: ଜାତୀୟ ରାଜପଥ ଅବରୋଧ କଲେ ଛାତ୍ରଛାତ୍ରୀ

ସାତକୋଶିଆରେ ଦୁଇ ହାତୀ ମୃତ୍ୟୁ ଘଟଣା: ୨ ଶିକାରୀ ଗିରଫ

ଅନୁଗୁଳ: ଅନୁଗୁଳ ବ୍ଲକ ସାତକୋଶିଆ ଅଭୟାରଣ୍ୟରେ ବିଦ୍ୟୁତ୍ ଆଘାତରେ ଦୁଇଟି ହାତୀଙ୍କ ମୃତ୍ୟୁ ଘଟଣାରେ ସଂପୃକ୍ତ ଦୁଇ ଜଣ ଶିକାରୀଙ୍କୁ ଗୁରୁବାର ବନ ବିଭାଗ ଗିରଫ କରିଛି। ଶିକାରୀମାନେ ବନ୍ୟପ୍ରାଣୀ ଶିକାର କରିବାକୁ ବିଦ୍ୟୁତ୍ ତାର ବିଛାଇଥିବାବେଳେ ଏଭଳି ଅଘଟଣ ହୋଇଥିବା…

Continue Readingସାତକୋଶିଆରେ ଦୁଇ ହାତୀ ମୃତ୍ୟୁ ଘଟଣା: ୨ ଶିକାରୀ ଗିରଫ

ଘୋଷଣା ହେଲା ଅନୁଗୁଳ ଜିଲ୍ଲା କଂଗ୍ରେସ କମିଟିର ଜିଲ୍ଲା କାର୍ଯ୍ୟକାରିଣୀ କମିଟି ସଦସ୍ୟଙ୍କ ନାମ

ଅନୁଗୁଳ: ଆଜି ଅନୁଗୁଳ ଜିଲ୍ଲା କଂଗ୍ରେସ କମିଟିର ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟଙ୍କ ନାମ ଘୋଷଣା କରାଯାଇଛି। ଅନୁଗୁଳ ଜିଲ୍ଲା କଂଗ୍ରେସ କମିଟି ସଭାପତି ସଂଗ୍ରାମ ମିଶ୍ରଙ୍କ ସୁପାରିଶ କ୍ରମେ ପ୍ରଦେଶ କଂଗ୍ରେସ କମିଟିର ଅନୁମୋଦନରେ କମିଟିରେ ୪୦ ଜଣ କାର୍ଯ୍ୟକାରିଣୀ ସଦସ୍ୟ…

Continue Readingଘୋଷଣା ହେଲା ଅନୁଗୁଳ ଜିଲ୍ଲା କଂଗ୍ରେସ କମିଟିର ଜିଲ୍ଲା କାର୍ଯ୍ୟକାରିଣୀ କମିଟି ସଦସ୍ୟଙ୍କ ନାମ

ନାଟକ ଉତ୍ସବ ରଙ୍ଗ ସଙ୍ଗମ ଉଦଯାପିତ ସାମାଜିକ ବାର୍ତ୍ତା ଦେଲା ନାଟକ ‘ଶୁଖିଲା ସମୁଦ୍ର’

ଅନୁଗୁଳ: ସ୍ଥାନୀୟ ସଭାଘରେ ଆୟୋଜିତ ହେଉଥିବା ନାଟକ ମହୋତ୍ସବ ରଙ୍ଗ ସଙ୍ଗମ ଆଜି ଉଦଯାପିତ ହୋଇଯାଇଛି। ସାଂପ୍ରତିକ ସମାଜରେ ପାରିବାରିକ ସମସ୍ୟା ଓ ଜଞ୍ଜାଳ ଘର ମୋର ସ୍ବର୍ଗକୁ କିଭଳି ଉପହାସ କରେ, ଆଧୁନିକ ଜୀବନ ଯନ୍ତ୍ରଣାକୁ ହଜମ କରିପାରୁ ନ…

Continue Readingନାଟକ ଉତ୍ସବ ରଙ୍ଗ ସଙ୍ଗମ ଉଦଯାପିତ ସାମାଜିକ ବାର୍ତ୍ତା ଦେଲା ନାଟକ ‘ଶୁଖିଲା ସମୁଦ୍ର’

ଟିପ ଚିହ୍ନ ନେଇ ୩ କୋଟିରୁ ଅଧିକ ଟଙ୍କା ଠକିନେଲେ ମହିଳା ସଂଘର ସଭାନେତ୍ରୀ

ଅନୁଗୁଳ: ଟିପ ଚିହ୍ନ ନେଇ କୋଟିଏରୁ ଅଧିକ ଟଙ୍କା ଠକିନେଲେ ମହିଳା ସଂଘର ସଭାନେତ୍ରୀ। ଏଭଳି ଘଟଣା ଅନୁଗୁଳରେ ସାମ୍ନାକୁ ଆସିଛି। ସୂଚନା ମୁତାବକ, କେନ୍ଦ୍ରାପଡ଼ା ଅଞ୍ଚଳର ମମତା ସ୍ବାଇଁ କିଛି ବର୍ଷ ହେଲା ଅନୁଗୁଳରେ ବିଭିନ୍ନ ମହିଳା ସଂଘର ସଦସ୍ୟ…

Continue Readingଟିପ ଚିହ୍ନ ନେଇ ୩ କୋଟିରୁ ଅଧିକ ଟଙ୍କା ଠକିନେଲେ ମହିଳା ସଂଘର ସଭାନେତ୍ରୀ

ହୋଟେଲ ଆଇଡି ହ୍ୟାକ କରି ଗ୍ରାହକଙ୍କୁ ଚିତା କାଟିଲେ ସାଇବର ଲୁଟେରା

ଅନୁଗୁଳ: ଅନୁଗୁଳ ଅମଲାପଡ଼ାର ଏକ ହୋଟେଲ ଆଇ ନମ୍ରାର ଗୁଗଲରେ ଆଇଡିକୁ ହ୍ୟାକ୍ କରି ଦୁଇ ଦିନରେ ଦୁଇ ଜଣ ଗ୍ରାହକଙ୍କୁ ସାଇବର ଲୁଟେରା ଚିତା କରିଥିବା ଥାନାରେ ଅଭିଯୋଗ ହୋଇଛି। ଗୁଗଲରେ ଥିବା ଆଇଡିକୁ ହ୍ଯାକ କରି ଲୁଟେରା ନିଜ…

Continue Readingହୋଟେଲ ଆଇଡି ହ୍ୟାକ କରି ଗ୍ରାହକଙ୍କୁ ଚିତା କାଟିଲେ ସାଇବର ଲୁଟେରା

ଅନୁଗୁଳରେ ଗଡ଼ିଲା ‘ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମ ରଥ, ସହିଦ ଯବାନଙ୍କ ବୀର ମାଟିକୁ କରିବ ସଂଗ୍ରହ

ଅନୁଗୁଳ: ସମଗ୍ର ଦେଶରେ ସହିଦମାନଙ୍କୁ ଉପଯୁକ୍ତ ସମ୍ମାନ ଦେବା ପାଇଁ ମୋଦି ସରକାର ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ଅନୁଗୁଳ ଜଗନ୍ନାଥ ମନ୍ଦିର ଠାରେ ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର…

Continue Readingଅନୁଗୁଳରେ ଗଡ଼ିଲା ‘ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମ ରଥ, ସହିଦ ଯବାନଙ୍କ ବୀର ମାଟିକୁ କରିବ ସଂଗ୍ରହ

ବେକାରୀ ସମସ୍ୟାକୁ ମୂଳ ପୋଛ କରିବାକୁ ରାସ୍ତାକୁ ଓହ୍ଲାଇଲା ଅନୁଗୁଳ ଜିଲ୍ଲା ଛାତ୍ର କଂଗ୍ରେସ, ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ଅନୁଗୁଳ: ବେକାରୀ ସମସ୍ୟାକୁ ମୂଳ ପୋଛ କରିବାକୁ ରାସ୍ତାକୁ ଓହ୍ଲାଇଛି ଛାତ୍ର କଂଗ୍ରେସ। ଆଜି ଅନୁଗୁଳ ଜିଲ୍ଲା ଛାତ୍ର କଂଗ୍ରେସ କମିଟି ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଛାତ୍ର କଂଗ୍ରେସ ସଭାପତି ୟାସିର ନବାଜଙ୍କ…

Continue Readingବେକାରୀ ସମସ୍ୟାକୁ ମୂଳ ପୋଛ କରିବାକୁ ରାସ୍ତାକୁ ଓହ୍ଲାଇଲା ଅନୁଗୁଳ ଜିଲ୍ଲା ଛାତ୍ର କଂଗ୍ରେସ, ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ନବମ ଦିନରେ ପହଞ୍ଚିଛି ଅନୁଗୁଳ ବିଜେପିର ବିଜେଡି ବିରୋଧୀ ପ୍ରତିବାଦ ଓ ବିକ୍ଷୋଭ ସଭା

ଅନୁଗୁଳ: ନବମ ଦିନରେ ପହଞ୍ଚିଛି ଅନୁଗୁଳ ବିଜେପିର ବିଜେଡି ବିରୋଧୀ ପ୍ରତିବାଦ ଓ ବିକ୍ଷୋଭ। ବିଜେଡିର କଳା କାରନାମା, ଦୁର୍ନୀତି, ଭ୍ରଷ୍ଟାଚାରକୁ ବିରୋଧ କରି ଅନୁଗୁଳ ନିର୍ବାଚନ ମଣ୍ଡଳୀର ୩ ନଂ ଜୋନ ବଲାସିଂହା ପଞ୍ଚାୟତ କାର୍ଯ୍ୟାଳୟରେ ବିଜେପି ଅନୁଗୁଳ ନିର୍ବାଚନ…

Continue Readingନବମ ଦିନରେ ପହଞ୍ଚିଛି ଅନୁଗୁଳ ବିଜେପିର ବିଜେଡି ବିରୋଧୀ ପ୍ରତିବାଦ ଓ ବିକ୍ଷୋଭ ସଭା