ପିଲାଙ୍କ ପାଇଁ ଆସିଥିବା ଅଣ୍ଡାକୁ ନେଇ ଘରକୁ ପଳାଉଛନ୍ତି ଶିକ୍ଷୟିତ୍ରୀ, ସିସିଟିଭିରେ କଏଦ ହେଲା ପୂରା ଦୃଶ୍ୟ

ତାଳଚେର : ବିଦ୍ୟାଳୟକୁ ପିଲାଙ୍କ ପାଇଁ ଆସିଥିବା ଅଣ୍ଡାକୁ ନେଇ ଯାଉଛନ୍ତି ଶିକ୍ଷୟିତ୍ରୀ। ଆଉ ଏହି ଦୃଶ୍ୟର ଭିଡିଓ କଏଦ ହୋଇଛି ସିସିଟିଭିରେ। ସ୍ଥାନୀୟ ପାଟରା ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀଙ୍କ ଏଭଳି କାରନାମା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାରେ…

Continue Readingପିଲାଙ୍କ ପାଇଁ ଆସିଥିବା ଅଣ୍ଡାକୁ ନେଇ ଘରକୁ ପଳାଉଛନ୍ତି ଶିକ୍ଷୟିତ୍ରୀ, ସିସିଟିଭିରେ କଏଦ ହେଲା ପୂରା ଦୃଶ୍ୟ

ଜୁନ ୧ରେ ହେବନି ତାଳଚେର ଅର୍ଥନୈତିକ ଅବରୋଧ, ପ୍ରଶାସନ ସହ ଆଲୋଚନା ପରେ କମିଟିର ନିଷ୍ପତ୍ତି

ତାଳଚେର: ଆଜି ହେବାକୁ ଥିବା ଅର୍ଥନୈତିକ ଅବରୋଧକୁ ସ୍ଥଗିତ ରଖାଯାଇଛି। ଏନେଇ ମଙ୍ଗଳବାର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆୟୋଜିତ ବୈଠକରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ତାଳଚେର ମେଡିକାଲ୍ କଲେଜ୍ ପରିଚାଳନା ଓ ସରକାରୀ ବିଜ୍ଞପ୍ତି ପ୍ରକାଶ ସମ୍ବନ୍ଧରେ…

Continue Readingଜୁନ ୧ରେ ହେବନି ତାଳଚେର ଅର୍ଥନୈତିକ ଅବରୋଧ, ପ୍ରଶାସନ ସହ ଆଲୋଚନା ପରେ କମିଟିର ନିଷ୍ପତ୍ତି

ଅବସରପ୍ରାପ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା

ଅନୁଗୁଳ: ନିକଟରେ ଅବସର ନେଇଥିବା ଜିଲ୍ଲାର ବାର ଜଣ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଜିଲ୍ଳା ଶିକ୍ଷା କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏହି ସମରୋହରେ ଜିଲ୍ଲାଶିକ୍ଷା ଅଧିକାରୀ ନିରଞ୍ଜନ ସାହୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସମାଜ ଗଠନରେ ଶିକ୍ଷକ ମାନଙ୍କ…

Continue Readingଅବସରପ୍ରାପ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା

ପୌରପାଳିକା ବୈଠକ,ଖର୍ଚ୍ଚ ଦାବିକୁ ନେଇ ହଟ୍ଟଗୋଳ

ଅନୁଗୁଳ: ଅନୁଗୁଳ ପୌରପାଳିକା ସଭା କକ୍ଷରେ ଚଳିତ ବର୍ଷର ଦ୍ଵିତୀୟ ବୈଠକ ଆୟୋଜିତ ହୋଇଯାଇଛି। ପୌରଧକ୍ଷ ଅକ୍ଷୟ ସାମନ୍ତଙ୍କ ସଭାପତିତ୍ବରେ ଆୟୋଜିତ ଏହି ବୈଠକରେ ସମସ୍ତ କାଉନସିଲର, ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ ଏବଂ ଅନ୍ୟ ପଦସ୍ଥ ପୋୖର ଅଧିକାରୀ…

Continue Readingପୌରପାଳିକା ବୈଠକ,ଖର୍ଚ୍ଚ ଦାବିକୁ ନେଇ ହଟ୍ଟଗୋଳ

ମେଡିକାଲ କର୍ମଚାରୀ ଡ୍ରେସ୍ କୋଡ଼ରେ ଆସିବାକୁ ନିର୍ଦେଶ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ କର୍ମଚାରୀ ମାନେ ଗତ କିଛି ମାସ ଧରି ସେମାନଙ୍କ ପାଇଁ ଉଦିଷ୍ଟ ଡ୍ରେସ କୋଡ଼ ଅନୁସାରେ ନ ଆସି ମନଇଚ୍ଛା ପୋଷାକ ପିନ୍ଧି ଆସୁଥିଲେ। ଏମାନଙ୍କ ମଧ୍ୟରୁ କିଛି କର୍ମଚାରୀ ଅଫିସରେ ଖଟି…

Continue Readingମେଡିକାଲ କର୍ମଚାରୀ ଡ୍ରେସ୍ କୋଡ଼ରେ ଆସିବାକୁ ନିର୍ଦେଶ

ତାଳଚେର ଶ୍ରୀମନ୍ଦିର ସୁରକ୍ଷା ସମିତି ତରଫରୁ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରର ସୁରକ୍ଷା ପାଇଁ ଗଣଧାରଣା

ତାଳଚେର: ପୁରୀ ଶ୍ରୀ ଜଗନ୍ନାଥ ହେରିଟେଜ୍‌ କରିଡର ପ୍ରକଳ୍ପର ବିକାଶ ନାଁରେ ବିନାଶ ବନ୍ଦ ହେଉ ଓ ଆଇନ ପରିସର ବାହାରେ ନିର୍ମାଣ କାର୍ଯ୍ୟକୁ ତୁରନ୍ତ ବନ୍ଦ କରାଯାଉ ବୋଲି ଦାବି କରିଛି ତାଳଚେର ଶ୍ରୀମନ୍ଦିର ସୁରକ୍ଷା ସମିତି। ପୁରୀରେ ପ୍ରସ୍ତାବିତ…

Continue Readingତାଳଚେର ଶ୍ରୀମନ୍ଦିର ସୁରକ୍ଷା ସମିତି ତରଫରୁ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରର ସୁରକ୍ଷା ପାଇଁ ଗଣଧାରଣା

ଅନୁଗୁଳରେ ବିଶ୍ୱ ତମ୍ବାଖୁ ବର୍ଜନ ଦିବସ

ଅନୁଗୁଳ: ଅନୁଗୁଳ ରକ୍ତ ଭଣ୍ଡାର ଟ୍ରେନିଙ୍ଗ ହଲରେ ଆଜି ବିଶ୍ୱ ତମ୍ବାଖୁ ବର୍ଜନ ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ପରିବାର କଲ୍ୟାଣ ଅଧିକାରୀ ଦିଲୀପ ପଟ୍ଟନାୟକ ଏହି ସମାରୋହକୁ ଉଦଘାଟନ କରି ତମ୍ବାଖୁ ସେବନର ଅପକାରିତା ଏବଂ ପରିବେଶ ପ୍ରତି ଏହା…

Continue Readingଅନୁଗୁଳରେ ବିଶ୍ୱ ତମ୍ବାଖୁ ବର୍ଜନ ଦିବସ

ଅନୁଗୁଳ ଥାନା ଛକରେ ଗର୍ତ୍ତ ବିପଦକୁ ଆମନ୍ତ୍ରଣ

ଅନୁଗୁଳ: ଅନୁଗୁଳ ସହର ଥାନା ଛକରେ ଗୋଟିଏ ବଡ ଗର୍ତ୍ତ ଦେଖିବାକୁ ମିଳୁଛି। ଦେଢ଼ ଫୁଟର ଏଇ ଗାତ ଦୀର୍ଘ ଦିନ ହେଲାଣି ରହିଛି। ଏଥିପ୍ରତି କାହାରି ଦୃଷ୍ଟି ପଡ଼ୁ ନାହିଁ। ପ୍ରତିଦିନ ଏଇ ରାସ୍ତାରେ ଶହ ଶହ ଗାଡି ଚାଳ…

Continue Readingଅନୁଗୁଳ ଥାନା ଛକରେ ଗର୍ତ୍ତ ବିପଦକୁ ଆମନ୍ତ୍ରଣ

ଅନୁଗୁଳ ଜିଲ୍ଲା କ୍ରିକେଟ ସଂଘର ପ୍ରଥମ ବାର୍ଷିକ ସାଧାରଣ ବୈଠକ

ଅନୁଗୁଳ: ଅନୁଗୁଳ ଜିଲ୍ଲା କ୍ରିକେଟ ସଂଘର ପ୍ରଥମ ବାର୍ଷିକ ସାଧାରଣ ବୈଠକ ଆଜି ସ୍ଥାନୀୟ କଦମ ପଡିଆ ସ୍ଥିତ ନିଜସ୍ବ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି। ସଭାରେ ଜିଲ୍ଲା କ୍ରିକେଟ ସଂଘର ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ ସଭାପତିତ୍ୱ କରି ଜିଲ୍ଲାରେ କ୍ରିକେଟର…

Continue Readingଅନୁଗୁଳ ଜିଲ୍ଲା କ୍ରିକେଟ ସଂଘର ପ୍ରଥମ ବାର୍ଷିକ ସାଧାରଣ ବୈଠକ

ଆମ୍ ଆଦମୀ ପାର୍ଟିର ଜିଲ୍ଲାସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ

ଅନୁଗୁଳ: ସ୍ଥାନୀୟ ମାରୱାଡି ଧର୍ମଶାଳାଠାରେ ଆମ ଆଦମୀ ପାର୍ଟିର ଅନୁଗୁଳ ଜିଲ୍ଲାସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ପାର୍ଟିର ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ ନିତ୍ୟ…

Continue Readingଆମ୍ ଆଦମୀ ପାର୍ଟିର ଜିଲ୍ଲାସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ