ଜେରେଙ୍ଗ ମା’ ବୁଢ଼ୀ ପାହାଡ଼ ବନ ସୁରକ୍ଷା ସମିତି ପକ୍ଷରୁ ବିଶ୍ଵ ପରିବେଶ ଦିବସ ପାଳିତ, ଗଛ ଲଗାଇଲେ ସମସ୍ତ କର୍ମୀ

ଛେଣ୍ଡିପଦା: ଅନୁଗୁଳ ବନଖଣ୍ଡ ଜରପଡ଼ା ବନାଞ୍ଚଳ ଅନ୍ତର୍ଗତ ଜେରେଙ୍ଗ ମା' ବୁଢ଼ୀ ପାହାଡ଼ ବନ ସୁରକ୍ଷା ସମିତି ପକ୍ଷରୁ ସ୍ଥାନୀୟ ସଭାଗୃହ ଠାରେ ବୁଧବାର ବିଶ୍ୱ ପରିବେଶ ଦିବସ ପାଳିତ ହୋଇଛି। ବନାଞ୍ଚଳ ଅଧିକାରୀ ମାଧବ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ…

Continue Readingଜେରେଙ୍ଗ ମା’ ବୁଢ଼ୀ ପାହାଡ଼ ବନ ସୁରକ୍ଷା ସମିତି ପକ୍ଷରୁ ବିଶ୍ଵ ପରିବେଶ ଦିବସ ପାଳିତ, ଗଛ ଲଗାଇଲେ ସମସ୍ତ କର୍ମୀ

ବିଶ୍ଵ ପରିବେଶ ଦିବସ ଅବସରରେ ଚାରା ରୋପଣ

ଅନୁଗୁଳ: ଆଜି ପୂର୍ବାହ୍ନରେ ମହିଧରପୂର ଉଚ୍ଚ ବିଦ୍ୟାଳୟ ପରିସରରେ ବିଶ୍ଵ ପରିବେଶ ଦିବସ ପାଳିତ ହୋଇଯାଇଛି। ସହକାରୀ ଶିକ୍ଷା ଜିଲ୍ଲା ଅଧିକାରୀ ପ୍ରତିଭା ବାରିକ ମୁଖ୍ୟ ଅତିଥି ଭାବେ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଆମ ସମାଜରେ ବୃକ୍ଷ ଓ ଜଙ୍ଗଲର ଉପକାରିତା…

Continue Readingବିଶ୍ଵ ପରିବେଶ ଦିବସ ଅବସରରେ ଚାରା ରୋପଣ

ସିବିଏସ୍‌ଇ ଦଶମ ଓ ଦ୍ବାଦଶ ଶ୍ରେଣୀରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ଅନୁଗୁଳ: ସ୍ଥାନୀୟ ପଞ୍ଚମହଲାଠାରେ ଅବସ୍ଥିତ ଆଦର୍ଶ ଇଣ୍ଟରନ୍ୟାସ୍‌ନାଲ୍‌ ସ୍କୁଲ୍‌ ତରଫରୁ ସିବିଏସ୍‌ଇ ପରୀକ୍ଷାର ଦଶମ ଓ ଦ୍ବାଦଶ ଶ୍ରେଣୀରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏ ଅବସରରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଶାସକ ଡ. ଧରଣୀଧର ନାଥ…

Continue Readingସିବିଏସ୍‌ଇ ଦଶମ ଓ ଦ୍ବାଦଶ ଶ୍ରେଣୀରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ଅନୁଗୁଳ ସାଇନ୍ସ ଷ୍ଟଡି ସେଣ୍ଟରର ବିପୁଳ ସଫଳତା

ଅନୁଗୁଳ: ନିକଟରେ ପ୍ରକାଶ ପାଇଥିବା ସିଏଚଏସଇ ୨୦୨୪ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ଅନୁଗୁଳ ସାଇନ୍ସ ଷ୍ଟଡି ସେଣ୍ଟରର ଛାତ୍ର ଛାତ୍ରୀ ମାନେ ବିପୁଳ ସଫଳତା ହାସଲ କରିଛନ୍ତି। ଅନୁଗୁଳ କଲେଜର ୩୦୫ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଏହି ଅନୁଷ୍ଠାନର ୫୪…

Continue Readingଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ଅନୁଗୁଳ ସାଇନ୍ସ ଷ୍ଟଡି ସେଣ୍ଟରର ବିପୁଳ ସଫଳତା

ପରିବେଶ ସୁରକ୍ଷା ନେଇ ଛାତ୍ରଛାତ୍ରୀଙ୍କୁ ସଚେତନ କଲା ରାଜ୍ଯ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ

ଅନୁଗୁଳ: ପରିବେଶ ସୁରକ୍ଷା ନେଇ ଛାତ୍ରଛାତ୍ରୀଙ୍କୁ ସଚେତନ କରିବା ଉଦ୍ଦେଶ୍ଯରେ କଂକରାଇ ସରକାରୀ ଉଚ୍ଚ ବିଦ୍ଯାଳୟରେ ଏକ ସ୍ବତନ୍ତ୍ର କାର୍ଯ୍ଯକ୍ରମ ଆୟୋଜିତ ହୋଇଛି। ଏ ଅବସରରେ ରାଜ୍ଯ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅନୁଗୁଳ ଆଞ୍ଚଳିକ ଶାଖା ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା, ସଚେତନତା…

Continue Readingପରିବେଶ ସୁରକ୍ଷା ନେଇ ଛାତ୍ରଛାତ୍ରୀଙ୍କୁ ସଚେତନ କଲା ରାଜ୍ଯ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ

ପ୍ରଚଣ୍ଡ ରୌଦ୍ରତାପରୁ ମୁକ୍ତି ପାଇଁ ଅନୁଗୁଳ ରେଳ ଷ୍ଟେସନରେ ଦହି ସର୍ବତ ବଣ୍ଟନ

ଅନୁଗୁଳ: ପ୍ରଚଣ୍ଡ ରୌଦ୍ରତାପକୁ ଦୃଷ୍ଟିରେ ରଖି ଅନୁଗୁଳ ଜିଲ୍ଲାର ଶିରିଡ଼ି ସାଇ ଆତ୍ମ ଦର୍ଶନ ଚାରି ଟେବୁଲ୍ ଟ୍ରଷ୍ଟ ଓ ଅନୁଗୁଳ ତାଇକୋଣ୍ଡୋ ସଂଘର ମିଳିତ ଆନୁକୂଲ୍ୟରେ ଆଜି ରେଳ ଷ୍ଟେସନ୍ ଠାରେ ଯାତ୍ରୀଙ୍କୁ ଦହି ସର୍ବତ ଓ ଥଣ୍ଡା ପାନୀୟ…

Continue Readingପ୍ରଚଣ୍ଡ ରୌଦ୍ରତାପରୁ ମୁକ୍ତି ପାଇଁ ଅନୁଗୁଳ ରେଳ ଷ୍ଟେସନରେ ଦହି ସର୍ବତ ବଣ୍ଟନ

ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ ପକ୍ଷରୁ ବିଶ୍ଵ ତମାଖୁ ବର୍ଜନ ଦିବସ ପାଳିତ

ଅନୁଗୁଳ: ଆଜି ପୂର୍ବାହ୍ନରେ ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟର ମୁଖ୍ୟ ସଞ୍ଚାଳିକ ବ୍ରହ୍ମା କୁମାରୀ ମିନତୀ ଭଉଣୀଙ୍କ ତତ୍ତ୍ୱାବଧାନରେ ବିଶ୍ୱ ତମାଖୁ ବର୍ଜନ ପାଳିତ ହୋଇଛି। ଏ ଅବସରରେ ଅନୁଗୁଳ ସହରରେ ଏକ ଶୋଭାଯାତ୍ରା ହୋଇଥିଲା। ଶୋଭାଯାତ୍ରାକୁ ଜିଲ୍ଲା ମୁଖ୍ୟ…

Continue Readingପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ ପକ୍ଷରୁ ବିଶ୍ଵ ତମାଖୁ ବର୍ଜନ ଦିବସ ପାଳିତ

ଚନ୍ଦନେଶ୍ଵର ମହାଦେବଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ

  ଅନୁଗୁଳ: ଆସନ୍ତା ୧ ତାରିଖ ଦିନ ପୁରୁଣାଗଡ ଚନ୍ଦନପୁର ଠାରେ ଶ୍ରୀ ଶ୍ରୀ ଚନ୍ଦନେଶ୍ଵର ମହାଦେବ ଏବଂ ପଞ୍ଚମୁଖୀ ହନୁମାନ ମନ୍ଦିରର ପ୍ରତିଷ୍ଠା ଉତ୍ସବ ପାଳିତ ହେବ। ପାଞ୍ଚ ଦିନ ଧରି ହେବାକୁ ଥିବା ଏହି ସମାରୋହରେ ଆଜି ଅଙ୍କୁରାରୋପଣ,ଅଧିବାସ,ଜୁନ…

Continue Readingଚନ୍ଦନେଶ୍ଵର ମହାଦେବଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ

ବିଭିନ୍ନ ଦାବି ନେଇ ପୂର୍ବତଟ ରେଳ କର୍ମଚାରୀଙ୍କ ଆନ୍ଦୋଳନ

ତାଳଚେର: ବିଭିନ୍ନ ଦାବି ନେଇ ତାଳଚେର ଅଖିଳ ଭାରତୀୟ ରେଳ ଚାଳକ ସଂଘ ପକ୍ଷରୁ ତାଳଚେର ଷ୍ଟେସନ ଠାରେ ଥିବା ଚାଳକ ନିୟନ୍ତ୍ରକଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସୂଚନା ଅନୁଯାୟୀ, ୨୦୨୦ ମସିହାରୁ ବେଆଇନ ଭାବେ ବନ୍ଦ କରାଯାଇଥିବା…

Continue Readingବିଭିନ୍ନ ଦାବି ନେଇ ପୂର୍ବତଟ ରେଳ କର୍ମଚାରୀଙ୍କ ଆନ୍ଦୋଳନ

ତାଳଚେରରେ ବାରମ୍ବାର ଅଘୋଷିତ ବିଦ୍ୟୁତ୍ କାଟ ନେଇ ସତ୍ୟ ସନାତନୀ ସଂଗଠନ ପକ୍ଷରୁ ଉପ-ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେରରେ ଗତ କିଛି ଦିନ ହେଲା ପ୍ରଚଣ୍ଡ ରୌଦ୍ର ତାପ, ଅସହ୍ୟ ଗରମ ଓ ଗୁଳୁଗୁଳି ସାଙ୍ଗକୁ ତାପମାତ୍ରା ୪୪ ଡିଗ୍ରୀରୁ ଉର୍ଦ୍ଧ୍ୱ ରହୁଛି । ସକାଳ ୮ ଘଟିକା ସମୟରୁ ଘରୁ ବାହାରକୁ ବାହାରି ହେଉ…

Continue Readingତାଳଚେରରେ ବାରମ୍ବାର ଅଘୋଷିତ ବିଦ୍ୟୁତ୍ କାଟ ନେଇ ସତ୍ୟ ସନାତନୀ ସଂଗଠନ ପକ୍ଷରୁ ଉପ-ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ