ପ୍ରେମ ପରେ ପ୍ରତାରଣା, ଅନିଛା ସତ୍ୱେ ଜୋରଜବରଦସ୍ତ ଶାରିରୀକ ସମ୍ପର୍କ ରଖିବା ଅଭିଯୋଗ: ଯୁବକ ଗିରଫ
ଅନୁଗୁଳ: ଠାକୁରଗଡ ଥାନା ଟାପଢ଼ୋଲ ଅଞ୍ଚଳର ଜଣେ ଯୁବତୀ ପ୍ରେମରେ ପ୍ରତାରଣାର ଶିକାର ହୋଇଛନ୍ତି। କଞ୍ଜା ଗାଁର ରବି ସାହୁଙ୍କ ପୁଅ ସୁବ୍ରତ ସାହୁ ଓ ଯୁବତୀଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ଯୁବତୀଙ୍କୁ ବିବାହର ପ୍ରତିଶୃତି ଦେଇ ପ୍ରତାରଣାର…
