ଆସନ୍ତାକାଲି ସକାଳ ୮ଟାରୁ ସନ୍ଧ୍ୟା ୫ଟା ଯାଏଁ ଏସବୁ ସ୍ଥାନରେ କଟିବ ଲାଇନ୍, ସୂଚନା ଦେଲା ଓପିଟିସିଲ୍

ଅନୁଗୁଳ: ଆସନ୍ତାକାଲି ସକାଳ ୮ଟାରୁ ସନ୍ଧ୍ୟା ୫ଟା ଯାଏଁ ଅନୁଗୁଳ ଗ୍ରୀଡ୍ ଅଧୀନସ୍ଥ ହେମସୁରପଡ଼ା, ଇଣ୍ଡଷ୍ଟ୍ରିଆଲ, ଆର୍ସିଏମଏସ, ନାଲକୋ, ବନ୍ତଳା ଓ ବଡକେରା ୩୩/୧୧ କେଭି ସବ୍ ଷ୍ଟେସନ ଅନ୍ତର୍ଗତ ସମସ୍ତ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବନ୍ଦ ରହିବ। ଏନେଇ ଟାଟା…

Continue Readingଆସନ୍ତାକାଲି ସକାଳ ୮ଟାରୁ ସନ୍ଧ୍ୟା ୫ଟା ଯାଏଁ ଏସବୁ ସ୍ଥାନରେ କଟିବ ଲାଇନ୍, ସୂଚନା ଦେଲା ଓପିଟିସିଲ୍

ବିଭିନ୍ନ ଦାବି ନେଇ ପୁଣିଥରେ ରାଉରକେଲାରୁ ନବୀନ ନିବାସ ଯାତ୍ରା କରୁଛନ୍ତି ମୁକ୍ତିକାନ୍ତ, ଆଜି ଅନୁଗୁଳରେ କରିବେ ରାତ୍ରିଯାପନ

ଅନୁଗୁଳ: ରାଉରକେଲାର ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକାରୀ ନେଇ ଦ୍ବିତୀୟ ଥର ପାଇଁ ରାଉରକେଲାରୁ ନବୀନ ନିବାସ ପଦଯାତ୍ରା କରୁଛନ୍ତି ମୁକ୍ତିକାନ୍ତ ବିଶ୍ବାଳ। ୨୨ ଦିନର ଯାତ୍ରା ପରେ ସେ ଆଜି ସନ୍ଧ୍ୟାରେ ଅନୁଗୁଳରେ ପହଞ୍ଚିଛନ୍ତି। ଅନୁଗୁଳ ଜିଲ୍ଲା ସ୍ବେଚ୍ଛାସେବୀ ତାଙ୍କୁ ସ୍ବାଗତ…

Continue Readingବିଭିନ୍ନ ଦାବି ନେଇ ପୁଣିଥରେ ରାଉରକେଲାରୁ ନବୀନ ନିବାସ ଯାତ୍ରା କରୁଛନ୍ତି ମୁକ୍ତିକାନ୍ତ, ଆଜି ଅନୁଗୁଳରେ କରିବେ ରାତ୍ରିଯାପନ

କବିତା ହେଲେ ଏୟୁସିସିବି ଉପସଭାପତି

ଅନୁଗୁଳ: କବିତା ସାହୁ ଅନୁଗୁଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ୍(ଏୟୁସିସିବି)ର ଉପସଭାପତି ଭାବେ ମଙ୍ଗଳବାର ନିର୍ବାଚିତ ହୋଇଛନ୍ତି। ଆଜି ଅନୁଷ୍ଠିତ ନିର୍ବାଚନରେ ନିର୍ଦ୍ବନ୍ଦରେ ସେ ବିଜୟୀ ହୋଇଛନ୍ତି। ଉପସଭାପତି ପାଇଁ ଏକମାତ୍ର ପ୍ରାର୍ଥୀ ଭାବେ ସେ ନାମାଙ୍କନ ପତ୍ର ଦାଖଲ କରିବା…

Continue Readingକବିତା ହେଲେ ଏୟୁସିସିବି ଉପସଭାପତି

ଅନୁଗୁଳ ଜିଲ୍ଲାରେ ଧଳା ଘୁଷୁରୀ ଚାହିଦା ବଢୁଛି

ଅନୁଗୁଳ: ଅନୁଗୁଳ ଜିଲ୍ଲା ମାଛ,ଛେଳି ମାଂସ,ଅଣ୍ଡା ଆଦିରେ ଆତ୍ମନିର୍ଭରଶୀଳ ହଉ ନହେଉ ଧଳା ଘୁଷୁରୀ ପାଳନ ଓ ମାଂସ ଉତ୍ପାଦନରେ ଖୁବ ଶୀଘ୍ର ଆତ୍ମନିର୍ଭରଶୀଳ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଏହି ଚାଷୀ ମାନଙ୍କୁ ଧଳା ଘୁଷୁରୀ ପାଳନର…

Continue Readingଅନୁଗୁଳ ଜିଲ୍ଲାରେ ଧଳା ଘୁଷୁରୀ ଚାହିଦା ବଢୁଛି

୫ ବର୍ଷରେ ଅନୁଗୁଳରେ ୫ ଗୁଣ ବଢ଼ିଛି ନିଖୋଜଙ୍କ ସଂଖ୍ୟା, ମାନବ ଚାଲାଣ ଗ୍ୟାଙ୍ଗର ସମ୍ପୃକ୍ତି ଥିବା ସନ୍ଦେହ

ଅନୁଗୁଳ : ଅନୁଗୁଳ ଜିଲ୍ଲାରେ ବଢ଼ି ଚାଲିଛି ନିଖୋଜ ସଂଖ୍ୟା। ଜିଲ୍ଲାରେ ପୁରୁଷଙ୍କ ତୁଳନାରେ ଯୁବତୀ ଓ ମହିଳା ନିଖୋଜଙ୍କ ସଂଖ୍ୟା ଅଧିକ ରହିଛି, ଯାହା ଏବେ ଜିଲ୍ଲାବାସୀଙ୍କ ଚିନ୍ତା ବଢ଼ାଇଛି। ସୂଚନା ମୁତାବକ, ଗତ ୫ ବର୍ଷ ମଧ୍ୟରେ ଅନୁଗୁଳରେ…

Continue Reading୫ ବର୍ଷରେ ଅନୁଗୁଳରେ ୫ ଗୁଣ ବଢ଼ିଛି ନିଖୋଜଙ୍କ ସଂଖ୍ୟା, ମାନବ ଚାଲାଣ ଗ୍ୟାଙ୍ଗର ସମ୍ପୃକ୍ତି ଥିବା ସନ୍ଦେହ

ଖୁସି ଖବର! ତାଳଚେର ଡାକ୍ତରଖାନାରେ ଯୋଗ ଦେଲେ ୬ ଜଣ ନୂଆ ଡାକ୍ତର

ତାଳଚେର: ଦୀର୍ଘବର୍ଷର ଦାବି ପରେ ତାଳଚେର ଉପଖଣ୍ଡ ମଣ୍ଡାପାଳ ସରକାରୀ ଡାକ୍ତରଖାନାରେ ୬ଜଣ ଡାକ୍ତରଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ଏ ନେଇ ତାଳଚେରବାସୀ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। ଏହି ଡାକ୍ତରଖାନାରେ ନୂତନଭାବେ ସର୍ଜରୀ ସ୍ପେଶାଲିଷ୍ଟ…

Continue Readingଖୁସି ଖବର! ତାଳଚେର ଡାକ୍ତରଖାନାରେ ଯୋଗ ଦେଲେ ୬ ଜଣ ନୂଆ ଡାକ୍ତର

ବିନା ଫାର୍ମାସିଷ୍ଟରେ ଔଷଧ ବିକ୍ରି ଚାଲିଛି: କର୍ତ୍ତୃପକ୍ଷ ନିଦାବିଷ୍ଣୁ

ଅନୁଗୁଳ: ହେଲମେଟ ନ ପିନ୍ଧି ଗାଡି ଚଳାଇଲେ ଚାଲାଣ କଟୁଛି, ଟ୍ରେଡ଼ ଲାଇସେନ୍ସ ନଥିଲେ ଦୋକାନ ସଟର ବନ୍ଦ, ଫୁଡ଼ ଲାଇସେନ୍ସ ନ ଥିଲେ ଫାଇନ, ଫାୟାର ଲାଇସେନ୍ସ ନ ଥିଲେ ଫାଇନ କିନ୍ତୁ ଅନୁଗୁଳ ଜିଲ୍ଲାରେ ଶହ ଶହ ଔଷଧ…

Continue Readingବିନା ଫାର୍ମାସିଷ୍ଟରେ ଔଷଧ ବିକ୍ରି ଚାଲିଛି: କର୍ତ୍ତୃପକ୍ଷ ନିଦାବିଷ୍ଣୁ

୧୫ ହଜାର ମହିଳାଙ୍କୁ ଦିଆଯିବ ବିୟୁଟି ଓ ୱେଲନେସ୍ ଟ୍ରେନିଂ

ଭୁବନେଶ୍ୱର: ମିଶନ ଶକ୍ତି ସଚିବ ସୁଜାତ ଆର୍ କାର୍ତ୍ତିକେୟନ୍ ମେକ୍ ଇନ୍ ଓଡ଼ିଶା କନକ୍ଲେଭ ଅବସରରେ କହିଛନ୍ତି, ମହିଳାମାନଙ୍କୁ ଉଦ୍ୟୋଗୀ କରିପାରିବା ଦିଗରେ ମିଶନ ଶକ୍ତି କାର୍ଯ୍ୟ କରୁଛି । ପଞ୍ଚାୟତ ସ୍ତରରୁ ମହିଳାଙ୍କ ଉନ୍ନତିରେ ସହାୟକ ହେବା ପାଇଁ ପ୍ରତ୍ୟେକ…

Continue Reading୧୫ ହଜାର ମହିଳାଙ୍କୁ ଦିଆଯିବ ବିୟୁଟି ଓ ୱେଲନେସ୍ ଟ୍ରେନିଂ

ମେକ୍ ଇନ୍ ଓଡ଼ିଶା ଏମ୍‌ସିଏଲ୍ ଷ୍ଟଲରେ ଦର୍ଶକଙ୍କୁ ଆକୃଷ୍ଟ କରୁଛି ଭିଆର୍, ଏଆଇ ଟେକ୍ନୋଲୋଜି

ଭୁବନେଶ୍ୱର: ଚଳିତ ‘ମେକ୍ ଇନ୍ ଓଡ଼ିଶା କନକ୍ଲେଭ’ରେ ମହାନଦୀ କୋଲଫିଲ୍ଡ ଲିମିଟେଡ୍ (ଏମ୍‌ସିଏଲ୍) ପକ୍ଷରୁ କୋଇଲା ଖଣିରେ‌ ଭରଚୁଆଲ ରିଏଲିଟୀ (ଭିଆର୍) ଓ ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ (ଏଆଇ) ଟେକ୍ନୋଲୋଜିର ବ୍ୟବହାର ସମ୍ବନ୍ଧିତ ପ୍ରଦର୍ଶନୀ ଦର୍ଶକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । କୋଇଲା…

Continue Readingମେକ୍ ଇନ୍ ଓଡ଼ିଶା ଏମ୍‌ସିଏଲ୍ ଷ୍ଟଲରେ ଦର୍ଶକଙ୍କୁ ଆକୃଷ୍ଟ କରୁଛି ଭିଆର୍, ଏଆଇ ଟେକ୍ନୋଲୋଜି

ଆଜିର ତାଳଚେର ବନ୍ଦକୁ ବିରୋଧ କରି ବିଜେଡି ଉପରେ ବର୍ଷିଲେ ବିଜେପି ନେତା

ତାଳଚେର : ବିଜେଡି ପକ୍ଷରୁ ଆଜି କରାଯାଇଥିବା ତାଳଚେର ବନ୍ଦକୁ ବିଜେପି ବିରୋଧ କରିଛି। ଏ ଅବସରରେ ସ୍ଥାନୀୟ ଏକ ହୋଟେଲରେ ବିଜେପି ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେଡି ଉପରେ ବର୍ଷିଛି। ଆଜିର ତାଳଚେର ବନ୍ଦକୁ ବିଜେଡି ତଥା ତାଳଚେର…

Continue Readingଆଜିର ତାଳଚେର ବନ୍ଦକୁ ବିରୋଧ କରି ବିଜେଡି ଉପରେ ବର୍ଷିଲେ ବିଜେପି ନେତା