ଏଯାଏଁ ନିର୍ମାଣ ହେଲାନି ରାତ୍ରି ରହଣି ସ୍ଥଳ
ଅନୁଗୁଳ: ରାଜ୍ୟ ସରକାର ନିକଟରେ ସବୁ ପୌରାଞ୍ଚଳରେ ରାତ୍ରି ରହଣିସ୍ଥଳକୁ ସମ୍ପୂର୍ଣ୍ଣ କରିବା ସହ ଜଣେ ହେଲେ ବି ଯାଯାବର ବା ବାସହୀନ ଲୋକ ଯେଭଳି ଖୋଲା ଆକାଶ ତଳେ ନ ଶୋଇବେ ସେଥିନେଇ ଗାଇଡ୍ଲାଇନ୍ ପ୍ରଦାନ କରିଛନ୍ତି। ବର୍ତ୍ତମାନ ରାଜ୍ୟରେ…
ଅନୁଗୁଳ: ରାଜ୍ୟ ସରକାର ନିକଟରେ ସବୁ ପୌରାଞ୍ଚଳରେ ରାତ୍ରି ରହଣିସ୍ଥଳକୁ ସମ୍ପୂର୍ଣ୍ଣ କରିବା ସହ ଜଣେ ହେଲେ ବି ଯାଯାବର ବା ବାସହୀନ ଲୋକ ଯେଭଳି ଖୋଲା ଆକାଶ ତଳେ ନ ଶୋଇବେ ସେଥିନେଇ ଗାଇଡ୍ଲାଇନ୍ ପ୍ରଦାନ କରିଛନ୍ତି। ବର୍ତ୍ତମାନ ରାଜ୍ୟରେ…
ଅନୁଗୁଳ: ରାଜ୍ୟ ସରକାର ଆଇପିଏସ୍ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି। ୧୩ଟି ଜିଲ୍ଲାରେ ସରକାର ନୂଆ ଏସ୍ପିଙ୍କୁ ନିଯୁକ୍ତି ଦେଇଥିବାବେଳେ ବରିଷ୍ଠ ଅଧିକାରୀମାନଙ୍କୁ ମଧ୍ୟ ଅଦଳବଦଳ କରିଛନ୍ତି। ଏହି କ୍ରମରେ ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି ନରସି˚ହ ଭୋଳଙ୍କୁ ସମ୍ବଲପୁର…
ଅନୁଗୁଳ: ଆସନ୍ତା ଫେବୃଆରୀ ମଧ୍ୟରେ ସିବିଏସଇ ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ହେବନି ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ। ମଙ୍ଗଳବାର ସାରା ଦେଶରେ ଶିକ୍ଷକ ଏବଂ ଛାତ୍ରଛାତ୍ରୀ ମାନଙ୍କ ସହ ସିଧାସଳଖ ଆଲୋଚନା ବେଳେ…
ଅନୁଗୁଳ: ଚଳିତ ମାସ ୧୬ ତାରିଖଠାରୁ ଜିଲ୍ଲାରେ ଖରିଫ୍ ଧାନ କିଣା ଆରମ୍ଭ ହୋଇଛି। ଜିଲ୍ଲାରେ ଧାନ କିଣା ପାଇଁ ୯୪ଟି ମଣ୍ଡି ଖୋଲିବାକୁ ବ୍ୟବସ୍ଥା ହୋଇଛି। ଚଳିତ ବର୍ଷ ଧାନ ବିକିବାକୁ ୩୫ ହଜାର ୮୭୭ ଜଣ ଚାଷୀ ସେମାନଙ୍କର…
ଅନୁଗୁଳ: ରୁପେ କାର୍ଡଧାରୀଙ୍କ ପାଇଁ ଖୁସି ଖବର। ଏବେ ବିନା ଇଣ୍ଟରନେଟରେ ମଧ୍ୟ ଲୋକମାନେ ଏହି କାର୍ଡଦ୍ବାରା ପେମେଣ୍ଟ କରିବାର ସୁବିଧା ପାଇପାରିବେ। ନ୍ୟାସ୍ନାଲ୍ ପେମେଣ୍ଟ୍ସ କର୍ପୋରେସନ୍ ଅଫ୍ ଇଣ୍ତିଆ (ଏନ୍ପିସିଆଇ) କହିଛି, ରୁପେ କଣ୍ଟାକ୍ଟଲେସ୍ କାର୍ଡରେ ଅଫଲାଇନ୍ ପେମେଣ୍ଟ ଲାଗି…
ଅନୁଗୁଳ: ଅନୁଗୁଳ ପୁଲିସ୍ର ସ୍ପେଶାଲ ସ୍କ୍ବାଡ୍କୁ ମିଳିଛି ବଡ଼ ସଫଳତା। ଅପରାହ୍ଣରେ ପୁଲିସ୍ ଅନୁଗୁଳ ଥାନା ଇଲାକା ବଲାସି˚ହା ବାଲିସାହି ଜଙ୍ଗଲରେ ଚଢ଼ଉ କରି ସ୍କ୍ରାପ୍ ଚୋରିରେ ସ˚ପୃକ୍ତ ଏକ ଡକାୟତ ଗ୍ୟାଙ୍ଗକୁ କାବୁ କରିଛି। ଦୁର୍ବୃତ୍ତମାନେ ଏକ ନିର୍ମା ଣାଧୀନ…
ଅନୁଗୁଳ: ପାରଦ ଖସିଲା। ଶୀତରେ ଥରୁଛି ଓଡ଼ିଶା । ଶୁକ୍ରବାରଠାରୁ ରାଜ୍ୟରେ ପୁଣି ଆରମ୍ଭ ହୋଇଛି ଶୀତ ଲହରି । ବିଭିନ୍ନ ଜିଲ୍ଲାରେ ଅନୁଭୂତ ହୋଇଛି ହାଡ଼ଭଙ୍ଗା ଶୀତ । ଶୁକ୍ରବାର ରାଜ୍ୟର ୧୦ଟି ସହରରେ ପାରଦ ୧୩ ଡିଗ୍ରୀ ସେଲସିୟସ୍…
ଅନୁଗୁଳ: ଜିଲ୍ଲାରେ ମାତିଛନ୍ତି ସାଇବର ଅପରାଧୀ। କେତେବେଳେ ଫେସବୁକ୍ ହ୍ୟାକ୍ କରି ଟଙ୍କା ଲୁଟି ନେଉଛନ୍ତି ତ ଆଉ କେତେବେଳେ ଅନ୍ଲାଇନ୍ ଟ୍ରାଞ୍ଜାକ୍ସନ୍ ବେଳେ ଆକାଉଣ୍ଟ ଖାଲି କରି ଦେଉଛନ୍ତି। ଦଶଦିନ ତଳେ ଅନୁଗୁଳ ଥାନାରେ ୨ଟି ସାଇବର ଠକେଇ ହୋଇଥିଲା।…
ଅନୁଗୁଳ: ଭାରତୀୟ ରେଳ ଇତିହାସରେ ପୂର୍ବତଟ ରେଳପଥ ପକ୍ଷରୁ ଏକ ନୂଆ ଜ୍ଞାନ କୌଶଳ ପ୍ରୟୋଗ କରାଯାଇ ଏକ ମାଲ୍ବାହୀ ଟ୍ରେନ୍ ଉପରେ ପରୀକ୍ଷା କରାଯାଇଛି। ଏହି ଟ୍ରେନ୍ଟି ନିକଟରେ ତାଳଚେରରୁ ପାରାଦୀପ ଯାତ୍ରା କରିଥିଲା। ଇଓଟିଟି ଟେକ୍ନୋଲୋଜି ବା ଏଣ୍ତ…
ଅନୁଗୁଳ: ଗୁରୁବାର ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୂଆ ସୁପରିଣ୍ଟେଣ୍ଡେଣ୍ଟ ତଥା ଏଡିଏମ୍ଓ (ମେଡିକାଲ୍) ଡା. ମାନସ ର˚ଜନ ବିଶ୍ବାଳ ଦାୟିତ୍ବ ଗ୍ରହଣ କରିଛନ୍ତି। ଏଟିଭି ସହ ଏକ ସାକ୍ଷାତକାରରେ ଡା. ବିଶ୍ବାଳ କହିଲେ ହସ୍ପିଟାଲ୍ ବିରୋଧରେ ହେଉଥିବା ବିଭିନ୍ନ ଅଭିଯୋଗ…