ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ଯୋଜନାରୁ ବଞ୍ଚିତ ସାମ୍ବାଦିକଙ୍କ ବିକ୍ଷୋଭ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ଶହେରୁ ଊର୍ଦ୍ଧ୍ବ କାର୍ଯ୍ୟରତ ସାମ୍ୱାଦିକ ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ଯୋଜନାରୁ ବଞ୍ଚିତ ହୋଇଥିବାରୁ ସୋମବାର ବିକ୍ଷୋଭ କରିଛନ୍ତି। ପ୍ରତି ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକଙ୍କ ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା କାର୍ଡର ବ୍ୟବସ୍ଥା କରୁଥିବା ବେଳେ ଚଳିତ…

Continue Readingଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ଯୋଜନାରୁ ବଞ୍ଚିତ ସାମ୍ବାଦିକଙ୍କ ବିକ୍ଷୋଭ

ଏମ୍‌ସିଏଲ୍ ଅଧ୍ୟକ୍ଷଙ୍କୁ ଶ୍ରେଷ୍ଠ ସିଇଓ ସମ୍ମାନ

ଅନୁଗୁଳ: ମହାନଦୀ କୋଲ ଫିଲଡ୍‌ (ଏମ୍‌ସିଏଲ୍)ର ଅଧ୍ୟକ୍ଷ ପ୍ରଭାତ କୁମାର ସିହ୍ନା ଶ୍ରେଷ୍ଠ ସିଇଓ ଭାବେ କର୍ପୋରେଟ୍‌ ମ୍ୟାନେଜମେଣ୍ଟ ଇନୋଭେସନ ଆୱାର୍ଡ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଜିଓ ମାଇନ୍‌ଟେକ୍‌ ପକ୍ଷରୁ ଭୁବନେଶ୍ବରଠାରେ ଆୟୋଜିତ ଆନ୍ତର୍ଜାତିକ ସମ୍ମିଳନୀ ଅବସରରେ ଧାନବାଦ ସ୍ଥିତ…

Continue Readingଏମ୍‌ସିଏଲ୍ ଅଧ୍ୟକ୍ଷଙ୍କୁ ଶ୍ରେଷ୍ଠ ସିଇଓ ସମ୍ମାନ

ହିଡିସିଂ ଜଳସେଚନ ପ୍ରକଳ୍ପର ସମୀକ୍ଷା କଲେ ଉପବାଚସ୍ପତି

ଅନୁଗୁଳ: ଅନୁଗୁଳ ଜିଲ୍ଲା ନନ୍ଦପୁର ପଞ୍ଚାୟତ କରଡାସିଙ୍ଗଠାରେ ପ୍ରସ୍ତାବିତ ହିଡିସିଂ ମଧ୍ୟମ ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ କାର୍ଯ୍ୟ ଆଗେଇଛି। ଏହି ପ୍ରକଳ୍ପ ଯୋଗୁଁ ପାଣିରେ ବୁଡୁଥିବା କରତପଟା-ପମ୍ପାସର ପୂର୍ଭବିଭାଗ ରାସ୍ତା ନିମନ୍ତେ ଡାହାଣପାର୍ଶ୍ଵ ପାହାଡ଼ ଉପରେ ଏକ ବିକଳ୍ପ ରାସ୍ତା…

Continue Readingହିଡିସିଂ ଜଳସେଚନ ପ୍ରକଳ୍ପର ସମୀକ୍ଷା କଲେ ଉପବାଚସ୍ପତି

ସାମାନ୍ୟ ବଚସାରୁ ହତ୍ୟା ଅଭିଯୋଗ, ଜଣେ ଗିରଫ

ଅନୁଗୁଳ : ଅନୁଗୁଳ ସହରର ରାଜକିଶୋରପଡ଼ାରେ ସୋମବାର ରାତିରେ ସାମାନ୍ୟ ବଚସାରୁ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ରାଜକିଶୋର ପଡ଼ାର ପ୍ରସନ୍ନ କୁମାର ମହାନ୍ତି ଓ ଲୁଲୁ ଓରଫ ପ୍ରଦୀପ ଶତପଥିଙ୍କ ମଧ୍ୟରେ…

Continue Readingସାମାନ୍ୟ ବଚସାରୁ ହତ୍ୟା ଅଭିଯୋଗ, ଜଣେ ଗିରଫ

ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ଆସିଲା ନୂଆ ଗାଇଡଲାଇନ

ଅନୁଗୁଳ: ସ୍କୁଲ ଖୋଲିବାକୁ ନେଇ ତତ୍ପର ସରକାର। ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ଆସିଛି ନୂଆ ଗାଇଡଲାଇନ। ସବୁ ପ୍ରଧାନଶିକ୍ଷକ ଏହି ଗାଇଡଲାଇନ ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ୨୧ରେ ଏକାଦଶ ଓ ୨୫ରେ ଅଷ୍ଟମ ଶ୍ରେଣୀ ଖୋଲିବ। ୨୫ ତାରିଖ…

Continue Readingଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ଆସିଲା ନୂଆ ଗାଇଡଲାଇନ

ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁକୁ ନେଇ ଡାକ୍ତରଖାନାରେ ଉତ୍ତେଜନା

ଅନୁଗୁଳ: ବାଲିମି ଥାନା ବାଙ୍କୀଡି ଗାଁର ଏକ ପୋଖରୀରେ ବୁଡି ଜଣେ ଯୁବକର ମୃତ୍ୟୁକୁ ନେଇ ଅନୁଗୁଳ ଡାକ୍ତରଖାନାରେ ଉତ୍ତେଜନା ଦେଖା ଦେଇଥିଲା। ସୋମବାର ଅପରାହ୍ନରେ ବାଙ୍କୀଡି ଗାଁର ଆଲୋକ ନାଏକ ଏବଂ ଚନ୍ଦନ ନାଏକ ଗାଁ ପୋଖରୀକୁ ପଦ୍ମ ଫୁଲ…

Continue Readingପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁକୁ ନେଇ ଡାକ୍ତରଖାନାରେ ଉତ୍ତେଜନା

୨୦୨୨ ଅଧ୍ୟକ୍ଷ ଆସନ ଓବିସି ମହିଳାଙ୍କ ପାଇଁ ସଂରକ୍ଷିତ

ଅନୁଗୁଳ: ଶନିବାର ରାଜ୍ୟ ସରକାର ସିଧାସଳଖ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବି ପାଇଁ ଚିଠା ସଂରକ୍ଷଣ ତାଲିକା ପ୍ରକାଶ କରିଛନ୍ତି। ୨୦୧୭ ନିର୍ବାଚନରେ ଅନୁଗୁଳ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆସନ ଅନୁସୂଚିତ ଜାତି ବର୍ଗ ପାଇଁ ସଂରକ୍ଷିତ ରହିଥିଲା ବେଳେ ୨୦୨୨ରେ…

Continue Reading୨୦୨୨ ଅଧ୍ୟକ୍ଷ ଆସନ ଓବିସି ମହିଳାଙ୍କ ପାଇଁ ସଂରକ୍ଷିତ

ବଢ଼ିଲା ବସ୍ ଭଡ଼ା

ଅନୁଗୁଳ: ରାଜ୍ୟରେ ପୁଣି ବଢ଼ିଲା ବସ୍ ଭଡ଼ା। ସାଧାରଣ ଓ ଏକ୍ସପ୍ରେସ ବସରେ ଭଡ଼ା କିଲୋମିଟର ପ୍ରତି ୩ ପଇସା ବୃଦ୍ଧି ହୋଇଛି । ସାଧାରଣ ବସରେ ଯାତ୍ରା କଲେ ଏଣିକି କିଲୋମିଟର ପ୍ରତି ୯୨ ପଇସା ଦେବାକୁ ହେବ ।…

Continue Readingବଢ଼ିଲା ବସ୍ ଭଡ଼ା

ଧନୀ ଖାଇବେ ଧନିଆଁ!

ଅନୁଗୁଳ: ଧନିଆଁପତ୍ର ଦର ଆକାଶଛୁଆଁ। ଗତ ଶୁକ୍ରବାର ଅନୁଗୁଳ ଡେଲି ମାର୍କେଟରେ ଧନିଆପତ୍ର କିଲୋ ୧୦୦୦ ଟଙ୍କା ଥିଲା। ଆଜି ଶନିବାର ଏହା କିଲୋ ୫୦୦ ଟଙ୍କାକୁ ଖସି ଆସିଛି। ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ୍ୟ। ସମସ୍ତେ ଜାଣନ୍ତି ଧନିଆପତ୍ର…

Continue Readingଧନୀ ଖାଇବେ ଧନିଆଁ!

ଉପୁଡ଼ିଲା ଗଛ ଅଳ୍ପକେ ବର୍ତିଲେ ଲୋକେ

ଅନୁଗୁଳ: ମଙ୍ଗଳବାର ସନ୍ଧ୍ୟା ପ୍ରାୟ ଆଠଟା ତିରିଶ ମିନିଟ ସମୟରେ ବସ ଷ୍ଟାଣ୍ଡ ପୋଷ୍ଟ ଅଫିସ ସମ୍ମୁଖରେ ଥିବା ଏକ ବିରାଟ ଅଶ୍ୱସ୍ତ ଗଛ ଉପୁଡ଼ି ପଡିବା ଫଳରେ ସେଠାରେ ଥିବା ଉଠା ଦୋକାନୀ ଅଳ୍ପକେ ବର୍ତିଯାଇଥିବାବେଳେ ଆଠ ଦଶଟି ବାଇକ…

Continue Readingଉପୁଡ଼ିଲା ଗଛ ଅଳ୍ପକେ ବର୍ତିଲେ ଲୋକେ