ଖବର କାଗଜ ବିତରକଙ୍କ ପୁତୁରା ପାଇଲେ ଏମବିବିଏସ୍, ବୁର୍ଲା ଭିମସାରରେ ପଢ଼ିବେ ମେଡିକାଲ

ଅନୁଗୁଳ: କିଛି କରି ଦେଖାଇବାର ଇଚ୍ଛା ଶକ୍ତି ହିଁ ମଣିଷକୁ ସଫଳତା ଦିଗରେ ବାଟ କଢ଼ାଇ ନିଏ। ଅନୁଗୁଳ ଜିଲ୍ଲା ବଅଁରପାଳ ଗୋତମରା ଅଞ୍ଚଳର ମୁକେଶ ବେହେରାଙ୍କ କ୍ଷେତ୍ରରେ ସେମିତି କିଛି ଦେଖିବାକୁ ମିଳିଛି। କଠିନ ପରିସ୍ଥିତିରେ ବି ମୁକାବିଲା କରି…

Continue Readingଖବର କାଗଜ ବିତରକଙ୍କ ପୁତୁରା ପାଇଲେ ଏମବିବିଏସ୍, ବୁର୍ଲା ଭିମସାରରେ ପଢ଼ିବେ ମେଡିକାଲ

୫ଟି ଛାଟ: ଦାୟିତ୍ବରୁ ହଟିଲେ ଅସାଧୁ ପୋୖର କର୍ମଚାରୀ

ଅନୁଗୁଳ: ଏକଦା ଅନୁଗୁଳ ପୌରପାଳିକାରେ ଏବିସିଡି ନାମରେ ଥିବା ଚାରି କର୍ମଚାରୀଙ୍କ ହୁକୁମ ଚାଲୁଥିଲା। ଅନୁଗୁଳ ଜନସାଧାରଣ ବିଶେଷ କରି ବ୍ୟବସାୟୀ ମହଲ ବିଶେଷ ହନ୍ତସନ୍ତ ହେଉଥିଲେ। ସମୟକ୍ରମେ ସେ ଗୋଷ୍ଠୀ ଭାଙ୍ଗି ଯିବା ପରେ କରୋନା କାଳରେ ବି ସ୍କୋୟାର…

Continue Reading୫ଟି ଛାଟ: ଦାୟିତ୍ବରୁ ହଟିଲେ ଅସାଧୁ ପୋୖର କର୍ମଚାରୀ

ପଦ୍ମପୁର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁକମ୍ପା ପରେ ତାଳଚେରକୁ ମଧ୍ୟ ଜିଲ୍ଲା ଘୋଷଣା କରିବାକୁ ଦାବି

ତାଳଚେର : ବରଗଡ଼ ଜିଲ୍ଲା ପଦ୍ମପୁର ଉପନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀ ଏହାକୁ ରାଜ୍ୟର ୩୧ ତମ ଜିଲ୍ଲା ଘୋଷଣା କରିବାକୁ ବିବୃତି ଦେବା ପରେ ଏବେ ତାଳଚେରକୁ ଜିଲ୍ଲା ଘୋଷଣା କରିବାକୁ ଦାବି ଜୋର ଧରିଛି। ତାଳଚେର ଜନବିକାଶ କଲ୍ୟାଣ ସଂଘ…

Continue Readingପଦ୍ମପୁର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁକମ୍ପା ପରେ ତାଳଚେରକୁ ମଧ୍ୟ ଜିଲ୍ଲା ଘୋଷଣା କରିବାକୁ ଦାବି

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିବେ ୫୦ ଡାକ୍ତର

ଅନୁଗୁଳ: ସରକାର ରାଜ୍ୟ ସ୍ୱାସ୍ଥ୍ୟ ସେବାରେ ଆଖିଦୃଶିଆ ଉନ୍ନତି ଆଣିବା ପାଇଁ ରାଜ୍ୟରେ ୨୦୦୦ ନୂଆ ଏଲଟିଆରେମୋ ପଦବୀ ମଞ୍ଜୁର କରିଛନ୍ତି। ଏଥି ନେଇ ସ୍ୱାସ୍ଥ୍ୟ ସଚିବ ଏକ ପତ୍ର ମାଧ୍ୟମରେ ସ୍ପଷ୍ଟ କରିଛନ୍ତି। ଏହି ଚିଠି ମୁତାବକ ୩୦ଟି ଜିଲ୍ଲାକୁ…

Continue Readingଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିବେ ୫୦ ଡାକ୍ତର

ପ୍ରେମ ନିବେଦନ ନ ଗ୍ରହଣ କରିବାରୁ ଅନ୍ତରଙ୍ଗ ଫଟୋ ଉତ୍ତୋଳନ କରି ବ୍ଲାକମେଲିଂ, ଅଭିଯୁକ୍ତ ଗିରଫ

ଅନୁଗୁଳ: ପ୍ରେମ ନିବେଦନ ନ ଗ୍ରହଣ କରିବାରୁ ଅନ୍ତରଙ୍ଗ ଫଟୋ ଉତ୍ତୋଳନ କରି ବ୍ଲାକମେଲିଂ ଓ ଫଟୋ ଭାଇରାଲ କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି ଅନୁଗୁଳ ପୋଲିସ। ଅନୁଗୁଳ ସହର ଉପକଣ୍ଠରେ ଭଡ଼ା ଘରେ ରହୁଥିବା ଜଣେ କଲେଜ…

Continue Readingପ୍ରେମ ନିବେଦନ ନ ଗ୍ରହଣ କରିବାରୁ ଅନ୍ତରଙ୍ଗ ଫଟୋ ଉତ୍ତୋଳନ କରି ବ୍ଲାକମେଲିଂ, ଅଭିଯୁକ୍ତ ଗିରଫ

ହାତୀ ଉପଦ୍ରବ: ଗାଁରେ ପଶି କାହାର ଫସଲ ଖାଇଗଲେଣି ତ କାହାର ଭାଙ୍ଗିଲେଣି ଘର, ବନ ବିଭାଗ ଫେଲ୍

ଅନୁଗୁଳ: ହାତୀମାନଙ୍କ ଆଡ୍ଡାସ୍ଥଳୀ ପାଲଟିଛି ତାଳଚେର ବ୍ଲକ କଙ୍କିଳୀ ପଞ୍ଚାୟତ। ୧୮ ଦିନ ହେଲାଣି ହାତୀ ପଲ ଏଠାକୁ ଆସି ଉତ୍ପାତ ହେଉଛନ୍ତି। କେଉଁଠି ଧାନ କ୍ଷେତ ଉଜାଡ଼ିଲେଣି ତ ଆଉ କେଉଁଠି ଫସଲ ଖାଇ ଗଲେଣି। ହାତୀ ଉପଦ୍ରବ ରୋକିବାରେ…

Continue Readingହାତୀ ଉପଦ୍ରବ: ଗାଁରେ ପଶି କାହାର ଫସଲ ଖାଇଗଲେଣି ତ କାହାର ଭାଙ୍ଗିଲେଣି ଘର, ବନ ବିଭାଗ ଫେଲ୍

ସର୍ବନିମ୍ନ ମଜୁରୀ ସହ ଅନ୍ୟ ଦାବି ନେଇ ଶ୍ରମିକ ସଂଘ ପକ୍ଷରୁ ଲିଙ୍ଗରାଜ କ୍ଷେତ୍ର ମହାପ୍ରବନ୍ଧକଙ୍କୁ ଦାବିପତ୍ର ପ୍ରଦାନ

ତାଳଚେର: ତାଳଚେର ଏମ୍.ସି.ଏଲ୍ ସ୍ଥିତ ଲିଙ୍ଗରାଜ କୋଇଲା ଖଣିରେ କାର୍ଯ୍ୟରତ ଠିକା ଶ୍ରମିକଙ୍କ ସର୍ବନିମ୍ନ ମଜୁରୀ ଓ ଅନ୍ୟାନ୍ୟ ଦାବି ନେଇ ଶିଳ୍ପାଞ୍ଚଳ ଶ୍ରମିକ ସଂଘ ପକ୍ଷରୁ ଲିଙ୍ଗରାଜ କ୍ଷେତ୍ର ମହାପ୍ରବନ୍ଧକଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି। ବିଜେପି ନେତା ତଥା…

Continue Readingସର୍ବନିମ୍ନ ମଜୁରୀ ସହ ଅନ୍ୟ ଦାବି ନେଇ ଶ୍ରମିକ ସଂଘ ପକ୍ଷରୁ ଲିଙ୍ଗରାଜ କ୍ଷେତ୍ର ମହାପ୍ରବନ୍ଧକଙ୍କୁ ଦାବିପତ୍ର ପ୍ରଦାନ

ସିମିଳିପଡ଼ାରେ ହେବ ନୂଆ ସବଜି ମଣ୍ଡି

ଅନୁଗୁଳ: ଅନୁଗୁଳ ସିମିଳିପଡାରେ ଏକ ସବଜି ମଣ୍ଡି କରିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଅନୁଗୁଳରେ ଥିବା ନିଉ ଡେଲି ମାର୍କେଟରେ ସ୍ଥାନ ଅଭାବରୁ ଚାଷୀ ଓ ବେପାରୀ ଉଭୟ ବସ ଷ୍ଟାଣ୍ଡ ,ମେଡିକାଲ ରୋଡ଼,ବ୍ଲକ କଲୋନୀ ସାମନା ଏବଂ ଅନ୍ୟାନ୍ୟ…

Continue Readingସିମିଳିପଡ଼ାରେ ହେବ ନୂଆ ସବଜି ମଣ୍ଡି

ଆଜି ରାଜ୍ୟ କ୍ୟାବିନେଟ ବୈଠକ: ୯ଟି ପ୍ରସ୍ତାବରେ ଲାଗିବ ମୋହର

ଭୁବନେଶ୍ବର: ଆଜି (ଶୁକ୍ରବାର) ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ଅପରାହ୍ନ ୫ଟା ୩୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ତେବେ ଏହି ବୈଠକରେ ୯ଟି ପ୍ରସ୍ତାବରେ କ୍ୟାବିନେଟର ମୋହର ଲାଗିବ ନେଇ ସୂଚନା ମିଳିଛି…

Continue Readingଆଜି ରାଜ୍ୟ କ୍ୟାବିନେଟ ବୈଠକ: ୯ଟି ପ୍ରସ୍ତାବରେ ଲାଗିବ ମୋହର

ଫାଣ୍ଡି ଅଧିକାରୀ, କନେଷ୍ଟବଳଙ୍କୁ ମାଡ଼, ୫ ଅଟକ

ବଅଁରପାଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ମହୀଧରପୁର ଫାଣ୍ଡି ଅନ୍ତର୍ଗତ ସେରେଣାବେଡ଼ା ଗାଁରେ ବୁଧବାର ରାତିରେ ତୁମୁଳ କାଣ୍ଡ ଘଟିଛି। ଠାକୁରଙ୍କ ଭସାଣି ଶୋଭାଯାତ୍ରାରେ ପୋଲିସ ଡିଜେ ବଜାଇବା ବନ୍ଦ କରିବାରୁ ଯୁବକମାନେ ଫାଣ୍ଡି ଅଧିକାରୀ ଓ ଜଣେ କନେଷ୍ଟବଳଙ୍କୁ ନିର୍ଧୂମ…

Continue Readingଫାଣ୍ଡି ଅଧିକାରୀ, କନେଷ୍ଟବଳଙ୍କୁ ମାଡ଼, ୫ ଅଟକ