ଭାରତ ବିକାଶ ପରିଷଦ ପକ୍ଷରୁ ରକ୍ତହୀନତା ମୁକ୍ତ ଭାରତ ଅଭିଯାନ

ଅନୁଗୋଳ: ଅନୁଗୋଳ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତଥା ଭାରତ ବିକାଶ ପରିଷଦ, ଅନୁଗୋଳ ଶାଖାର ମିଳିତ ଉଦ୍ୟମରେ ସ୍ଥାନୀୟ ସାନ୍ଧ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ରକ୍ତ ହୀନତା ମୁକ୍ତ  ଭାରତ ଅଭିଯାନ  କାର୍ଯ୍ୟକ୍ରମ ଗତ ୭ ତାରିଖରେ ଅନୁଷ୍ଠିତ ହୋଇଥିଲା।…

Continue Readingଭାରତ ବିକାଶ ପରିଷଦ ପକ୍ଷରୁ ରକ୍ତହୀନତା ମୁକ୍ତ ଭାରତ ଅଭିଯାନ

ପାଳଲହଡ଼ାରେ ଗଜଲକ୍ଷ୍ମୀ ପୂଜା ପ୍ରସ୍ତୁତି ବୈଠକ, ଭସାଣିରେ ଡିଜେ ମନା

ଅନୁଗୋଳ: ଗଜଲକ୍ଷ୍ମୀ ପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବା ପାଇଁ ଶୁକ୍ରବାର ଉପଜିଲ୍ଲାପାଳଙ୍କ ସଭାଗୃହରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଛି। ଉପଜିଲ୍ଲାପାଳ ରବୀନ୍ଦ୍ର କୁମାର ପଟେଲଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ନଭେମ୍ବର ୪ ତାରିଖରେ ମେଳଣ ଓ ଭସାଣି ଉତ୍ସବ…

Continue Readingପାଳଲହଡ଼ାରେ ଗଜଲକ୍ଷ୍ମୀ ପୂଜା ପ୍ରସ୍ତୁତି ବୈଠକ, ଭସାଣିରେ ଡିଜେ ମନା

ପ୍ରାକୃତିକ ସମ୍ପଦରେ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି, ଶିକ୍ଷକଙ୍କୁ ପ୍ରଶିକ୍ଷଣ

ଅନୁଗୋଳ: ଅନୁଗୋଳ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ହୁଲୁରିସିଂହା ଉଚ୍ଚ ବିଦ୍ୟାଳୟ ପରିସରରେ ‘ପ୍ରାକୃତିକ ହସ୍ତଶିଳ୍ପ ଓ ପରିବେଶ ବନ୍ଧୁ ପଦକ୍ଷେପ’ ଉପରେ ଏକଦିବସୀୟ ଶିକ୍ଷକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି। ଜିଲ୍ଲାର ବିଭିନ୍ନ ବ୍ଲକରୁ ୫୦ ଜଣ ଶିକ୍ଷକ ଓ…

Continue Readingପ୍ରାକୃତିକ ସମ୍ପଦରେ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି, ଶିକ୍ଷକଙ୍କୁ ପ୍ରଶିକ୍ଷଣ

ଗ୍ରାମ ସ୍ତରୀୟ ଶିଶୁ ସୁରକ୍ଷା ଓ କଲ୍ୟାଣ ବୈଠକ ଅନୁଷ୍ଠିତ,ଶିଶୁ ସୁରକ୍ଷା ଓ କଲ୍ୟାଣ ସମ୍ପର୍କରେ ଆଲୋଚନା

ଅନୁଗୋଳ: ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ୍ ଜାମୁନାଲି ଗ୍ରାମପଞ୍ଚାୟତର ଗୋଳାସାରା ଗ୍ରାମରେ ଗ୍ରାମ ସ୍ତରୀୟ ଶିଶୁ ସୁରକ୍ଷା ଓ କଲ୍ୟାଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଶ୍ୱ ଯୁବ କେନ୍ଦ୍ର, ବଣୀନାଳୀ, ଅନୁଗୁଳ ଦ୍ୱାରା ପରିଚାଳିତ 'ଜଷ୍ଟ ରାଇଟ୍ ଫର୍ ଚିଲଡ୍ରେନ୍' ପ୍ରକଳ୍ପ…

Continue Readingଗ୍ରାମ ସ୍ତରୀୟ ଶିଶୁ ସୁରକ୍ଷା ଓ କଲ୍ୟାଣ ବୈଠକ ଅନୁଷ୍ଠିତ,ଶିଶୁ ସୁରକ୍ଷା ଓ କଲ୍ୟାଣ ସମ୍ପର୍କରେ ଆଲୋଚନା

ଏଡିଭି ପକ୍ଷରୁ ଏୟାର ଫୋର୍ସ ଡେ’

ଅନୁଗୋଳ: ଅନୁଗୋଳ ଡିଫେନ୍ସ ଭେଟେରାନ ପକ୍ଷରୁ ସ୍ଥାନୀୟ ବାସନ୍ତୀ ଦୁର୍ଗା ପୂଜା ପଡିଆରେ ୯୪ ତମ ଏୟାର ଫୋର୍ସ ଡେ' ପାଳିତ ହୋଇ ଯାଇଛି। ଏହି ସମାରୋହରେ ସଂଘ ସଭାପତି ଅନିଲ କୁମାର ମହାନ୍ତିଙ୍କ ସମେତ ୫୦ ଜଣ ପୂର୍ବ ସୈନିକ…

Continue Readingଏଡିଭି ପକ୍ଷରୁ ଏୟାର ଫୋର୍ସ ଡେ’

୨ୟ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ଆସନ୍ତା ୯ ରୁ ଆରମ୍ଭ

ଅନୁଗୋଳ: ସ୍ଥାନୀୟ ବିଜୁ ମଇଦାନ ଠାରେ ଆସନ୍ତା ୯ ତାରିଖରୁ ୧୮ ତାରିଖ ଯାଏ ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ ଓ କଟକ ବୈଶାଖୀ ମେଳା ଆନୁକୂଲ୍ୟରେ ଆୟୋଜିତ ହେବ ୨ୟ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା। ଏଥିନେଇ ସମସ୍ତ ପ୍ରସ୍ତୁତି ସରି ଥିବା…

Continue Reading୨ୟ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ଆସନ୍ତା ୯ ରୁ ଆରମ୍ଭ

କର୍ଣ୍ଣପାଳରେ ବିଜେଡିର ଜନସମ୍ପର୍କ ପଦଯାତ୍ରା:ସଙ୍ଗଠନକୁ ମଜଭୁତ କରିବାକୁ ନେତାଙ୍କ ଆହ୍ୱାନ

ଅନୁଗୋଳ: ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ୍‌ କର୍ଣ୍ଣପାଳ ପଞ୍ଚାୟତରେ ବିଜୁ ଜନତା ଦଳ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ସହ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଛି। ପଞ୍ଚାୟତ ସଭାପତି ଦେବରାଜ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକ ପୂର୍ବରୁ ମା’ ଲୁଧୁଣି ମନ୍ଦିରରେ ଦଳୀୟ…

Continue Readingକର୍ଣ୍ଣପାଳରେ ବିଜେଡିର ଜନସମ୍ପର୍କ ପଦଯାତ୍ରା:ସଙ୍ଗଠନକୁ ମଜଭୁତ କରିବାକୁ ନେତାଙ୍କ ଆହ୍ୱାନ

ପୂର୍ବତନ ସରପଞ୍ଚ ସୁଷମା ପ୍ରଧାନଙ୍କ ପରଲୋକ

ଅନୁଗୋଳ: ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ଶିମିଳିପାଳ ପଞ୍ଚାୟତର ପୂର୍ବତନ ସରପଞ୍ଚ ସୁଷମା ପ୍ରଧାନଙ୍କ ନିଜ ବାସଭବନରେ ପରଲୋକ ହୋଇଯାଇଛି। ସେ ଜଣେ ଜନପ୍ରିୟ ନାରୀନେତ୍ରୀ, ସମାଜସେବୀ, ପରୋପକାରୀ ଓ ଧର୍ମପରାୟଣ ମହିଳା ଭାବେ ବେଶ୍ ଜଣାଶୁଣା ଥିଲେ। ତାଙ୍କ ବିୟୋଗରେ ସମଗ୍ର…

Continue Readingପୂର୍ବତନ ସରପଞ୍ଚ ସୁଷମା ପ୍ରଧାନଙ୍କ ପରଲୋକ

ଅଣୁ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ ପ୍ରତିଷ୍ଠା ନିମନ୍ତେ ସଚେତନତା

ଅନୁଗୋଳ: ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ସଭାଗୃହରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ ଜିଲ୍ଲା ଶିଳ୍ପ ବିଭାଗ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବ୍ଲକ ଶିଳ୍ପ ଅଧିକାରୀ ଯଶୋବନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ…

Continue Readingଅଣୁ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ ପ୍ରତିଷ୍ଠା ନିମନ୍ତେ ସଚେତନତା

କଣିହାଁରେ ସେବା ସେତୁ ଶିବିର: ମଧୁବାବୁ ପେନସନ ଯୋଜନାରେ ୭୦ ଜଣ ହିତାଧିକାରୀଙ୍କୁ ଭତ୍ତା ମଞ୍ଜୁର ପତ୍ର ପ୍ରଦାନ

ଅନୁଗୋଳ: କଣିହାଁ ପଞ୍ଚାୟତ ସମିତି ପ୍ରାଙ୍ଗଣରେ ଆଜି ସେବା ସେତୁ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ବିଭିନ୍ନ ସରକାରୀ ବିଭାଗ ପକ୍ଷରୁ ଷ୍ଟଲ ଖୋଲାଯାଇ ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଇଥିଲା। ସାମାଜିକ ସୁରକ୍ଷା, ଖାଦ୍ୟ ଯୋଗାଣ,…

Continue Readingକଣିହାଁରେ ସେବା ସେତୁ ଶିବିର: ମଧୁବାବୁ ପେନସନ ଯୋଜନାରେ ୭୦ ଜଣ ହିତାଧିକାରୀଙ୍କୁ ଭତ୍ତା ମଞ୍ଜୁର ପତ୍ର ପ୍ରଦାନ