୩ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବିଜୁଳି ଓ ଘଡ଼ଘଡ଼ି ଆଶଙ୍କା, ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଦକ୍ଷିଣ ପଶ୍ଟିମ ମୌସୁମୀ ବାୟୁର ପ୍ରଭାବ କମ୍ ଥିବାରୁ ଆଗାମୀ କିଛି ଦିନ ରାଜ୍ୟରେ ପାଗ ଶୁଖିଲା ରହିବ। ଏହି ସମୟରେ ବର୍ଷାର ପରିମାଣ କମିବ। କିନ୍ତୁ ବିଜୁଳି ମାରିବା ସହ ବଜ୍ରପାତର ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି…

Continue Reading୩ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବିଜୁଳି ଓ ଘଡ଼ଘଡ଼ି ଆଶଙ୍କା, ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ଫଳ

ଅନୁଗୁଳ: ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ ଜିଲ୍ଲାର ଛାତ୍ରଛାତ୍ରୀ ମିଶ୍ର ପ୍ରଦର୍ଶନ କରିଛନ୍ତି। ବିଜ୍ଞାନରେ ୯୪.୫୦ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଥିଲାବେଳେ ବାଣିଜ୍ୟରେ ୮୧.୨୯ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଅନୁଗୁଳ ଜିଲ୍ଲାରୁ…

Continue Readingପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ଫଳ

ଏନ୍‌ଏଚ୍‌ଏଆଇ ଅଧିକାରୀଙ୍କୁ ଭେଟିଲେ ଅନୁଗୁଳ- ଢେଙ୍କାନାଳର ବିଜେପି ପ୍ରତିନିଧିମଣ୍ଡଳୀ, ଏନ୍ଏଚ୍-୫୫ ନିର୍ମାଣ କାର୍ଯ୍ୟ ଶୀଘ୍ର ସାରିବାକୁ ଦାବି

ଅନୁଗୁଳ : ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ- ୫୫(ପୁରୁଣା ଏନ୍ଏଚ୍-୪୨) କଟକ-ସମ୍ବଲପୁର-ଅନୁଗୁଳ-ଢେଙ୍କାନାଳ ସେକ୍ସନର ନିର୍ମାଣ କାର୍ଯ୍ୟକୁ ଅବିଳମ୍ବେ ଶେଷ କରିବା ପାଇଁ ବୁଧବାର ଅନୁଗୁଳ ଓ ଢ଼େଙ୍କାନାଳ ଜିଲ୍ଲାର ଏକ ବିଜେପି ପ୍ରତିନିଧି ମଣ୍ଡଳୀ ଜାତୀୟ ରାଜପଥ ପ୍ରାଧିକରଣ(ଏନ୍‌ଏଚ୍‌ଏଆଇ)ର…

Continue Readingଏନ୍‌ଏଚ୍‌ଏଆଇ ଅଧିକାରୀଙ୍କୁ ଭେଟିଲେ ଅନୁଗୁଳ- ଢେଙ୍କାନାଳର ବିଜେପି ପ୍ରତିନିଧିମଣ୍ଡଳୀ, ଏନ୍ଏଚ୍-୫୫ ନିର୍ମାଣ କାର୍ଯ୍ୟ ଶୀଘ୍ର ସାରିବାକୁ ଦାବି

ତାଳଚେର ସାର କାରଖାନାରେ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ

ଅନୁଗୁଳ: ତାଳଚେରସ୍ଥିତ ତାଳଚେର ଫର୍ଟିଲାନଇଜର ଲିମିଟେଡ୍(ଟିଏଫଏଲ୍) ପ୍ଲାଣ୍ଟକୁ ମଙ୍ଗଳବାର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ବୁଲି ଦେଖିବା ସହ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି। ଆସନ୍ତା ୨୦୨୪ ସେପ୍ଟେମ୍ବର ୧୦ ତାରିଖ ସୁଦ୍ଧା ଏହି ପ୍ରକଳ୍ପର ନିର୍ମାଣ କାମ ଶେଷ…

Continue Readingତାଳଚେର ସାର କାରଖାନାରେ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ

୧୫ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବା ପରେ ସଂସଦ ଭବନର ସେଣ୍ଟ୍ରାଲ ହଲରୁ ସାରା ଦେଶକୁ ଦ୍ରୌପଦୀ ମୁର୍ମୁଙ୍କ ବାର୍ତ୍ତା ‘ଭାରତରେ ଗରୀବ ସ୍ୱପ୍ନ ବି ଦେଖିପାରେ , ତାକୁ ପୂରଣ ବି କରିପାରେ’

ନୂଆଦିଲ୍ଲୀ: ସବୁ ଅପେକ୍ଷାର ଅନ୍ତ ଘଟିଛି। ଦେଶର ପ୍ରଥମ ନାଗରିକ ହୋଇଛନ୍ତି ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ। ମୟୂରଭଞ୍ଜର ଉପରବେଡା ଭଳି ଗୋଟିଏ ଛୋଟିଆ ଗାଁରେ ଜନ୍ମ ଗ୍ରହଣ କରିଥିବା ଦ୍ରୌପଦୀ ମୁର୍ମୁ ଏବେ ମାଡାମ ପ୍ରେସିଡେଣ୍ଟ ହୋଇଛନ୍ତି। ଆଜି ସେ…

Continue Reading୧୫ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବା ପରେ ସଂସଦ ଭବନର ସେଣ୍ଟ୍ରାଲ ହଲରୁ ସାରା ଦେଶକୁ ଦ୍ରୌପଦୀ ମୁର୍ମୁଙ୍କ ବାର୍ତ୍ତା ‘ଭାରତରେ ଗରୀବ ସ୍ୱପ୍ନ ବି ଦେଖିପାରେ , ତାକୁ ପୂରଣ ବି କରିପାରେ’

ଗାଁରେ ବୁଲୁଥିବା ସନ୍ଦିଗ୍ଧ ଯୁବକକୁ ଧରି ପୋଲିସ ଜିମା ଦେଲେ ଗାଁ ଲୋକେ

ଅନୁଗୁଳ : ସ୍ଥାନୀୟ ବନ୍ତଳା ଥାନା ମାଟିଆ ସାହି ପଞ୍ଚାୟତ ବଡଦାଣ୍ଡ ସାହିବାସୀ ଜଣେ ସନ୍ଦିଗ୍ଧ ଯୁବକକୁ ଅଟକ ରଖି ଥାନାରେ ଜିମା ଦେଇଥିବା ଜଣାପଡ଼ିଛି। ସୂଚନା ମୁତାବକ, ଆଜି ପୁରୁଣାଗଡ଼ ଅଞ୍ଚଳରେ ୪ ଜଣ ଯୁବକ ସନ୍ଦିଗ୍ଧ ଭାବେ ବୁଲୁଥିଲେ।…

Continue Readingଗାଁରେ ବୁଲୁଥିବା ସନ୍ଦିଗ୍ଧ ଯୁବକକୁ ଧରି ପୋଲିସ ଜିମା ଦେଲେ ଗାଁ ଲୋକେ

ଉତ୍ତରାଞ୍ଚଳ ରାଜସ୍ବ କମିଶନରଙ୍କ ଜାତୀୟ ରାଜପଥ ନେଇ ସମୀକ୍ଷା

ଅନୁଗୁଳ: ଉତ୍ତରାଞ୍ଚଳ ରାଜସ୍ବ କମିଶନର ଡ଼ଃ ସୁରେଶ ଚନ୍ଦ୍ର ଦଳେଇ ରବିବାର ଅନୁଗୁଳ ଜିଲ୍ଲା ଗସ୍ତରେ ଆସି ଢେଙ୍କାନାଳ ଓ ଅନୁଗୁଳର ଲୋକପ୍ରତିନିଧିମାନଙ୍କ ସହ ଜାତୀୟ ରାଜପଥର ଦୁରବସ୍ଥାକୁ ନେଇ ଆଲୋଚନା କରିବା ସହ ଏହାର ନିର୍ମାଣ କାର୍ଯ୍ୟ ତୁରନ୍ତ ଚାଲୁ…

Continue Readingଉତ୍ତରାଞ୍ଚଳ ରାଜସ୍ବ କମିଶନରଙ୍କ ଜାତୀୟ ରାଜପଥ ନେଇ ସମୀକ୍ଷା

କଲେଜ କ୍ଲାସ ରୁମରେ ଛାତ୍ରଛାତ୍ରୀଙ୍କ ଅଶ୍ଳୀଳ କାର୍ଯ୍ୟ, ଭାଇରାଲ ହେଉଛି ଭିଡିଓ

ଅନୁଗୁଳ: କ୍ୟାମେରାରେ କଏଦ ହେଲା ଛାତ୍ରଛାତ୍ରୀଙ୍କ ଅନୈତିକ କାର୍ଯ୍ୟକଳାପ। ଦୁଇ ଛାତ୍ରଛାତ୍ରୀଙ୍କ ଅଶାଳୀନ ଭିଡିଓ ଏବେ ସହରର ବିଭିନ୍ନ ଲୋକଙ୍କ ସୋସିଆଲ ମିଡିଆରେ ଘୂରି ବୁଲୁଛି। ଏହି ପ୍ରେମୀ ଯୁଗଳଙ୍କ ୟୁନିଫର୍ମରୁ ଦୁହେଁ ଏକ ପ୍ରତିଷ୍ଠିତ କଲେଜର ଛାତ୍ରଛାତ୍ରୀ ବୋଲି ଜଣାପଡ଼ିଛି।…

Continue Readingକଲେଜ କ୍ଲାସ ରୁମରେ ଛାତ୍ରଛାତ୍ରୀଙ୍କ ଅଶ୍ଳୀଳ କାର୍ଯ୍ୟ, ଭାଇରାଲ ହେଉଛି ଭିଡିଓ

କୋଟିଏ ଟଙ୍କା ଠକେଇ ଅଭିଯୋଗରେ ଜଣେ ଗିରଫ

ଅନୁଗୁଳ: ଅନୁଗୁଳ ପୁଲିସ ଅନୁଗୁଳର ଜଣେ ଡାକ୍ତରଙ୍କ ପୁଅକୁ ଭଲ ଅନୁଷ୍ଠାରେ ଡାକ୍ତରୀ ପିଜି ସିଟ କରାଇ ଦେବାକୁ କହି ଏକ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ସୂଚନା ମୁତାବକ, ଅନୁଗୁଳ ଜିଲ୍ଲା ଚିକିତ୍ସାଳୟର…

Continue Readingକୋଟିଏ ଟଙ୍କା ଠକେଇ ଅଭିଯୋଗରେ ଜଣେ ଗିରଫ

ଅନୁଗୁଳ ଜିଲ୍ଲାକୁ ଆସିବେ ୧୪ ନୂଆ ଡାକ୍ତର

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଡାକ୍ତର ମରୁଡି ହେତୁ ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ବେଳେ ରାଜ୍ୟ ସରକାର ଗତ ଶୁକ୍ରବାର ଓଡ଼ିଶାରେ ନିଯୁକ୍ତି ଦିଆଯାଇଥିବା ୩୫୮ଜଣ ଡାକ୍ତରଙ୍କ ମଧ୍ୟରୁ ୧୪ ଜଣଙ୍କୁ ଅନୁଗୁଳ ଜିଲ୍ଲାରେ ନିଯୁକ୍ତି ଦିଆଯାଇଛି। ଅନୁଗୁଳ ଜିଲ୍ଲାର…

Continue Readingଅନୁଗୁଳ ଜିଲ୍ଲାକୁ ଆସିବେ ୧୪ ନୂଆ ଡାକ୍ତର