ଏନଟିପିସି- ଥର୍ମାଲରେ ସୁରକ୍ଷା ନେତୃତ୍ୱ ଟ୍ରେନିଂ
ଅନୁଗୁଳ: ମେସର୍ସ ଏଏସକେ-ଇଏସଏଚ ଗ୍ରୁପ ସହାୟତାରେ ମେ' ୧୦ ଓ ୧୧ ତାରିଖରେ ତାଳଚେର ଥର୍ମାଲ ଏନଟିପିସିରେ ସୁରକ୍ଷା ଓ ନେତୃତ୍ୱ ସମ୍ପର୍କରେ ଏକ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି। ଏହାକୁ ତାଳଚେର ଥର୍ମାଲ ର କାର୍ଯ୍ୟକାରୀ ନିର୍ଦେଶକ ଗୌତମ…
ଅନୁଗୁଳ: ମେସର୍ସ ଏଏସକେ-ଇଏସଏଚ ଗ୍ରୁପ ସହାୟତାରେ ମେ' ୧୦ ଓ ୧୧ ତାରିଖରେ ତାଳଚେର ଥର୍ମାଲ ଏନଟିପିସିରେ ସୁରକ୍ଷା ଓ ନେତୃତ୍ୱ ସମ୍ପର୍କରେ ଏକ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି। ଏହାକୁ ତାଳଚେର ଥର୍ମାଲ ର କାର୍ଯ୍ୟକାରୀ ନିର୍ଦେଶକ ଗୌତମ…
ଅନୁଗୁଳ: ତାଳଚେରରେ ଅସହ୍ୟ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସେଣ୍ଟ ଜନ୍ସ ଅନନ୍ତ ଆମ୍ବୁଲାନ୍ସ ଡ଼ିଭିଜନ ପକ୍ଷରୁ ଏକ ଜଳଛତ୍ର ଶୁଭାରମ୍ଭ ହୋଇଯାଇଛି। ଏମସିଏଲର ଜଗନ୍ନାଥ କ୍ଷେତ୍ରର ମହାପ୍ରବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠାନର ଡ଼ିଭିଜନାଲ କମାଣ୍ଡର ପ୍ରଦୀପ୍ତ କୁମାର ସ୍ବାଇଁ ଏବଂ…
ଅନୁଗୁଳ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଅଞ୍ଚଳର ସମାଜସେବୀ ଅର୍ଜୁନ ସାହୁଙ୍କୁ ଜିଲ୍ଲା ବିଜେପିର ଉପସଭାପତି ଦାୟିତ୍ୱ ଦିଆଯାଇଛି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ସଙ୍ଗଠନ ମନ୍ତ୍ରୀ ମାନସ ମହାନ୍ତି ଓ ରାଜ୍ୟ ସାଧାରଣ ସମ୍ପାଦକ ସୀମାଞ୍ଚଳ…
ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ ଅନ୍ତର୍ଗତ ଭୋଗବେରଣୀ ପଞ୍ଚାୟତ, ଗିରାଙ୍ଗ ପଞ୍ଚାୟତ, ବଳରାମପ୍ରସାଦ ପଞ୍ଚାୟତରେ ବିଜୁ ଜନତା ଦଳର ପଞ୍ଚାୟତସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏହି ସମ୍ମିଳନୀରେ ଅନୁଗୁଳ ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟିକା ପ୍ରାର୍ଥୀ ସଂଯୁକ୍ତା ସିଂହ, ବଅଁରପାଳ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବିଜେଡି ଉପସଭାପତି ଭାବେ ନିଯୁକ୍ତ ହୋଇଛନ୍ତି ଯୋକୁବ ଗାଁର ଧରଣୀଧର ସାହୁ (ଧନୀ)। ବିଜେଡି ରାଜ୍ୟ ସଂଗଠନ ସମ୍ପାଦକ ତଥା ଅନୁଗୁଳ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସଙ୍କ ଅନୁମୋଦନ ତଥା ଜିଲ୍ଲା ସହ ପର୍ଯ୍ୟବେକ୍ଷକ କୁନ…
ଅନୁଗୁଳ: ଅନୁଗୁଳ ଉଚ୍ଚ ବିଦ୍ୟାଳୟରେ ବିଶ୍ଵ ରେଡକ୍ରସ ଦିବସ ପାଳିତ ହୋଇଯାଇଛି। ଏହି ସମାରୋହରେ ସ୍କୁଲର ରେଡକ୍ରସ କାଉନସିଲର ମନ୍ଦାକିନୀ ସାହୁଙ୍କ ତତ୍ତ୍ଵାବଧାନରେ କ୍ରୀଡା ଶିକ୍ଷକ ବିନୋଦ ଚନ୍ଦ୍ର ଦେହୁରୀ,ନୀଳମଣି ଦେହୁରୀ, ଶିକ୍ଷିକା ସ୍ଥିତପ୍ରଜ୍ଞା ଗଡ଼ନାୟକ ଏବଂ ରେଡକ୍ରସ ସୋସାଇଟିର ଆଜୀବନ…
ତାଳଚେର: ତାଳଚେର ବ୍ଲକ୍ ସମ୍ମିଳନୀ କକ୍ଷରେ ଆଜି ତାଳଚେର ଉପଖଣ୍ଡ ରେଡକ୍ରସ୍ ସୋସାଇଟ୍ ପକ୍ଷରୁ ବିଶ୍ଵ ରେଡକ୍ରସ୍ ଦିବସ ପାଳିତ ହୋଇଛି। କାର୍ଯ୍ୟକ୍ରମରେ ତାଳଚେର ବ୍ଲକ୍ ବିଡ଼ିଓ ଚିନ୍ମୟୀ ଚେତନା ଦାସ ଓ ସମ୍ମାନିତ ଅତିଥି ଭାବେ ଡେପୁଟି କଲେକ୍ଟର ବିକାଶ…
ଅନୁଗୁଳ: ଅନୁଗୁଳ ନିର୍ବାଚନ ମଣ୍ଡଳୀର ବଅଁରପାଳ ବ୍ଲକ ଅନ୍ତର୍ଗତ ଗଡ଼ସନ୍ତ୍ରୀ ପଞ୍ଚାୟତ, ବଉଳିଗଡ଼ ଗ୍ରାମ ପଞ୍ଚାୟତ, ତୁଳସୀପାଳ ଗ୍ରାମ ପଞ୍ଚାୟତ ଠାରେ ବିଜୁ ଜନତା ଦଳର ପଞ୍ଚାୟତସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ଢେଙ୍କାନାଳ ଲୋକସଭା କ୍ଷେତ୍ର ବିଜେଡି…
ଅନୁଗୁଳ: ଆଜି ଅପରାହ୍ନରେ ଅନୁଗୁଳ ହେମଶୁରପଡ଼ା ନିବାସୀ ସ୍ଵର୍ଗତ କିଶୋରୀ ଦାସଙ୍କ ଧର୍ମପତ୍ନୀ ମୀନା ଦାସଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା। ଅନ୍ତିମଶଯ୍ୟା ନିକଟରେ ଝିଅ ଜ୍ବାଇଁ,ପୁତ୍ର ପୁତ୍ରବଧୂ ପ୍ରମୁଖ ଉପସ୍ଥିତ ଥିଲେ।…
ଅନୁଗୁଳ: ଅନୁଗୁଳ ବିଜେଡି ଲିଗାଲ ଫ୍ରଣ୍ଟ ଜିଲ୍ଲା ଶାଖାର ବାର୍ଷିକ ବୈଠକ ସ୍ଥାନୀୟ ହୋଟେଲ ଠାରେ ଅନୁଷ୍ଠିତ ହୋଇଛି। ବିଜେଡି ଲିଗାଲ ଫ୍ରଣ୍ଟ ସଭାପତି ବରିଷ୍ଠ ଆଇନଜୀବୀ ତଥା ସରକାରୀ ଓକିଲ ପରମାନନ୍ଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଓଡିଶା ବିଧାନସଭାର…