୭୦ତ୍ତମ ରାଜ୍ୟ କବାଡି ଚାମ୍ପିୟନସିପ୍ ଉଦଘାଟିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସଦର ମହକୁମାର ବିଜୁ ମଇଦାନଠାରେ ଗୁରୁବାର ଅପରାହ୍ନରେ ୭୦ତମ ରାଜ୍ୟ ସିନିୟର ଷ୍ଟେଟ କବାଡି ଚାମ୍ପିୟନସିପ୍ ଉଦଘାଟିତ ହୋଇଯାଇଛି। ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି।…

Continue Reading୭୦ତ୍ତମ ରାଜ୍ୟ କବାଡି ଚାମ୍ପିୟନସିପ୍ ଉଦଘାଟିତ

ପୁଣି ଅନୁଗୁଳ ଝିଅଙ୍କ ଜଲୱା : ଗଣତନ୍ତ୍ର ଦିବସରେ ନାଚିବେ ଆଦୃତାର ଝିଅ

ଅନୁଗୁଳ: ଚଳିତ ବର୍ଷ ନୃତ୍ୟ ନିଳୟର ଓଡିଶୀ ନୃତ୍ୟାଙ୍ଗନା ମାନେ ଗଣତନ୍ତ୍ର ଦିବସରେ ଯେତେବେଳେ ରାଜପଥରେ ନୃତ୍ୟ ପରିବେଷଣ କରିଥିଲେ ସେତେବେଳେ କରତାଳିରେ ଫାଟି ପଡିଥିଲା ପ୍ୟାରେଡ଼ ସ୍ଥଳ। ଆସନ୍ତା ବର୍ଷ ପୁଣି ଅନୁଗୁଳ ଝିଅ କମାଲ ଦେଖାଇବେ। ଅନୁଗୁଳ ଆଦୃତା…

Continue Readingପୁଣି ଅନୁଗୁଳ ଝିଅଙ୍କ ଜଲୱା : ଗଣତନ୍ତ୍ର ଦିବସରେ ନାଚିବେ ଆଦୃତାର ଝିଅ

ତୁରଙ୍ଗ ଗାଁରୁ ଜଙ୍ଗଲୀ ହାତୀପଲଙ୍କୁ ଘଉଡ଼ାଇଲେ ବନ ବିଭାଗ, ଗତ ରାତିଠୁ କରୁଥିଲେ ଉତ୍ପାତ

ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ ତୁରଙ୍ଗ ଗ୍ରାମର ଦେହୁରୀ ସାହିରେ ଜଙ୍ଗଲୀ ହାତୀ ପଶି ଆସିଥିବାରୁ ଲୋକେ ଆତଙ୍କିତ ଅଛନ୍ତି। ସୂଚନାଯୋଗ୍ୟ ଯେ ଗତ କାଲି ବିଳମ୍ବିତ ରାତିରେ ଆଙ୍କୁଲା ଆମ୍ବ ତୋଟା ଦିଗରୁ ତୁରଙ୍ଗ ଦେହୁରୀ ସାହି ବାଉଁଶ ପୋଖରୀ…

Continue Readingତୁରଙ୍ଗ ଗାଁରୁ ଜଙ୍ଗଲୀ ହାତୀପଲଙ୍କୁ ଘଉଡ଼ାଇଲେ ବନ ବିଭାଗ, ଗତ ରାତିଠୁ କରୁଥିଲେ ଉତ୍ପାତ

ଟ୍ରକ ଧକ୍କାରେ ଦୁଇ ବାଇକ ଆରୋହୀ ମୃତ, ଡ୍ରାଇଭର ଫେରାର

ତାଳଚେର : ଅନୁଗୁଳ ଜିଲ୍ଲା ତାଳଚେର ପବିତ୍ର ମୋହନ ଛକ ନିକଟରେ ଟ୍ରକ ଧକ୍କାରେ ଦୁଇ ମୋଟର ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ମଧ୍ୟରୁ ଜଣେ ପରଜଙ୍ଗ ଖାଲପାଳ ଅଞ୍ଚଳର ଭାଗିରଥି ମହାନ୍ତି ହୋଇଥିବା ବେଳେ ଅନ୍ୟ ଜଣଙ୍କର ପରିଚୟ…

Continue Readingଟ୍ରକ ଧକ୍କାରେ ଦୁଇ ବାଇକ ଆରୋହୀ ମୃତ, ଡ୍ରାଇଭର ଫେରାର

ସଟର ତାଡି ମୋବାଇଲ ଦୋକାନରୁ ମୂଲ୍ୟବାନ ଜିନିଷ ଚୋରି

ଅନୁଗୁଳ: ମଙ୍ଗଳବାର ରାତିରେ ଅନୁଗୁଳ ଶୀତଳ ପ୍ଲାଜାରେ ଥିବା ଆଦିତ୍ୟ ମୋବାଇଲର ସଟର ତାଡି ଚୋରମାନେ ପାଞ୍ଚଟି ଦାମୀ ମୋବାଇଲ ସେଟ, ସ୍ପିକର ସହ ଅନ୍ୟାନ୍ୟ ଉପକରଣ ନେଇଯାଇଛନ୍ତି। ଏ ନେଇ ଦୋକାନର ମାଲିକ ଆଜି ସକାଳେ ଥାନାରେ ଅଭିଯୋଗ କରିଛନ୍ତି।…

Continue Readingସଟର ତାଡି ମୋବାଇଲ ଦୋକାନରୁ ମୂଲ୍ୟବାନ ଜିନିଷ ଚୋରି

ଧାନ ମଣ୍ଡିରେ ଧାନ କିଣା ଆରମ୍ଭ

ଅନୁଗୁଳ: ଅନୁଗୁଳ ବିଭିନ୍ନ ଅଞ୍ଚଳରେ ଥିବା ୧୦୦ଟି ଧାନ ମଣ୍ଡିରେ ମଙ୍ଗଳବାର ଧାନ କିଣା ଆରମ୍ଭ ହୋଇଯାଇଛି। ଏହି ଅବସରରେ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଦୁର୍ଗାପୁର କୃଷି ସମବାୟ ସମିତି ଠାରେ ଧାନକ୍ରୟ ମଣ୍ଡି ଉଦଘାଟନ କରି ଚାଷୀଙ୍କ ନିକଟରୁ…

Continue Readingଧାନ ମଣ୍ଡିରେ ଧାନ କିଣା ଆରମ୍ଭ

ଘରୋଇ ହସ୍ପିଟାଲ ହାତ ଛାଡ଼ିଦେଲା: ଦୁଇ ପୁଅଙ୍କୁ ଜନ୍ମ ଦେଇ ଆଖି ବୁଜିଲା ମା’

ଅନୁଗୁଳ: ଜଣେ ମହିଳା ଗର୍ଭବତୀ ହେବା ଦିନଠାରୁ ସନ୍ତାନ ପ୍ରସବ କରିବା ଯାଏ ତାକୁ କିଭଳି ସ୍ୱାସ୍ଥ୍ୟ ସେବା ମିଳିବ ଏଥିପାଇଁ ଆଶା,ଏଏନଏମ ଠାରୁ ଅନ୍ୟ ତଳିଆ କର୍ମଚାରୀ ରହିଛନ୍ତି। କିନ୍ତୁ କିଛି ନର୍ସିଂହୋମ ରୋଗୀ ପିଛା ହଜାରେରୁ ଦୁଇ ହଜାର…

Continue Readingଘରୋଇ ହସ୍ପିଟାଲ ହାତ ଛାଡ଼ିଦେଲା: ଦୁଇ ପୁଅଙ୍କୁ ଜନ୍ମ ଦେଇ ଆଖି ବୁଜିଲା ମା’

ବର୍ଷାନ୍ତ ପଥୋତ୍ସବ: ରାସ୍ତାରେ ମନ ଭରି ନାଚିଲେ, ଗାଇଲେ, ଝୁମିଲେ ଅନୁଗୁଳବାସୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପ୍ରଶାସନର ସହଯୋଗରେ ପ୍ରଥମ ଥର ପାଇଁ ଆଜି ଚାରିଟି ଉପଖଣ୍ଡରେ ଆୟୋଜିତ ହୋଇଛି ରାହାଗିରି ବା ପଥୋତ୍ସବ। ଏ ଅବସରରେ ଶୀତ ସକାଳର ଥଣ୍ଡା ପବନକୁ ଖାତିର ନ କରି ଯୁବଗୋଷ୍ଠୀ ଓ ଛାତ୍ରଛାତ୍ରୀ ରାସ୍ତା ଉପରେ…

Continue Readingବର୍ଷାନ୍ତ ପଥୋତ୍ସବ: ରାସ୍ତାରେ ମନ ଭରି ନାଚିଲେ, ଗାଇଲେ, ଝୁମିଲେ ଅନୁଗୁଳବାସୀ

ପୋଲିସ କବ୍‌ଜାରେ ଦୀର୍ଘ ଦିନ ହେଲା ଆତଙ୍କରାଜ୍ ଚଳାଇଥିବା ୪ ଦୁର୍ଦ୍ଦାନ୍ତ ଅପରାଧୀ, ୨ ବନ୍ଧୁକ ଓ ମାରଣାସ୍ତ୍ର ଜବତ

ତାଳଚେର: ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଲୁଟ୍‌ପାଟ୍ କରୁଥିବା ଅଭିଯୋଗରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି। ପୋଲିସ ଏକ ସ୍କ୍ୱାର୍ଡ ଗଠିତ କରି ତାଳଚେର ସମେତ ଛେଣ୍ଡିପଦା, ଅନୁଗୁଳ, ବଅଁରପାଳ, ବିକ୍ରମପୁର ଥାନା ଅଞ୍ଚଳରେ ଆତଙ୍କ ରଚୁଥିବା ଏହି ଅଭିଯୁକ୍ତଙ୍କୁ…

Continue Readingପୋଲିସ କବ୍‌ଜାରେ ଦୀର୍ଘ ଦିନ ହେଲା ଆତଙ୍କରାଜ୍ ଚଳାଇଥିବା ୪ ଦୁର୍ଦ୍ଦାନ୍ତ ଅପରାଧୀ, ୨ ବନ୍ଧୁକ ଓ ମାରଣାସ୍ତ୍ର ଜବତ

ଆଠ ମଲ୍ଲିକକୁ ଜିଲ୍ଲା ମାନ୍ୟତା ଦାବି, ଗଠନ ହେଲା କମିଟି

ଆଠମଲ୍ଲିକ: ଆଠ ମଲ୍ଲିକକୁ ଜିଲ୍ଲା ମାନ୍ୟତା ଦାବି କରି ଆଜି ସ୍ଥାନୀୟ ଦୁର୍ଗା ବଜାର ସ୍ଥିତ କିଶୋର କ୍ଲବରେ ଉନ୍ନତି ବିଚାର ମଞ୍ଚ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି। ସମାଜସେବୀ ରାମାନନ୍ଦ ପାଣିଗ୍ରାହୀଙ୍କ ଆବାହକତ୍ୱ ଶିକ୍ଷାବିତ ପିତାମ୍ବର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ…

Continue Readingଆଠ ମଲ୍ଲିକକୁ ଜିଲ୍ଲା ମାନ୍ୟତା ଦାବି, ଗଠନ ହେଲା କମିଟି