ତାଳଚେର ଗଡ଼ଜାତ ଆନ୍ଦୋଳନର ମୁଖ୍ୟ ପୁରୋଧା ସ୍ୱର୍ଗତଃ ପବିତ୍ର ପ୍ରଧାନଙ୍କ ୩୭ ତମ ଶ୍ରାଦ୍ଧ ଦିବସ ପାଳିତ

ତାଳଚେର : ତାଳଚେର ଗଡ଼ଜାତ ଆନ୍ଦୋଳନର ମୁଖ୍ୟ ପୁରୋଧା, ଆଜନ୍ମ ବିପ୍ଲବୀ ତଥା ଓଡ଼ିଶାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ପବିତ୍ର ପ୍ରଧାନଙ୍କ ୩୭ ତମ ଶ୍ରାଦ୍ଧ ଦିବସ ପ୍ରଜାମଣ୍ଡଳ ସ୍ମୃତି କମିଟି ଆନୁକୂଲ୍ୟରେ ପାଳିତ ହୋଇଛି। ଏ ଅବସରରେ ତାଳଚେର ଯୁବନେତା…

Continue Readingତାଳଚେର ଗଡ଼ଜାତ ଆନ୍ଦୋଳନର ମୁଖ୍ୟ ପୁରୋଧା ସ୍ୱର୍ଗତଃ ପବିତ୍ର ପ୍ରଧାନଙ୍କ ୩୭ ତମ ଶ୍ରାଦ୍ଧ ଦିବସ ପାଳିତ

ଆଠମଲ୍ଲିକ ବିଧାୟକଙ୍କୁ ଚାଳକ ସଂଘର ସମ୍ବର୍ଦ୍ଧନା, ଜଣାଇଲେ ଦୀର୍ଘ ଦିନର ଦାବି

ଅନୁଗୁଳ: ଆଠମଲ୍ଲିକ ବିଧାୟକ ନଳିନୀକାନ୍ତ ପ୍ରଧାନଙ୍କୁ ତୁରୁଡାସ୍ଥିତ ବାସଭବନରେ ବୁଧବାର ଭେଟିଛନ୍ତି କିଶୋରନଗର ବ୍ଲକ ଡ୍ରାଇଭର ସଂଘ। ପ୍ରଥମେ ଡ୍ରାଇଭର ସଂଘ ପକ୍ଷରୁ ନବ ନିର୍ବାଚିତ ବିଧାୟକଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ପରେ ଚାଳକମାନେ ସେମାନଙ୍କ ସମସ୍ଯା ସମ୍ପର୍କରେ ଆଲୋଚନା କରିଥିଲେ।…

Continue Readingଆଠମଲ୍ଲିକ ବିଧାୟକଙ୍କୁ ଚାଳକ ସଂଘର ସମ୍ବର୍ଦ୍ଧନା, ଜଣାଇଲେ ଦୀର୍ଘ ଦିନର ଦାବି

ନନ୍ ଭେଜ୍ ମାର୍କେଟରେ ପୌରପାଳିକାର ଚଢ଼ାଉ

ଅନୁଗୁଳ: ଅନୁଗୁଳ ନନ୍ ଭେଜ୍ ମାର୍କେଟରେ ଆଜି ସ୍ଥାନୀୟ ପୌରପାଳିକା ପକ୍ଷରୁ ଚଢାଉ କରାଯାଇଥିଲା। ପୌରପାଳିକାର ଡ୍ରେନକୁ ଅବରୋଧ କରିବା ଏବଂ ଡ୍ରେନରେ ମାଛ,ମାଂସ ଜନିତ ଆବର୍ଜନା ପକାଇବା ନେଇ ଅଭିଯୋଗ ମିଳିବା ପରେ ପୌରପାଳିକା ପକ୍ଷରୁ ଏହି ଚଢାଉ କରାଯାଇଥିଲା।…

Continue Readingନନ୍ ଭେଜ୍ ମାର୍କେଟରେ ପୌରପାଳିକାର ଚଢ଼ାଉ

ପିସିସି ସଭାପତି ଓ ପ୍ରଭାରୀଙ୍କ କାର୍ଯ୍ୟକଳାପକୁ ଅନୁଗୁଳ କଂଗ୍ରେସ କର୍ମୀଙ୍କ ବିରୋଧ, ଭାଜପା ଓ ବିଜେଡି ସହିତ ଗୁପ୍ତ ବୁଝାମଣା କରିଥିବା ନେଇ ଆଣିଲେ ଅଭିଯୋଗ

କଣିହାଁ: ରାଜ୍ଯ କଂଗ୍ରେସ ପିସିସି ସଭାପତି ଶରତ ପଟ୍ଟନାୟକ ଓ ରାଜ୍ୟ ପ୍ରଭାରୀ ଅଜୟ କୁମାରଙ୍କ କାର୍ଯ୍ୟକଳାପକୁ ବିରୋଧ କରିଛନ୍ତି ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଯୁବ ସଂଗଠନ। ଏ ନେଇ ସଂଗଠନର ଯୁବ ନେତା ବାବୁଲା ବେହେରା ଓ ଛବିନ୍ଦ୍ର…

Continue Readingପିସିସି ସଭାପତି ଓ ପ୍ରଭାରୀଙ୍କ କାର୍ଯ୍ୟକଳାପକୁ ଅନୁଗୁଳ କଂଗ୍ରେସ କର୍ମୀଙ୍କ ବିରୋଧ, ଭାଜପା ଓ ବିଜେଡି ସହିତ ଗୁପ୍ତ ବୁଝାମଣା କରିଥିବା ନେଇ ଆଣିଲେ ଅଭିଯୋଗ

ମଦ ଭାଟି ବନ୍ଦ ପାଇଁ ମହିଳାଙ୍କ ଆନ୍ଦୋଳନ

ବନ୍ତଳା: ଅନୁଗୁଳ ବ୍ଲକ କୁମୁରିସିଂହା ପଞ୍ଚାୟତ ବଡବାହାଳ ଗ୍ରାମକୁ ମଦ ମୁକ୍ତ କରିବା ଉଦ୍ଦେଶ୍ୟରେ ମହିଳା ମାନେ ଏକତ୍ର ହୋଇ ଗ୍ରାମରେ ଏକ ସଭା କରିଛନ୍ତି। ସୂଚନା ଯେ, ଆଜକୁ କିଛିଦିନ ତଳେ କିଛି ଫାଇନାନ୍ସ କମ୍ପାନୀ ଗାଁକୁ ଆସି ଗ୍ରାମର…

Continue Readingମଦ ଭାଟି ବନ୍ଦ ପାଇଁ ମହିଳାଙ୍କ ଆନ୍ଦୋଳନ

ଟପ୍ପରଙ୍କୁ ସମ୍ମାନ: ଶିଳ୍ପାଞ୍ଚଳ ମହିଳା ବିଦ୍ୟାଳୟରେ ଯୁକ୍ତ ଦୁଇ କୃତି ଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ତାଳଚେର: ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷାରେ ସଫଳତାର ସହ କୃତକାର୍ଯ୍ୟ ହୋଇଥିବା ତାଳଚେରର ଶିଳ୍ପାଞ୍ଚଳ ମହିଳା ମହାବିଦ୍ୟାଳୟର ଛାତ୍ରୀଙ୍କୁ କଲେଜ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଯୁକ୍ତ ଦୁଇ ପରୀକ୍ଷାରେ ସମୁଦାୟ ୮୬ ପ୍ରତିଶତ ଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ସେଥିମଧ୍ୟରୁ ପ୍ରଜ୍ଞା…

Continue Readingଟପ୍ପରଙ୍କୁ ସମ୍ମାନ: ଶିଳ୍ପାଞ୍ଚଳ ମହିଳା ବିଦ୍ୟାଳୟରେ ଯୁକ୍ତ ଦୁଇ କୃତି ଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ଏସ୍‌ଏନ୍‌କେ ରୟାଲ ପକ୍ଷରୁ ରଜ ଅଫର, କିଣାକିଣି କଲେ ମିଳୁଛି ୩ ହଜାର ଟଙ୍କାର ଫ୍ରି ସପିଙ୍ଗର ସୁବିଧା

ଅନୁଗୁଳ: ଅନୁଗୁଳ ଓ ତାଳଚେରର ପ୍ରସିଦ୍ଧ ଗାର୍ମେଣ୍ଟସ୍ ବିକ୍ରେତା ଏସ୍‌ଏନ୍‌କେ ରୟାଲ ପକ୍ଷରୁ ରଜ ଅଫର ଘୋଷଣା କରାଯାଇଛି। ଏହି ଅଫର ମୁତାବକ ରଜ ପର୍ବ ପାଇଁ ୧୫ ହଜାର ଟଙ୍କାର ପୋଷାକ ବା ଶାଢ଼ି ଆଦି କିଣିଲେ ୩ ହଜାର…

Continue Readingଏସ୍‌ଏନ୍‌କେ ରୟାଲ ପକ୍ଷରୁ ରଜ ଅଫର, କିଣାକିଣି କଲେ ମିଳୁଛି ୩ ହଜାର ଟଙ୍କାର ଫ୍ରି ସପିଙ୍ଗର ସୁବିଧା

ବ୍ରାହ୍ମଣ ମହାସଂଘର ୨୦ତମ କାର୍ଯ୍ୟକାରିଣୀ ବୈଠକ: ବୃଦ୍ଧାଶ୍ରମ ପାଇଁ ମହାସଂଘକୁ ୨ ଗୁଣ୍ଠ ଜାଗା ଦାନ କଲେ ଅଜୟ ତ୍ରିପାଠୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବ୍ରାହ୍ମଣ ମହାସଂଘର ବିଂଶତମ କାର୍ଯ୍ୟକାରିଣୀ ବୈଠକ ଅନୁଗୁଳ ସଂସ୍କୃତ ମହାବିଦ୍ୟାଳୟ ଠାରେ ବ୍ୟୋମକେଶ ଶତପଥୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଛି। ସଭାରେ ଜିଲ୍ଲାର କୋଣ ଅନୁକୋଣରୁ ସଭ୍ୟମାନେ ଉପସ୍ଥିତ ରହି ବ୍ରାହ୍ମଣ ମହାସଂଘର କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିଥିଲେ। ଏ…

Continue Readingବ୍ରାହ୍ମଣ ମହାସଂଘର ୨୦ତମ କାର୍ଯ୍ୟକାରିଣୀ ବୈଠକ: ବୃଦ୍ଧାଶ୍ରମ ପାଇଁ ମହାସଂଘକୁ ୨ ଗୁଣ୍ଠ ଜାଗା ଦାନ କଲେ ଅଜୟ ତ୍ରିପାଠୀ

ଅନୁଗୁଳରେ ରକ୍ତ ଭଣ୍ଡାର ସମସ୍ୟାର ସମାଧାନ ପ୍ରସଙ୍ଗରେ ସିଡିଏମଓଙ୍କୁ ଦାବିପତ୍ର, ରକ୍ତଦାନ ଶିବିର ଆୟୋଜନ କରିବାକୁ ଆହ୍ୱାନ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ରକ୍ତଦାନ ଶିବିରର ଆୟୋଜନ ନ ହେବାରୁ ତଥା ରକ୍ତଭଣ୍ଡାରର ରକ୍ତର ଅଭାବ ହେବା କାରଣରୁ ରକ୍ତଟିଏ ନ ପାଇ ରୋଗୀ ହନ୍ତସନ୍ତ ହେବା ସହିତ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ତେବେ ରକ୍ତଦାନ ଶିବିର ଆୟୋଜନ କରୁଥିବା ଅନୁଷ୍ଠାନଙ୍କୁ…

Continue Readingଅନୁଗୁଳରେ ରକ୍ତ ଭଣ୍ଡାର ସମସ୍ୟାର ସମାଧାନ ପ୍ରସଙ୍ଗରେ ସିଡିଏମଓଙ୍କୁ ଦାବିପତ୍ର, ରକ୍ତଦାନ ଶିବିର ଆୟୋଜନ କରିବାକୁ ଆହ୍ୱାନ

ଆଠମଲ୍ଲିକର ନୂତନ ବିଧାୟକ ନଳିନୀକାନ୍ତ ପ୍ରଧାନଙ୍କୁ ବିଜେଡି କର୍ମୀଙ୍କ ସ୍ୱାଗତ ସମ୍ବର୍ଦ୍ଧନା

ବଇଣ୍ଡା: ଆଠମଲ୍ଲିକର ନୂତନ ବିଧାୟକ ନଳିନୀକାନ୍ତ ପ୍ରଧାନଙ୍କୁ ବୁଧବାର ଦିନ ଦଳୀୟ ବିଜେଡି କର୍ମୀମାନେ କିଶୋରନଗର ବ୍ଲକ ତୁରୁଡାସ୍ଥିତ ନିଜସ୍ୱ ବାସ ଭବନରେ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି। ଆଗାମୀ ଦିନରେ ଆଠମଲ୍ଲିକ ବିଧାନସଭା ନିର୍ବାଚନ ମଣ୍ଡଳୀର କିପରି ବିକାଶ ହେବ ଏ…

Continue Readingଆଠମଲ୍ଲିକର ନୂତନ ବିଧାୟକ ନଳିନୀକାନ୍ତ ପ୍ରଧାନଙ୍କୁ ବିଜେଡି କର୍ମୀଙ୍କ ସ୍ୱାଗତ ସମ୍ବର୍ଦ୍ଧନା