ବିଦ୍ୟୁତ୍ ସଂଯୋଗ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ବାରସ୍ଥ ହେଲେ କେଳାସାହି ବାସିନ୍ଦା

ଅନୁଗୁଳ: ବିଦ୍ୟୁତ ସଂଯୋଗ ପାଇଁ ଆଜି ଅନୁଗୁଳ ଜିଲ୍ଲା ଶାବଳଭଙ୍ଗା ଗ୍ରାମର କେଳା ସାହି ବାସିନ୍ଦା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ବାରସ୍ଥ ହୋଇଛନ୍ତି। ଅଭିଯୋଗ ମୁତାବକ, ଶାବଳଭଙ୍ଗା ଗ୍ରାମର କେଳା ସାହିରେ ପାଖାପାଖି ଶହେ ପରିବାର ବସବାସ କରିଆସୁଛନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ…

Continue Readingବିଦ୍ୟୁତ୍ ସଂଯୋଗ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ବାରସ୍ଥ ହେଲେ କେଳାସାହି ବାସିନ୍ଦା

ଶୁଣିଲାନି ପୋଲିସ, ନ୍ୟାୟ ପାଇଁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ଦ୍ୱାରସ୍ଥ ହେଲେ ଦମ୍ପତି

ଅନୁଗୁଳ: ଶୁଣିଲାନି ପୋଲିସ। ବାଧ୍ୟ ହୋଇ ନ୍ୟାୟ ପାଇବା ପାଇଁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଛନ୍ତି ଛେଳିଆପଡ଼ା ଗ୍ରାମର ଦମ୍ପତି। ସୂଚନା ମୁତାବକ, ଗତ ମାର୍ଚ୍ଚ ୨୫ ତାରିଖ ଦିନ ଛେଳିଆପଡା ଗ୍ରାମର ବିନୋଦ ସ୍ୱାଇଁ ଏବଂ ବାସନ୍ତୀ…

Continue Readingଶୁଣିଲାନି ପୋଲିସ, ନ୍ୟାୟ ପାଇଁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ଦ୍ୱାରସ୍ଥ ହେଲେ ଦମ୍ପତି

୮୯ ତମ ଉତ୍କଳ ଦିବସ ପାଳିଲା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର

ଅନୁଗୁଳ: ଅନୁଗୁଳସ୍ଥିତ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି )ପକ୍ଷରୁ ଏପ୍ରିଲ ପହିଲା ଦିନ ୮୯ ତମ ଉତ୍କଳ ଦିବସ କମ୍ପାନୀ ପରିସରରେ ଆୟୋଜିତ ହୋଇଛି। ଏ ଅବସରରେ କମ୍ପାନୀର ଅନୁଗୁଳ ୟୁନିଟ ମୁଖ୍ୟ ତଥା ନିର୍ବାହୀ ନିର୍ଦ୍ଦେଶକ ପଙ୍କଜ ମଲ୍ହଁନ୍,…

Continue Reading୮୯ ତମ ଉତ୍କଳ ଦିବସ ପାଳିଲା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର

ମା’ ଫାଉଣ୍ଡେସନ ତରଫରୁ ମାଗଣା ସ୍ୱାସ୍ଥ୍ୟସେବା ଶିବିର: ଉପକୃତ ହେଲେ ୫୦୦ ରୋଗୀ

ଅନୁଗୁଳ: ସ୍ଥାନୀୟ ମା' ଫାଉଣ୍ଡେସନ ତରଫରୁ ଦିଲ୍ଲୀପ କୁମାର ମହାରଣାଙ୍କ ସ୍ମୃତିରେ ଏକ ମାଗଣା ସ୍ୱାସ୍ଥ୍ୟସେବା ଶିବିର ତଲମୂଳ ଶାସନର ଧବଳେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଛି। ଏଥିରେ ମା' ଫାଉଣ୍ଡେସନର ଚେୟାରମ୍ୟାନ ଅମ୍ବିକା କୁମାର ଲେଙ୍କା ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା…

Continue Readingମା’ ଫାଉଣ୍ଡେସନ ତରଫରୁ ମାଗଣା ସ୍ୱାସ୍ଥ୍ୟସେବା ଶିବିର: ଉପକୃତ ହେଲେ ୫୦୦ ରୋଗୀ

ମୂର୍ଚ୍ଛନା ସଙ୍ଗୀତ ବିଦ୍ୟାଳୟ ପକ୍ଷରୁ ଉତ୍କଳ ଦିବସ

ଅନୁଗୁଳ: ଅମଲା ପଡ଼ା ଦୁର୍ଗାପୂଜା ସଭାକକ୍ଷରେ ମୂର୍ଚ୍ଛନା ସଙ୍ଗୀତ ବିଦ୍ୟାଳୟ ପକ୍ଷରୁ ଉତ୍କଳ ଦିବସ ଆୟୋଜିତ ହୋଇଯାଇଛି। ଏହି ସମାରୋହକୁ ପୂର୍ବତନ ଜିଲ୍ଲାପାଳ ହେମନ୍ତ କୁମାର ଦାଶ ମୁଖ୍ୟ ଅତିଥି ରୂପେ ଉଦ୍ଘାଟନ କରିଥିଲେ। ଶ୍ରୀ ଦାଶ ନିଜ ଅଭିଭାଷଣରେ ଉତ୍କଳ…

Continue Readingମୂର୍ଚ୍ଛନା ସଙ୍ଗୀତ ବିଦ୍ୟାଳୟ ପକ୍ଷରୁ ଉତ୍କଳ ଦିବସ

ବାସନ୍ତୀ ଟାଇକୁଣ୍ଡୁ ଆସୋସିଏସନ୍ ପକ୍ଷରୁ ଉତ୍କଳ ଦିବସ

ଅନୁଗୁଳ: ଅମଲା ପଡ଼ା ବାସନ୍ତୀ ଦୁର୍ଗା ପୂଜା ପଡ଼ିଆରେ ବାସନ୍ତୀ ଟାଇକୁଣ୍ଡୁ ଆସୋସିଏସନ୍ ପକ୍ଷରୁ ଉତ୍କଳ ଦିବସ ପାଳିତ ହୋଇଯାଇଛି ।ପୂର୍ବତନ ଟାମଡା ଅଧ୍ୟକ୍ଷ ଶକ୍ତି ପ୍ରସାଦ ପଟନାୟକ ଏହି ସମାରୋହକୁ ଉଦ୍ଘାଟନ କରିବା ସହ ନବ ଉତ୍କଳର ଅନ୍ୟତମ ବିନ୍ଧାଣୀ…

Continue Readingବାସନ୍ତୀ ଟାଇକୁଣ୍ଡୁ ଆସୋସିଏସନ୍ ପକ୍ଷରୁ ଉତ୍କଳ ଦିବସ

ଥର୍ମାଲ ଡିଏଭି ସ୍କୁଲର ବାର୍ଷିକ ଉତ୍ସବ ପାଳିତ, କୃତି ଛାତ୍ରଛାତ୍ରୀ ପୁରସ୍କୃତ

ଅନୁଗୁଳ: ସ୍ଥାନୀୟ ଥର୍ମାଲ ଡିଏଭି ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଏନଟିପିସି / ଟିଟି ପିଏସର ନିର୍ଦ୍ଦେଶକ ଅଧିକାରୀ ଗୌତମ ଦେବ, ସମ୍ମାନିତ ଅତିଥି ଭାବରେ ଏନଟିପିସି ସାଗରିକା ମହିଳା ମଣ୍ଡଳର…

Continue Readingଥର୍ମାଲ ଡିଏଭି ସ୍କୁଲର ବାର୍ଷିକ ଉତ୍ସବ ପାଳିତ, କୃତି ଛାତ୍ରଛାତ୍ରୀ ପୁରସ୍କୃତ

ବିଜେପି ପକ୍ଷରୁ ନାରୀ ଶକ୍ତି ବନ୍ଦନା କାର୍ଯ୍ୟକ୍ରମ ଅନୁଷ୍ଠିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀର କୁକୁଡ଼ାଙ୍ଗ ମଣ୍ଡଳ ବିଜେପି ପକ୍ଷରୁ ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ମହିଳା ମୋର୍ଚ୍ଚାର ସଦସ୍ୟା ମାନଙ୍କୁ ନେଇ ନାରୀ ଶକ୍ତି ବନ୍ଦନା କାର୍ଯ୍ୟକ୍ରମ ଅନଷ୍ଠିତ ହୋଇଯାଇଛି। ରାଜ୍ୟ ମହିଳା ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟା…

Continue Readingବିଜେପି ପକ୍ଷରୁ ନାରୀ ଶକ୍ତି ବନ୍ଦନା କାର୍ଯ୍ୟକ୍ରମ ଅନୁଷ୍ଠିତ

ଲୋକଙ୍କ ପାଇଁ ଲଢ଼ୁଥିବା ନେତାଙ୍କୁ ଭୋଟ ଦିଅ: ଅନୁଗୁଳ ସ୍ୱାଭିମାନ ମଞ୍ଚ

ଅନୁଗୁଳ: ଅନୁଗୁଳ ଜିଲ୍ଲାବାସୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଲୋକଙ୍କ ମୌଳିକ ସମସ୍ୟାକୁ ସମାଧାନ କରିବା ସହ ନିଜ ନିର୍ବାଚନମଣ୍ଡଳୀକୁ ଅଗ୍ରାଧିକାର ଦେବାକୁ ଦାବି କରିଛି ଅନୁଗୁଳ ସ୍ୱାଭିମାନ ମଞ୍ଚ। ଯିଏ ଅନୁଗୁଳ ଲୋକଙ୍କ ହିତ ସାଧନ କରିବ ସେହି ଭଳି ନେତାଙ୍କୁ…

Continue Readingଲୋକଙ୍କ ପାଇଁ ଲଢ଼ୁଥିବା ନେତାଙ୍କୁ ଭୋଟ ଦିଅ: ଅନୁଗୁଳ ସ୍ୱାଭିମାନ ମଞ୍ଚ

ସ୍ୱାଧୀନତା ସଂଗ୍ରାମୀ ବିବତ୍ସ ଜେନାଙ୍କ ସ୍ମୃତିରେ ସମାବେଶ, ଯୋଗ ଦେଲେ ୨୦୦ରୁ ଊର୍ଦ୍ଧ୍ଵ ଲୋକ

ଅନୁଗୁଳ: ଅନୁଗୁଳ ବ୍ଲକ ଟାଇଁସି ପଞ୍ଚାୟତ ଅନ୍ତର୍ଗତ ନୂଆପଡା ଗ୍ରାମର ସ୍ଵାଧୀନତା ସଂଗ୍ରାମୀ ବିବତ୍ସ ଜେନାଙ୍କ ସ୍ମୃତିରେ ଏକ ସମାବେଶ ଆୟୋଜିତ ହୋଇଛି। ଅବସରପ୍ରାପ୍ତ ସେନା ଅଧିକାରୀ ତଥା ସମାଜସେବୀ ତ୍ରିଲୋଚନ ଜେନାଙ୍କ ପରିସ୍ଫୁଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ…

Continue Readingସ୍ୱାଧୀନତା ସଂଗ୍ରାମୀ ବିବତ୍ସ ଜେନାଙ୍କ ସ୍ମୃତିରେ ସମାବେଶ, ଯୋଗ ଦେଲେ ୨୦୦ରୁ ଊର୍ଦ୍ଧ୍ଵ ଲୋକ