୩୩୦ ଶଯ୍ୟା ବିଶିଷ୍ଟ ହସପିଟାଲର ସମୀକ୍ଷା ପାଇଁ ମନିଟରିଂ କମିଟି ଗଠିତ
ତାଳଚେର: ତାଳଚେରରେ ଆରମ୍ଭ ହେବାକୁ ଥିବା ୩୩୦ ଶଯ୍ୟା ବିଶିଷ୍ଟ ହସପିଟାଲ ନିମନ୍ତେ ଏକ ମନିଟରିଂ କମିଟି ଗଠନ କରାଯାଇଛି। ଏହି କମିଟି ମେଡିକାଲରେ ଦରକାର ଥିବା ଭିତ୍ତିଭୂମି, ଉପକରଣର ମୂଲ୍ୟାଙ୍କନ ଏବଂ ତଦାରଖ କରିବ। ଏଠାରେ ଶିକ୍ଷାଦାନର ବ୍ୟବସ୍ଥା ରହିବ।…
