ନିଖୋଜ ଛାତ୍ରୀଙ୍କ ମୃତଦେହ ଉଦ୍ଧାର

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ବଳରାମପ୍ରସାଦରେ ଥିବା ନକୁଳଚନ୍ଦ୍ର ମୁକ ବଧିର ବିଦ୍ୟାଳୟର ଜଣେ ୮ ବର୍ଷର ଛାତ୍ରୀ ଜୁନ ମାସ ୨୨ ତାରିଖରେ ନିଖୋଜ ହୋଇଥିଲେ। ଏ ନେଇ ଛାତ୍ରୀଙ୍କ ମା’ ଥାନାରେ ଲିଖିତ ଅଭିଯୋଗ କରିଥିଲେ।…

Continue Readingନିଖୋଜ ଛାତ୍ରୀଙ୍କ ମୃତଦେହ ଉଦ୍ଧାର

ମ୍ୟାଟ୍ରିକରେ ସୁଶ୍ରୀ ଆଦ୍ୟାଶା ପାଣି ଜିଲ୍ଲା ଟପର

ଅନୁଗୁଳ: ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଏସ୍‌ଭିଏମ୍ ଦିପଶିଖା, କଣିହାଁର ଛାତ୍ରୀ ଆଦ୍ୟାଶା ପ୍ରିୟଦର୍ଶିନୀ ପାଣି ମୋଟ ୬୦୦ ନମ୍ବରରୁ ୫୯୪ ରଖି ଜିଲ୍ଲା ଟପର ହୋଇଛନ୍ତି। ତାଙ୍କ ପଛକୁ ଏସ୍‌ଭିଏମ୍ ଅନୁଗୁଳର ଛାତ୍ରୀ ନତାଶା ସାହୁ…

Continue Readingମ୍ୟାଟ୍ରିକରେ ସୁଶ୍ରୀ ଆଦ୍ୟାଶା ପାଣି ଜିଲ୍ଲା ଟପର

ମ୍ୟାଟ୍ରିକ ପରୀକ୍ଷା ଫଳ: ଅନୁଗୁଳ ଜିଲ୍ଲାରେ ପାଶ ହାର ୯୩.୬୦ ପ୍ରତିଶତ

ଅନୁଗୁଳ: ବୋର୍ଡ଼ ଅଫ ସେକେଣ୍ଡାରୀ ଏଜୁକେସନ,ଓଡିଶା ପକ୍ଷରୁ ହାଇସ୍କୁଲ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ରାଜ୍ୟର ଫଳାଫଳ ୯୦. ୭୯ ପ୍ରତିଶତ ହୋଇଥିବା ବେଳେ ଅନୁଗୁଳ ଜିଲ୍ଲାର ଫଳାଫଳ ୯୩.୬୦ ପ୍ରତିଶତ ହୋଇଛି। ରିପୋର୍ଟ ମୁତାବକ ଜିଲ୍ଲାର ୨୬୨ ଟି ସ୍କୁଲର…

Continue Readingମ୍ୟାଟ୍ରିକ ପରୀକ୍ଷା ଫଳ: ଅନୁଗୁଳ ଜିଲ୍ଲାରେ ପାଶ ହାର ୯୩.୬୦ ପ୍ରତିଶତ

ସାତକୋଶିଆରେ ପୁଣି ଏକ ଗୟଳ ମୃତ, ୧୦ ଦିନରେ ଏହା ତୃତୀୟ

ଅନୁଗୁଳ: ସାତକୋଶିଆ ଅଭୟାରଣ୍ୟରେ ଗୋଟିଏ ପରେ ଗୋଟିଏ ଜୀବଙ୍କ ଜୀବନ ଯାଉଛି। ହାତୀ ପରେ ଏଠାରେ ଏବେ ଏକ ଗୟଳର ମୃତ୍ୟୁ ଘଟିଛି। ଲଗାତର ଏହାକୁ ମିଶାଇ ୧୦ ଦିନ ମଧ୍ୟରେ ୩ଟି ଗୟଳଙ୍କ ଜୀବନ ଗଲାଣି। ରବିବାର ପୁରୁଣାକୋଟ ବନାଞ୍ଚଳରେ…

Continue Readingସାତକୋଶିଆରେ ପୁଣି ଏକ ଗୟଳ ମୃତ, ୧୦ ଦିନରେ ଏହା ତୃତୀୟ

କାଲି ଦୁଇଦିନିଆ ଗସ୍ତରେ ଅନୁଗୁଳ ଆସୁଛନ୍ତି କେନ୍ଦ୍ରଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ

ଅନୁଗୁଳ: କେନ୍ଦ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଆସନ୍ତା ୭ ଓ ୮ ତାରିଖ ଦୁଇ ଦିନିଆ ଅନୁଗୁଳ ଗସ୍ତରେ ଆସୁଛନ୍ତି। ୭ ତାରିଖ ଅପରାହ୍ନରେ ଅନୁଗୁଳରେ ପହଞ୍ଚି ସେ ମାଳତୀ ଚୌଧୁରୀ ଆଶ୍ରମ ପରିଦର୍ଶନ କରିବା ସହ ଗୁଣ୍ଡିଚା ମନ୍ଦିରରେ ପୂଜା…

Continue Readingକାଲି ଦୁଇଦିନିଆ ଗସ୍ତରେ ଅନୁଗୁଳ ଆସୁଛନ୍ତି କେନ୍ଦ୍ରଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ

୫୫ ନଂ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ କରିବା ନେଇ ବୈଠକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ୫୫ ନଂ ଜାତୀୟ ରାଜପଥର ଅନୁଗୁଳରୁ ସମ୍ବଲପୁର ପର୍ଯ୍ୟନ୍ତ ପ୍ରଶସ୍ତିକରଣ କାର୍ଯ୍ୟକୁ ତ୍ବରାନ୍ବିତ କରିବା ନେଇ ଏକ ସମୀକ୍ଷା ବୈଠକ ମଙ୍ଗଳବାର ଅପରାହ୍ନରେ ଜିଲ୍ଲାପାଳ ଦାୟିତ୍ବରେ ଥିବା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍କାର ପ୍ରକଳ୍ପ…

Continue Reading୫୫ ନଂ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ କରିବା ନେଇ ବୈଠକ

୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ଆସନ୍ତା ୫ ଦିନ ପ୍ରବଳ ବର୍ଷିବ 

ଅନୁଗୁଳ/ଭୁବନେଶ୍ୱର: ଉତ୍ତର ଛତିଶଗଡ଼ ଏବଂ ଉତ୍ତର- ପୂର୍ବ ମଧ୍ୟ ପ୍ରଦେଶରେ ସୃଷ୍ଟ ଲଘୁଚାପ ଯୋଗୁ ଆସନ୍ତା ୫ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ। ଏଣୁ ୧୧ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।…

Continue Reading୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ଆସନ୍ତା ୫ ଦିନ ପ୍ରବଳ ବର୍ଷିବ 

ତାଳଚେର ବନ୍ଦ : ଆନ୍ଦୋଳନ କରୁଥିବା କ୍ରିୟାନୁଷ୍ଠାନ କମିଟିର ୧୬ ସଦସ୍ୟ ଗିରଫ

ତାଳଚେର: ଆଜି ତାଳଚେର ମେଡ଼ିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସକାଳ ୬ଟାରୁ ୧୨ ଘଣ୍ଟିଆ ବନ୍ଦ ପାଳନ ସହ ୭୨ ଘଣ୍ଟିଆ ଅର୍ଥନୈତିକ ଅବରୋଧ ଆନ୍ଦୋଳନ ଆରମ୍ଭ ହୋଇଛି। ଏ ଅବସରରେ କମିଟିର ସଦସ୍ୟମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରି…

Continue Readingତାଳଚେର ବନ୍ଦ : ଆନ୍ଦୋଳନ କରୁଥିବା କ୍ରିୟାନୁଷ୍ଠାନ କମିଟିର ୧୬ ସଦସ୍ୟ ଗିରଫ

ମେଡିକାଲ କଲେଜକୁ ସରକାରୀ ପରିଚାଳନା ଦାବି, ୧୨ ଘଣ୍ଟିଆ ତାଳଚେର ବନ୍ଦ

ଅନୁଗୁଳ: ତାଳଚେର ମେଡିକାଲ କଲେଜକୁ ସରକାରୀ ପରିଚାଳନା ଦାବିରେ ଆଜି ତାଳଚେର ମେଡ଼ିକାଲ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୭୨ ଘଣ୍ଟିଆ ଅର୍ଥନୈତିକ ଅବରୋଧ ଡାକରା ଦିଆଯାଇଛି। ତାଳଚେର କ୍ରିୟାନୁଷ୍ଠାନ କମିଟିର କହିବା ଅନୁସାରେ, ମେଡ଼ିକାଲ କଲେଜକୁ ଚଳାଇବାକୁ ଏମସିଏଲ୍ ଟଙ୍କା ଦେବାକୁ…

Continue Readingମେଡିକାଲ କଲେଜକୁ ସରକାରୀ ପରିଚାଳନା ଦାବି, ୧୨ ଘଣ୍ଟିଆ ତାଳଚେର ବନ୍ଦ

ଟ୍ରକ ମାଲିକ ସଂଘରେ ସାଂଘାତିକ ଅନିୟମିତତା: ହିସାବ ନ ମିଳିଲେ ୧୫ ଦିନ ପରେ କାର୍ଯ୍ୟାନୁଷ୍ଠାନ

ଅନୁଗୁଳ: ଅନୁଗୁଳ ଟ୍ରକ ମାଲିକ ସଂଘରେ ବ୍ୟାପକ ଅନିୟମିତତା। ଗତ ଏପ୍ରିଲ ମାସରେ ସଂଘରେ ନୂଆ ସଭାପତି ଯୋଗ ଦେବା ପରେ ୨୦୨୦-୨୧ ଆର୍ଥିକ ବର୍ଷର ଅଡିଟ କରାଇବା ବେଳେ ଆର୍ଥିକ ଅନିୟମିତତା ହୋଇଥିବା ଜାଣିବାକୁ ପାଇଥିଲେ। ଏହି ମାମଲା ଏବେ…

Continue Readingଟ୍ରକ ମାଲିକ ସଂଘରେ ସାଂଘାତିକ ଅନିୟମିତତା: ହିସାବ ନ ମିଳିଲେ ୧୫ ଦିନ ପରେ କାର୍ଯ୍ୟାନୁଷ୍ଠାନ