ସରକାରୀ କାର୍ଯ୍ୟାଳୟରେ ପୁଣି ସକ୍ରିୟ ଦଲାଲ! ସକାଳୁ ସଞ୍ଜ ଯାଏ ଅଫିସ ବାରଣ୍ଡାରେ ପଡୁଛି ଡେରା

ଅନୁଗୁଳ: ଦୀର୍ଘଦିନ ଅନ୍ତରରେ ପୁଣି ଥରେ ଅନୁଗୁଳ ସହର ମଧ୍ୟରେ ସକ୍ରିୟ ହୋଇଛି ଦଲାଲ ଗୋଷ୍ଠୀ। ଏଥର କିନ୍ତୁ ଅଲଗା ଯୋଜନାରେ ଲୋକଙ୍କ ଠାରୁ ଲୁଟ କରିବାର ଯୋଜନା କରୁଛନ୍ତି। ସକାଳୁ ସଞ୍ଜ ଯାଏ ସରକାରୀ କାର୍ଯ୍ୟଳୟ ବାରଣ୍ଡାରେ ଏମାନଙ୍କୁ ବୁଲୁଥିବା…

Continue Readingସରକାରୀ କାର୍ଯ୍ୟାଳୟରେ ପୁଣି ସକ୍ରିୟ ଦଲାଲ! ସକାଳୁ ସଞ୍ଜ ଯାଏ ଅଫିସ ବାରଣ୍ଡାରେ ପଡୁଛି ଡେରା

ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ନିପୁଣ ଓଡ଼ିଶା କାର୍ଯ୍ୟକ୍ରମ ସମୀକ୍ଷା ସଭା

ଅନୁଗୁଳ: ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଅବଦାଲ୍ ମହମ୍ମଦ ଅଖତାରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଷ୍ଟିଅରିଂ କମିଟି ଓ ଜିଲ୍ଲା ପ୍ରକଳ୍ପ ପରିଚାଳନା ୟୁନିଟ (ମୌଳିକ ସାକ୍ଷରତା ଏବଂ ସଂଖ୍ୟାଜ୍ଞାନ) ସଭା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ଡିଆଇଇଟି ଅଧ୍ୟକ୍ଷ ବିକ୍ରମ…

Continue Readingଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ନିପୁଣ ଓଡ଼ିଶା କାର୍ଯ୍ୟକ୍ରମ ସମୀକ୍ଷା ସଭା

ଆକ୍ସନ ମୋଡରେ ଅନୁଗୁଳ ପୌରପାଳିକା, ନୋ ପାର୍କିଂ ଜୋନରେ ଗାଡ଼ି ରଖିବାରୁ ଆଦାୟ କଲା ଫାଇନ

ଅନୁଗୁଳ: ଆକ୍ସନ ମୋଡରେ ଅନୁଗୁଳ ପୌରପାଳିକା। ନୋ ପାର୍କିଂ ଜୋନରେ ଗାଡ଼ି ରଖିବାରୁ ଚାଳକଙ୍କଠାରୁ ଆଦାୟ କଲା ଫାଇନ।ଅନୁଗୁଳ ସହର ଭିତରେ ମନ ଇଚ୍ଛା ଭାରି ଯାନ ପାର୍କିଂ ଦ୍ଵାରା ଦୁର୍ଘଟଣା ମାନ ଘଟୁଛି। ଏଣୁ ଜିଲ୍ଲାପାଳ ସହର ଭିତରେ ସର୍ବସାଧାରଣ…

Continue Readingଆକ୍ସନ ମୋଡରେ ଅନୁଗୁଳ ପୌରପାଳିକା, ନୋ ପାର୍କିଂ ଜୋନରେ ଗାଡ଼ି ରଖିବାରୁ ଆଦାୟ କଲା ଫାଇନ

ପାଳଲହଡ଼ାରେ ସାର ଅଭାବ ନେଇ କୃଷକ ବିକ୍ଷୋଭ ପାଇଁ ଚେତାବନୀ

ପାଳଲହଡ଼ା: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଉପଖଣ୍ଡରେ ୟୁରିଆ ସାର ଅଭାବ ନେଇ କୃଷକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଗତ ୧୦ ସେପ୍ଟେମ୍ବରରେ କୃଷକ ସଂଗଠନ ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପଟେଲ କୃଷି ବିଭାଗ ଓ ସମବାୟ…

Continue Readingପାଳଲହଡ଼ାରେ ସାର ଅଭାବ ନେଇ କୃଷକ ବିକ୍ଷୋଭ ପାଇଁ ଚେତାବନୀ

ଅନୁଗୁଳ ବିଧାୟକଙ୍କୁ ଭେଟି ଆଶୁ ଆରୋଗ୍ୟ କାମନା କଲେ ଓୟୁଜେ ସାମ୍ବାଦିକ ୟୁନିଅନ

ଅନୁଗୁଳ: ଅନୁଗୁଳର ଲୋକପ୍ରିୟ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଅସୁସ୍ଥ ହୋଇ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହୋଇ ଫେରିଛନ୍ତି। ଏ ଖବର ପାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲ, ସ୍ୱାସ୍ଥ୍ୟମନ୍ତ୍ରୀ ଡା. ମୁକେଶ…

Continue Readingଅନୁଗୁଳ ବିଧାୟକଙ୍କୁ ଭେଟି ଆଶୁ ଆରୋଗ୍ୟ କାମନା କଲେ ଓୟୁଜେ ସାମ୍ବାଦିକ ୟୁନିଅନ

ନାଲକୋ ବିଶ୍ୱକର୍ମା ପୂଜାରେ ଭିଡ଼, ଟ୍ରାଫିକ ନିୟନ୍ତ୍ରଣରେ ଅବ୍ୟବସ୍ଥା

ଅନୁଗୁଳ: ନାଲକୋ ନଗରରେ ଦୀର୍ଘ ଚାରି ଦଶନ୍ଧି ଧରି ପାଳିତ ବିଶ୍ୱକର୍ମା ପୂଜାର ଶୁକ୍ରବାର ତୃତୀୟ ସନ୍ଧ୍ୟାରେ ଶ୍ରଦ୍ଧାଳୁଙ୍କ ଭାରି ଭିଡ଼ ଦେଖାଯାଇଥିଲା। ଅନୁଗୁଳ ଓ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଆସିଥିବା ଦର୍ଶକ ୧୯ଟି ପୂଜା ମଣ୍ଡପ ଓ ଗୋପବନ୍ଧୁ ପାର୍କରେ…

Continue Readingନାଲକୋ ବିଶ୍ୱକର୍ମା ପୂଜାରେ ଭିଡ଼, ଟ୍ରାଫିକ ନିୟନ୍ତ୍ରଣରେ ଅବ୍ୟବସ୍ଥା

ସାର ପାଇଁ ଅଧ କିଲୋମିଟର ଲମ୍ବା ଲାଇନ, ବନ୍ତଳା ଅଞ୍ଚଳରେ ଚାଷୀ ଅସନ୍ତୋଷ

ଅନୁଗୁଳ: ସାର ପାଇଁ ମହାଭାରତ। ଆବଶ୍ୟକ ମାତ୍ରାରେ ସାର ଯୋଗାଇବାରେ ସରକାର ବିଫଳ। ସାର ଅଭାବ ଯୋଗୁଁ ଅନୁଗୁଳ ଜିଲ୍ଲା ଚାଷୀଙ୍କ ଚାଷକାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଶୁକ୍ରବାର ସାର ପାଇଁ ବନ୍ତଳା ଅଞ୍ଚଳରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ଆଜି କେବଳ…

Continue Readingସାର ପାଇଁ ଅଧ କିଲୋମିଟର ଲମ୍ବା ଲାଇନ, ବନ୍ତଳା ଅଞ୍ଚଳରେ ଚାଷୀ ଅସନ୍ତୋଷ

ଦୁଇ ପୁଅଙ୍କୁ ବିଷ ପିଆଇଲା ବାପା, ଗୁରୁତର ଅବସ୍ଥାରେ ନାବାଳକ

ଜରପଡ଼ା: ପାରିବାରିକ କଳହରୁ ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ତୁବେ ଗାଁର କାଳୀ ଚରଣ ପ୍ରଧାନ ତାଙ୍କ ଦୁଇ ପୁଅ ବଡ ୧୨ ବର୍ଷ ଓ ଛୋଟ ୮ ବର୍ଷଙ୍କୁ ବିଷ ପିଆଇ ଦେଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ,…

Continue Readingଦୁଇ ପୁଅଙ୍କୁ ବିଷ ପିଆଇଲା ବାପା, ଗୁରୁତର ଅବସ୍ଥାରେ ନାବାଳକ

ଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକ

ଅନୁଗୁଳ: ଜିଲ୍ଲା ସଡକ ସୁରକ୍ଷା କମିଟିର ଏକ ବୈଠକ ଆଜିଅପରାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଅବଦାଲ୍ ମୁହମ୍ମଦ୍ ଅଖତରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକର ପ୍ରାରମ୍ଭରେ ଅଗଷ୍ଟ ମାସରେ ହୋଇଥ‌ିବା ଦୁର୍ଘଟଣା, ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ଓ ବିଭିନ୍ନ…

Continue Readingଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକ

ଅନୁଗୁଳ ଟାଉନରେ ଇ.ଭି ଚାର୍ଜିଂ ଷ୍ଟେସନ ଖୁବ୍ ଶୀଘ୍ର

ଅନୁଗୁଳ: ଅନୁଗୁଳ ସହର ଦୃତ ଗତିରେ ବଢୁଛି ଇ' ସ୍କୁଟିର ଚାହିଦା। ସରକାରଙ୍କ ଇ.ଭି ପଲିସି ୨୦୨୫ ରେ ପ୍ରତି ଗାଡ଼ି ଉପରେ ୩୦ ହଜାର ଟଙ୍କାର ସବସିଡି ପରେ ଇ.ଭିର ବିକ୍ରି ଢେର ବୃଦ୍ଧି ପାଇଛି। ସକାଳ ବୁଲା ସାଙ୍ଗକୁ…

Continue Readingଅନୁଗୁଳ ଟାଉନରେ ଇ.ଭି ଚାର୍ଜିଂ ଷ୍ଟେସନ ଖୁବ୍ ଶୀଘ୍ର