ଯୁକ୍ତଦୁଇ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପ୍ରବେଶ ଉତ୍ସବ

ଅନୁଗୁଳ: ଅନୁଗୋଳ ଜିଲ୍ଲା ତାଳଚେର ସ୍ୱୟଂଶାସିତ ମହାବିଦ୍ୟାଳୟର ଯୁକ୍ତଦୁଇ ରେ ନାମ ଲେଖା ହୋଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ସରକାରଙ୍କ ନିର୍ଦେଶ ଅନୁସାରେ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗ ପାଇଁ ସ୍ୱତନ୍ତ୍ର…

Continue Readingଯୁକ୍ତଦୁଇ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପ୍ରବେଶ ଉତ୍ସବ

ଏବିଭିପିର ବିକ୍ଷୋଭ

ଅନୁଗୁଳ: କଳାହାଣ୍ଡି ଜିଲ୍ଲା ଗୋଲମୁଣ୍ଡା ବ୍ଲକ ମହାଲିଙ୍ଗ ସ୍ଥିତ ସନସାଇନ୍ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର ହୋଇଛି । ତେବେ ଏଥ୍‌ରେ ଉକ୍ତ ସ୍କୁଲର ମାଲିକ ଗୋବିନ୍ଦ ସାହୁ ଏବଂ ରାଜ୍ୟର ଜଣେ ମନ୍ତ୍ରୀ କ୍ୟାପଟେନ୍‌…

Continue Readingଏବିଭିପିର ବିକ୍ଷୋଭ

ପୌରପାଳିକା ପକ୍ଷରୁ ଜବରଦଖଲ ଉଛେଦ ଅଭିଯାନ

ଅନୁଗୁଳ: ଅନୁଗୁଳ ପୌରପାଳିକା ପକ୍ଷରୁ ବୁଧବାର ସକାଳେ ଜବରଦଖଲ ଉଚ୍ଛେଦ ଅଭିଯାନ ଆରମ୍ଭ କରାଯାଇଥିଲା। ଅମଲା ପଡା କେନାଲ ରୋଡ଼ ନିକଟରେ ସିୱେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ସ୍ଥାପନ ନିମନ୍ତେ ପୌରପାଳିକା ପକ୍ଷରୁ ଏକ ଯାଗା ରଖାଯାଇଥିଲା ନିକଟରେ କିଛି ମାଂସ ଦୋକାନୀ…

Continue Readingପୌରପାଳିକା ପକ୍ଷରୁ ଜବରଦଖଲ ଉଛେଦ ଅଭିଯାନ

ରକ୍ତଦାନ ଶିବିର , ୮୧ ୟୁନିଟ ରକ୍ତ ସଂଗୃହୀତ

ଅନୁଗୁଳ : ଅନୁଗୁଳ ପୌରାଞ୍ଚଳ ଅମଲାପଡା ଜୟଦୁର୍ଗା ୟୁଥ କ୍ଲବ ପରିସରରେ ମଙ୍ଗଳବାର ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ମହାବିନାୟକ ୟୁଥ କ୍ଲବ ଓ ଓଡ଼ିଶା ମୋ ପରିବାର ମିଳିତ ସହଯୋଗରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ ଓଡିଶା…

Continue Readingରକ୍ତଦାନ ଶିବିର , ୮୧ ୟୁନିଟ ରକ୍ତ ସଂଗୃହୀତ

ସ୍ଥାୟୀ ନିଯୁକ୍ତି ଦାବିରେ ଆୟୁଷ ଡାକ୍ତରଙ୍କ ସାମ୍ବାଦିକ ସମ୍ମିଳନୀ

ଅନୁଗୁଳ: ସ୍ଥାୟୀ ନିଯୁକ୍ତି ଦାବିରେ ଅନୁଗୁଳ ଜିଲ୍ଲା ଆୟୁଷ ଡାକ୍ତର ସଂଘ ପକ୍ଷରୁ ମଙ୍ଗଳବାର ସ୍ଥାନୀୟ ଏକ ହୋଟେଲରେ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ସଂଘର ସଭାପତି ଅଶ୍ୱିନୀ କୁମାର ଖେତିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାରୋହରେ ସଂଘର ଉପ ସଭାପତି…

Continue Readingସ୍ଥାୟୀ ନିଯୁକ୍ତି ଦାବିରେ ଆୟୁଷ ଡାକ୍ତରଙ୍କ ସାମ୍ବାଦିକ ସମ୍ମିଳନୀ

୫୬ତମ ରାଜ୍ୟସ୍ତରୀୟ ବନ୍ଧୁକ ଚାଳନା ପ୍ରତିଯୋଗିତା ଉଦଯାପିତ

ଅନୁଗୁଳ: ତାଳଚେର ରାଜା ହୃଦୟ ଚନ୍ଦ୍ର ଦେବ ସୁଟିଂ କମ୍ପ୍ଲେକ୍ସଠାରେ ତାଳଚେର ରାଇଫଲ କ୍ଲବ ପକ୍ଷରୁ ଚାଲିଥିବା ରାଜ୍ୟସ୍ତରୀୟ ୫୬ତମ ବନ୍ଧୁକ ଚାଳନା ପ୍ରତିଯୋଗିତା ସୋମବାର ଉଦଯାପିତ ହୋଇଯାଇଛି ।ମୁଖ୍ୟଅତିଥି ଭାବେ କ୍ରୀଡା ମନ୍ତ୍ରୀ ତୁଷାର କାନ୍ତି ବେହେରା, ସାଂସଦ ମହେଶ…

Continue Reading୫୬ତମ ରାଜ୍ୟସ୍ତରୀୟ ବନ୍ଧୁକ ଚାଳନା ପ୍ରତିଯୋଗିତା ଉଦଯାପିତ

ଅନୁଗୁଳ ପୁରୀ ମେମୁ ଚଳାଚଳ ପାଇଁ ଦାବି

ଅନୁଗୁଳ: ଅନୁଗୁଳ ପୁରୀ ମେମୁ ଟ୍ରେନ ଚଳାଚଳ ପାଇଁ ରାଣୀଗୋଡା ବରିଷ୍ଠ ନାଗରିକମଞ୍ଚ ପକ୍ଷରୁ ଏକ ଦାବିପତ୍ର ଡିଆରଏମଙ୍କ ଜରିଆରେ କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ଦିଆଯାଇଛି। ଏଥିନେଇ ଏକ ସଭା ରାଣୀଗୋଡା ବଗାଧର ପିଢ ପ୍ରାଙ୍ଗଣରେ ରବିବାର ସକାଳେ ଅନୁଷ୍ଠିତ ହୋଇଥିଲା।…

Continue Readingଅନୁଗୁଳ ପୁରୀ ମେମୁ ଚଳାଚଳ ପାଇଁ ଦାବି

୫୦ ହଜାର ଟଙ୍କାରେ ମା’ଙ୍କ ଆଜ୍ଞାଲଡୁ ନିଲାମ

ଅନୁଗୁଳ: ବିଦାୟ ନେଲେ ମା’ ଦଶଭୁଜା। ଶେଷ ହେଲା ଦଶହରା ପର୍ବ । ତେବେ ରବିବାର ମା’ଙ୍କ ଭସାଣି ପର୍ବ ଉପଲକ୍ଷେ ଅନୁଷ୍ଠିତ ହୋଇଥିଲା ମା’ଙ୍କ ଆଜ୍ଞାଲଡୁ ଓ ଆଜ୍ଞାମାଳ ନିଲାମ। ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ଖୋଲୁଆ ଗ୍ରାମରେ ଗତ…

Continue Reading୫୦ ହଜାର ଟଙ୍କାରେ ମା’ଙ୍କ ଆଜ୍ଞାଲଡୁ ନିଲାମ

‘ସନ୍ଥ ଭୀମଭୋଇ’ ପତ୍ରିକା ପ୍ରକାଶିତ

ଅନୁଗୁଳ : ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଅନ୍ତର୍ଗତ ବଏଜା ଭୀମଭୋଇ ମହିମା ପୀଠର ପ୍ରତିଷ୍ଠାତା ବାବା ପ୍ରଭାକର ଦାସଙ୍କ ମହାପ୍ରସ୍ଥାନ ତିଥିରେ ସନ୍ଥପ୍ରଭା ଇ'ପତ୍ରିକା ପ୍ରକାଶ ପାଇଛି। ସନ୍ଥକବି ଭୀମଭୋଇ ସାହିତ୍ୟ ପରିଷଦ ତରଫରୁ ପ୍ରକାଶିତ ଇ ପତ୍ରିକା ରେ…

Continue Reading‘ସନ୍ଥ ଭୀମଭୋଇ’ ପତ୍ରିକା ପ୍ରକାଶିତ

୧୪ ଅଧିକାରୀଙ୍କ ପଦୋନ୍ନତି

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲ୍‌କୋରେ ଇନଚାର୍ଜ ଭାବେ କାର୍ଯ୍ୟରତ ୧୪ଜଣ ଅଧିକାରୀଙ୍କୁ ମହାପ୍ରବନ୍ଧକ ଭାବେ ପଦୋନ୍ନତି ମିଳିଛି । ନାଲ୍‌କୋ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏହି ପଦୋନ୍ନତି ଦିଆଯାଇଛି। ଏଥିପାଇଁ ସମସ୍ତ ମହାପ୍ରବନ୍ଧକଙ୍କୁ ବିଭିନ୍ନ ଶ୍ରମିକ ସଙ୍ଗଠନ ପକ୍ଷରୁ ଅଭିନନ୍ଦନ ଜଣାଇବା ସହ…

Continue Reading୧୪ ଅଧିକାରୀଙ୍କ ପଦୋନ୍ନତି