ନାବାଳିକା ଛାତ୍ରୀଙ୍କୁ ଗାଳିଗୁଲଜ ଧମକଚମକ; ଅଭିଯୁକ୍ତକୁ ୩ ବର୍ଷ ଜେଲ, ୧୦ ହଜାର ଜରିମାନା
ଅନୁଗୁଳ: ୨୦୧୬ ସେପ୍ଟେମ୍ବର ମାସରେ ତାଳଚେର କୋଲିୟରୀ ଥାନା ଗୋପାଳପ୍ରସାଦ ହାଇସ୍କୁଲ ସମ୍ମୁଖରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଅଶ୍ଳିଳ ଭାଷାରେ ଗାଳିଗୁଲଜ, ଧମକଚମକ ଦେବା ନେଇ ଥାନାରେ ରୁଜୁ ହୋଇଥିବା ମାମଲାର ରାୟ ଅନୁଗୁଳ ସ୍ବତନ୍ତ୍ର ପୋକସୋ ଅଦାଲତରେ ମଙ୍ଗଳବାର…
