ବିଜେପିର ଖମାର ଥାନା ଘେରାଉ

ଅନୁଗୁଳ: ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ରାଜ୍ୟ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଏବଂ ଘଟଣାର ସିବିଆଇ ତଦନ୍ତ ଦାବିରେ ରବିବାର ବିଜେପି ଖମାର ମଣ୍ଡଳ ପକ୍ଷରୁ ଥାନା ଘେରାଉ କରାଯାଇଥିଲା। ମଣ୍ଡଳ ସଭାପତି ଗୌରଚନ୍ଦ୍ର ପ୍ରଧାନଙ୍କ ନେତୃତ୍ଵରେ ଖମାର…

Continue Readingବିଜେପିର ଖମାର ଥାନା ଘେରାଉ

ନାଲକୋରେ ରକ୍ତଦାନ ଶିବିର, ୧୧୮ ୟୁନିଟ ରକ୍ତ ସଂଗ୍ରହ

ଅନୁଗୁଳ : ଅନୁଗୁଳ ଜିଲ୍ଲା ନାଲକୋ ତରଫରୁ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜାଦିକା ଅମ୍ରିତ ମହୋତ୍ସବ ଅବସରରେ ଏକ ବୃହତ ରକ୍ତଦାନ ଶିବିର ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ନାଲକୋ ନିର୍ବାହୀ ନିର୍ଦ୍ଦେଶକ ଏପି ପଣ୍ଡା ମୁଖ୍ୟ…

Continue Readingନାଲକୋରେ ରକ୍ତଦାନ ଶିବିର, ୧୧୮ ୟୁନିଟ ରକ୍ତ ସଂଗ୍ରହ

ଅଳିଆ ପୋଡ଼ୁଚି ପ୍ରଦୂଷଣ ବଢୁଛି

ଅନୁଗୁଳ: ଅନୁଗୁଳ ପୌରପାଳିକା ପକ୍ଷରୁ ଶୁଖିଲା ଅଳିଆକୁ ନ ପୋଡ଼ିବା ପାଇଁ ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର କରାଯାଉଥିବା ବେଳେ ଖୋଦ୍ ପୌର ସଫେଇ କର୍ମଚାରୀମାନେ ଆଇନକୁ ମାନୁ ନାହାନ୍ତି।ସେମାନେ ସହରର ବିଭିନ୍ନ ସ୍ଥାନରେ ଆବର୍ଜନାକୁ ଏକାଠି କରି ନିଆଁ ଲଗାଇ…

Continue Readingଅଳିଆ ପୋଡ଼ୁଚି ପ୍ରଦୂଷଣ ବଢୁଛି

ବେଲଶୁଣ୍ଠାରେ କମ୍ବଳ ଓ ମଶାରୀ ବଣ୍ଟନ

ଅନୁଗୁଳ: ରବିବାର ପୁର୍ବାହ୍ନରେ ଅନୁଗୁଳ ସହର ଉପକଣ୍ଠରେ ଥିବା ବେଲଶୁଣ୍ଠା କୁଷ୍ଠ କଲୋନୀରେ ଅନୁଗୁଳ ଲୟନ୍ସ ପ୍ରାଇଡ଼ର ପୂର୍ବତନ ସଭାପତି ତଥା ସିଡିଏମଓ ଡ଼ା ତ୍ରିଲୋଚନ ପ୍ରଧାନ ପକ୍ଷରୁ ଚାଳିଶ ଜଣ ଅନ୍ତେବାସୀଙ୍କୁ କମ୍ବଳ ଓ ମଶାରୀ ବଣ୍ଟନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ…

Continue Readingବେଲଶୁଣ୍ଠାରେ କମ୍ବଳ ଓ ମଶାରୀ ବଣ୍ଟନ

ରିଲିଜ୍ ହେଉ ହେଉ ଧମାକା କଲା ‘ସୂର୍ଯ୍ୟବଂଶୀ’

ଅନୁଗୁଳ: ବଲିଉଡ ଷ୍ଟାର ଅକ୍ଷୟ କୁମାର ଏବଂ କ୍ୟାଟ୍ରିନା କୈଫଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସୂର୍ଯ୍ୟାବଂଶୀ’ ରିଲିଜ୍ ହୋଇଛି। ଲୋକମାନେ ଏହି ଫିଲ୍ମକୁ ଦେଖିବା ପାଇଁ ଗତ ୨ ବର୍ଷରୁ ଅପେକ୍ଷା କରି ରହିଥିଲେ। ସେଥିପାଇଁ ଏହି ଫିଲ୍ମର ଜଲୱା ପ୍ରଥମ…

Continue Readingରିଲିଜ୍ ହେଉ ହେଉ ଧମାକା କଲା ‘ସୂର୍ଯ୍ୟବଂଶୀ’

ନିଯୁକ୍ତି ଦାବିରେ ଡିଏମ୍ଏଫ୍ ଶିକ୍ଷକଙ୍କ ଅନଶନ

ଅନୁଗୁଳ: ନିଯୁକ୍ତି ଦାବିରେ ଜିଲ୍ଲା ଖଣିଜ ପାଣ୍ଠି ସହାୟତାରେ ନିଯୁକ୍ତ ପାର୍ଟ ଟାଇମ ଶିକ୍ଷକ ମାନେ ଶୁକ୍ରବାର ସକାଳୁ ଅହୋରାତ୍ର ଅନଶନ ଆରମ୍ଭ କରିଛନ୍ତି। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶିକ୍ଷକ ମାନେ ଧାରଣା ରେ ବସିଛନ୍ତି। ୨୦୧୮ ମସିହାରୁ…

Continue Readingନିଯୁକ୍ତି ଦାବିରେ ଡିଏମ୍ଏଫ୍ ଶିକ୍ଷକଙ୍କ ଅନଶନ

ଦୀପାବଳିରେ ଟେରାକୋଟା ସାମଗ୍ରୀର ଆଦର ବଢିଛି

ଅନୁଗୁଳ: ଦୀପାବଳି ବଜାରରେ କେବଳ ସୁନାଗହଣା ଓ ଇଲୋଟ୍ରୋନିକ୍ସ ସାମଗ୍ରୀର ଯେ ବେପାର ବଢିଛି ତାହା ନୁହେଁ ଘର ସାଜସଜା ଏବଂ ଦୀପ ଜାଳିବାପାଇଁ ଟେରାକୋଟା ସାମଗ୍ରୀର ଆଦର ମଧ୍ୟ ବଢିଛି।ଅନୁଗୁଳ ବସ ଷ୍ଟାଣ୍ଡରେ ଜରଡା ପାରିପରା ଗାଁର ମହିମା ଟେରାକୋଟା…

Continue Readingଦୀପାବଳିରେ ଟେରାକୋଟା ସାମଗ୍ରୀର ଆଦର ବଢିଛି

ଗୁଣାତ୍ମକ କୋଇଲା ପ୍ରେରଣ ଓ ସିଏସଆର କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ଏମସିଏଲ ପୁରସ୍କୃତ

ଅନୁଗୁଳ: ଉପଭୋକ୍ତାମାନଙ୍କୁ ଗୁଣାତ୍ମକ କୋଇଲା ପ୍ରେରଣ କରିବା ତଥା କର୍ପୋରେଟ ସାମାଜିକ ଉତ୍ତରଦାୟିତ୍ୱ(ସିଏସଆର)କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ନିମନ୍ତେ ମହାନଦୀ କୋଲଫିଲଡ୍ସ ଲିଃ (ଏମସିଏଲ) କୁ ସର୍ବଶ୍ରେଷ୍ଠ ସହାୟକ କମ୍ପାନୀର ପୁରସ୍କାର ସମେତ ମୋଟ ୬ଟି ପୁରସ୍କାର ପ୍ରଦାନ କରାଯାଇଛି । କୋଲକତାରେ…

Continue Readingଗୁଣାତ୍ମକ କୋଇଲା ପ୍ରେରଣ ଓ ସିଏସଆର କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ଏମସିଏଲ ପୁରସ୍କୃତ

ସ୍ବତନ୍ତ୍ର ସଂକ୍ଷିପ୍ତ ଫଟୋ ଭୋଟର ତାଲିକା ସଂଶୋଧନ

ଅନୁଗୁଳ : ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟ କୋର୍ଟ ରୁମରେ ସ୍ବତନ୍ତ୍ର ସଂକ୍ଷିପ୍ତ ଫଟୋ ଓ ଭୋଟର ତାଲିକା ସଂଶୋଧନ -୨୦୨୨ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଅଧ୍ୟକ୍ଷତା କରି ଏକ ତୃଟିଶୁନ୍ୟ ଭୋଟର ତାଲିକା ପ୍ରସ୍ତୁତ…

Continue Readingସ୍ବତନ୍ତ୍ର ସଂକ୍ଷିପ୍ତ ଫଟୋ ଭୋଟର ତାଲିକା ସଂଶୋଧନ

ଓପି ଜିନ୍ଦଲ ସ୍କୁଲରେ ରାଷ୍ଟ୍ରୀୟ ଏକତା ଦିବସ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳରେ ଥିବା ଓପି ଜିନ୍ଦଲ ସ୍କୁଲ ପକ୍ଷରୁ ରୋଷ୍ଟ୍ରୀୟ ଏକତୋ ଦିବସ ୨୦୨୧ ପାଳନ ହୋଇଯାଇଛି। ଏହି ଅବସରରେ ଭାରତର ଲୌହ ମୋନବ ସର୍ଦାର ବଲ୍ଲଭଭାଇ ପଟେଲଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଦିବସକୁ…

Continue Readingଓପି ଜିନ୍ଦଲ ସ୍କୁଲରେ ରାଷ୍ଟ୍ରୀୟ ଏକତା ଦିବସ