ଧାରଣାରେ ବସିଥିବା ମହିଳାଙ୍କୁ ମାଡ଼ମାରି ସ୍ୱାମୀ, ଶାଶୁ, ଶଶୁର ଓ ନଣନ୍ଦ ଗିରଫ

ଅନୁଗୁଳ: ଅନୁଗୁଳ ଟାଉନ୍‌ ଥାନା ଅର୍ନ୍ତତ ରାଣୀଗୋଡ଼ା ଗାଁରେ ମଙ୍ଗଳବାର ସ୍ଵାମୀଙ୍କ ଘର ସାମ୍ନାରେ ଧାରଣା ଦେଇଥିବା ସ୍ତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ପୋଲିସ ସ୍ୱାମୀ, ଶାଶୁ, ଶଶୁର ଓ ନଣନ୍ଦଙ୍କୁ ବୁଧବାର ଗିରଫ କରିଛି। ସୂଚନା ଯେ, ଜୋତ୍ସ୍ନା ସାହୁ(୨୨)…

Continue Readingଧାରଣାରେ ବସିଥିବା ମହିଳାଙ୍କୁ ମାଡ଼ମାରି ସ୍ୱାମୀ, ଶାଶୁ, ଶଶୁର ଓ ନଣନ୍ଦ ଗିରଫ

ବାରହା ଶିକାର ବେଳେ ଜଙ୍ଗଲରେ ସାଙ୍ଗ ଗୁଳିରେ ଗଲା ଆଉ ଜଣେ ସାଙ୍ଗର ଜୀବନ, ୨ ଗିରଫ

ଅନୁଗୁଳ : ଜଙ୍ଗଲକୁ ବାରହା ଶିକାର ପାଇଁ ଯାଇଥିବା ବେଳେ ସାଥୀ ଶିକାରୀର ଗୁଳିମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମଙ୍ଗଳବାର ରାତିରେ ଖମାର ଥାନା ରୋହିଲା ରୁଗୁଡ଼ି ସାହିରେ ଏଭଳି ଛାତିଥରା ଘଟଣା ସାମ୍ନାକୁ ଆସିଛି। ମିଳିଥିବା ସୂଚନାନୁଯାୟୀ, ମଙ୍ଗଳବାର…

Continue Readingବାରହା ଶିକାର ବେଳେ ଜଙ୍ଗଲରେ ସାଙ୍ଗ ଗୁଳିରେ ଗଲା ଆଉ ଜଣେ ସାଙ୍ଗର ଜୀବନ, ୨ ଗିରଫ

ଉଦ୍ଧାର ହେଲା ଅପହୃତ ନାବାଳକ, ଅପହରଣକାରୀ ଗିରଫ

ଅନୁଗୁଳ: ନାବାଳକଙ୍କୁ ଅପହରଣ କରିବା ମାମଲାରେ ଆଜି ଅନୁଗୁଳ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଏଥିସହ ଅପହୃତ ନାବାଳକଙ୍କୁ ଉଦ୍ଧାର କରିଛି। ସୂଚନା ଅନୁସାରେ, ଅନୁଗୁଳ ସହର ଉପକଣ୍ଠ ରାଣୀଗୋଡ଼ାର ବେଣୁଧର ସାହୁଙ୍କ ପୁଅ ଅଭିଜିତ୍ ସାହୁ ସୋମବାର ଅପରାହ୍ନରେ…

Continue Readingଉଦ୍ଧାର ହେଲା ଅପହୃତ ନାବାଳକ, ଅପହରଣକାରୀ ଗିରଫ

ଜିଲ୍ଲାପାଳଙ୍କ ମାସିକ ରାଜସ୍ବ ସମୀକ୍ଷା ବୈଠକ: ଜାତୀୟ ରାଜପଥ ଓ ରେଳବାଇ ଅଧିକାରୀଙ୍କ ସହ ଆଲୋଚନା କରି ଶୀଘ୍ର କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ

ଅନୁଗୁଳ: ଆଜି ରାଜସ୍ବ ବିଭାଗର ରାଜସ୍ବ ଆଦାୟ ଓ ବିଭିନ୍ନ ବିଭାଗର କାର୍ଯ୍ୟକାରିତା ଉପରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ)…

Continue Readingଜିଲ୍ଲାପାଳଙ୍କ ମାସିକ ରାଜସ୍ବ ସମୀକ୍ଷା ବୈଠକ: ଜାତୀୟ ରାଜପଥ ଓ ରେଳବାଇ ଅଧିକାରୀଙ୍କ ସହ ଆଲୋଚନା କରି ଶୀଘ୍ର କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ

ଜରାସିଂହାରେ ଜିଲ୍ଲାସ୍ତରୀୟ ବିଜ୍ଞାନମେଳା

ଅନୁଗୁଳ: ଆଜି ପୂର୍ବାହ୍ନରେ ଜରାସିଂହା ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ଆୟୋଜିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାରୋହକୁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଉଦଘାଟନ କରିବା ସହ ବୈଜ୍ଞାନିକ…

Continue Readingଜରାସିଂହାରେ ଜିଲ୍ଲାସ୍ତରୀୟ ବିଜ୍ଞାନମେଳା

ସପ୍ତାହେ ପରେ ଗାଁକୁ ଆସିଲା ବିଜୁଳି, ଆଲୁଅ ଦେଖିଲେ ୧୫ଟି ଗ୍ରାମର ଲୋକ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ କୋଶଳା ବିଦ୍ୟୁତ ସେକ୍ସନ ଅଧୀନସ୍ଥ ୧୫ଟି ଗାଁର ଲୋକ ଦୀର୍ଘ ସପ୍ତାହେ କାଳ ଅନ୍ଧାରରେ ରହିବା ପରେ ସୋମବାର ସନ୍ଧ୍ୟାରେ ବିଜୁଳି ଆଲୋକ ଦେଖିଛନ୍ତି। ସୂଚନା ମୁତାବକ, କୋଶଳା ବିଦ୍ୟୁତ ସେକ୍ସନ ଅଧୀନସ୍ଥ ସନ୍ତରାବନ୍ଧର…

Continue Readingସପ୍ତାହେ ପରେ ଗାଁକୁ ଆସିଲା ବିଜୁଳି, ଆଲୁଅ ଦେଖିଲେ ୧୫ଟି ଗ୍ରାମର ଲୋକ

ମହିଧରପୁର ଠାରୁ ତଳମୂଳ ଯାଏଁ ବାଇପାସ ନିର୍ମାଣର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କଲେ ପୂର୍ତ୍ତ ବିଭାଗ ମନ୍ତ୍ରୀ

ଅନୁଗୁଳ: ଭୁବନେଶ୍ୱର ନିର୍ମାଣ ସୌଧ ସମ୍ମିଳନୀ କକ୍ଷ ଠାରେ ଗତ ୯ ତାରିଖ ଦିନ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ମହିଧରପୁର ଠାରୁ ନୂଆହତା ରାସ୍ତାରେ ତଳମୂଳ ଗ୍ରାମ ବାଇପାସ ନିର୍ମାଣର ଅଗ୍ରଗତି ସମ୍ପର୍କରେ ଏକ ବୈଠକ…

Continue Readingମହିଧରପୁର ଠାରୁ ତଳମୂଳ ଯାଏଁ ବାଇପାସ ନିର୍ମାଣର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କଲେ ପୂର୍ତ୍ତ ବିଭାଗ ମନ୍ତ୍ରୀ

ପଞ୍ଜାବ ରାଜ୍ୟ ଆନ୍ତଃ ବିଶ୍ୱବିଦ୍ୟାଳୟ ଯୁବ ମହୋତ୍ସବରେ ଆନିଶାଙ୍କ କମାଲ

ଅନୁଗୁଳ: ପଞ୍ଜାବର ପଟିଆଲା ଠାରେ ଗତ ୧୦ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ରାଜ୍ୟ ଆନ୍ତଃ ବିଶ୍ୱବିଦ୍ୟାଳୟ ଯୁବ ମହୋତ୍ସବରେ ଅନୁଗୁଳ ହେମସୁରପଡାର ଝିଅ ଆନିଶା ସିହ୍ନା କ୍ଲାସିକଲ ନୃତ୍ୟ ବିଭାଗରେ ଓଡିଶୀ ନୃତ୍ୟ ପରିବେଷଣ କରି ପ୍ରଥମ ସ୍ଥାନ…

Continue Readingପଞ୍ଜାବ ରାଜ୍ୟ ଆନ୍ତଃ ବିଶ୍ୱବିଦ୍ୟାଳୟ ଯୁବ ମହୋତ୍ସବରେ ଆନିଶାଙ୍କ କମାଲ

ଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି ଶିବିର

ଅନୁଗୁଳ: ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଦାଖଲ ହୋଇଥିବା ସମୁଦାୟ ୭୪ଟି ଅଭିଯୋଗରୁ ୭୧ଟି ବ୍ୟକ୍ତିଗତ ଓ…

Continue Readingଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି ଶିବିର

ଆଜିଠୁ ଟ୍ବିଟର ବ୍ଲୁ ଟିକ୍ ସବସ୍କ୍ରିପସନ ପୁଣି ଆରମ୍ଭ, ଏବେ ଏଡିଟ୍ ବି କରିହେବ ଟ୍ବିଟ୍

ଭୁବନେଶ୍ୱର: ଆଜିଠାରୁ ପୁଣି ଥରେ ୟୁଜରମାନଙ୍କ ପାଇଁ ବ୍ଲୁ ଟିକ୍ ସବସ୍କ୍ରିପସନ ଲଞ୍ଚ କରୁଛି ଟ୍ବିଟର। ଏହି ସର୍ଭିସ ଲଞ୍ଚ ହେବା ପରେ ଏଣିକି ୟୁଜର୍ସ ପେମେଣ୍ଟ କରି ବ୍ଲୁ ଟିକ୍ ହାସଲ କରିପାରିବେ। ବ୍ଲୁ ଟିକ୍ ସବସ୍କ୍ରିପସନ ମିଳିବା ପରେ…

Continue Readingଆଜିଠୁ ଟ୍ବିଟର ବ୍ଲୁ ଟିକ୍ ସବସ୍କ୍ରିପସନ ପୁଣି ଆରମ୍ଭ, ଏବେ ଏଡିଟ୍ ବି କରିହେବ ଟ୍ବିଟ୍