ଏମସିଏଲ ଦ୍ବିତୀୟ ସ୍ବତନ୍ତ୍ର କମିଟି ବୈଠକ, ବିସ୍ଥାପିତଙ୍କ ସମସ୍ୟାର ସମାଧାନ ସହ ଅନ୍ୟ ଉନ୍ନତିମୂଳକ କାର୍ଯ୍ୟ ନେଇ ଆଲୋଚନା

ଅନୁଗୁଳ: ସୋମବାର ମହାନଦୀ କୋଇଲା ଖଣି ସଂସ୍ଥା (ଏମସିଏଲ) ର ଦ୍ଵିତୀୟ ସ୍ବତନ୍ତ୍ର କମିଟି ବୈଠକ ଉତ୍ତରାଞ୍ଚଳ ରାଜସ୍ଵ କମିଶନର ସଚିନ ରାମଚନ୍ଦ୍ର ଯାଦବଙ୍କ ଅଧ୍ୟକ୍ଷତାରେ ଅନୁଗୁଳ ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଛି। ବୈଠକର ଅଧ୍ୟକ୍ଷ ସଚିନ ରାମଚନ୍ଦ୍ର…

Continue Readingଏମସିଏଲ ଦ୍ବିତୀୟ ସ୍ବତନ୍ତ୍ର କମିଟି ବୈଠକ, ବିସ୍ଥାପିତଙ୍କ ସମସ୍ୟାର ସମାଧାନ ସହ ଅନ୍ୟ ଉନ୍ନତିମୂଳକ କାର୍ଯ୍ୟ ନେଇ ଆଲୋଚନା

ପେପର କପ ରେ ଚା’ ପରସି ତଣ୍ଡ ଗଣିଲେ ଦୋକାନୀ

ଅନୁଗୁଳ: ଅନୁଗୁଳ ସହରର ଖାଓଗଳିରେ ଏକ ଚା ଦୋକାନୀ ପେପର କପ୍‌ରେ ଚା ଓ କଫି ପରସିବାରୁ ପୌରପାଳିକା ଟାସ୍କଫୋର୍ସ ଟିମ୍ ୨ ହଜାର ଟଙ୍କା ଜରିମାନା ଲଗାଇଛି। ଆସନ୍ତାକାଲି ପୌର କାର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି, ଅନ୍ୟଥା ଆଇନଗତ…

Continue Readingପେପର କପ ରେ ଚା’ ପରସି ତଣ୍ଡ ଗଣିଲେ ଦୋକାନୀ

ବଅଁରପାଳରେ ଖୋଲିବ ନୂଆ ସବ୍‌-ରେଜିଷ୍ଟ୍ରୀ ଅଫିସ

ଅନୁଗୁଳ: ଲୋକଙ୍କ ସୁବିଧା ପାଇଁ ରାଜ୍ୟ ସରକାର ବଅଁରପାଳରେ ଏକ ନୂଆ ସବ୍‌-ରେଜିଷ୍ଟ୍ରୀ ଅଫିସ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଆସନ୍ତା ୧ ନଭେମ୍ବର ୨୦୨୫ରୁ ବଅଁରପାଳ ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟ ଆରମ୍ଭ କରିବ। ରାଜ୍ୟ ସରକାର ରାଜ୍ୟରେ ମୋଟ ୪୪ଟି…

Continue Readingବଅଁରପାଳରେ ଖୋଲିବ ନୂଆ ସବ୍‌-ରେଜିଷ୍ଟ୍ରୀ ଅଫିସ

ବିବାହ ପ୍ରତିଶ୍ରୁତି ଦେଇ ନାବାଳିକାକୁ ଦୁଷ୍କର୍ମ : କୋଚିଂ ସେଣ୍ଟର ମାଲିକ ଗିରଫ

ଅନୁଗୁଳ: ବିବାହର ପ୍ରତିଶ୍ରୁତି ଦେଇ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଅନୁଗୁଳ ଟାଉନ ଥାନା ପୋଲିସ ଜଣେ କୋଚିଂ ସେଣ୍ଟର ମାଲିକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ସାନ୍ତି ଓରଫ ଡମ୍ବରୁଧର ବେହେରା (୨୭)। ତାଙ୍କ ଘର ଠାକୁରଗଡ଼…

Continue Readingବିବାହ ପ୍ରତିଶ୍ରୁତି ଦେଇ ନାବାଳିକାକୁ ଦୁଷ୍କର୍ମ : କୋଚିଂ ସେଣ୍ଟର ମାଲିକ ଗିରଫ

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ଶପଥ ପାଠ

ଅନୁଗୁଳ: ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଅକ୍ଟୋବର ୨୭ ତାରିଖ ଠାରୁ ୨ ନଭେମ୍ବର ୨୦୨୫ ପର୍ଯ୍ୟନ୍ତ ପାଳନ କରାଯାଉଛି ।ଚଳିତ ବର୍ଷର ବାର୍ତ୍ତା ହେଉଛି “ ଦୁର୍ନୀତି ନିବାରଣ: ଆମ ସାମୁହିକ ଦାୟିତ୍ବ”। ଏହି ଉପଲକ୍ଷେ ଆଜି ଜିଲ୍ଲା କାର୍ଯ୍ୟାଳୟ…

Continue Readingଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ଶପଥ ପାଠ

ନାରଣ ସାଗର କୂଳରେ ଛଟ ପୂଜା: ୫ ହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କ ସମାବେଶ

ଅନୁଗୁଳ: ଆଜି ସନ୍ଧ୍ୟାରେ ଅନୁଗୁଳ ନାରଣ ସାଗର କୂଳରେ ଛଟ ପୂଜା ଆରମ୍ଭ ହୋଇଛି। ଏହି ଅବସରରେ ସ୍ଥାନୀୟ ଅଞ୍ଚଳରେ ବସବାସ କରୁଥିବା ବିହାର,ଝାଡ଼ଖଣ୍ଡ,ୟୁପି ଅଞ୍ଚଳର ଶ୍ରଦ୍ଧାଳୁ ମାନେ ବହୁ ସଂଖ୍ୟାରେ ଚଉରା ମୂଳେ ଷଠି ଦେବୀଙ୍କ ପୂଜା କରିବା ସହ…

Continue Readingନାରଣ ସାଗର କୂଳରେ ଛଟ ପୂଜା: ୫ ହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କ ସମାବେଶ

ଧୂଳିଧୂଆଁରେ ଅସ୍ତବ୍ୟସ୍ତ ୧୪୯ ନମ୍ବର ଜାତୀୟ ରାଜପଥ, ଦାବି ପ୍ରତି କର୍ଣ୍ଣପାତ କରୁନି NHAI

ବଅଁରପାଳ: ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ୧୪୯ ନମ୍ବର ଜାତୀୟ ରାଜପଥର ଶୋଚନୀୟ ଅବସ୍ଥା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ବିଶେଷ କରି ବଅଁରପାଳ, ଗୋତମରା ଓ ଆଖପାଖ ଅଞ୍ଚଳର ବାସିନ୍ଦା ତଥା ଯାତ୍ରୀମାନେ ଧୂଳିଧୂଆଁ ଓ ଦୁର୍ଘଟଣାରେ ଅତିଷ୍ଠ…

Continue Readingଧୂଳିଧୂଆଁରେ ଅସ୍ତବ୍ୟସ୍ତ ୧୪୯ ନମ୍ବର ଜାତୀୟ ରାଜପଥ, ଦାବି ପ୍ରତି କର୍ଣ୍ଣପାତ କରୁନି NHAI

ଦାୟିତ୍ୱ ମୁଣ୍ଡାଇବାକୁ ପଡ଼ିବ

ଆଜି ଭାରତ ଏକ ନୂତନ ବିକାଶର ପଥରେ ଅଗ୍ରସର ହେଉଥିବା ବେଳେ ଏହାର ସ୍ୱରୂପ କେବଳ ଭୌତିକ ଉନ୍ନତିରେ ସୀମିତ ନୁହେଁ। ବାସ୍ତବରେ, ଏକ ସୁସ୍ଥ ଓ ଶୃଙ୍ଖଳିତ ସମାଜ ଗଠନ ପାଇଁ ପ୍ରତ୍ୟେକ ନାଗରିକଙ୍କ ସାମାଜିକ ଉତ୍ତରଦାୟିତ୍ୱ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।…

Continue Readingଦାୟିତ୍ୱ ମୁଣ୍ଡାଇବାକୁ ପଡ଼ିବ

ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀ ହତ୍ୟାକାରୀ ସ୍ୱାମୀ ଗିରଫ

ଅନୁଗୁଳ: ପାରିବାରିକ କଳହରୁ ଏକ ହତ୍ୟାକାଣ୍ଡ ଘଟିଛି। ଛଅ ବର୍ଷ ତଳେ ପ୍ରେମ ବିବାହ କରିଥିବା ସ୍ୱାମୀ ହିଁ ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା କରିଛି। ହତ୍ୟା ଅଭିଯୁକ୍ତ ସ୍ୱାମୀ ସିଦ୍ଧାନ୍ତ ସାହୁ (୨୮)କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ…

Continue Readingପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀ ହତ୍ୟାକାରୀ ସ୍ୱାମୀ ଗିରଫ

ଧାନ ଫସଲ ନଷ୍ଟ କରୁଛନ୍ତି ଜଙ୍ଗଲୀ ବାରହା

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକର ଚାଷବହୁଳ ଅଞ୍ଚଳରେ ଧାନ ଚାଷ ମୁଖ୍ୟ ଜୀବିକା। କିନ୍ତୁ ବ୍ରାହ୍ମଣବିଲ ଗ୍ରାମରେ ଅନେକ ଦିନ ହେଲା ଶହ ଶହ ଜଙ୍ଗଲୀ ବାରହାଙ୍କ ଉତ୍ପାତ ଯୋଗୁଁ ଚାଷୀମାନେ ଚିନ୍ତାରେ। ପୋଟଳ, କଦଳୀ ଓ ପନିପରିବା ଫସଲ…

Continue Readingଧାନ ଫସଲ ନଷ୍ଟ କରୁଛନ୍ତି ଜଙ୍ଗଲୀ ବାରହା