ରୋଟାରୀ ପବ୍ଲିକ୍ ସ୍କୁଲ୍ ର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉଦଯାପିତ
ଅନୁଗୁଳ: ଚଳିତ ମାସ ତା ୧୦ ଓ ୧୧ ଦୁଇଦିନ ଧରି ରୋଟାରୀ ପବ୍ଲିକ ସ୍କୁଲ ର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ମହାଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ ଉତ୍ସବର ଉଦ୍ଘାଟନୀ ଦିବସ ରେ ମୁଖ୍ୟ ଅତିଥି ରାଜସ୍ବ ବିଭାଗର ଅବସରପ୍ରାପ୍ତ ମୁଖ୍ୟ…
ଅନୁଗୁଳ: ଚଳିତ ମାସ ତା ୧୦ ଓ ୧୧ ଦୁଇଦିନ ଧରି ରୋଟାରୀ ପବ୍ଲିକ ସ୍କୁଲ ର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ମହାଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ ଉତ୍ସବର ଉଦ୍ଘାଟନୀ ଦିବସ ରେ ମୁଖ୍ୟ ଅତିଥି ରାଜସ୍ବ ବିଭାଗର ଅବସରପ୍ରାପ୍ତ ମୁଖ୍ୟ…
ତାଳଚେର : ତାଳଚେର ବ୍ଲକ୍ କଳମଛୁଇଁ ଗ୍ରାମ ଅନ୍ତର୍ଗତ ବୁଢାବୁରୀ ସାହିରେ ଗୀତା ମହାଯଜ୍ଞ ପାଳିତ ହୋଇଛି। ପଣ୍ଡିତ ଟଙ୍କଧର ଶତପଥୀଙ୍କ ପୌରୋହିତ୍ୟରେ ହୃଦୟ କୁମାର ଶତପଥୀ, ସନ୍ତୋଷ ତ୍ରିପାଠୀ, ସୁଶାନ୍ତ ଶତପଥୀ ପ୍ରମୁଖ ସୂର୍ଯ୍ୟ ପୂଜା, ପଞ୍ଚକର୍ମ, ମହାମୃତ୍ୟୁଞ୍ଜୟ ଜପ…
ଅନୁଗୁଳ : ବରମୁଣ୍ଡା ବସଷ୍ଟାଣ୍ଡକୁ ଆମ୍ବେଦକର ଟର୍ମିନାଲ ନାମରେ ନାମିତ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଥିବାରୁ ସମସ୍ତ ଅନୁସୂଚିତ ଜାତି, ଉପଜାତି, ପଛୁଆବର୍ଗ, ସଂଖ୍ୟା ଲଘୁ ମାନଙ୍କ ତରଫରୁ ଅନୁଗୁଳ ଆମ୍ବେଦକର ଫାଉଣ୍ଡେସନ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ…
ପାଳଲହଡ଼ା: ସ୍ଥାନୀୟ ଅଞ୍ଚଳରେ ଗୋରୁ ଚାଲାଣ ହେଉଥିବା ଖବର ପାଇ କିଛି ସ୍ଵେଚ୍ଛାସେବୀ ସେବା ସଂଗଠନର ସଦସ୍ୟଙ୍କ ସହାୟତାରେ ପାଳଲହଡା ପୋଲିସ ଚଢ଼ାଉ କରି ଦୁଇ ଜଣଙ୍କୁ ଅଟକ ରଖିଛି। ଏହି ଦୁଇ ଅଭିଯୁକ୍ତ ଚଲେଇ ଚଲେଇ ଗୋରୁ ଚାଲାଣ କରୁଥିଲେ।…
ଅନୁଗୁଳ: ଅନୁଗୁଳ ପୌରପାଳିକା ସମ୍ମିଳନୀ କକ୍ଷ ରେ ଆଜି ଅପରାହ୍ନରେ ପ୍ରଥମ ଭାଷା ସମ୍ମିଳନୀ ଅବସରରେ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା। ନଗରପାଳ ଅକ୍ଷୟ କୁମାର ସାମନ୍ତଙ୍କ ପୌରହିତ୍ୟରେ ଆୟୋଜିତ ଏହି ସମାରୋହକୁ ପ୍ରଦୀପ ଜାଳି ଉଦଘାଟନ କରିଥିଲେ ଅନୁଗୁଳ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଅନ୍ତର୍ଗତ ଆଠମଲ୍ଲିକ ବନଖଣ୍ଡ ବିଭାଗ ତରଫରୁ ଆଜି ଜଙ୍ଗଲ ନିଆଁ ବିରୁଦ୍ଧରେ ସଚେତନତା ସାଇକେଲ ଯାତ୍ରା ଆରମ୍ଭ ହୋଇଛି। ଏହି ସାଇକେଲ ଯାତ୍ରା ୫୦୦ କିଲୋମିଟର ଚାଲିବ। ଏ ଅବସରରେ ଅନୁଗୁଳ ଶୈଳଶ୍ରୀକ୍ଷେତ୍ରରୁ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ…
ଅନୁଗୁଳ: ସ୍ଥାନୀୟ ଟିକରପଡ଼ା ବନାଞ୍ଚଳ କରତପଟା ନିକଟସ୍ଥ ବାଘୁଆପାଟ ଠାରେ ୟୁଥ୍ ହଷ୍ଟେଲ ଆସୋସିଏସନ୍ ନାଲକୋ ୟୁନିଟର ରାଜ୍ୟସ୍ତରୀୟ ଶୀତକାଳୀନ ଟ୍ରେନିଂ ୨୦୨୪ ରବିବାର ଉଦଯାପିତ ହୋଇଛି। ସୂଚନା ମୁତାବକ, ଶନିବାର ରାତିରେ କ୍ୟାମ୍ପ ଫାୟାର ସହ ରବିବାର ସକାଳେ ୟୁଥ୍…
ଆଠମଲ୍ଲିକ: ଆଠମଲ୍ଲିକ ବ୍ଲକ କାର୍ଯ୍ୟାଳୟ ନିକଟସ୍ଥ ମିଟିଙ୍ଗ ହଲରେ ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକ ସମ୍ମିଳନୀ ଓ ନୂତନ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଛି। ବରିଷ୍ଠ ନାଗରିକ ମଞ୍ଚର ସଭାପତି ବୀରେନ୍ଦ୍ର କୁମାର୍ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବାର୍ଷିକ ସମ୍ମିଳନୀରେ ସଂପାଦକ…
ଅନୁଗୁଳ: ସ୍ଥାନୀୟ ସଭାଘର ଠାରେ ବଚପନ ପ୍ଲେ ସ୍କୁଲର ବାର୍ଷିକ ପୁରସ୍କାର ବିତରଣି ସମାରୋହ ଆୟୋଜିତ ହୋଇଯାଇଛି।ଅନୁଗୁଳ ସ୍ଵୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଶାନ୍ତନୁ କୁମାର ସର ମୁଖ୍ୟ ଅତିଥି ରୂପେ ସମାରୋହକୁ ଉଦଘାଟନ କରିଥିଲେ। ଶ୍ରୀ ସର ନିଜ ବକ୍ତବ୍ୟରେ…
ଅନୁଗୁଳ: ଆଜି ପୂର୍ବାହ୍ନରେ ହେମସୁରପଡ଼ା ଶିବ ମନ୍ଦିରରେ ଆସନ୍ତା ଏପ୍ରିଲ ୧୩ ତାରିଖରୁ ଆରମ୍ଭ ହେଉଥିବା ମା' ବାସନ୍ତୀ ଦୁର୍ଗାପୂଜା ପାଳନ ନେଇ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଛି। ଶକ୍ତି ପ୍ରସାଦ ପଟ୍ଟନାୟକଙ୍କ ସଭାପତିତ୍ଵରେ ଆୟୋଜିତ ବୈଠକରେ ପୂର୍ବ ବର୍ଷର…