୨୦୨୨ରେ ହାତୀ ମଣିଷ ବିବାଦ ବଢିଛି
ଅନୁଗୁଳ: ୨୦୨୨ ବର୍ଷ ସରିଛି। ଏହି ବର୍ଷ ମଧ୍ୟରେ ହାତୀ ମଣିଷ ବିବାଦ ଅଧିକ ଘନୀଭୂତ ହୋଇଛି। ହାତୀ ମଣିଷ ବିବାଦ ପରିବେଶବିତ ମାନଙ୍କୁ ଚିନ୍ତାରେ ପକାଇଛି। ୨୦୨୨ ବର୍ଷରେ ହାତୀ ଜଙ୍ଗଲ ଛାଡ଼ି ପ୍ରଥମ ଥର ପାଇଁ କୁଲାଡ଼,କାଣ୍ଡସର,ବେନ୍ତପୁର,ଗଡସନ୍ତ୍ରୀ ଭଳି…
ଅନୁଗୁଳ: ୨୦୨୨ ବର୍ଷ ସରିଛି। ଏହି ବର୍ଷ ମଧ୍ୟରେ ହାତୀ ମଣିଷ ବିବାଦ ଅଧିକ ଘନୀଭୂତ ହୋଇଛି। ହାତୀ ମଣିଷ ବିବାଦ ପରିବେଶବିତ ମାନଙ୍କୁ ଚିନ୍ତାରେ ପକାଇଛି। ୨୦୨୨ ବର୍ଷରେ ହାତୀ ଜଙ୍ଗଲ ଛାଡ଼ି ପ୍ରଥମ ଥର ପାଇଁ କୁଲାଡ଼,କାଣ୍ଡସର,ବେନ୍ତପୁର,ଗଡସନ୍ତ୍ରୀ ଭଳି…
ଭୁବନେଶ୍ୱର: ଆଜି ଭୁବନେଶ୍ୱରରେ ସମଗ୍ର ଓଡ଼ିଶା ଓକିଲ ସଂଘ ପକ୍ଷରୁ ୫୧ତମ ବାର୍ଷିକ ସମ୍ମିଳନୀ ଆୟୋଜିତ ହୋଇଛି। ଏ ଅବସରରେ ମୁଖ୍ୟ ଅତିଥିଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସମ୍ମାନିତ ଅତିଥିଭାବେ ମନ୍ତ୍ରୀ ଜଗନ୍ନାଥ ସାରକା, କଟକ ସାଂସଦ ଭର୍ତ୍ତୃହରି ମହତାବ, ବ୍ରହ୍ମପୁର…
ଅନୁଗୁଳ: ରାଜ୍ୟ ଗୃହ ବିଭାଗର ବିଜ୍ଞପ୍ତି ଅନୁସାରେ ଅନୁଗୁଳ ଏସପି ଜଗମୋହନ ମୀନାଙ୍କୁ ଗଞ୍ଜାମ ଏସପି ଭାବେ ବଦଳି କରାଯାଇଥିବା ବେଳେ ବାଲେଶ୍ୱର ଏସପି ସୁଧାଂଶୁ ଶେଖର ମିଶ୍ରଙ୍କୁ ଅନୁଗୁଳ ଏସପି ଭାବେ ନିଯୁକ୍ତି ମିଳିଛି। ୨୦୧୨ରେ ଆଇପିଏସ ପାଇଥିବା ଶ୍ରୀ…
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ୱିକେଟ୍ କିପର ତଥା ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି। ତାଙ୍କ ଗୋଡ଼ରେ ଗଭୀର ଆଘାତ ଲାଗି ଭାଙ୍ଗି ଯାଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ଦିଲ୍ଲୀରୁ ଫେରୁଥିବା ବେଳେ ମାଙ୍ଗାଲୋର କୋଟୱାଲୀର ଏନ.ଏଚ…
ନୂଆଦିଲ୍ଲୀ: ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା' ହୀରାବେନ୍। ୧୦୦ ବର୍ଷ ବୟସରେ ହୀରାବେନଙ୍କ ମୃତ୍ୟୁ ଘଟିଛି। ଆଜି ଭୋର ୩ଟା ୩୦ ମିନଟରେ ସେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଦୁଇ ଦିନ ତଳେ ଅସୁସ୍ଥ ହେବାରୁ…
ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ୫୫ ନଂ ଜାତୀୟ ରାଜପଥର ପଞ୍ଚମହଲା ଛକଠାରେ ଏକ ସଡ଼କ ଦୁର୍ଘଟରାରେ ଓଡ଼ିଶା ବିଧାନସଭାର ଉପବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ ଅଳ୍ପରେ ବର୍ତ୍ତି ଯାଇଛନ୍ତି। ସୂଚନା ଯେ, ଶ୍ରୀ ସିଂହ ତାଙ୍କ…
ଅନୁଗୁଳ: ମୁଖ୍ୟମନ୍ତ୍ରୀ ମାଛ ତେଲରେ ପଛେ ମାଛ ଭାଜନ୍ତୁ, କିନ୍ତୁ ଓଡ଼ିଆ ଲୋକଙ୍କ ବିକାଶ ପାଇଁ କାମ କରନ୍ତୁ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି। ଗୁରୁବାର ଅନୁଗୁଳରେ ବିଭିନ୍ନ ରେଳ ପ୍ରକଳ୍ପର ଶୁଭାରମ୍ଭ ଓ ଅନୁଗୁଳ କେନ୍ଦ୍ରୀୟ…
ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପ୍ଲୋଟୋ ଟାଇପ ସିଷ୍ଟମ ଉଦଘାଟିତ ହୋଇଛି। ଆଜି ବିମାନବନ୍ଦରର ଟେକ୍ନିକାଲ ଡିଜିଟାଲ ବିଲଡିଂରେ ଏଟିଜି ଅଟୋମେଟିକ ସିଷ୍ଟମର ଟାୱାର ଲଗାଯାଇଛି। ଏହାକୁ ଭାରତ ଇଲେକ୍ଟ୍ରୋନିକ ଲିମିଟେଡ଼ ସହାଭାଗିତାରେ ନିର୍ମାଣ କରାଯାଇଛି। ଡିଜିଟାଲ ବିଲଡିଂରେ ଲାଗିଥିବା…
ଅନୁଗୁଳ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅନୁଗୁଳ ଜିଲ୍ଲା ଗସ୍ତ କରି ୧୮୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏଥିରେ ୩୧୩ କୋଟି ଟଙ୍କାରେ ୭୪୬ଟି ପ୍ରକଳ୍ପ ଉଦ୍ଘାଟିତ ହୋଇଥିବା ବେଳେ ୧୪୯୨ କୋଟି ଟଙ୍କାର ୭୯୫ଟି ପ୍ରକଳ୍ପ…
ଅନୁଗୁଳ : ଆଜି ଅନୁଗୁଳରେ ସରଗରମ ହେବ ରାଜନୀତି। ଗୋଟିଏ ଦିନରେ ମୁଖ୍ୟମନ୍ତ୍ରୀ ଓ ତିନି କେନ୍ଦ୍ରମନ୍ତ୍ରୀ ଆଜି ଅନୁଗୁଳ ଆସୁଛନ୍ତି। ଅନୁଗୁଳ ଗସ୍ତରେ ଆସୁଥିବା ମୁଖ୍ୟମନ୍ତ୍ରୀ ବହୁ ଯୋଜନାର ଶୁଭାରମ୍ଭ କରିବେ। ସକାଳ ଦିନ ୧୦ଟା ୫୦ରେ ସେ ଅନୁଗୁଳ…