ଅନୁଗୁଳ ପୌରାଞ୍ଚଳରେ ୫ ବିଦ୍ୟାଳୟର ଉନ୍ନତିକରଣ ଶିଳାନ୍ୟାସର

ଅନୁଗୁଳ: ଅନୁଗୁଳ ପୌରାଞ୍ଚଳରେ ଥିବା ୫ଟି ବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନ ଯୋଜନାରେ ଉନ୍ନତିକରଣ ପାଇଁ ମଙ୍ଗଳବାର ଶିଳାନ୍ୟାସ କରାଯାଇଛି। ଓଡ଼ିଶା ବିଧାନସଭାର ଉପବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଏହି ଶିଳାନ୍ୟାସ କରିଛନ୍ତି।…

Continue Readingଅନୁଗୁଳ ପୌରାଞ୍ଚଳରେ ୫ ବିଦ୍ୟାଳୟର ଉନ୍ନତିକରଣ ଶିଳାନ୍ୟାସର

ଏନଟିପିସି କ୍ଷତିଗ୍ରସ୍ତ ପ୍ରଜାଙ୍କ ଆମରଣ ଅନଶନ

ଅନୁଗୁଳ: ଦୀର୍ଘ ବତିଶୀ ବର୍ଷ ଧରି ଏନଟିପିସି ଦ୍ୱାରା କ୍ଷତିଗ୍ରସ୍ତ ପ୍ରଜା ବିଜିଗୋଳ ଗାଁର ବିନ୍ଦୁସାଗର ପାଣି ଏବଂ ଗଦାଶିଳ। ଗାଁ ର ସବିତରାଣୀ ପ୍ରଧାନ କମ୍ପାନୀରେ ନିଯୁକ୍ତି ନପାଇ ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ରେ ବସିଛନ୍ତି।ପୂର୍ବରୁ…

Continue Readingଏନଟିପିସି କ୍ଷତିଗ୍ରସ୍ତ ପ୍ରଜାଙ୍କ ଆମରଣ ଅନଶନ

ମେଡିକାଲ ଭିତରେ ଅବାଧ ଗାଡି ପ୍ରବେଶ ଉପରେ କଟକଣା

ଅନୁଗୁଳ: ପ୍ରାୟ ଦୁଇ ସପ୍ତାହ ତଳେ ଅନୁଗୁଳ ମୁଖ୍ୟ ଡାକ୍ତରଖାନାର ବିଭିନ୍ନ ସମସ୍ୟା ର ସମାଧାନ ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ଦାବିପତ୍ର ଦିଆଯିବା ପରେ ସ୍ୱାସ୍ଥ୍ୟ ପ୍ରଶାସନ ଚେତିଥିବା ଜଣା ପଡ଼ିଛି। ବିଭିନ୍ନ ଦାବି ମଧ୍ୟରୁ ଘରୋଇ ଆମ୍ବୁଲାନ୍ସ ବେଆଇନ…

Continue Readingମେଡିକାଲ ଭିତରେ ଅବାଧ ଗାଡି ପ୍ରବେଶ ଉପରେ କଟକଣା

ଛେଣ୍ଡିପଦା ବ୍ଲକକୁ ମରୁଡି ଅଞ୍ଚଳ ଘୋଷଣା ଦାବୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ବାହାଳ ସାହି ପଞ୍ଚାୟତର ଯାତ୍ରା ପଡିଆଠାରେ ଛେଣ୍ଡିପଦା ବ୍ଲକକୁ ମରୁଡି ଘୋଷଣା ଦାବୀ ନେଇ କୃଷକ ଆନ୍ଦୋଳନ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସନ୍ତୋଷ କୁମାର ନାଏକଙ୍କ ନେତୃତ୍ୱରେ ଆୟୋଜିତ…

Continue Readingଛେଣ୍ଡିପଦା ବ୍ଲକକୁ ମରୁଡି ଅଞ୍ଚଳ ଘୋଷଣା ଦାବୀ

ତାଳଚେରରେ ଶିକ୍ଷାର ବିକାଶ ନେଇ ଧର୍ମେନ୍ଦ୍ରଙ୍କୁ ଦାବିପତ୍ର

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରରେ ଶିକ୍ଷାର ବିକାଶ ନେଇ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସୋମବାର ନୂଆଦିଲ୍ଲୀ ଠାରେ ଦାବିପତ୍ର ପ୍ରଦାନ କରାଯାଇଛି । ତାଳଚେର ଓକିଲ ସଂଘର ପୂର୍ବତନ ସଭାପତି ଦୟାସାଗର ମିଶ୍ର ଓ କିଶୋର…

Continue Readingତାଳଚେରରେ ଶିକ୍ଷାର ବିକାଶ ନେଇ ଧର୍ମେନ୍ଦ୍ରଙ୍କୁ ଦାବିପତ୍ର

ଦୁଇସପ୍ତାହ ହେଲା ଅନ୍ଧାରରେ ବଂଶୀମୁଣ୍ଡା ଗ୍ରାମବାସୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଳକର ବାମୁର ପଞ୍ଚାୟତ ଅନ୍ତର୍ଗତ ବଂଶୀମୁଣ୍ଡା ଗ୍ରାମର ବିଦ୍ୟୁତ ଟ୍ରାନ୍ସଫର୍ମର ପୋଡିଯାଇଥିବାରୁ ଗ୍ରାମବାସୀ ଦୁଇ ସପ୍ତାହ ହେଲା ଅନ୍ଧାରରେ ରହିଥିବା ଜଣାଯାଇଛି। ଗତ ୧୩ ତାରିଖରୁ ବିଦ୍ୟୁତ ଟ୍ରାନ୍ସଫର୍ମର ପୋଡିଯାଇଥିବା ବେଳେ ଗ୍ରାମବାସୀ ନିକଟସ୍ଥ ବାମୁର…

Continue Readingଦୁଇସପ୍ତାହ ହେଲା ଅନ୍ଧାରରେ ବଂଶୀମୁଣ୍ଡା ଗ୍ରାମବାସୀ

ଅନନ୍ତ ଡିଏଭିରେ ନୋ-ଭେହିକିଲ୍ ଡେ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଏମ୍‌ସିଏଲ୍ ଜଗନ୍ନାଥ କୋଇଲା କ୍ଷେତ୍ର ଅନ୍ତର୍ଗତ ଅନନ୍ତ ଡିଏଭି ପବ୍ଲିକ୍ ସ୍କୁଲରେ ରବିବାର ନୋ-ଭେହିକିଲ୍ ଡ଼େ ପାଳିତ ହୋଇଛି। ଏହି ଅବସରରେ ଅନନ୍ତ ବିହାର ୟୁକୋବ୍ୟାଙ୍କ ପରିସରରୁ ଅଧ୍ୟକ୍ଷା ଜ୍ୟୋତି ମିଶ୍ରଙ୍କ ଦ୍ବାରା ସଚେତନତା ଶୋଭାଯାତ୍ରା ବାହାରି…

Continue Readingଅନନ୍ତ ଡିଏଭିରେ ନୋ-ଭେହିକିଲ୍ ଡେ

ଲୋକାଲ ଟ୍ରେନ୍ ଚଳାଚଳ ନେଇ ଶାନ୍ତିପୂର୍ଣ୍ଣ ଧାରଣ

ଅନୁଗୁଳ: ଅନୁଗୁଳ ଜିଲ୍ଲା ରେଳଷ୍ଟେଶନ ଠାରେ ରବିବାର ଏକ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଇଛି। ଓଡ଼ିଶାର ସମସ୍ତ ରୁଟ୍‌ରେ ଦୀର୍ଘ ଦେଢ଼ ବର୍ଷ ଧରି ଲୋକାଲ ଟ୍ରେନ୍‌ ଚାଳାଚଳ ବନ୍ଦ ରହିଛି। ଏଥିରେ ନିର୍ଭରକରୁଥିବା ଦିନମଜୁରିଆ, ବେସରକାରୀ କର୍ମଚାରୀ, କଲେଜ ଛାତ୍ରୀଛାତ୍ର, ନିଜେ…

Continue Readingଲୋକାଲ ଟ୍ରେନ୍ ଚଳାଚଳ ନେଇ ଶାନ୍ତିପୂର୍ଣ୍ଣ ଧାରଣ

ଓଡିଶା ମୋଟର ଚାଳକ ସଂଘର ସାଙ୍ଗଠନିକ ବୈଠକ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ଭାଗିରଥିପୁର ଛକଠାରେ ଓଡ଼ିଶା ମୋଟର ଚାଳକ ସଂଘ ଜରପଡା ଆଞ୍ଚଳିକ ଶାଖା ପକ୍ଷରୁ ରବିବାର ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜରପଡା ଶାଖା ସଭାପତି କୁନାଲ୍ ନାଏକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି…

Continue Readingଓଡିଶା ମୋଟର ଚାଳକ ସଂଘର ସାଙ୍ଗଠନିକ ବୈଠକ

ନାଲକୋ ଏସିଏସଟି କର୍ମଚାରୀ ସଂଘ ପକ୍ଷରୁ ପୁନାଚୁକ୍ତି ଦିବସ

ଅନୁଗୁଳ : ଅନୁଗୁଳ ଜିଲ୍ଲା ନାଲକୋ ଏସିଏସଟି କର୍ମଚାରୀ ସଂଘ ପକ୍ଷରୁ ପୁନା ଚୁକ୍ତି ଦିବସ ପାଳିତ ହୋଇଯାଇଛି। ଭରଚୁଆଲ ମିଟିଙ୍ଗ ମାଧ୍ୟମରେ ଏହାକୁ ପାଳନ କରାଯାଇଥିଲା। ସଙ୍ଘର ସଭାପତି କେଦାର ନାଥ ଦେହୁରୀ ବୈଠକରେ ସଭାପତିତ୍ୱ କରିଥିଲେ। ଜିଏମ୍ ଅନିଲ…

Continue Readingନାଲକୋ ଏସିଏସଟି କର୍ମଚାରୀ ସଂଘ ପକ୍ଷରୁ ପୁନାଚୁକ୍ତି ଦିବସ