ଆଜି ଆସୁଛନ୍ତି ଅସିତ ତ୍ରିପାଠୀ

ଅନୁଗୁଳ: ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ନିର୍ମାଣ ହୋଇଥିବା ବିଭିନ୍ନ ଉନ୍ନୟନମୂଳକ କାମର ସମୀକ୍ଷା କରିବା ପାଇଁ ସୋମବାର ଅନୁଗୁଳ ଗସ୍ତରେ ଆସୁଛନ୍ତି ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ। ଏହି ଅବସରରେ ସେ ଆଠମଲ୍ଲିକ ବ୍ଲକ ମାନଯୋର୍ ଡ୍ୟାମ୍ ପାଖରେ…

Continue Readingଆଜି ଆସୁଛନ୍ତି ଅସିତ ତ୍ରିପାଠୀ

ଅପହରଣ ଓ ଦୁଷ୍କର୍ମ ଅଭିଯକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ

ଅନୁଗୁଳ: ଅନୁଗୁଳ ଅଡହକ୍ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ପିଆର ବହିଦାର ଶନିବାର ଛେଣ୍ଡିପଦା ଥାନାର ଏକ ଦୁଷ୍କର୍ମ ମାମଲାର ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସୂଚନା ମୁତାବକ, ୨୦୧୩ ମସିହା ଅକ୍ଟୋବର ୨୯ ତାରିଖ…

Continue Readingଅପହରଣ ଓ ଦୁଷ୍କର୍ମ ଅଭିଯକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ

ନିରାମୟରେ ମିଳୁନି ଡାଇବେଟିସ ଔଷଧ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିରାମୟ ଔଷଧ ବିତରଣ କେନ୍ଦ୍ରରେ ଡାଇବେଟିସ ଔଷଧ ମିଳୁନଥିବା ଅଭିଯୋଗ ହେଉଛି।ଡାଇବେଟିସ ଔଷଧ ମେଟଫର୍ମିନ, ଆଣ୍ଟିବାଇଓଟିକ ସେଫିକ୍ସଜିମ, ସେଫାଡ୍ରୋକସିଲ, ଆଜିଥ୍ରୋମଇସିନ ସିରପ, ସେଟ୍ରିଜିନ ସିରପ ଆଦି ଔଷଧ ମିଳୁନଥିବା ଅଭିଯୋଗ ହେଉଛି। ଔଷଷ ଅଭାବରୁ…

Continue Readingନିରାମୟରେ ମିଳୁନି ଡାଇବେଟିସ ଔଷଧ

ରାଷ୍ଟ୍ରପତିଙ୍କୁ ଭେଟି ତାଳଚେର ପ୍ରଜାମଣ୍ଡଳ ଆନ୍ଦୋଳନର ନାୟକ ସ୍ୱର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ଜୀବନୀ ‘ପବିତ୍ର ଗ୍ରନ୍ଥାବଳୀ’ ପ୍ରଦାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅନୁଗୁଳ: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏ ଅବସରରେ କେନ୍ଦ୍ର ମନ୍ତ୍ରୀ ତାଳଚେର ପ୍ରଜାମଣ୍ଡଳ ଆନ୍ଦୋଳନର ନାୟକ ସ୍ୱର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ଉପରେ ଲିଖିତ ପୁସ୍ତକ ‘ପବିତ୍ର ଗ୍ରନ୍ଥାବଳୀ’ ରାଷ୍ଟ୍ରପତିଙ୍କୁ ପ୍ରଦାନ କରିଛନ୍ତି।…

Continue Readingରାଷ୍ଟ୍ରପତିଙ୍କୁ ଭେଟି ତାଳଚେର ପ୍ରଜାମଣ୍ଡଳ ଆନ୍ଦୋଳନର ନାୟକ ସ୍ୱର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ଜୀବନୀ ‘ପବିତ୍ର ଗ୍ରନ୍ଥାବଳୀ’ ପ୍ରଦାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅଗଷ୍ଟ ମାସ ପାଇଁ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ

ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କର ଅଗଷ୍ଟ ମାସ ପାଇଁ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଏଥିରେ ଜିଲ୍ଲାପାଳ ଓ ଅନୁଗୋଳ ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନାଙ୍କ ସମେତ ବିଭିନ୍ନବିଭାଗର ଅଧିକାରୀମାନେ ଯୋଗ ଦେବେ। ନିର୍ଦ୍ଧାରିତ କାର୍ଯ୍ୟସୂଚୀ…

Continue Readingଅଗଷ୍ଟ ମାସ ପାଇଁ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ

ସାଇବର ଠକେଇରୁ ଅଳ୍ପକେ ବର୍ତ୍ତିଲେ ବିଜେପି ନେତା

ଅନୁଗୁଳ: ଗତ ଗୁରୁବାର ସଂଧ୍ୟାରେ ସାଇବର ଠକେଇରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଜଣେ ବିଜେପି ନେତା। ଖବର ଟି ଜଣାପଡ଼ିବା ପରେ ବେଶ ଚର୍ଚ୍ଚାର ବିଷୟ ହୋଇଛି। ନେତାଙ୍କର ଗୋଟିଏ ହୋଟେଲ୍ ରହିଛି। ସନ୍ଧ୍ୟାବେଳେ ଗୋଟେ ଅଜଣା ନମ୍ବରରୁ ଜଣେ ମହିଳାଙ୍କ…

Continue Readingସାଇବର ଠକେଇରୁ ଅଳ୍ପକେ ବର୍ତ୍ତିଲେ ବିଜେପି ନେତା

ଆନ୍ତର୍ଜାତୀକ ବାଘ ଦିବସ: ଭାରତରେ ଅଛନ୍ତି ୨୯୬୭ ମହାବଳ ବାଘ

ଅନୁଗୁଳ: ଆନ୍ତର୍ଜାତୀକ ବାଘ ଦିବସ ପାଳନ ଅବସରରେ ଅନୁଗୁଳ ବ୍ଲକ ଅନ୍ତର୍ଗତ ରନ୍ତଲେଇ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟଠାରେ ଏକ ସଚେତନତା କାର୍ଯ୍ୟକ୍ରମର ଶୁକ୍ରବାର ଆୟୋଜନ କରାଯାଇଥିଲା। ପ୍ରକୃତି ପରିବେଶ ଓ ବନ୍ୟପ୍ରାଣୀ ସମିତି(ନିୟୁଜ୍) ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସ୍କୁଲର ପ୍ରଧାନ ଶିକ୍ଷକ…

Continue Readingଆନ୍ତର୍ଜାତୀକ ବାଘ ଦିବସ: ଭାରତରେ ଅଛନ୍ତି ୨୯୬୭ ମହାବଳ ବାଘ

ଟ୍ରକ ଟର୍ମିନାଲ୍ ପାଇଁ ପଟ୍ଟା ପ୍ରଦାନ

ଅନୁଗୁଳ: ଅନୁଗୁଳରେ ଏକ ଟ୍ରକ ଟର୍ମିନାଲ ପାଇଁ ଦୀର୍ଘ ଦିନରୁ ଦାବି ହୋଇ ଆସୁଥିଲା । ଶେଷରେ ଏଥିପାଇଁ ଜାଗା ଚିହ୍ନଟ କରାଯାଇଛି। ଶାବଳଭଙ୍ଗା ମୌଜାରେ ୫ଏକର ଜାଗାରେ ଏହି ଟ୍ରକ ଟର୍ମିନାଲ ନିର୍ମାଣ ହେବା ଗତ ଏପ୍ରିଲ ମାସରେ ହୋଇଥିବା…

Continue Readingଟ୍ରକ ଟର୍ମିନାଲ୍ ପାଇଁ ପଟ୍ଟା ପ୍ରଦାନ

ତାଳଚେର ଓକିଲ ସଂଘର ଜରୁରୀକାଳୀନ ବୈଠକ, ଏପିପି ରଞ୍ଜିତା ସ୍ୱାଇଁଙ୍କ ବଦଳି ନହେଲେ କୋର୍ଟ କାର୍ଯ୍ୟ ବନ୍ଦ ରଖିବାକୁ ନିଷ୍ପତ୍ତି

ତାଳଚେର: ତାଳଚେର ଏସ୍.ଡି.ଜେ.ଏମ୍. କୋର୍ଟର କ୍ୟାଡର ଏପିପି ରଞ୍ଜିତା ସ୍ୱାଇଁ ନିଜ ୫ ବର୍ଷ ଚାକିରି କାଳ ମଧ୍ୟରେ ବରିଷ୍ଠ ଆଇନଜୀବୀ ଏବଂ ସଦସ୍ୟଙ୍କୁ ଦୁର୍ବ୍ୟବହାର କରିଛନ୍ତି। ଏଣୁ ତାଙ୍କୁ ବିରୋଧ କରି ଗତ ଜୁଲାଇ ୨୦ରୁ ଓକିଲମାନେ କୋର୍ଟ କାର୍ଯ୍ୟରୁ…

Continue Readingତାଳଚେର ଓକିଲ ସଂଘର ଜରୁରୀକାଳୀନ ବୈଠକ, ଏପିପି ରଞ୍ଜିତା ସ୍ୱାଇଁଙ୍କ ବଦଳି ନହେଲେ କୋର୍ଟ କାର୍ଯ୍ୟ ବନ୍ଦ ରଖିବାକୁ ନିଷ୍ପତ୍ତି

ଅନୁଗୁଳ ଡାକ୍ତରଖାନାକୁ ଆସିବେ ୪ ଡାକ୍ତର

ଅନୁଗୁଳ: ଚଳିତ ବର୍ଷ ଜୁନ୍ ୨୭ ତାରିଖରେ ରାଜ୍ୟ ସରକାର ୨୦୧୮- ୨୧ ବ୍ୟାଚ ପୋଷ୍ଟ ପିଜି ୪୪୮ ଜଣ ଡାକ୍ତରଙ୍କୁ ରାଜ୍ୟର ବିଭିନ୍ନ ମେଡ଼ିକାଲ କଲେଜ୍ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗୁଡିକରେ ନିଯୁକ୍ତି ଦେଇଛନ୍ତି। ଏହି ନିଯୁକ୍ତି ତାଲିକା…

Continue Readingଅନୁଗୁଳ ଡାକ୍ତରଖାନାକୁ ଆସିବେ ୪ ଡାକ୍ତର