ଅନୁଗୁଳ କାରାଗାରରେ ବିଚାରାଧୀନ କଏଦୀ ମୃତ୍ୟୁ: ପରିବାରର ଅଭିଯୋଗ: ମିଳୁନଥିଲା ଠିକ୍ଭାବରେ ଚିକିତ୍ସା
ଅନୁଗୁଳ: ଅନୁଗୁଳ କାରାଗାରରେ ବିଚାରାଧୀନ ଅବସ୍ଥାରେ ଥିବା ଜଣେ କଏଦୀଙ୍କ ମୃତ୍ୟୁ ଘଟିଛି। ମୃତ କଏଦୀ ହେଲେ ରଘୁନାଥ ସାହୁ (୬୬)। ତାଙ୍କ ଘର ଜରପଡ଼ା ଥାନା ଅନ୍ତର୍ଗତ ବଡହିଂସର ଗାଁରେ ବୋଲି ଜଣାପଡିଛି। ସୂଚନା ଅନୁଯାୟୀ, ୨୦୨୩ ଅପ୍ରେଲ୍ରୁ ଏକ…
