ନିଃଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷଣ ଶିବିର

0

ଅନୁଗୁଳ: ଡିସେମ୍ବର ୯ ତାରିଖ ଦିନ ଅନୁଗୁଳ ମାରୱାଡି ପଞ୍ଚାୟତ ଭବନ ଠାରେ ସମ ଅଲଟିମେଟ ମେଡି କେୟାର ସହଯୋଗରେ ଏକ ସ୍ୱାସ୍ଥ୍ୟ ପରୀକ୍ଷଣ ଶିବିର ଆୟୋଜିତ ହେବ। ଏଠାରେ ସମ ଅଲଟିମେଟର ମେଡ଼ିସିନ,କାରଡ଼ିଓଲୋଜି,ଅସ୍ଥିଶଲ୍ୟ, ସ୍ତ୍ରୀ ଓ ପ୍ରସୂତୀ ଆଦି ବିଭାଗର ସୁପର ସ୍ପେସଲିଷ୍ଟ ଡାକ୍ତର ମାନେ ଯୋଗ ଦେଇ ରୋଗୀଙ୍କୁ ପରୀକ୍ଷା କରିବେ। ସକାଳ ସାଢେ ଦଶଟାରୁ ଅପରାହ୍ନ ତିନିଟା ଯାଏଁ ସିବିର ଚାଲୁ ରହିବ।ଜନସାଧାରଣ ଏହାର ସୁଯୋଗ ନେବାକୁ ଆୟୋଜକ ନିଵେଦନ କରିଛନ୍ତି ।

online coaching

Leave A Reply

Your email address will not be published.