୩ ନାବାଳକଙ୍କଠାରୁ ୬ ଚୋରି ବାଇକ୍ ଉଦ୍ଧାର
ଅନୁଗୁଳ: ଅନୁଗୁଳ ସଦର ପୋଲିସ ବୁଧବାର ୩ ଜଣ ନାବାଳକଙ୍କଠାରୁ ୬ଟି ଚୋରି ହୋଇଥିବା ବାଇକ୍ ଉଦ୍ଧାର କରିଛି। ସୂଚନା ଯେ, ସଦର ଥାନା ଅନ୍ତର୍ଗତ କରଡ଼ାଗାଡ଼ିଆ ଗାଁର ଧୃବ ଚରଣ ଦାସଙ୍କ ଘରୁ ସେପ୍ଟେମ୍ବର ୨୯ ତାରିଖ ରାତିରେ ୨ଟି…
ଅନୁଗୁଳ: ଅନୁଗୁଳ ସଦର ପୋଲିସ ବୁଧବାର ୩ ଜଣ ନାବାଳକଙ୍କଠାରୁ ୬ଟି ଚୋରି ହୋଇଥିବା ବାଇକ୍ ଉଦ୍ଧାର କରିଛି। ସୂଚନା ଯେ, ସଦର ଥାନା ଅନ୍ତର୍ଗତ କରଡ଼ାଗାଡ଼ିଆ ଗାଁର ଧୃବ ଚରଣ ଦାସଙ୍କ ଘରୁ ସେପ୍ଟେମ୍ବର ୨୯ ତାରିଖ ରାତିରେ ୨ଟି…
ପାଳଲହଡ଼ା: ସରକାର ଜନସମ୍ପର୍କ ଯାତ୍ରା ଜରିଆରେ ଗାଁ ଗାଁ ବୁଲି ବିକାଶର କଥା କହୁଥିବା ବେଳେ ପାଳଲହଡା ଉପଖଣ୍ଡ ଚିକିତ୍ସାଳୟରେ ବିକାଶର ଚିତ୍ର କିନ୍ତୁ ପୂରା ଓଲଟା। ଏଠାରେ ୨୦୦୯ ମସିହାରେ ଉଦଘାଟିତ ହୋଇଥିବା ଉପଖଣ୍ଡ ଚିକିତ୍ସାଳୟରେ ଆଜି ଯାଏଁ ରକ୍ତ…
ଭୁବନେଶ୍ବର: ରାଜ୍ୟ ରାଜନୀତିରେ ଦୀର୍ଘ ୨୨ ବର୍ଷ ଧରି ଅଭେଦ୍ୟ ଥିବା ବିଜୁ ଜନତା ଦଳ ଧାମନଗର ଉପନିର୍ବାଚନରେ ହାରିଛି। ଦଳ ପାଇଁ ଏହା ଏକ ଶକ୍ତ ଧକ୍କା କହିଲେ ଅତ୍ୟୁକ୍ତି ହେବନାହିଁ। ସବୁ ଉପନିର୍ବାଚନରେ ଜିତି ବିଜେଡି ଯେଉଁ ରେକର୍ଡ…
ଆଠମଲ୍ଲିକ : ଆଠମଲ୍ଲିକ ମିନି ଷ୍ଟାଡିୟମ ଖେଳ ପଡିଆରେ ରବିବାର ମେଗା ଆଇନସେବା ସଚେତନତା ଶିବିର ଆୟୋଜିତ ହୋଇଛି। ସ୍ଥାନୀୟ ତାଲୁକ ଆଇନସେବା କମିଟି ଓ ଜିଲ୍ଲା ପ୍ରଶାସନର ମିଳିତ ସହଭାଗିତାରେ ଅନୁଷ୍ଠିତ ଶିବିରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଦୌରାଜଜ…
ଆଠମଲ୍ଲିକ: ଆଠମଲ୍ଲିକ ବନଖଣ୍ଡ ଅଧୀନସ୍ଥ ବାମୁର ବନାଞ୍ଚଳ ସର୍ଗିପାଲି ସେକ୍ସନ ଫୁଲଝରୀ ବିଟ୍ ଜଙ୍ଗଲ ଅଞ୍ଚଳରେ ଏକ କଲରାପତରିଆ ବାଘର ମୃତ୍ୟୁ ହୋଇଛି। ଖବର ପାଇ ବନବିଭାଗ ପହଞ୍ଚି ମୃତ ଶରୀର ସହ ଚମଡ଼ାକୁ ଉଦ୍ଧାର କରିଥିବା ଜଣାଯାଇଛି। କଲରାପତରିଆର ମୃତ୍ୟୁ…
ଅନୁଗୁଳ: ସ୍ଥାନୀୟ କଦମ ପଡ଼ିଆ ଠାରେ ଚାଲିଥିବା ବାଜି ରାଉତ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଦୁଇଟି ସେମିଫାଇନାଲ ମ୍ୟାଚ ଆଜି ଅନୁଷ୍ଠିତ ହୋଯାଇଛି। ପ୍ରଥମ ମ୍ୟାଚରେ ଗୋଆର ଚର୍ଚ୍ଚିଲ ବ୍ରଦର୍ସ ମୁମ୍ବାଇ ଫୁଟବଲ କ୍ଲବକୁ ୫-୧ ଗୋଲରେ ପରାସ୍ତ କରି ସହଜରେ…
ଅନୁଗୁଳ: ଅନୁଗୁଳ ସହରର ଲକ୍ଷ୍ମୀବଜାର ଅଞ୍ଚଳରୁ ଏକ ଭ୍ୟାନର ବ୍ୟାଟେରୀ ଚୋରି ଅଭିଯୋଗରେ ପୋଲିସ ୩ ଜଣ ଯୁବକଙ୍କୁ ଗିରଫକରି କୋର୍ଟ ଚାଳଶଣ କରିଛି। ସୂଚନା ଯେ, ଲକ୍ଷ୍ମୀବଜାରର ଶୁଭମ୍ ତୁଲସିଆନଙ୍କ ଏକ ଭ୍ୟାନ(ଓଡି ୧୯ପି- ୮୦୧୪)ଟି ତାଙ୍କ ଘର ସାମ୍ନାରେ…
ଅନୁଗୁଳ: ରୋଡ ରୋମିଓଙ୍କୁ ଆଉ ନିସ୍ତାର ନାହିଁ। ରାସ୍ତାରେ ଯୁବତୀଙ୍କୁ କମେଣ୍ଟ କରୁଥିବା ୬ ଜଣ ରୋଡ୍ ରୋମିଓଙ୍କୁ ଆଜି ରାତି ପ୍ରାୟ ୯ଟା ବେଳେ ସ୍ଥାନୀୟ ପୋଲିସ ଉଠାଇ ନେଇଛି। ସୂଚନା ମୁତାବକ, ଆଜି ବିଳମ୍ବିତ ରାତିରେ ଅନୁଗୁଳ ଶଙ୍କର…
ଅନୁଗୁଳ: ସବୁବେଳେ ଦାୟିତ୍ୱରେ ଅବହେଳା ପାଇଁ ବିବାଦ ଘେରରେ ଥିବା ଅନୁଗୁଳ ମେଡିକାଲରୁ ଗତ ଶୁକ୍ରବାର ସନ୍ଧ୍ୟାରେ ଆଉ ଜଣେ ରୋଗୀ ପଳାଇ ଥିବା ଜଣା ପଡ଼ିଛି। ମେଲ ମେଡ଼ିସିନ ୱାର୍ଡରେ ଥିବା ଏହି ଅଜଣା ରୋଗୀ ଯାହାର କେହି ସହାୟକ…
ତାଳଚେର : ୪୮ତମ କୋଲ ଇଣ୍ଡିଆ ପ୍ରତିଷ୍ଠା ଦିବସରେ ସୁରକ୍ଷା, ସିଏସଆର, ବିକାଶ ଏବଂ ସ୍ୱଚ୍ଛତା ଆଦିରେ ଉତ୍ତମ ଯୋଗଦାନ ପାଇଁ ମହାନଦୀ କୋଲଫିଲ୍ଡସ ଲିଃ (ଏମସିଏଲ) ପୁରସ୍କୃତ ହୋଇଛି। କୋଲକାତାରେ ଆୟୋଜିତ ଏକ ଭବ୍ୟ ସମାରୋହରେ କେନ୍ଦ୍ର କୋଇଲା, ଖଣି…