ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଉପଲକ୍ଷେ ଶପଥ ପାଠ
ଅନୁଗୁଳ: ବିପର୍ଯ୍ୟୟ ସମୟରେ ନିଜକୁ ପ୍ରସ୍ତୁତ ରଖୁବା ସହ ଲୋକମାନଙ୍କର ଧନ ଜୀବନ ସୁରକ୍ଷା ନିମନ୍ତେ ସଜାଗ ରହିବାକୁ ଶୁକ୍ରବାର ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ଦିବସ ପାଳନ ହେଇଛି। ଏଥି ପାଇଁ ଜିଲ୍ଲା କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ(ତାଳଚେର)…
