ରନ୍ଧନ ଗ୍ୟାସ୍‌ ପ୍ରସଙ୍ଗରେ ଆଜିଠୁ ବିଜେଡିର ରାଜ୍ୟବ୍ୟାପୀ ଆନ୍ଦୋଳନ

ଅନୁଗୁଳ: ରନ୍ଧନ ଗ୍ୟାସ୍‌ର ଦରବୃଦ୍ଧି ସିଧାସଳଖ ହାଣ୍ଡିଶାଳରେ ଚଡ଼କ ପକାଇଛି। ଏହାର ପ୍ରତିବାଦରେ ସୋମବାର ଠାରୁ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ବିଜେଡି। ୨୪ ତାରିଖ ପର୍ଯ୍ୟନ୍ତ ରାଜସ୍ୱ ଆୟୁକ୍ତ (ଆର୍‌ଡିସି) କାର୍ଯ୍ୟାଳୟ ସହ ବ୍ଲକ୍‌ସ୍ତରରେ ବିଜେଡି ଛାତ୍ର, ଯୁବ ଓ ମହିଳା…

Continue Readingରନ୍ଧନ ଗ୍ୟାସ୍‌ ପ୍ରସଙ୍ଗରେ ଆଜିଠୁ ବିଜେଡିର ରାଜ୍ୟବ୍ୟାପୀ ଆନ୍ଦୋଳନ

ଅନୁଗୁଳ ଜିଲ୍ଲା ବିଜେଡିକୁ ପୁଣି ଝଟ୍‌କା

ଅନୁଗୁଳ : ଅନୁଗୁଳ ଜିଲ୍ଲା ବିଜେଡିକୁ ପୁଣି ଏକ ଝଟ୍‌କା ଲାଗିଛି। ତ୍ରୀ ସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଜିଲ୍ଲାର ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ ୨ ଦିନ ତଳେ ଦଳ ଛାଡ଼ିଥିବା ବେଳେ ରବିବାର ଅନୁଗୁଳ ବ୍ଲକର ପୂର୍ବତନ ଉପାଧ୍ୟକ୍ଷ,…

Continue Readingଅନୁଗୁଳ ଜିଲ୍ଲା ବିଜେଡିକୁ ପୁଣି ଝଟ୍‌କା

ଜାତୀୟ, ରାଜ୍ୟ ରାଜପଥ ପାଇଁ ଧାର୍ଯ୍ୟ ହେଲା ଗାଡ଼ିର ବେଗ

ଅନୁଗୁଳ: କେଉଁ ରାସ୍ତାରେ କେତେ ସ୍ପିଡରେ ଗାଡି ଚଳାଇବେ, ସେ ନେଇ ପରିବହନ କର୍ତୃପକ୍ଷ ରବିବାର ନୂଆ ନିୟମ ଲାଗୁ କରିଛନ୍ତି । ପରିବହନ କର୍ତୃପକ୍ଷ ବିଜ୍ଞପ୍ତି ଅନୁସାରେ ବାଇକ ଚାଳକମାନେ ସାଧାରଣ ରାସ୍ତାରେ ସର୍ବାଧିକ ଘଂଟା ପ୍ରତି ୪୦ କିଲୋମିଟର…

Continue Readingଜାତୀୟ, ରାଜ୍ୟ ରାଜପଥ ପାଇଁ ଧାର୍ଯ୍ୟ ହେଲା ଗାଡ଼ିର ବେଗ

ସ୍ମାର୍ଟ ହେଲଥ କାର୍ଡ ଯୋଜନାରେ ଯୋଡିହେଲା ଅନୁଗୁଳ,ଶୁଭାରମ୍ଭ କଲେ ୧୧୭୬ କୋଟ ଟଙ୍କାର ପ୍ରକଳ୍ପ

ଅନୁଗୁଳ:ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ଅନୁଗୁଳ ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ଏବଂ ଉଦ୍ଘାଟନ କରିଥିଲେ। ଅନୁଗୁଳ ଷ୍ଟାଡିଅମରେ ଆୟୋଜିତ ଏହି ସଭ।ସ୍ଥଳରେ ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ପୂର୍ବାହ୍ନ ୧୧ ଟାରେ ପହଞ୍ଚିଥିଲେ।ଉପସ୍ଥିତ ହଜାର ହଜାର ଜନତା ହୁଳହୁଳି…

Continue Readingସ୍ମାର୍ଟ ହେଲଥ କାର୍ଡ ଯୋଜନାରେ ଯୋଡିହେଲା ଅନୁଗୁଳ,ଶୁଭାରମ୍ଭ କଲେ ୧୧୭୬ କୋଟ ଟଙ୍କାର ପ୍ରକଳ୍ପ

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସଜେଇ ହୋଇଛି ଅନୁଗୁଳ ସହର

ଅନୁଗୁଳ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଅନୁଗୁଳକୁ ଏକ ଦିନିକିଆ ଗସ୍ତରେ ଅସୁଛନ୍ତି। ଏଥିପାଇଁ ତାଙ୍କର ଗସ୍ତ କାର୍ଯ୍ୟକ୍ରମ ଚୁଡ଼ାନ୍ତ ହୋଇଯାଇଛି। ଦିନ ୧୧ଟାରେ ଅନୁଗୁଳ ଷ୍ଟାଡିଅମର ଅସ୍ଥାୟୀ ହେଲି ପ୍ୟାଡରେ ଅବତରଣ କରିବେ। ଅନୁଗୁଳ ବିଧାୟକ ତଥା ଓଡ଼ିଶା ବିଧାନସଭାର…

Continue Readingମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସଜେଇ ହୋଇଛି ଅନୁଗୁଳ ସହର

ପଦ୍ମ ଧରିଲେ ପୂର୍ବତନ ମନ୍ତ୍ରୀ ସଂଜୀବ ସାହୁ

ଅନୁଗୁଳ: ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସଂଜୀବ ସାହୁ ବିଜେପିରେ ସାମିଲ ହୋଇଛନ୍ତି । ଶୁକ୍ରବାର ବିଜେପି ରାଜ୍ୟ ମୁଖ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇଛନ୍ତି । ତାଙ୍କ ସହ ଶତାଧିକ ବିଜେଡି କର୍ମୀ…

Continue Readingପଦ୍ମ ଧରିଲେ ପୂର୍ବତନ ମନ୍ତ୍ରୀ ସଂଜୀବ ସାହୁ

ମୁଖ୍ୟମନ୍ତ୍ରୀଙ୍କ ଅନୁଗୁଳ ଗସ୍ତକୁ ଜିଲ୍ଲା ଛାତ୍ର କଂଗ୍ରେସର ବିରୋଧ

ଅନୁଗୁଳ: ଆସନ୍ତା କଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁଗୁଳ ଆସୁଥିବା ବେଳେ ଏହି ଗସ୍ତକୁ ବିରୋଧ କରିଛି ଜିଲ୍ଲା ଛାତ୍ର କଂଗ୍ରେସ। ଜିଲ୍ଲା ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସର କର୍ମକର୍ତ୍ତା ଗୁରୁବାର ସନ୍ଧ୍ୟାରେ ସହରର ବିଭିନ୍ନ ସ୍ଥାନରେ ମମିତା ମେହେରକୁ…

Continue Readingମୁଖ୍ୟମନ୍ତ୍ରୀଙ୍କ ଅନୁଗୁଳ ଗସ୍ତକୁ ଜିଲ୍ଲା ଛାତ୍ର କଂଗ୍ରେସର ବିରୋଧ

ଅନୁଗୁଳ ଗସ୍ତ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ବିଜେପିର ୧୩ଟି ପ୍ରଶ୍ନ

ଅନୁଗୁଳ : ମୁଖ୍ୟମନ୍ତ୍ରୀଙ୍କ ଅନୁଗୁଳ ଜିଲ୍ଲା ଗସ୍ତ ପୂର୍ବରୁ ୧୩ଟି ପ୍ରଶ୍ନର ଉତ୍ତର ଦିଅନ୍ତୁ ବୋଲି ଅନୁଗୁଳ ଜିଲ୍ଲା ବିଜେପି ଦାବି କରିଛି। ରାଣୀଗୋଡା ବିଜେପି କାର୍ଯ୍ୟାଳୟ ଠାରେ ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଗୁରୁବାର ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ…

Continue Readingଅନୁଗୁଳ ଗସ୍ତ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ବିଜେପିର ୧୩ଟି ପ୍ରଶ୍ନ

ଯୁକ୍ତ୨ ପାଇଁ ପୁଣିଥରେ ନାମଲେଖା, ଆଜିଠୁ ଆବେଦନ

ଅନୁଗୁଳ : ଯୁକ୍ତ୨ରେ ଖାଲିଥିବା ସିଟ୍ ପୂରଣ ପାଇଁ ତୃତୀୟ ପର୍ଯ୍ୟାୟ ନାମଲେଖା ଅନୁଷ୍ଠିତ ହେବ। କଳା, ବାଣିଜ୍ୟ, ବିଜ୍ଞାନ, ଧନ୍ଦାମୂଳକ ଶିକ୍ଷା ଓ ସଂସ୍କୃତ ପାଠ୍ୟକ୍ରମରେ ନାମ ଲେଖାଇବାକୁ ଥିବା ଆଶାୟୀ ଛାତ୍ରଛାତ୍ରୀ ନଭେମ୍ବର ୧୮ ତଥା ଗୁରୁବାର ପୂର୍ବାହ୍ନ…

Continue Readingଯୁକ୍ତ୨ ପାଇଁ ପୁଣିଥରେ ନାମଲେଖା, ଆଜିଠୁ ଆବେଦନ

ତୁବେରେ ଆଲୋଡ଼ନ,ଗୁଳିମାଡ଼, ଲୁଟପାଟ୍

ଅନୁଗୁଳ: ଜରପଡା ଥାନା ତୁବେ ଗ୍ରାମରେ ଘରେ ପଶି, ଗୁଳିମାଡ଼ ସହ ଶାଶୂ ବୋହୂଙ୍କ ଠାରୁ ଗହଣା ଲୁଟପାଟ ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ମଙ୍ଗଳବାର ସଂଧ୍ୟାରେ ଶାଶୂ- ବୋହୂ ଘରେ ବସି ଟିଭି ଦେଖୁଥିବା ବେଳେ ତିନି ଜଣ ଦୁର୍ବୃତ୍ତ…

Continue Readingତୁବେରେ ଆଲୋଡ଼ନ,ଗୁଳିମାଡ଼, ଲୁଟପାଟ୍