ବିଦ୍ୟୁତ ଆଘାତରେ ଜିଓ କର୍ମଚାରୀ ଗୁରୁତର

ଅନୁଗୁଳ: ଅନୁଗୁଳ ସହରର ଅମଲାପଡ।ରେ ଜିଓ କର୍ମଚାରୀ ବିଦ୍ୟୁତ୍ ଆଘାତରେ ଗୁରୁତରଭାବେ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଜିଓ ଫାଇବର ଲାଇନ୍ସ ମ୍ୟାନ ମଙ୍ଗଳବାର ସନ୍ଧ୍ୟାରେ ଏକ ବିଦ୍ୟୁତ ଖୁଣ୍ଟରେ ଚଢି ଇଣ୍ଟରନେଟ ସଂଯୋଗ କରୁଥିବାବେଳେ ହଠାତ ବିଦ୍ୟୁତ ଆଘାତ ଲାଗିଥିଲା।…

Continue Readingବିଦ୍ୟୁତ ଆଘାତରେ ଜିଓ କର୍ମଚାରୀ ଗୁରୁତର

ଗାଁ’ ବଇଣ୍ଡା ଅଞ୍ଚଳରେ ହାତୀ ଆତଙ୍କ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ୍ ହଣ୍ଡପା ରେଞ୍ଜର ସୋଲଣ୍ଡା ଗ୍ରାମରେ ସୋମବାର ଦିନ ୧୨ ଟି ହାତୀ ପଲ ଆସିଥିବା ବେଳେ ଅଞ୍ଚଳବାସୀ ଆତଙ୍କିତ ହୋଇପଡିଛନ୍ତି । ଗ୍ରାମବାସୀଙ୍କ କହିବା ଅନୁଯାୟୀ କିଛି ଦିନ ହେବ ହଣ୍ଡପା ରେଞ୍ଜରେ ୧୨…

Continue Readingଗାଁ’ ବଇଣ୍ଡା ଅଞ୍ଚଳରେ ହାତୀ ଆତଙ୍କ

୭୦ କେଜି ଗଞ୍ଜେଇସହ ଜଣେ ଗିରଫ

ଅନୁଗୁଳ : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପୁଲିସ ସୋମବାର ଅପରାହ୍ନରେ ୭୦ କେଜି ଗଞ୍ଜେଇସହ ଜଣଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଛେଣ୍ଡିପଦା ପୁଲିସ୍ ଦେବଗଡ଼ ଛକରେ ଜଗି ବସିଥିଲା। ସେଠାରେ ଏକ…

Continue Reading୭୦ କେଜି ଗଞ୍ଜେଇସହ ଜଣେ ଗିରଫ

ହୁକ ପକାଇ ଶିକାରୀ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ସଂରକ୍ଷିତ ଜଙ୍ଗଲରେ ଶିକାର ଉଦେଶ୍ୟରେ ବେଆଇନ ଭାବେ ହୁକ ପକାଇବା ଅଭିଯୋଗରେ ବନ ବିଭାଗ ଜଣେ ଶିକାରୀଙ୍କୁ ରବିବାର ଗିରଫ କରିଛି। ସୂଚନା ଅନୁଯାୟୀ, ଗୁମ୍ଫାହିଲ ସଂହରକ୍ଷିତ ଜଙ୍ଗଲରେ ଜନ୍ତୁ ଶିକାର କରିବା ଲାଗି ବେଆଇନ…

Continue Readingହୁକ ପକାଇ ଶିକାରୀ ଗିରଫ

ସର୍ପାଘାତ ମୃତକଙ୍କୁ ଡାକ୍ତରଖାନାରେ ଗୁଣିଆର ଝାଡ଼ ଫୁଙ୍କା

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଶବ ସଂରକ୍ଷଣ ଗୃହରେ ରବିବାର ଜଣେ ସର୍ପାଘାତ ମହିଳାଙ୍କ ଶବକୁ ଗୁଣିଆର ଝଡ଼ା ଫୁଙ୍କା ଘଟଣା ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଯେ, ବନ୍ତଳା ଥାନା ଅନ୍ତର୍ଗତ ଖିଣ୍ଡା ଗାଁର…

Continue Readingସର୍ପାଘାତ ମୃତକଙ୍କୁ ଡାକ୍ତରଖାନାରେ ଗୁଣିଆର ଝାଡ଼ ଫୁଙ୍କା

ତାଳଚେର ଅନୁଗୁଳ ରାଜପଥରେ ଇ-ସର୍ଭେଲାନସ ବଢିବ

ଅନୁଗୁଳ: ରାଜ୍ୟର ୭ଟି ସହରରେ ଟ୍ରାଫିକ ବ୍ୟବସ୍ଥାକୁ ଉନ୍ନତ କରିବା ସହ ଆଧୁନିକୀକରଣ କରାଯିବ।କେନ୍ଦ୍ର ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଏଥିନେଇ ସୂଚନା ଦିଆଯିବା ସହ ବିଭିନ୍ନ ରାଜ୍ୟ ଓ ଜାତୀୟ ରାଜପଥରେ ଇ-ସର୍ଭେଲାନ୍ସକୁ ବଢ଼ାଇ ଦିଆଯିବ। ରାଜ୍ୟର ତାଳଚେର, ଅନୁଗୁଳ, କଟକ,…

Continue Readingତାଳଚେର ଅନୁଗୁଳ ରାଜପଥରେ ଇ-ସର୍ଭେଲାନସ ବଢିବ

ଡିଏମଏଫ ଦୁର୍ନୀତିର ସିଏଜି ଅଡିଟ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲା ଜିଲ୍ଲା ବିଜେପି

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଡିଏମଏଫ ସମେତ ବିଭିନ୍ନ ସରକାରୀ ଯୋଜନାରେ ବ୍ୟାପକ ଦୁର୍ନୀତିକୁ ନେଇ ଗୁରୁବାର ଜିଲ୍ଲା ବିଜେପି ସଭାପତି ଡିଲେଶ୍ୱର ପ୍ରଧାନଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭୁବନେଶ୍ୱରରେ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ।…

Continue Readingଡିଏମଏଫ ଦୁର୍ନୀତିର ସିଏଜି ଅଡିଟ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲା ଜିଲ୍ଲା ବିଜେପି

ଖଣି ସମ୍ପ୍ରସାରଣକୁ ବିରୋଧ, ପୁଲିସ ଗ୍ରାମବାସୀ ମୁହାଁମୁହିଁ, ମହିଳା ଗୁରୁତର

ଅନୁଗୁଳ: ଏମସିଏଲର ଚାଲ ଆଜି ଫସରଫାଟିଛି। ପୁଲିସ ଲଗାଇ କ୍ଷତିଗସ୍ତ ଜରଡ଼ା ଗ୍ରାମବାସୀଙ୍କ ଅଜାଣତରେ ଖଣିର ମାଟି ଖୋଳୁଥିବାବେଳେ ଗ୍ରାମବାସୀ ଓ ପୁଲିସ ମଧ୍ୟରେ ବୁଧବାର ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ପୁଲିସ ଏହି ଘଟଣାରେ ୬୦ ଜଣକୁ ଗିରଫ କରିଛି।…

Continue Readingଖଣି ସମ୍ପ୍ରସାରଣକୁ ବିରୋଧ, ପୁଲିସ ଗ୍ରାମବାସୀ ମୁହାଁମୁହିଁ, ମହିଳା ଗୁରୁତର

ପକ୍କା ରାସ୍ତା ନିର୍ମାଣ ଦାବିରେ ଛେଣ୍ଡିପଦା ବ୍ଲକ୍ ସମ୍ମୁଖରେ ବିକ୍ଷୋଭ

ଅନୁଗୁଳ : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ଅନ୍ତର୍ଗତ ବାଲିପଟା ପଞ୍ଚାୟତ ର ବାଲିପଟା- ଚନ୍ଦ୍ରପୁର ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଥିବାରୁ ତୁରନ୍ତ ପକ୍କା ରାସ୍ତା ନିର୍ମାଣ କରିବା ଦାବିରେ ଛେଣ୍ଡିପଦା ବ୍ଲକ୍ କାର୍ଯ୍ୟାଳୟ ସାମ୍ନାରେ ବୁଧବାର ବିକ୍ଷୋଭ କରାଯାଇଛି। ଏଥିସହ…

Continue Readingପକ୍କା ରାସ୍ତା ନିର୍ମାଣ ଦାବିରେ ଛେଣ୍ଡିପଦା ବ୍ଲକ୍ ସମ୍ମୁଖରେ ବିକ୍ଷୋଭ

ଦୁର୍ନୀତି ତଦନ୍ତ ଦାବିରେ ପଞ୍ଚାୟତ ଅଫିସ୍‌ରେ ତାଲା ଆଜି

ଅନୁଗୁଳ: ପାଳଲହଡ଼ା ବ୍ଲକ୍ ରୋହିଲା ପଂଚାୟତରେ ବ୍ୟାପକ ଦୁର୍ନୀତି, ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ହେରଫେର ,ମନରେଗା କାମରେ ଶ୍ରମିକ ବଦଳରେ ମେସିନ ଦ୍ବାରା କାମ ହେଉଥିବା ଅଭିଯୋଗ ହୋଇଛି। ଏ ନେଇ ୧୦ ଦିନ ତଳେ ଜିଲ୍ଲା ଓ ଉପଖଣ୍ଡ…

Continue Readingଦୁର୍ନୀତି ତଦନ୍ତ ଦାବିରେ ପଞ୍ଚାୟତ ଅଫିସ୍‌ରେ ତାଲା ଆଜି