ପୋଲିସକୁ ମାଡ଼ ମାରିବା ଘଟଣାରେ ଦୁଇଜଣ ଗିରଫ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ପୋଲିସକୁ ନିର୍ମମ ଆକ୍ରମଣ ଘଟଣାରେ ଦୁଇଜଣଙ୍କୁ ଗିରଫ କରାଯାଇଛି। ଗିରଫ ଦ୍ୱୟ ହେଲେ ମେଟା କମ୍ପାନୀର ସୁପରଭାଇଜର ଅନୁଗୁଳ ଥାନା ତୁରଙ୍ଗ ଗାଁର ଅମ୍ଲାନ ବିପ୍ଳବ ସ୍ବଦେଶ ମହାନ ଏବଂ ଝାଡ଼ଖଣ୍ଡର ପୋକଲେନ ମେସିନ…

Continue Readingପୋଲିସକୁ ମାଡ଼ ମାରିବା ଘଟଣାରେ ଦୁଇଜଣ ଗିରଫ

ମୁଖ୍ୟ ଚିକିତ୍ସାଳୟରୁ ଏସି କମ୍ପ୍ରେସର ଚୋରି ଘଟଣା, ସିନ ରିକ୍ରିଏସନ୍ କଲେ ଗିରଫ ଅଭିଯୁକ୍ତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏସି କମ୍ପ୍ରେସର ଚୋରି ହୋଇଥିବା ନେଇ ଅଭିଯୋଗ ପରେ ପୋଲିସ ପକ୍ଷରୁ ତନାଘନା ଆରମ୍ଭ ହୋଇଛି। ଚୋରି ଅଭିଯୋଗରେ ଲିଫ୍ଟ ଅପରେଟରକୁ ପୋଲିସ ଗିରଫ କରିଛି। ଶନିବାର ଲିଫ୍ଟ ଅପରେଟର କ୍ରାଇମସିନ ରିକ୍ରିଏସନ କରିଛି।…

Continue Readingମୁଖ୍ୟ ଚିକିତ୍ସାଳୟରୁ ଏସି କମ୍ପ୍ରେସର ଚୋରି ଘଟଣା, ସିନ ରିକ୍ରିଏସନ୍ କଲେ ଗିରଫ ଅଭିଯୁକ୍ତ

ରାଜ୍ୟସ୍ତରୀୟ“କଳା ଉତ୍ସବ-୨୦୨୫”ରେ ଓ.ପି. ଜିନ୍ଦଲ ସ୍କୁଲର ଛାତ୍ରଛାତ୍ରୀ ପୁରସ୍କୃତ

ଅନୁଗୁଳ: ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଭୁବନେଶ୍ୱରର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ହୋଇଥିବା ରାଜ୍ୟସ୍ତରୀୟ “କଳା ଉତ୍ସବ-୨୦୨୫”ରେ ଅନୁଗୁଳର ଓ.ପି. ଜିନ୍ଦଲ ସ୍କୁଲର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରି ଏକାଧିକ ପୁରସ୍କାର ହାସଲ କରିଛନ୍ତି। ସ୍କୁଲର ସୋହମ ସାରଙ୍ଗ ମେଣ୍ଡାଲକରଙ୍କୁ ଏକକ…

Continue Readingରାଜ୍ୟସ୍ତରୀୟ“କଳା ଉତ୍ସବ-୨୦୨୫”ରେ ଓ.ପି. ଜିନ୍ଦଲ ସ୍କୁଲର ଛାତ୍ରଛାତ୍ରୀ ପୁରସ୍କୃତ

ଜିଲ୍ଲା ସ୍ତରୀୟ ସାଇବର ସୁରକ୍ଷା ସଚେତନତା ଅଭିଯାନ ଉଦଘାଟିତ

ଅନୁଗୁଳ: ଜିଲ୍ଲା ଆରକ୍ଷୀ କାର୍ଯ୍ୟାଳୟରେ ସାଇବର ସୁରକ୍ଷା ସଚେତନତା ଅଭିଯାନର ଜିଲ୍ଲା ସ୍ତରୀୟ ଉଦଘାଟନ ସମାରୋହ ଅନୁଷ୍ଠିତ ହୋଇଛି। ପ୍ରାରମ୍ଭରେ ସାଇବର ସୁରକ୍ଷା ବିଷୟରେ ଭିଡିଓ ପ୍ରଦର୍ଶନ କରାଯାଇଥିଲା। ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ ଏବଂ ଅମରେଶ ମିଶ୍ର ଦେଶଭକ୍ତିମୟ ସଙ୍ଗୀତ…

Continue Readingଜିଲ୍ଲା ସ୍ତରୀୟ ସାଇବର ସୁରକ୍ଷା ସଚେତନତା ଅଭିଯାନ ଉଦଘାଟିତ

ଦୀର୍ଘ ଦିନର ଦାବି ପରେ ବାଗଡ଼ିଆ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ପଦବୀ ପୂରଣ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ଅନ୍ତର୍ଗତ ବାଗଡ଼ିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଦୀର୍ଘ ଦିନ ଧରି ଖାଲି ପଡ଼ିଥିବା ଡାକ୍ତର ପଦବୀ ଆଜି ପୂରଣ ହୋଇଛି । ନୂତନ ଡାକ୍ତର ଭାବେ ଡା. ରାକେଶ ମିଶ୍ର କାର୍ଯ୍ୟରେ ଯୋଗଦାନ କରିଛନ୍ତି ।…

Continue Readingଦୀର୍ଘ ଦିନର ଦାବି ପରେ ବାଗଡ଼ିଆ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ପଦବୀ ପୂରଣ

ଦୁଇ ବାଘ ଛୁଆ ଆକ୍ରମଣ: ଗାଈ ଚରାଳି ଗୁରୁତର

ଅନୁଗୁଳ: ଅନୁଗୁଳରେ ବାଘ ଆତଙ୍କ। ଅନୁଗୁଳ ବ୍ଲକ ପୁରୁଣାକୋଟ ଥାନା ଅନ୍ତର୍ଗତ ଟାଇଁସି ଗ୍ରାମରେ ନିକଟରେ ବାଘ ଆକ୍ରମଣରେ ଜଣେ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଗୁରୁତର ହେଲେ ଟାଇଁସି ଗ୍ରାମର ପୁରେନ୍ଦ୍ର ବେହେରାଙ୍କ ପୁଅ ବସନ୍ତ…

Continue Readingଦୁଇ ବାଘ ଛୁଆ ଆକ୍ରମଣ: ଗାଈ ଚରାଳି ଗୁରୁତର

ତୃତୀୟ ରାଜ୍ୟ ସ୍ତରୀୟ ସାଂସ୍କୃତିକ ଉତ୍ସବ “ପ୍ରତିଭା” ଉଦଘାଟିତ

ଅନୁଗୁଳ: ସ୍ଥାନୀୟ ଟାଉନ ହଲ ଠାରେ ତୃତୀୟ ରାଜ୍ୟ ସ୍ତରୀୟ  ସାଂସ୍କୃତିକ ଉତ୍ସବ ପ୍ରତିଭା ଉଦଘାଟିତ ହୋଇଯାଇଛି । ଜିଲ୍ଲା ସଂସ୍କୃତି ଅଧିକାରୀ ଦୁଃଶାସନ ନାୟକ ମୁଖ୍ୟ ଅତିଥି ରୂପେ ଉତ୍ସବକୁ ଉଦଘାଟନ କରିବା ସହ ଶିଶୁ କଳାକାର ମାନଙ୍କୁ ଲୋକଲୋଚନକୁ…

Continue Readingତୃତୀୟ ରାଜ୍ୟ ସ୍ତରୀୟ ସାଂସ୍କୃତିକ ଉତ୍ସବ “ପ୍ରତିଭା” ଉଦଘାଟିତ

କୁମ୍ଭୀର ସହ ଲଢ଼ି ଛେଳିକୁ ବଞ୍ଚାଇଲେ, ହେଲେ ହାତ ହରାଇଲେ ଯୁବକ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଅନ୍ତର୍ଗତ ରଣିଆକଟା ପଞ୍ଚାୟତର ଝାମ୍ପୁଲି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଗାଁର ରଞ୍ଜିତ ପ୍ରଧାନ (୫୦) ଗୁରୁବାର ସକାଳେ ଝିମେଇଜୋର କୂଳରେ ନିଜ ଛେଳି ଚରାଉଥିବା ବେଳେ ଏକ କୁମ୍ଭୀର ଛେଳିଟିକୁ ଟାଣି…

Continue Readingକୁମ୍ଭୀର ସହ ଲଢ଼ି ଛେଳିକୁ ବଞ୍ଚାଇଲେ, ହେଲେ ହାତ ହରାଇଲେ ଯୁବକ

ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜନ୍ମ ବାର୍ଷିକୀ: ‘ୟୁନିଟି ମାର୍ଚ୍ଚ’ ପାଇଁ ପ୍ରସ୍ତୁତି ବୈଠକ

ଅନୁଗୁଳ: ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମ ବାର୍ଷିକୀ ପାଳନ ଅବସରରେ ଆସନ୍ତା ନଭେମ୍ବର ୧୯ ତାରିଖରେ ଏକ ପଦଯାତ୍ରା ଆୟୋଜନ ପାଇଁ ଗୁରୁବାର ଜିଲ୍ଲା କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟଙ୍କ ଅଧ୍ୟକ୍ଷତାରେ…

Continue Readingସର୍ଦ୍ଦାର ପଟେଲଙ୍କ ୧୫୦ତମ ଜନ୍ମ ବାର୍ଷିକୀ: ‘ୟୁନିଟି ମାର୍ଚ୍ଚ’ ପାଇଁ ପ୍ରସ୍ତୁତି ବୈଠକ

ଟ୍ରାକରେ ‘ରିଲ୍ସ’ ତିଆରି କଲେ କଠୋର କାର୍ଯ୍ୟାନୁଷ୍ଠାନ; ପୂର୍ବତଟ ରେଳପଥର ଚେତାବନୀ

ଭୁବନେଶ୍ୱର: ଟ୍ରେନ୍ ଟ୍ରାକ୍ ନିକଟରେ, ଟ୍ରେନରେ ଛାତ ଉପରେ କିମ୍ବା ଫୁଟବୋର୍ଡରେ ଭିଡିଓ ସୁଟିଂ କରି 'ରିଲ୍ସ' (Reels) ତିଆରି କରିବା ଭଳି ବିପଦଜ୍ଜନକ କାର୍ଯ୍ୟକୁ ପୂର୍ବତଟ ରେଳପଥ କଡ଼ାକଡ଼ି ବିରୋଧ କରି ଏକ ସଚେତନତା ଅଭିଯାନ ଆରମ୍ଭ କରିଛି। ରେଳପଥ…

Continue Readingଟ୍ରାକରେ ‘ରିଲ୍ସ’ ତିଆରି କଲେ କଠୋର କାର୍ଯ୍ୟାନୁଷ୍ଠାନ; ପୂର୍ବତଟ ରେଳପଥର ଚେତାବନୀ