ଅନୁଗୁଳରେ ୭୨ତମ ଗଣତନ୍ତ୍ର ଦିବସ

ଅନୁଗୁଳ: କରୋନା କଟକଣା ମଧ୍ୟରେ ଅନୁଗୁଳ ଷ୍ଟାଡିୟମ୍‌ ପରିସରରେ ୭୨ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ରାଜ୍ୟ ଇସ୍ପାତ, ଖଣି ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ରୂପେ ସମାରୋହରେ ଯୋଗ ଦେଇ ଜାତୀୟ ପତାକା…

Continue Readingଅନୁଗୁଳରେ ୭୨ତମ ଗଣତନ୍ତ୍ର ଦିବସ

ଜନରାଜ୍ୟ ଦିବସ: ବଜାରରେ ହାଉଯାଉ ପ୍ଲାଷ୍ଟିକ୍‌ ପତାକା

ଅନୁଗୁଳ: କରୋନା କଟକଣା ଭିତରେ ପାଳିତ ହେବ ଦେଶର ଜନରାଜ୍ୟ ଦିବସ। ମନ୍ତ୍ରୀ ଆସିବେ, ମାର୍ଚ୍ଚପାଷ୍ଟ, ଅଭିଭାଷଣ ସବୁକିଛି ସର୍ଟକର୍ଟରେ ହେବ। କିନ୍ତୁ ଫ୍ଲାଗ୍‌ କୋଡ୍‌କୁ କେହି ମାନୁନଥିବା ପରିଲକ୍ଷିତହୋଇଛି। ଦେଶର ଜାତୀୟ ପତାକାର ମାନ କିଭଳି ହେବ ତାହା ଫ୍ଲାଗ୍‌…

Continue Readingଜନରାଜ୍ୟ ଦିବସ: ବଜାରରେ ହାଉଯାଉ ପ୍ଲାଷ୍ଟିକ୍‌ ପତାକା

ଅନୁଗୁଳ ଏସ୍ଡ଼ିପିଓଙ୍କୁ ରାଜ୍ୟପାଳ ପୁଲିସ୍ ମେଡାଲ

ଅନୁଗୁଳ: ପୁଲିସ୍ ସେବାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପୁରସ୍କୃତ ହେବେ ଅନୁଗୁଳ ଉପଖଣ୍ଡ ପୁଲିସ୍ ଅଧିକାରୀ ଅଶ୍ୱିନୀ କୁମାର ସାହୁ। ସୋମବାର ସନ୍ଧ୍ୟାରେ ରାଜ୍ୟ ଗୃହ ବିଭାଗ ତାଙ୍କ ନାମକୁ ରାଜ୍ୟପାଳ ପୁଲିସ୍ ମେଡାଲ୍ ପାଇଁ ଘୋଷଣା କରିଛି। ଆସନ୍ତା ସ୍ଵାଧୀନତା…

Continue Readingଅନୁଗୁଳ ଏସ୍ଡ଼ିପିଓଙ୍କୁ ରାଜ୍ୟପାଳ ପୁଲିସ୍ ମେଡାଲ

ଜିଲ୍ଲା ଅଫିସ ଆଗରେ ମା’-ପୁଅଙ୍କ ଆତ୍ମାହୁତି ଉଦ୍ୟମ

ଅନୁଗୁଳ : ସୋମବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ଅଫିସ ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଉଦବେଗ ସୃଷ୍ଟି କରିଛି। ତାଳଚେର ବ୍ଲକ୍ ଗୋବରା ଗାଁର ଦମୟନ୍ତି ବେହେରା ଏବଂ ତାଙ୍କ ପୁଅ ଆତ୍ମହୁତି ଉଦ୍ୟମ କରିଥିଲେ।ଉଭୟ ନିଜ ଦେହରେ କିରୋସିନ…

Continue Readingଜିଲ୍ଲା ଅଫିସ ଆଗରେ ମା’-ପୁଅଙ୍କ ଆତ୍ମାହୁତି ଉଦ୍ୟମ

ଅନୁଗୁଳରେ ଘନ କୁହୁଡି

ଅନୁଗୁଳ: ଅନୁଗୁଳରେ ପ୍ରଚଣ୍ଡ ଶୀତ ସାଙ୍ଗକୁ ଘନ କୁହୁଡି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗାଡି ମଟର ସକାଳ ୮ଟା ପର୍ଯ୍ୟନ୍ତ ଵି ଲାଇଟ୍ ଜଳାଇ ଯାଉଥିବା ଦେଖା ଯାଇଛି। ସହରର ଦୋକାନ ବଜାରରେ ମଧ୍ୟ ଗହଳି ଦେଖିବାକୁ ମିଳିନଥିଲା।ଦିନ ୧୧…

Continue Readingଅନୁଗୁଳରେ ଘନ କୁହୁଡି

ଅଙ୍ଗରବନ୍ଧରେ ଗୋଷ୍ଠୀ ବିବାଦ, ୮ ଗିରଫ

ଅନୁଗୁଳ: ସାମାନ୍ୟ ବଚସାକୁ ନେଇ ଅନୁଗୁଳ ସଦର ଥାନା ଇଲାକା ଅଙ୍ଗାରବନ୍ଧ ଗ୍ରାମରେ ଗୁରୁବାର ସନ୍ଧ୍ୟାରେ ସବର୍ଣ୍ଣ-ଅସବର୍ଣ୍ଣ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି । ଏଥିରେ ୪ ଜଣ ଆହତ ହୋଇଥିବା ବେଳେ ପୁଲିସ୍ ପରସ୍ପର ବିରୋଧୀ ଉଭୟ ପକ୍ଷର ମାମଲାକୁ…

Continue Readingଅଙ୍ଗରବନ୍ଧରେ ଗୋଷ୍ଠୀ ବିବାଦ, ୮ ଗିରଫ

ପାର୍କରେ ନେତାଜୀଙ୍କୁ ଇଏ କି ସମ୍ମାନ!

ଅନୁଗୁଳ: ଅନେକ ସମୟରେ ପୌରପାଳିକା ପାର୍କ ଗଢେ଼। ବରପୁତ୍ରଙ୍କ ପ୍ରତିମୂର୍ତ୍ତି ସ୍ଥାପନା ହୁଏ। ତା’ପରେ କଥା ସରିଯାଏ। ଏହିଭଳି ଏକ ଦୃଶ୍ୟ ଅନୁଗୁଳ ଶିମିଳିପଡ଼ାବାସୀଙ୍କୁ ବ୍ୟଥିତ କରିଛି। ପୌରପାଳିକା ପକ୍ଷରୁ ଏଥିରେ ଉଦ୍ୟାନ ଗଢ଼ାଯାଇ ନେତାଜୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହୋଇଛି। କିନ୍ତୁ…

Continue Readingପାର୍କରେ ନେତାଜୀଙ୍କୁ ଇଏ କି ସମ୍ମାନ!

ଜଙ୍ଗଲରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର

ଅନୁଗୁଳ: ବୁଧବାର ପୂର୍ବାହ୍ନରେ ପାଳଲହଡ଼ା ବ୍ଲକ୍ ତଥା ଖମାର ଥାନା କୁଚିଆବେଡା ଜଙ୍ଗଲରୁ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର ହୋଇଛି। ଶିଶୁଟି ଗଛ ମୂଳରେ ପଡିଥିବା ବେଳେ ଗ୍ରାମର କିଛି ମହିଳା ଦେଖିଥିଲେ। ଖବର ପାଇ ଖବର ପାଇ ଖମାର ଥାନା…

Continue Readingଜଙ୍ଗଲରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର

ସିଙ୍ଗାରେନି କୋଇଲା ଖଣି ପରିବେଶ ଜନଶୁଣାଣି

ଅନୁଗୁଳ: ଛେଣ୍ତିପଦା ବ୍ଲକର କରଡାବାହାଳି ଗ୍ରାମରେ ସିଙ୍ଗାରେନି କୋଇଲା ଖଣି ନିମନ୍ତେ ପରିବେଶ ଜନଶୁଣାଣି ବୁଧବାର ଆୟୋଜିତ ହୋଇଥିଲା। ସୂଚନା ଯେ, ସିଙ୍ଗାରେନି କୋଇଲା ଖଣି ପ୍ରସ୍ତାବିତ ଖଣି ଲିଜ୍ ମୋଟ୍ ୯୧୨.୭୯୯ ହେକ୍ଟର ଜମିରୁ ବାର୍ଷିକ ୧୦ ନିୟୁତ ଟନ୍…

Continue Readingସିଙ୍ଗାରେନି କୋଇଲା ଖଣି ପରିବେଶ ଜନଶୁଣାଣି

ଜିଲ୍ଲାରେ ଚାଷୀଙ୍କୁ ମିଳୁନି ଉନ୍ନତ ମାନର ବିହନ

ଅନୁଗୁଳ: ସମସ୍ତେ ଚାଷ ଗୁରୁତ୍ବପୂର୍ଣ୍ଣ ବୋଲି କହିଥାନ୍ତି। ଚାଷୀ ଭଲରେ ରହିଲେ ଦେଶ ଭଲରେ ରହିବ ବୋଲି କୁହାଯାଏ। କିନ୍ତୁ ଚାଷ ପାଇଁ ସମସ୍ତେ କୁମ୍ଭୀର କାନ୍ଦଣା ହିଁ କାନ୍ଦିଥାନ୍ତି। ଅନୁଗୁଳ ଜିଲ୍ଲାରେ ଶସ୍ୟ, ଡାଲି ଜାତୀୟ ଫସଲ, ତୈଳବୀଜ ଏବ˚…

Continue Readingଜିଲ୍ଲାରେ ଚାଷୀଙ୍କୁ ମିଳୁନି ଉନ୍ନତ ମାନର ବିହନ