୨୭୦ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗ ତରଫରୁ ଶନିବାର ଚଢ଼ାଉ କରାଯାଇ ୨୭୦ ଗ୍ରାମ ବ୍ରାଉନସୁଗାର ଜବତ କରିବାସହ ଜଣେ ଯୁବକଙ୍କୁ ଗିରଫ କରିଛି। ସୂଚନା ଯେ, ଅବକାରୀ ଅଧିକ୍ଷକ ମଧୁସ୍ମିତା ନାୟକ ଏକ ବିଶ୍ବସ୍ତ ସୂତ୍ରରୁ ଖବରପାଇ ବିଭାଗର ଏକ…

Continue Reading୨୭୦ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

ଆସନ୍ତାକାଲି ଅନୁଗୁଳ ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅନୁଗୁଳ : କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତାକାଲି ଅନୁଗୁଳ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ଜଣାଯାଇଛି। ଏ ଅବସରରେ ମନ୍ତ୍ରୀ ଭାରତ ରତ୍ନ ଅଟଳବିହାରୀ ବାଜପେୟୀଙ୍କ ଜୟନ୍ତୀରେ ଆମ…

Continue Readingଆସନ୍ତାକାଲି ଅନୁଗୁଳ ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ହଟହଟା ହେଲେ ଉପବାଚସ୍ପତି! ଶିଳାନ୍ୟାସ ପାଇଁ ଆସିଥିବା ରଜନୀକାନ୍ତ ସିଂଙ୍କୁ ବସ୍ତି ବାସିନ୍ଦାଙ୍କ ବିରୋଧ

ଅନୁଗୁଳ: ଅନୁଗୁଳ ପୌରପାଳିକାର ୧୩ ନମ୍ଵର ୱାର୍ଡସ୍ଥିତ ଶିଳ୍ପାଞ୍ଚଳ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀଗୃହ ଶିଳାନ୍ୟାସ କରିବାକୁ ଆସିଥିବା ଉପ ବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂଙ୍କୁ ବସ୍ତି ବାସିନ୍ଦା ବିରୋଧ କରିଛନ୍ତି। ସୂଚନା ଅନୁଯାୟୀ, ଅନୁଗୁଳ ପୌରପାଳିକାର ୧୩ ନମ୍ଵର୍…

Continue Readingହଟହଟା ହେଲେ ଉପବାଚସ୍ପତି! ଶିଳାନ୍ୟାସ ପାଇଁ ଆସିଥିବା ରଜନୀକାନ୍ତ ସିଂଙ୍କୁ ବସ୍ତି ବାସିନ୍ଦାଙ୍କ ବିରୋଧ

ଇଷ୍ଟକୋଷ୍ଟ ରେଲୱେ ଜିଏମ୍‌ଙ୍କ ଜେଏସପି ଷ୍ଟିଲ୍ ପ୍ଲାଣ୍ଟ ପରିଦର୍ଶନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳରେ ଥିବା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)କୁ ଗୁରୁବାର ଇଷ୍ଟକୋଷ୍ଟ ରେଲୱେର ଜେନେରାଲ ମ୍ୟାନେଜର ଆରଏନ ଶୁନକର ଏକ ପ୍ରତିନିଧୀ ଦଳସହ ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ଇସ୍ପାତ କାରଖାନାର ଲୋଡିଂ ଏବଂ…

Continue Readingଇଷ୍ଟକୋଷ୍ଟ ରେଲୱେ ଜିଏମ୍‌ଙ୍କ ଜେଏସପି ଷ୍ଟିଲ୍ ପ୍ଲାଣ୍ଟ ପରିଦର୍ଶନ

ମୋଦିଙ୍କ ଯୋଜନାରେ ଉପକୃତ ହୋଇଥିବା ଲାଭାର୍ଥୀ ସମାବେଶରେ ରାଷ୍ଟ୍ରୀୟ ସାଧାରଣ ସମ୍ପାଦିକା ଦୀପ୍ତି ରାୱତ, କେନ୍ଦ୍ର ସରକାରଙ୍କୁ କଲେ ପ୍ରଶଂସା

ଅନୁଗୁଳ : ବିଜେପି ମହିଳା ମୋର୍ଚ୍ଚାର ପ୍ରବାସ ଯୋଜନାରେ ରାଷ୍ଟ୍ରୀୟ ସାଧାରଣ ସମ୍ପାଦିକା ଦୀପ୍ତି ରାୱତ ଆଜି ଦ୍ୱିତୀୟ ଦିନରେ ଅନୁଗୁଳ ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ତାଙ୍କ ସହ ମହିଳା ମୋର୍ଚ୍ଚାର ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ମଧ୍ୟ…

Continue Readingମୋଦିଙ୍କ ଯୋଜନାରେ ଉପକୃତ ହୋଇଥିବା ଲାଭାର୍ଥୀ ସମାବେଶରେ ରାଷ୍ଟ୍ରୀୟ ସାଧାରଣ ସମ୍ପାଦିକା ଦୀପ୍ତି ରାୱତ, କେନ୍ଦ୍ର ସରକାରଙ୍କୁ କଲେ ପ୍ରଶଂସା

ବାଇକ୍ ପୋଡ଼ିବା ଅଭିଯୋଗରେ ୩ ଯୁବକ ଗିରଫ

ଅନୁଗୁଳ: ଅନୁଗୁଳ ଟାଉନ୍ ଥାନା ପୋଲିସ ଏକ ବାଇକ୍ ପୋଡ଼ି ଘଟଣାରେ ଶୁକ୍ରବାର ୩ ଜଣ ଯୁବକଙ୍କୁ ଗିରଫ କରିଛି। ସୂଚନା ଯେ, ଗତ ୧୨ ତାରିଖ ରାତି ପ୍ରାୟ ୯ଟା ସମୟରେ ଅନୁଗୁଳ ହୁଲୁରୁସିଂହା ଗାନ୍ଧିମାର୍ଗରେ ରହୁଥିବା ଶୀବାଶିଷ ମିଶ୍ର(୪୫)…

Continue Readingବାଇକ୍ ପୋଡ଼ିବା ଅଭିଯୋଗରେ ୩ ଯୁବକ ଗିରଫ

ଏଣିକି କଳାହୀରା ସହର ତାଳଚେରକୁ ଜଗିବ ୧୨୩ଟି ସିସିଟିଭି କ୍ୟାମେରା

ଅନୁଗୁଳ: ଅନୁଗୁଳ ଜିଲ୍ଲାର ତାଳଚେର ସହର ଏବେ ଅପରାଧୀଙ୍କ ଚରାଭୂମି ପାଲଟିଛି। ବିଶେଷ କରି ତାଳଚେର ସହରରେ ଅପରାଧ ଓ ଦୁର୍ଘଟଣା ଦିନକୁ ଦିନ ବଢ଼ି ବଢ଼ି ଚାଲିଛି। ଏହାକୁ ରୋକିବା ସହ ନିୟନ୍ତ୍ରଣ ଭିତରକୁ ଆଣିବା ପାଇଁ ବହୁ ବିଳମ୍ବ…

Continue Readingଏଣିକି କଳାହୀରା ସହର ତାଳଚେରକୁ ଜଗିବ ୧୨୩ଟି ସିସିଟିଭି କ୍ୟାମେରା

କେରାଣ୍ଡିନାଳ ଉପରେ ସ୍ଥାୟୀ ପୋଲ ନିର୍ମାଣ ପାଇଁ ଦାବି କଲେ ଟୁସର ପଞ୍ଚାୟତବାସୀ

ଆଠମଲ୍ଲିକ: ଆଠମଲ୍ଲିକ ବ୍ଲକ ଟୁସର ପଞ୍ଚାୟତ ବାଜପୁର ଠାରୁ ଗୁଆପଦା ମହିମାସାହି ଦେଇ କେରାଣ୍ଡିନାଳ ପାର ହୋଇ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡର କୁକୁଡ଼ାବାହାଳୀ ପଞ୍ଚାୟତକୁ ଯାତାୟାତ ପାଇଁ ଆବଶ୍ୟକ ହେଉଥିବା ଏକ ପୋଲ ନିର୍ମାଣ ଦାବିରେ ଗତ ମଙ୍ଗଳବାର ବାଜପୁର…

Continue Readingକେରାଣ୍ଡିନାଳ ଉପରେ ସ୍ଥାୟୀ ପୋଲ ନିର୍ମାଣ ପାଇଁ ଦାବି କଲେ ଟୁସର ପଞ୍ଚାୟତବାସୀ

ଜାନୁଆରୀ ୩୧ ରେ ତାଳଚେର ମେଡିକାଲ୍ କଲେଜକୁ ହାତକୁ ନେବେ ସରକାର, ପରିଦର୍ଶନ କରି ସମୀକ୍ଷା କଲେ ଉପଜିଲ୍ଲାପାଳ

ତାଳଚେର: ତାଳଚେର ମେଡିକାଲ୍ କଲେଜ୍ ଓ ହସ୍ପିଟାଲକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ଲାଗି ଗୁରୁବାର ସ୍ଥାନୀୟ ଉପଜିଲ୍ଲାପାଳ ବିଶ୍ୱରଂଜନ ରଥ ନେହରୁ ଶତାବ୍ଦୀ ସେଣ୍ଟ୍ରାଲ ହସ୍ପିଟାଲ୍ ପରିଦର୍ଶନ କରିଛନ୍ତି। ଆସନ୍ତା ଜାନୁଆରୀ ୩୧ ତାରିଖ ମଧ୍ୟରେ ମହାନଦୀ କୋଇଲା ଖଣି କର୍ତ୍ତୃପକ୍ଷ…

Continue Readingଜାନୁଆରୀ ୩୧ ରେ ତାଳଚେର ମେଡିକାଲ୍ କଲେଜକୁ ହାତକୁ ନେବେ ସରକାର, ପରିଦର୍ଶନ କରି ସମୀକ୍ଷା କଲେ ଉପଜିଲ୍ଲାପାଳ

ଅନୁଗୁଳ ଗସ୍ତରେ ବିଜେପି ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ସାଧାରଣ ସମ୍ପାଦିକା: ରାଜ୍ୟ ସରକାରଙ୍କୁ କଲେ ଟାର୍ଗେଟ, କହିଲେ- ବିଜେଡି ଶାସନକାଳରେ ମହିଳାମାନେ ଅସୁରକ୍ଷିତ

ଅନୁଗୁଳ : ବିଜେପି ମହିଳା ମୋର୍ଚ୍ଚାର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପାଇଁ ଦୁଇଦିନିଆ ଅନୁଗୁଳ ଗସ୍ତରେ ଆସିଛନ୍ତି ରାଷ୍ଟ୍ରୀୟ ସାଧାରଣ ସମ୍ପାଦିକା ଦୀପ୍ତି ରାୱତ୍ ଓ ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ। ଆଜି ପୂର୍ବାହ୍ନରେ ଦୁଇ ନେତ୍ରୀ…

Continue Readingଅନୁଗୁଳ ଗସ୍ତରେ ବିଜେପି ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ସାଧାରଣ ସମ୍ପାଦିକା: ରାଜ୍ୟ ସରକାରଙ୍କୁ କଲେ ଟାର୍ଗେଟ, କହିଲେ- ବିଜେଡି ଶାସନକାଳରେ ମହିଳାମାନେ ଅସୁରକ୍ଷିତ