୨୫ ବର୍ଷ ପରେ ମୁକୁଳିଲେ ଲକ୍ଷ୍ମଣ ଗାଗରାଇ
ତାଳଚେର : ହତ୍ୟା ମାମଲାରେ ଆଜୀବନ ଜେଲ ଭୋଗୁଥିବା ଲକ୍ଷ୍ମଣ ଗାଗରାଇ ଆଜି ମୁକ୍ତ ହୋଇଛନ୍ତି। ତାଳଚେର ସ୍ୱତନ୍ତ୍ର କାରାଗାରରେ ସେ ଆଜୀବନ ଜେଲ ଦଣ୍ଡ ଭୋଗୁଥିଲେ। ସ୍ଥାନୀୟ ଖମାର ଥାନା ଛାଞ୍ଚୁଣିଆ ଗ୍ରାମ ନିବାସୀ ଲକ୍ଷ୍ମଣ ଗାଗରାଇ ୧୯୯୭ ମସିହା…
ତାଳଚେର : ହତ୍ୟା ମାମଲାରେ ଆଜୀବନ ଜେଲ ଭୋଗୁଥିବା ଲକ୍ଷ୍ମଣ ଗାଗରାଇ ଆଜି ମୁକ୍ତ ହୋଇଛନ୍ତି। ତାଳଚେର ସ୍ୱତନ୍ତ୍ର କାରାଗାରରେ ସେ ଆଜୀବନ ଜେଲ ଦଣ୍ଡ ଭୋଗୁଥିଲେ। ସ୍ଥାନୀୟ ଖମାର ଥାନା ଛାଞ୍ଚୁଣିଆ ଗ୍ରାମ ନିବାସୀ ଲକ୍ଷ୍ମଣ ଗାଗରାଇ ୧୯୯୭ ମସିହା…
ଅନୁଗୁଳ: ନ୍ୟାୟ ଆଶାରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ଦ୍ୱାରସ୍ଥ ହେଲେ ପରିବାର ଲୋକ। ସୂଚନା ମୁତାବକ, ସ୍ଥାନୀୟ ଛେଣ୍ଡିପଦା ଗାଁର ପାଣୁ ସେଠୀଙ୍କୁ ଗତ ଏପ୍ରିଲ ୨୪ ତାରିଖରେ ହତ୍ୟା କରାଯାଇଥିଲା। ଏ ନେଇ ପରିବାର ପକ୍ଷରୁ ଛେଣ୍ଡିପଦା ଥାନାରେ ଲିଖିତ…
ତାଳଚେର: ଆଜି ତାଳଚେର ସାଉଥବଲଣ୍ଡାସ୍ଥିତ ନୀଳକଣ୍ଠେଶ୍ୱର ଡିଗ୍ରୀ ମହାବିଦ୍ୟାଳୟରେ ମୋ କଲେଜ ଅଭିଯାନରେ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଛି। ଅନ୍ତର୍ଜାତୀୟ କମ୍ପାନୀ ‘ବୋସ୍’ ର ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ଏବଂ ମହାବିଦ୍ୟାଳୟ ଆଭ୍ୟନ୍ତରୀଣ ଗୁଣବତା ପ୍ରକୋଷ୍ଠର ମିଳିତ ସହଯୋଗରେ…
ତାଳଚେର: ସ୍ଥାନୀୟ ଦେଉଳବେଡ଼ା ସ୍ଥିତ ମଙ୍ଗଳମ୍ କ୍ଲବର ସମ୍ମିଳନୀ କକ୍ଷରେ ଆଜି ଏକ ରାଜ୍ୟସ୍ତରୀୟ ଦୁର୍ଘଟଣା ଅନୁସନ୍ଧାନ ତାଲିମ ଶିବିର ଉଦଘାଟିତ ହୋଇଛି। କାର୍ଯ୍ୟକ୍ରମରେ ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ଡ. ସାର୍ଥକ ଷଡ଼ଙ୍ଗୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଶିବିରକୁ ଉଦଘାଟନ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବ୍ରହ୍ମାକୁମାରି ଆଶ୍ରମ ପକ୍ଷରୁ ଜିଲ୍ଲାରେ ଜୈବିକ କୃଷିର ପ୍ରସାର ପାଇଁ ଆତ୍ମନିର୍ଭର କୃଷକ ଅଭିଯାନର କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ଅନୁଗୁଳ ଆଶ୍ରମ ପରିସରରେ ଗୁରୁବାର ୭୫ ତମ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ଆତ୍ମ…
ଅନୁଗୁଳ: ସ୍ଥାନୀୟ ୧୯ ନମ୍ବର ୱାର୍ଡ ନିକଟସ୍ଥ ବସ୍ତିର ବିଭିନ୍ନ ସମ୍ପର୍କରେ ଆଜି ପୌରପାଳିକାର ଅଧିକାରୀଙ୍କୁ ଅଭିଯୋଗ କରିଛନ୍ତି ବସ୍ତି ବାସିନ୍ଦା। କାଉନସିଲର ବଳରାମ ଜେନାଙ୍କ ନେତୃତ୍ୱରେ ସେମାନେ ଦାବିପତ୍ର ପ୍ରଦାନ କରିଛନ୍ତି। ବସ୍ତି ବାସିନ୍ଦାଙ୍କ ଅଭିଯୋଗ ମୁତାବକ, ଜାଗା ମିଶନରେ…
ଅନୁଗୁଳ: ଜିଲ୍ଲା ଅଗ୍ନିଶମ ବିଭାଗ ପକ୍ଷର ସହରର ବିଭିନ୍ନ ସ୍ଥାନରେ ଫାୟାର ଅଡିଟ୍ କରାଯାଇଛି। ଆଜି ପୂର୍ବାହ୍ନରେ ପ୍ରଥମେ ସ୍ଥାନୀୟ ୮ ତାଲା ବିଶିଷ୍ଟ ପ୍ରଫୁଲ୍ଲ ମିଶ୍ର ଆପାର୍ଟମେଣ୍ଟରେ ଯାଞ୍ଚ କରାଯାଇଥିଲା। ଏ ଅବସରରେ ଆପାର୍ଟମେଣ୍ଟରେ ଅଗ୍ନି ସୁରକ୍ଷା ପାଇଁ କି…
ଅନୁଗୁଳ: ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଗୁରୁବାର ପୂର୍ବାହ୍ନରେ ବସ ଷ୍ଟାଣ୍ଡ,ବଜାର, ଅମଲାପଡ଼ା ତଥା ଏହାର ଆଖପାଖରେ ଖୋଲି ଥିବା ଚା, ଜଳଖିଆ,ଲସି,ରାସନ ଦୋକାନ ଉପରେ ଚଢ଼ାଉ କରି ଖାଦ୍ୟ ସାମଗ୍ରୀର ମାନ ଯାଞ୍ଚ କରିବା ସହ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ପରିଷଦର ୫୨ତମ ସାଧାରଣ ବୈଠକ ବୁଧବାର ସକାଳେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦର ଅଧ୍ୟକ୍ଷା ବବିତା ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ସରକାରୀ ଯୋଜନାକୁ ସଫଳତାର ସହିତ କାର୍ଯ୍ୟକାରୀ…
ଅନୁଗୁଳ: ପ୍ରାୟ ୩୯ ବର୍ଷ ଧରି ଅନୁଗୁଳର ବିକାଶରେ କାର୍ଯ୍ୟ ଜାରି ରଖିଥିବା ଟାମଡ଼ାର ବିଭଜନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଏହି କ୍ରମରେ ଟାମଡ଼ାର ବରିଷ୍ଠ ଡ୍ରାଫ୍ଟସମ୍ୟାନ ରମେଶ ଚନ୍ଦ୍ର ସାହୁ ଏବଂ ପ୍ଲାନିଂ ଆସିଷ୍ଟାଣ୍ଟ ନିଳିମା ମହାପାତ୍ର ରାଜ୍ୟ ସରକାରଙ୍କ…