ତୁଟୁନି ପାନୀୟ ଜଳ ସମସ୍ୟା: ଗରା ବାଲ୍ଟି ଧରି ରାସ୍ତାରେ ଧାରଣା ଦେଲେ ବଡ଼ଯୋରଡ଼ା ଗ୍ରାମବାସୀ

ତାଳଚେର: ପାନୀୟ ଜଳ ସମସ୍ୟା ନେଇ ତାଳଚେର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଡ଼ଯୋରଡା ଗ୍ରାମର ଲୋକ ବିଜେଡି ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟଙ୍କ ଘର ସାମ୍ନାରେ ଧାରଣା ଦେଇଛନ୍ତି। ଏହି ଅଞ୍ଚଳରେ ଦୀର୍ଘ ଦିନରୁ ଜଳ ସମସ୍ୟା ଲାଗି ରହିଛି।…

Continue Readingତୁଟୁନି ପାନୀୟ ଜଳ ସମସ୍ୟା: ଗରା ବାଲ୍ଟି ଧରି ରାସ୍ତାରେ ଧାରଣା ଦେଲେ ବଡ଼ଯୋରଡ଼ା ଗ୍ରାମବାସୀ

କଂଗ୍ରେସ ଦଳର ନିର୍ବାଚନ ବୈଠକ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନଦୁର୍ଗା ପୀଠ ନିକଟରେ ଆଜି ନିର୍ବାଚନ ମଣ୍ଡଳୀ ସ୍ତରୀୟ କଂଗ୍ରେସ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବ୍ଳକ ସଭାପତି ଗଗନ ବିହାରୀ ପ୍ରଧାନଙ୍କ ତତ୍ୱାବଧାନରେ ଆୟୋଜିତ ସମ୍ମିଳନୀରେ ପୂର୍ବତନ ବ୍ଲକ ସଭାପତି ଉମେଶ ଚନ୍ଦ୍ର ସାହୁ…

Continue Readingକଂଗ୍ରେସ ଦଳର ନିର୍ବାଚନ ବୈଠକ

ବିଜେପି ଓ କଂଗ୍ରେସ ଛାଡ଼ି ବିଜେଡିର ଯୋଗ ଦେଲେ ଏକାଧିକ ବଡ଼ ନେତା

  ଅନୁଗୁଳ: କଂଗ୍ରେସ ଦଳ ପରିତ୍ୟାଗ କରି ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ତଥା ବରିଷ୍ଠ ଆଇନଜୀବୀ ଅମୂଲ୍ୟ ବେହେରା ଆଜି ସହଯୋଗୀଙ୍କ ସହିତ ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ସେହିଭଳି ଅନୁଗୁଳ ପୌରପାଳିକା ୱାର୍ଡ ନଂ…

Continue Readingବିଜେପି ଓ କଂଗ୍ରେସ ଛାଡ଼ି ବିଜେଡିର ଯୋଗ ଦେଲେ ଏକାଧିକ ବଡ଼ ନେତା

କଂଗ୍ରେସ ଭବନରେ ମିଶ୍ରଣ ପର୍ବ, ଶଙ୍ଖ ଓ ପଦ୍ମ ଛାଡ଼ି ହାତ ଧରିଲେ ଏକାଧିକ ନେତା

ଅନୁଗୁଳ: ସ୍ଥାନୀୟ କଂଗ୍ରେସ ଭବନରେ ଅନୁଗୁଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲା ସଭାପତି ଅମ୍ବିକା ପ୍ରସାଦ ଭଟ୍ଟଙ୍କ ଅଧ୍ୟକ୍ଷତାରେ ଏକ ମିଶ୍ରଣ ପର୍ବ ଆୟୋଜିତ ହୋଇଛି। କାର୍ଯ୍ୟକ୍ରମରେ ଶାବଳଭଙ୍ଗା ତଥା ଆଖପାଖ ଅଞ୍ଚଳର ପ୍ରାୟ ଶତାଧିକ ବିଜେଡି ଓ ବିଜେପି…

Continue Readingକଂଗ୍ରେସ ଭବନରେ ମିଶ୍ରଣ ପର୍ବ, ଶଙ୍ଖ ଓ ପଦ୍ମ ଛାଡ଼ି ହାତ ଧରିଲେ ଏକାଧିକ ନେତା

ବିଜୁ ଜନତା ଦଳର ପଞ୍ଚାୟତସ୍ତରୀୟ କର୍ମୀ ସମ୍ମିଳନୀ, ଶଙ୍ଖ ଧରିଲେ ବିଜେପିର ୧୮ କର୍ମୀ

ଅନୁଗୁଳ: ଅନୁଗୁଳ ନିର୍ବାଚନ ମଣ୍ଡଳୀର ବଅଁରପାଳ ବ୍ଲକ ଅନ୍ତର୍ଗତ ତଳମୂଳ ଶାସନ ପଞ୍ଚାୟତରେ ବିଜୁ ଜନତା ଦଳର ପଞ୍ଚାୟତ ସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏହି ସମ୍ମିଳନୀରେ ଅନୁଗୁଳ ନିର୍ବାଚନ ମଣ୍ଡଳୀ ବିଜେଡି ବିଧାୟିକା ପ୍ରାର୍ଥୀ ସଂଯୁକ୍ତା ସିଂହ, ବିଧାୟକ…

Continue Readingବିଜୁ ଜନତା ଦଳର ପଞ୍ଚାୟତସ୍ତରୀୟ କର୍ମୀ ସମ୍ମିଳନୀ, ଶଙ୍ଖ ଧରିଲେ ବିଜେପିର ୧୮ କର୍ମୀ

ବିଜୁ ଜନତା ଦଳର ପଞ୍ଚାୟତସ୍ତରୀୟ କର୍ମୀ ସମ୍ମିଳନୀ: ଯୋଗ ଦେଲେ ଶତାଧିକ ବିଜେଡି ନେତା, ଯୋଡ଼ି ଶଙ୍ଖରେ ଭୋଟ ଦେବାକୁ ଆହ୍ୱାନ

  ଅନୁଗୁଳ: ଅନୁଗୁଳ ନିର୍ବାଚନ ମଣ୍ଡଳୀର ବଅଁରପାଳ ବ୍ଲକ ଅନ୍ତର୍ଗତ କୁଲାଡ଼ ପଞ୍ଚାୟତ ଅନୁଗୁଳ ବ୍ଲକ ଅନ୍ତର୍ଗତ ବଡ଼କନ୍ତକୂଳ ପଞ୍ଚାୟତ ଖିଣ୍ଡା ଠାରେ ବିଜୁ ଜନତା ଦଳର ପଞ୍ଚାୟତ ସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏହି ସମ୍ମିଳନୀରେ ଅନୁଗୁଳ ନିର୍ବାଚନ…

Continue Readingବିଜୁ ଜନତା ଦଳର ପଞ୍ଚାୟତସ୍ତରୀୟ କର୍ମୀ ସମ୍ମିଳନୀ: ଯୋଗ ଦେଲେ ଶତାଧିକ ବିଜେଡି ନେତା, ଯୋଡ଼ି ଶଙ୍ଖରେ ଭୋଟ ଦେବାକୁ ଆହ୍ୱାନ

ବିଜୁ ଜନତା ଦଳର ପଞ୍ଚାୟତସ୍ତରୀୟ କର୍ମୀ ସମ୍ମିଳନୀ, ଯୋଗ ଦେଲେ ଶତାଧିକ ବିଜେଡି ନେତା

  ଅନୁଗୁଳ: ଅନୁଗୁଳ ନିର୍ବାଚନ ମଣ୍ଡଳୀର ବଅଁରପାଳ ବ୍ଲକ ଅନ୍ତର୍ଗତ ମହୀଧରପୁର ପଞ୍ଚାୟତ ଅନୁଗୁଳ ବ୍ଲକ ଅନ୍ତର୍ଗତ ବାରଗୌଣୀଆ ପଞ୍ଚାୟତର ବନ୍ତଳା ପଞ୍ଚାୟତ ବାଳୁଅକଟା ପଞ୍ଚାୟତ ଠାରେ ବିଜୁ ଜନତା ଦଳର ପଞ୍ଚାୟତ ସ୍ତରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏହି…

Continue Readingବିଜୁ ଜନତା ଦଳର ପଞ୍ଚାୟତସ୍ତରୀୟ କର୍ମୀ ସମ୍ମିଳନୀ, ଯୋଗ ଦେଲେ ଶତାଧିକ ବିଜେଡି ନେତା

ସିବିଏସ୍‌ଇ ପରୀକ୍ଷାରେ ଅନୁଗୁଳ ସମର୍ପଣ ଏକାଡ଼େମୀକୁ ଶତ ପ୍ରତିଶତ ସଫଳତା: ଦ୍ୱାଦଶରେ ଓମ୍, ଦଶମରେ ଅର୍ଚ୍ଚିତା ଟପ୍ପର

ଅନୁଗୁଳ : ପ୍ରକାଶ ପାଇଲା ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ। ପରୀକ୍ଷାରେ ଅମଲାପଡ଼ା ସ୍ଥିତ ସମର୍ପଣ ଏକାଡେମୀ ଶତ ପ୍ରତିଶତ ସଫଳତା ପାଇଛି। ଦ୍ୱାଦଶ ଶ୍ରେଣୀ ବିଜ୍ଞାନରେ ଅନୁଷ୍ଠାନର ସମସ୍ତ ୫୫ ଜଣ ଛାତ୍ରଛାତ୍ରୀ ଭଲ ନମ୍ବର…

Continue Readingସିବିଏସ୍‌ଇ ପରୀକ୍ଷାରେ ଅନୁଗୁଳ ସମର୍ପଣ ଏକାଡ଼େମୀକୁ ଶତ ପ୍ରତିଶତ ସଫଳତା: ଦ୍ୱାଦଶରେ ଓମ୍, ଦଶମରେ ଅର୍ଚ୍ଚିତା ଟପ୍ପର

ଝଡ଼ ବାତ୍ୟାରେ କ୍ଷୟକ୍ଷତି: କର୍ମଚାରୀ ଅଭାବରୁ ବିଦ୍ୟୁତ୍ ସଂଯୋଗ ବିଳମ୍ବ

ଅନୁଗୁଳ: ରବିବାର ଅଧରାତିରେ ଝଡ଼ ବତାସ ଯୋଗୁଁ ଅନୁଗୁଳ ସହର ଭିତରେ ଅନେକ କ୍ଷୟକ୍ଷତି ଘଟିଛି।ପ୍ରବଳ ବେଗରେ ପବନ ବହିବା ଯୋଗୁଁ ଅନେକ ସ୍ଥାନରେ ଗଛ ଉପୁଡ଼ି ପଡ଼ିଛି,ବିଦ୍ୟୁତ୍ ଖୁଣ୍ଟ କେଉଁଠି ଭାଙ୍ଗି ଯାଇଛି ତ କେଉଁଠି ବଙ୍କା ହୋଇଯାଇଛି। ବିଶେଷକରି…

Continue Readingଝଡ଼ ବାତ୍ୟାରେ କ୍ଷୟକ୍ଷତି: କର୍ମଚାରୀ ଅଭାବରୁ ବିଦ୍ୟୁତ୍ ସଂଯୋଗ ବିଳମ୍ବ

ମେଡଡିକାଲ ଆସୋସିଏସନ୍ ଓମେନ୍ସ ଡକ୍ଟର ୱିଂ ପକ୍ଷରୁ ବିଶ୍ଵ ମାତୃତ୍ଵ ଦିବସ ପାଳିତ

  ଅନୁଗୁଳ: ଇଣ୍ଡିଆନ ମେଡିକାଲ ଆସୋସିଏସନ ଓମେନ୍ସ ଡକ୍ଟର ୱିଂ ଓ ମା' ଘର ଫାଉଣ୍ଡେସନ ଟ୍ରଷ୍ଟ ଆନୁକୂଲ୍ୟରେ ଏସ ଏସ ହସ୍ପିଟାଲ ପକ୍ଷରୁ ତାଳଚେର ସ୍ଥିତ ହୋଟେଲ ଗ୍ରୀନପାର୍କ ଠାରେ ବିଶ୍ବ ମାତୃତ୍ଵ ଦିବସ ପାଳିତ ହୋଇଛି। ଡାକ୍ତର ସୁସ୍ମିତା…

Continue Readingମେଡଡିକାଲ ଆସୋସିଏସନ୍ ଓମେନ୍ସ ଡକ୍ଟର ୱିଂ ପକ୍ଷରୁ ବିଶ୍ଵ ମାତୃତ୍ଵ ଦିବସ ପାଳିତ